• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

HOLDING-TAX-2pm
ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ସ୍ଥଗିତ ରଖିବାକୁ ନିଷ୍ପତ୍ତି

ଭୁବନେଶ୍ୱରରେ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ସ୍ଥଗିତ ରଖିବାକୁ ହେଲା ଘୋଷଣା। ଗଣମାଧ୍ୟମ ଆଗରେ ଏନେଇ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା। ହାଇକୋର୍ଟ ରାୟ ନଦେବା ଯାଏ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ରଖିବାକୁ ନିଆଗଲା ନିଷ୍ପତ୍ତି

  • Wednesday, 14 July 2021
rasamruta
ପ୍ରବନ୍ଧ ପୁସ୍ତକ "ରସାମୃତ" ଲୋକାର୍ପିତ

ଭୁବନେଶ୍ୱର: ବେଦ ଭାରତର ପ୍ରାଚୀନ ସାହିତ୍ୟ। ଧର୍ମ ଶାସ୍ତ୍ର ମାନବ ଜାତିର ଦର୍ପଣ। ମାନବ ସମାଜ ଧର୍ମ ଭାବନାରେ ରହିଲେ ବିପଥଗାମୀ ହୁଏନାହିଁ ବୋଲି ଡ. ଅବଦୁଲ ଓସିଦ ଖାଁ ପୁସ୍ତକ ଉନ୍ମୋଚନ ସଭାରେ ମୁଖ୍ୟ ଅତିଥିଭାବେ ଯୋଗଦାନକରି ଏପରି କହିଛନ୍ତି। ବାଲିପାଟଣା ବ୍ଲକ ଅନ୍ତର୍ଗତ ବୁଦ୍ଧନାଥ ମନ୍ଦିର ଯାତ୍ରୀ ନିବାସଠାରେ ଲେଖକ ପ୍ରଶାନ୍ତ କୁମାର ରାୟଙ୍କ ପ୍ରବନ୍ଧ ପୁସ୍ତକ “ରସାମୃତ”ର ଲୋକାର୍ପଣ ଏହାରି ମଧ୍ୟରେ ହୋଇଯାଇଛି। ଅନ୍ୟତମ ଅତିଥିଭାବେ ମନୋରଞ୍ଜନ ରାୟ, ରବୀନ୍ଦ୍ର ଦାସ, ରମେଶ […]

  • Wednesday, 14 July 2021
OTV-Portal-Holding-tax
ହୋଲ୍ଡିଂ ଟିକସ ନ ଦେଲେ ସିଲ୍‌ ହେବ ଘର: ବିଏମସି

ହୋଲ୍ଡିଂ ଟିକସ ନ ଦେଲେ ଘର ସିଲ୍‌ କରିବାକୁ ଦିଆଗଲା ନିର୍ଦ୍ଦେଶ। ହୋଲ୍ଡିଂ ଟିକସ ନ ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦିଆଗଲା ନିର୍ଦ୍ଦେଶ। ହୋଲ୍ଡିଂ ଟିକସ ନ ଦେଲେ ଘର, ଦୋକାନ ସିଲ୍ କରାଯିବ ବୋଲି ସୂଚନା ରହିଛି

  • Wednesday, 14 July 2021
pratap sarangi
ମେଡିକାଲ ଅବ୍ୟବସ୍ଥାକୁ ନେଇ ଚିଡ଼ିଗଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ମେଡିକାଲରେ ଅବ୍ୟବସ୍ଥା ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କ୍ଷୋଭ ପ୍ରକାଶ କରିଛନ୍ତି। ବାଲେଶ୍ୱର ଔପଦା ମେଡିକାଲ ଗସ୍ତ କରି ମେଡିକାଲର ଗୃହ ନିର୍ମାଣ କାମର ତଦାରଖ କରିବା ସହ ମେଡିକାଲ ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ। କାମ ଠିକ୍ ଭାବେ ଚାଲୁନଥବାରୁ ଠିକାଦାର ଉପରେ ବିରକ୍ତି ପ୍ରକାଶ କରିଛନ୍ତି

  • Wednesday, 14 July 2021
scb
କଟକ SCB ମେଡିକାଲରେ ଅଗ୍ନିକାଣ୍ଡ

ଏସସିବି ମେଡିକାଲରେ ଲାଗିଛି ନିଆଁ। କଟକ SCB ଆଞ୍ଚଳିକ ସିଟି ସ୍କାନ୍‌ରେ ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି। ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ; ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ ହୋଇଛି।

  • Wednesday, 14 July 2021
Odisha-Andhra
ଓଡ଼ିଶାରେ ମିଶିବାକୁ ଚାହୁଁଛନ୍ତି ଆନ୍ଧ୍ରର ଲୋକେ?

ଓଡ଼ିଶାରେ ମିଶିବାକୁ ଚାହୁଁଛନ୍ତି ଆନ୍ଧ୍ରର ଲୋକେ? ଆନ୍ଧ୍ରପ୍ରଦେଶ ସାଲୁର ବ୍ଲକ୍ କୋଡ଼ାମା ପଞ୍ଚାୟତର ୧୮ଟି ଗାଁର ଲୋକେ ଓଡ଼ିଶାରେ ମିଶିବା ପାଇଁ ଚାହୁଁଥିବା କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କୋରାପୁଟ ସାଂସଦ ଜୟରାମ ପାଙ୍ଗୀ।

similipala-fire
ଜଙ୍ଗଲ ନିଆଁର ସ୍ଥିତି ଅନୁଧ୍ୟାନ ପାଇଁ ଶିମିଳିପାଳ ଗସ୍ତରେ ବିଜେପି

ଶିମିଳିପାଳ ନିଆଁ ଏବେବି ସଂପୂର୍ଣ୍ଣ ଆୟତ୍ତ ହୋଇପାରିନାହିଁ। ଏହାର ସ୍ଥିତି ଅନୁଧ୍ୟାନ ପାଇଁ ବାରିପଦାରେ ପହଞ୍ଚିଛନ୍ତି ବିଜେପି ପ୍ରତିନିଧି ଦଳ। ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ବିଜେପିର ୧୫ ଜଣିଆ ଟିମ୍ ଆଜି ଶିମିଳିପାଳ ଗସ୍ତ କରିଛି

  • Wednesday, 14 July 2021
class
କରୋନା ଖାଇଗଲା ପାଠ: ଏଥର ବିନା ପରୀକ୍ଷାରେ ପାସ୍‌ ହେବେ ଛାତ୍ରଛାତ୍ରୀ

ଏଥର ବି ବିନା ପରୀକ୍ଷାରେ ସମସ୍ତେ ହେବେ ପାସ୍। ପ୍ରଥମରୁ ଅଷ୍ଟମ ପିଲା ପାଇବେ କ୍ଲାସ୍ ପ୍ରମୋସନ। କରୋନା ସଂକ୍ରମଣ ଡରରେ ଏ ପର୍ଯ୍ୟନ୍ତ କ୍ଲାସ୍‌ ଖୋଲିନଥିବାରୁ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି

  • Wednesday, 14 July 2021
mandi
ଶାସକ-ବିରୋଧୀ ମୁହାଁମୁହିଁ: ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଆଜି ଦିନ ତମାମ ଚାଲି ପାରିଲାନି ବିଧାନସଭା। ମଣ୍ଡି ଅବ୍ୟବସ୍ଥା ଓ କାଲି ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ପ୍ରସଙ୍ଗକୁ ନେଇ ଦେଖାଦେଇଥିଲା ଅସ୍ୱାଭାବିକ ସ୍ଥିତି। ମୁହାଁମୁହିଁ ହେଲେ ଶାସକ-ବିରୋଧୀ

  • Wednesday, 14 July 2021
fire
ଜଙ୍ଗଲରେ ନିଆଁ ଲାଗିବାର କଣ ରହିଛି ପ୍ରମୁଖ କାରଣ? ମହୁଲ ନୁହେଁ ତ ପ୍ରକୃତ କାରଣ !

ରାଜ୍ୟବ୍ୟାପି ଜଳୁଥିବା ଜଙ୍ଗଲୀ ନିଆଁକୁ ନେଇ ହଜାରେ ପ୍ରଶ୍ନ ଉଠିଲାଣି। କିଏ ଲଗାଇଲା ନିଆଁ ?କାହିଁକି ଜଳିପୋଡ଼ି ପାଉଁଶ ହୋଇଗଲା ଶିମିଳିପାଳଠୁ ସୁନାବେଡ଼ା ଯାଏଁ ଅଭୟାରଣ୍ୟ ? ନିଆଁ ଲଗାଇବାର ପ୍ରମୁଖ କାରଣ କଣ ?

  • Wednesday, 14 July 2021
toilet-god
ମଇଁଷି ଗୁହାଳେ ବିତୁଛି ପାଲା ଗାୟକଙ୍କ ଜୀବନ

ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି ପାଲା ଗାୟକ ନିଳାଦ୍ରି ମଲିକ୍। ଘର ନଥିବାରୁ ମଇଁଷି ଗୁହାଳେ ବିତୁଛି ଜୀବନ। ଯିଏ ଦିନେ ପାଲା ମାଧ୍ୟମରେ ସରକାରୀ ଯୋଜନାର ପ୍ରଚାର କରୁଥିଲେ ଆଜି ସେ ନିଜେ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି

  • Wednesday, 14 July 2021
fire
କଟକ ଶିଶୁ ଭବନରେ ଅଗ୍ନିକାଣ୍ଡ

କଟକ: କଟକ ଶିଶୁଭବନରେ ନିଆଁ ଲାଗିଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି। ନିଆଁ ଲାଗିବା ପରେ ତତ୍‌କ୍ଷଣାତ୍‌ ନିଆଁକୁ ଆୟତ୍ତ କରାଯାଇଛି। ଲାଗିଥିବା ନିଆଁରେ କୌଣସି କ୍ଷୟକ୍ଷତି ହୋଇନଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି। ଶିଶୁ ଭବନର କିଛି ବିଦ୍ୟୁତ୍‌ ତାର ଜଳିଯାଇଥିବା ସୂଚନା ମିଳିଛି। ସାମୟିକ ଭାବେ ଡାକ୍ତରଖାନାର ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହୋଇଥିବା ନେଇ ସୂଚନା ମିଳିଛି। #କଟକ_ଶିଶୁଭବନରେ_ଅଗ୍ନିକାଣ୍ଡ କଟକ ଶିଶୁଭବନରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଛି। ନିଆଁ ଲାଗିବା […]

  • Wednesday, 14 July 2021
no-bed
ଅବ୍ୟବସ୍ଥା ଘେରରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ରୋଗୀ ଶୋଇବାକୁ ନାହିଁ ପର୍ଯ୍ୟାପ୍ତ ବେଡ଼୍‌

ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ହେଲେ ଏଥିରୁ ସୁଫଳ ପାଇ ପାରୁନାହାନ୍ତି ସାଧାରଣ ରୋଗୀ। କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏହାର ଏକ ଜ୍ୱଳନ୍ତ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ

  • Wednesday, 14 July 2021
3arrest
ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ୩ ଗିରଫ

ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ବୌଦ୍ଧ ଜିଲ୍ଲା ପୁରୁଣା କଟକ ଅଞ୍ଚଳରୁ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ପୁରୁଣା କଟକ ରେଞ୍ଜ ମୁଣ୍ଡେଶ୍ୱର ଜଙ୍ଗଲରେ ନିଆଁ ଲଗାଇବା ପରେ ପଳାଉଥିବା ବେଳେ ଏମାନେ ସ୍ୱତନ୍ତ୍ର ସ୍ୱ୍କାର୍ଡ  ହାତରେ ଧରାପଡ଼ିଛନ୍ତି। ଏବେ ରାଜ୍ୟ ସାରା ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି

sudama-marandi
କରୋନା ଏବେ ବି ଯାଇନାହିଁ, ନିୟମ ମାନି ଚଳିବାକୁ ପରାମର୍ଶ ଦେଲେ ରାଜସ୍ୱ ମନ୍ତ୍ରୀ

ଏ ଯାଏ କୋଭିଡ ଯାଇନଥିବାରୁ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି। ସେ କହିଛନ୍ତି, ରାଜ୍ୟରେ କୋଭିଡ ସ୍ଥିତିର ଅନୁଧ୍ୟାନ କରାଯାଉଛି। ଏହାକୁ ଦେଖି ପଦକ୍ଷେପ ନିଆଯିବ। କିଛି କଟକଣା ଲଗାଯିବ କି ନାହିଁ, ପରିସ୍ଥିତି ଅନୁସାରେ ସ୍ଥିର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

  • Wednesday, 14 July 2021
jilapala-jail
ଏଣିକି ଜେଲ ବୁଲିବେ ଜିଲ୍ଲାପାଳ

ରାଜ୍ୟର ବିଭିନ୍ନ ଜେଲରେ ଅନ୍ତେବାସୀଙ୍କ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ। ସୁପ୍ରିମକୋର୍ଟଙ୍କ ଏ ସମ୍ପର୍କିତ ନିର୍ଦ୍ଦେଶାବଳୀ କିଭଳି କଡାକଡି ପାଳନ କରାଯିବ ସେ ନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ ଜାରିକରିଛନ୍ତି।

  • Wednesday, 14 July 2021
corona
ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ୨୪ ଘଣ୍ଟାରେ ୬୫ ଆକ୍ରାନ୍ତ ହେଲେ ଚିହ୍ନଟ

କିଛି ଦିନର ଅନ୍ତର ପରେ ପୁଣି ଥରେ କମିଛି ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଂଟାରେ ରାଜ୍ୟରେ ମୋଟ୍‌ ୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

  • Wednesday, 14 July 2021
ots-holdibg-tikas
ତେଜିଲା ହୋଲଡିଂ ଟ୍ୟାକ୍ସ ରାଜନୀତି: ବିଏମ୍ସିର ବର୍ଦ୍ଧିତ ଟିକସ ଆଦାୟକୁ ନେଇ ବଢୁଛି ଜନ ଅସନ୍ତୋଷ

ରାଜଧାନୀରେ ତେଜିଲା ହୋଲ୍ଡିଂ ଟିକସ ତାତି। ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ପ୍ରତ୍ୟାହାର ଦାବିରେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ। ହୋଲଡିଂ ଟିକସରେ ଅହେତୁକ ବୃଦ୍ଧିକୁ ଜିଜିଆ କର ବୋଲି କହି ଭୁବନେଶ୍ୱର ଜିଲ୍ଲା ବିଜେପି ଏବଂ କଂଗ୍ରେସ ରାଲି କରି ପ୍ରତିବାଦ କରିଛନ୍ତି

  • Wednesday, 14 July 2021
ots-fire-cause-
କାହିଁକି ନିଆଁର ଆଁ ଭିତରେ ଶିମିଳିପାଳ: ୧୫ ଦିନ ପରେ ବି ଉତ୍ତର ପାଉନି ବନ ବିଭାଗ

୧୫ ଦିନ ବିତିଗଲାଣି, ସୁନ୍ଦରୀ ଶିମିଳିପାଳରେ କାହିଁକି ଲାଗିଲା ନିଆଁ ? କେମିତି ଉଜାଡ଼ିଲା ଏସିଆର ଏହି ଦ୍ୱିତୀୟ ବୃହତ୍ତ ଜୈବମଣ୍ଡଳ? ନା ସ୍ପଷ୍ଟ କରୁଛି ବନ ବିଭାଗ ନା ମୁହଁ ଖୋଲୁଛନ୍ତି ରାଜ୍ୟ ସରକାର। ଗତ କିଛି ଦିନ ହେଲା, ଶିମିଳିପାଳର ଘଞ୍ଚ ଅରଣ୍ୟ ଭିତରେ କେବଳ ଚାଲିଛି କାରଣ ଖୋଜା

  • Wednesday, 14 July 2021
bjd-juba-bahini
ବିଜୁ ଯୁବ ବାହିନୀ ପୋଥିରେ ଡୋରି ବାନ୍ଧିଲେ ସରକାର

ବିଜୁ ଯୁବ ବାହିନୀ ପୋଥିରେ ଡୋରି ବାନ୍ଧିଲେ ସରକାର ଏବର୍ଷ ବଜେଟରେ ହୋଇନି ଅର୍ଥ ବରାଦ, ହେବନି କିଛି କାର୍ଯ୍ୟକ୍ରମ ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ବର୍ଷିଲେ ବିରୋଧୀ ବିଜେଡି କହିଲା କରୋନା ପାଇଁ ହୋଇଛି ଖର୍ଚ୍ଚକାଟ ଭୁବନେଶ୍ୱର: ବନ୍ଦ ହେବ ରାଜ୍ୟ ସରକାରଙ୍କ ବହୁଚର୍ଚ୍ଚିତ ବିଜୁ ଯୁବ ବାହିନୀ ସ୍କିମ। ବିଧାନସଭାରେ ବିଜେପି ବିଧାୟକଙ୍କ ଲିଖିତ ପ୍ରଶ୍ନ ଉପରେ କ୍ରୀଡା ଓ ଯୁବ କଲ୍ୟାଣ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉତ୍ତରରୁ ଏକଥା ସ୍ପଷ୍ଟ ହୋଇଛି। ବଜେଟରେ […]

  • Wednesday, 14 July 2021
ots-succide
ମନ୍ତ୍ରୀ ରଖୁଥିଲେ ବିବୃତ୍ତି, ସେପଟେ ବିଷ ପିଇଦେଲେ ବିଜେପି ବିଧାୟକ

ଅନ୍ତହୀନ ମଣ୍ଡି ଯନ୍ତ୍ରଣାକୁ ନେଇ ବିଧାନସଭାରେ ବିରୋଧୀ ତମ୍ବିତୋଫାନ କରିଛନ୍ତି। ଆଉ ବାଚସ୍ପତିଙ୍କ ରୁଲିଂ ପରେ ଗୃହରେ ଯୋଗାଣମନ୍ତ୍ରୀ ଉତ୍ତର ରଖୁଥିବାବେଳେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ଆଜି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

  • Wednesday, 14 July 2021
ssg
ଦିବ୍ୟାଙ୍ଗ ହେଲେ ବି ସ୍ୱାବଲମ୍ବୀ, ସ୍ୱୟଂ ସହାୟକ ଗୋଷ୍ଠୀ କରି ରୋଜଗାର କରୁଛନ୍ତି ଟଙ୍କା

ଧରାକୋଟ(ମନୋଜ ମୁନି): ଦିବ୍ୟାଙ୍ଗ ହୋଇ ବି ହୋଇଛନ୍ତି ସ୍ୱାବଲମ୍ବୀ ହୋଇଛନ୍ତି। ଜଣେ କି ଦୁଇ ଜଣ ନୁହଁନ୍ତି, ଗାଁର ୬ ଦିବ୍ୟାଙ୍ଗ ମହିଳା ଏକାଠି ହୋଇ ଗଠନ କରିଛନ୍ତି ସ୍ୱୟଂସହାୟକ ଗୋଷ୍ଠୀ। ଖଲିପତ୍ର ସିଲାଇ ସହ ଚାଷବାସ କରି ବେସ୍ ଦୁଇ ପଇସା ରୋଜଗାର କରୁଛନ୍ତି । କିଏ ଠିକରେ ପାଦ ପକାଇପାରୁନି, ତ କିଏ କଥା କହିପାରୁନି। ପୁଣି ଆଉ କିଏ ହରାଇଛି ଦୃଷ୍ଟି ଶକ୍ତି। ଏମାନେ ସମସ୍ତେ ଦିବ୍ୟାଙ୍ଗ କିନ୍ତୁ ହାର ମାନିନାହାନ୍ତି ବରଂ […]

  • Wednesday, 14 July 2021
hostel-fee
ରାଜ୍ୟରେ ଇଂଜିନିୟରିଂ ଓ ପଲିଟେକନିକ୍ ପିଲାଙ୍କ ହଷ୍ଟେଲ ଫି ଛାଡ଼

ଭୁବନେଶ୍ୱର: ଇଂଜିନିୟରିଂ ପିଲାଙ୍କ ହଷ୍ଟେଲ ଫି ଛାଡ଼ କଲେ ରାଜ୍ୟ ସରକାର। ଇଂଜିନିୟରିଂ ଓ ପଲିଟେକନିକ୍ ପିଲାଙ୍କ ହଷ୍ଟେଲ ଫି ଛାଡ଼ ହୋଇଛି। କରୋନା ପାଇଁ ହଷ୍ଟେଲ ବନ୍ଦ ଥିବାରୁ ଫି ଛାଡ଼ କରିଛନ୍ତି ସରକାର। ୨୦୨୦ ଏପ୍ରିଲରୁ ୨୦୨୦ ଡିସେମ୍ବର ଯାଏ ବନ୍ଦ ରହିଥିଲା ହଷ୍ଟେଲ। ପ୍ରାୟ ୧୭୦୧୨ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ଛାଡ଼ ଘୋଷଣା ହୋଇଛି। ତେବେ କରୋନା  କାଳରେ ହଷ୍ଟେଲରେ ପିଲାମାନେ ରହିନଥିଲେ, ତେଣୁ ଏମିତି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। #ହଷ୍ଟେଲ_ଫି_ଛାଡ଼ […]

  • Wednesday, 14 July 2021
bishnu-sethi
ନିର୍ବାଚନରେ କାଳିଆ ଦେଇ ବାଳିଆ ଉଠାଉଛନ୍ତି ରାଜ୍ୟ ସରକାର : ବିଷ୍ଣୁ ସେଠୀ

କରୋନା ବାହାନା ଦେଖାଇ କୌଣସି ସ୍ଥାନରେ ଜାଗର ମେଳା କରାଇବାକୁ ଅନୁମତି ଦେଲେ ନାହିଁ ରାଜ୍ୟ ସରକାର। କିନ୍ତୁ ନିଜେ ନୂଆପଡାରେ ଯାଇ ବିରାଟ ସମାବେଶ କରିଦେଲେ। ଏ ନିର୍ଲଜ ସରକାରଙ୍କୁ କଣ କହିବୁ? ଏମିତି ଘଟଣା ରାଜ୍ୟବାସୀଙ୍କୁ ମର୍ମାହତ କରିଛି।

  • Wednesday, 14 July 2021
train
ଆସନ୍ତା ମାସଠୁ ଚାଲିବ ସବୁ ଟ୍ରେନ !

ଆସନ୍ତାମାସରୁ ଚାଲିପାରେ ସବୁ ଟ୍ରେନ। ଏପ୍ରିଲ ସୁଦ୍ଧା ଚାଲିପାରେ ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ୍। ECR ମୁଖ୍ୟ ଜନ ସମ୍ପର୍କ ଅଧିକାରୀ କୈଶଳେନ୍ଦ୍ର କେ. ଖାଡଙ୍ଗା  ଏନେଇ ସୂଚନା ଦେଇଛନ୍ତି

  • Wednesday, 14 July 2021