• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

oolc
ବନବାସରେ ଦାଦନ ଶ୍ରମିକ: କରୋନା କଟକଣା ପାଇଁ ଗାଁକୁ ପଶିପାରିଲେନି

ବଲାଙ୍ଗିର: ବନବାସରେ ଦାଦନ ଶ୍ରମିକ। ବଲାଙ୍ଗିର ଜିଲ୍ଲା ବଂଗୋମୁଣ୍ଡା ବ୍ଲକ ବିରିପାଲି ପଂଚାୟତର ୩୦ ଜଣ ଦାଦନ ଶ୍ରମିକ ଏବେ ଜଂଗଲ ଭିତରେ ବନବାସ ଜୀବନ ବିତାଉଛନ୍ତି। ଗାଁରେ କାମଧନ୍ଧା ଅଭାବରୁ ଦାଦନ ଖଟିବାକୁ ତେଲେଗାଂନା ରାଜ୍ୟକୁ ଯାଇଥିଲେ ଏମାନେ। କରୋନା ଯୋଗୁଁ ଦୀର୍ଘ ଦିନ ଲକଡାଉନରେ ଫସିରହିବା ପରେ ଉଦ୍ଧାର ହୋଇ ଭିଟାମାଟିକୁ ଫେରିଲେ। କିନ୍ତୁ ଭିଟାମାଟିରେ କରୋନା କଟକଣା ଯୋଗୁଁ ନିଜ ଘରକୁ ଯାଇପାରିଲେ ନାହିଁ। ଅନ୍ୟପଟେ ସରକାରୀ ନିୟମକୁ ବେଖାତିର କରି ସରପଂଚ […]

  • Monday, 26 July 2021
ppe kit
କୋଭିଡ୍ ପାଇଁ ପିପିଇ କିଟ୍ ମଗାଇଲେ, ଏବେ ଗ୍ରହଣ କରୁନାହାନ୍ତି ସରକାର

ଭୁବନେଶ୍ୱର: କୋଭିଡ୍ ମୁକାବିଲା ପାଇଁ ପିପିଇ କିଟ୍ ମଗାଇଲେ, ହେଲେ ମାଲ ପହଞ୍ଚିବା ପରେ ଏବେ ଗ୍ରହଣ କରୁ ନାହାନ୍ତି ରାଜ୍ୟ ସରକାର। ଏଥିପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମ OSMCL ଓୟାର ହାଉସ ଆଗରେ ଅଟକି ରହିଛି ୨୦ରୁ ଅଧିକ ପିପିଇ କିଟ୍ ବୋଝେଇ ଟ୍ରକ୍। OSMCL କର୍ତ୍ତୃପକ୍ଷ ଏସବୁ ସାମଗ୍ରୀକୁ ଗ୍ରହଣ କରିବାକୁ ମନା କରୁଥିବାରୁ ଅସୁବିଧାରେ ପଡ଼ିଛନ୍ତି ପିପିଇ କିଟ୍ ପଠାଇଥିବା ବିଭିନ୍ନ MSME କମ୍ପାନୀ। ଏହି କମ୍ପାନୀଗୁଡ଼ିକ କରିଥିବା ଅଭିଯୋଗ ଅନୁସାରେ, […]

  • Monday, 26 July 2021
o
ରାଜ୍ୟ ସରକାରଙ୍କ ୧୭ ହଜାର କୋଟିର ପ୍ୟାକେଜ୍‌କୁ କଂଗ୍ରେସ କହିଲା ଅବାସ୍ତବ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୧୭ ହଜାର କୋଟିର ପ୍ୟାକେଜ୍‌କୁ କଂଗ୍ରେସର ଟାର୍ଗେଟ।  ଏନେଇ ଆଜି ଏକ ପ୍ରେସ୍‌ମିଟ୍‌ରେ ରାଜ୍ୟ ସରକାରଙ୍କ ପ୍ୟାକେଜ୍‌କୁ ଅବାସ୍ତବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସରକାର ଉଚିତ୍ ସମୟରେ ଉଚିତ୍ ପଦକ୍ଷେପ ନେଉନାହାନ୍ତି। ତେବେ ଏହି ଟଙ୍କା କେମିତି ଖର୍ଚ୍ଚ ହେବ ବିଧାନସଭା ଡାକି ଆଲୋଚନା କଲେ ଭଲ ହୁଅନ୍ତା ବୋଲି ନିରଞ୍ଜନ କହିଛନ୍ତି। ପୂର୍ବରୁ କ୍ୟାବିନେଟ୍ ବୈଠକରେ କୃଷି ପାଇଁ ଟଙ୍କା ଘୋଷଣା ହୋଇଛି। ପୂର୍ବରୁ ଏ ନେଇ […]

  • Monday, 26 July 2021
sonu
ଓଡ଼ିଆ ଝିଅଙ୍କୁ ଫେରାଇ ଆଣି ସୋନୁ କହିଲେ ମୋ ପରିବାରକୁ ଆଣିଛି

ଭୁବନେଶ୍ୱର: ନିକଟରେ ଓଡ଼ିଶାର ୧୭୦ ଜଣ ଝିଅଙ୍କୁ କେରଳର କୋଚିରୁ ବିମାନ ଯୋଗେ ଓଡ଼ିଶା ଫେରାଇ ଆଣିଥିଲେ ବଲିଉଡ୍‌ ଅଭିନେତା ସୋନୁ ସୁଦ୍। ଏହାପରେ ସାରା ଓଡ଼ିଶା ତାଙ୍କୁ ଧନ୍ୟବାଦ ଜଣାଇଥିଲା। ତେବେ ଲକ୍‌ଡାଉନ୍‌ରେ ଫସିଥିବା ଏହି ଓଡ଼ିଆ ଝିଅମାନଙ୍କ ବିଷୟରେ କେମିତି ଖବର ପାଇଲେ ଓ କେମିତି ତାଙ୍କୁ ଉଦ୍ଧାର କଲେ ସେ ନେଇ ଏକ ଭିଡିଓରେ ସବୁ କଥା କହିଛନ୍ତି ସୋନୁ। ସୋନୁ ଭିଡିଓରେ କହିଛନ୍ତି “ ମୁଁ ୧୭୦ ଜଣ ଲୋକଙ୍କୁ ଓଡ଼ିଶା […]

  • Monday, 26 July 2021
shnaka
ବନ୍ଦେ ଉତ୍କଳ ଜନନୀ ଗାଇଲେ ବିଖ୍ୟାତ ଗାୟିକା ଆଶା ଭୋଶଲେ

ଭୁବନେଶ୍ୱର: ଭାରତର ବିଖ୍ୟାତ ଗାୟିକା ଆଶା ଭୋଶଲେ ଓ ଶଙ୍କର ମହାଦେବନ ଗାଇଲେ ବନ୍ଦେ ଉତ୍କଳ ଜନନୀ ସଂଗୀତ। କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଓ ସମ୍ମାନ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏହି ସଂଗୀତ ଗାଇଛନ୍ତି ଆଶା ଓ ଶଙ୍କର। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କର ଏସାନ୍ ଲୟ। ଆଶା ଏହାକୁ ନିଜ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ପୋଷ୍ଟ କରି ଲେଖିଛନ୍ତି “ ମୁଁ ଗାଇଥିବା ସୁନ୍ଦର ବନ୍ଦେ ଉତ୍କଳ ଜନନୀ ସଂଗୀତ। ଯାହାକୁ ନିର୍ଦ୍ଦେଶନା […]

  • Monday, 26 July 2021
dtg
କେତେ ଭୟଙ୍କର ଏସି ଶର୍ଟସର୍କିଟ୍ ନିଆଁ! ବିଜେଡି ନେତାଙ୍କ ସହ ଗଲା ଦୁଇ ଜୀବନ

ବ୍ରହ୍ମପୁର: ରାତି ଅଧରେ କେତେ ଭୟଙ୍କର ହୋଇପାରେ ଏସି ଶର୍ଟସର୍କିଟ୍ ନିଆଁ। ତାର ପ୍ରମାଣ ଦେଖିବାକୁ ମିଳିଛି ବ୍ରହ୍ମପୁରରେ ଗୋଷାଣୀ ନୂଆଗାଁ ଅଞ୍ଚଳରେ। ବ୍ରହ୍ମପୁରର ଜଣାଶୁଣା ବିଜେଡି ନେତା ଅଲେଖ ଚୌଧୁରୀଙ୍କ ଘରେ ବ୍ୟାପିଥିବା ନିଆଁରେ ପ୍ରାଣ ହରାଇଛନ୍ତି ନିଜେ ଅଲେଖଙ୍କ ସହ ତାଙ୍କ ଶଳା ଓ ଜଣେ କେୟାର ଟେକର। ନିମିଷକର ନିଆଁ ଅକସ୍ମାତ୍ ନେଇଗଲା ତିନି ତିନିଟି ଜୀବନ। ଗତକାଲି ରାତି ପ୍ରାୟ ୨ଟା ସମୟରେ ଅଲେଖଙ୍କ ଗୋଷାଣୀନୂଆଗାଁ ପାଣିଗ୍ରାହୀସ୍ଥିତ ଦୁଇ ମହଲା ଘରର […]

  • Monday, 26 July 2021
otgv
ଯାତ୍ରୀବାହୀ ଗାଡ଼ିଗୁଡ଼ିକ ଲାଗି ୩ ମାସର ରୋଡ୍ ଟ୍ୟାକ୍ସ ଛାଡ଼ କଲେ ସରକାର

ଓଡ଼ିଶା: ଯାତ୍ରୀବାହୀ ଗାଡ଼ିଗୁଡ଼ିକ ଲାଗି ୩ ମାସର ରୋଡ୍ ଟ୍ୟାକ୍ସ ଛାଡ଼ ହେଲା ଏ ନେଇ  ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ବିଭାଗ ପକ୍ଷରୁ ଆଜି ଏ ନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ  ୨୦୨୦ ମସିହାର ଏପ୍ରିଲ୍, ମେ ଓ ଜୁନ୍ ମାସର ରୋଡ୍ ଟ୍ୟାକ୍ସ ଛାଡ଼ ଲାଗି ଘୋଷଣା କରାଯାଇଛି। ରାଜ୍ୟର ଯାତ୍ରୀବାହୀ ଯାନଗୁଡ଼ିକ ଲାଗି ଏହି ଟ୍ୟାକ୍ସ ଛାଡ଼ ଘୋଷଣା କରାଯାଇଛି।  ଲକ୍‌ଡାଉନ୍ କାରଣରୁ ଗାଡ଼ି […]

  • Monday, 26 July 2021
TEMPRTUE
କରୋନା ଦାଉ ଖରାର ତାଉ: ୧୪ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍

ଭୁବନେଶ୍ୱର: ଦେଶରେ କରୋନା ଦାଉ ଏପଟେ ଖରାର ତାଉ। ହନ୍ତସନ୍ତ ଜୀବଜଗତ। ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆଜି ୧୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି। ୪୩.୭ ଡିଗ୍ରୀ ତାପମାତ୍ର ସହିତ ଅନୁଗୁଳ ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ସେହିପରି ଟିଟିଲାଗଡ଼ରେ ୪୩, ବୌଦ୍ଧରେ ୪୨.୮ ଓ ସମ୍ବଲପୁରରେ ୪୨.୬ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ରେକର୍ଡ କରାଯାଇଛି। ହୀରାକୁଦ, ବଲାଙ୍ଗିର ଓ ତାଳଚେରରେ ୪୨.୫ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ସୋନପୁରରେ ୪୨.୪, […]

  • Monday, 26 July 2021
covid19
ସୁବର୍ଣ୍ଣପୁରରେ ୪ କରୋନା ଆକ୍ରାନ୍ତ ଚିହ୍ନଟ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଆଉ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୋନପୁର ବ୍ଲକର ୨, ତରଭା ଓ ଡୁଙ୍ଗୁରିପାଲି ବ୍ଲକରୁ ଜଣେ ଲେଖାଏ ଆକ୍ରାନ୍ତ ଅଛନ୍ତି। ଏମାନେ ସମସ୍ତେ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ। କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ପରେ ସମସ୍ତଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୁବର୍ଣ୍ଣପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିଭଳି ଗଞ୍ଜାମ ଜିଲ୍ଲା ପୋଲସରା ଥାନାର ଦୁଇଜଣ ହୋମଗାର୍ଡ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଟ୍ୱିଟ୍ କରି ସୂଚନା […]

  • Monday, 26 July 2021
coronavirus
ଦୁଇ ହୋମଗାର୍ଡ କରୋନା ଆକ୍ରାନ୍ତ

ଗଜାମ: ଗଞ୍ଜାମ ଜିଲ୍ଲା ପୋଲସରା ଥାନାର ଦୁଇଜଣ ହୋମଗାର୍ଡ କରୋନାରେ ଆକ୍ରାନ୍ତ ହୋଇଛନ୍ତି।  ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଗଂଜାମ ଏସ୍‌ପି। ଏହି ଦୁଇ ଜଣ ହୋମଗାର୍ଡ ଜଗନ୍ନାଥପୁର ରେଲୱେ ଷ୍ଟେସନ ଓ ଟିଏମ୍‌ସିରେ ନିୟୋଜିତ ଥିଲେ। ଜଣେ ହୋମଗାର୍ଡଙ୍କୁ ପାରଳା ମହାରାଜା କୋଭିଡ ହସପିଟାଲ ଓ ଅନ୍ୟଜଣଙ୍କୁ ସୀତାପାଲି ସ୍ଥିତ ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଗଂଜାମ ଏସ୍‌ପି। ସେହିଭଳି ଆଜି ରାଜ୍ୟରେ ୭୬ କରୋନା […]

  • Monday, 26 July 2021
jagannatha
ରାତି ୧ଟାରୁ ୪ଟା ମଧ୍ୟରେ ହେବ ସ୍ନାନଯାତ୍ରା ପହଣ୍ଡି

ପୁରୀ: ଏବର୍ଷ ରାତି ୧ଟାରୁ ୪ଟା ମଧ୍ୟରେ ହେବ ସ୍ନାନଯାତ୍ରା ପହଣ୍ଡି। ଛତିଶା ନିଯୋଗ ସହ ମିଟିଂ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି। ସ୍ନାନଯାତ୍ରା ନେଇ ଛତିଶା ନିଯୋଗର ମତାମତ ନିଆଯାଇଛି। ସର୍ବନିମ୍ନ କେତେ ସେବାୟତରେ କରାଯାଇପାରିବ, ୨ ଦିନ ଭିତରେ ତାଲିକା ଦେବାକୁ ସେମାନଙ୍କୁ କୁହାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ତାଲିକା ପାଇବା ପରେ ୩୦ରେ ପରିଚାଳନା କମିଟି ମିଟିଂ ହେବ। ଏହି ବୈଠକରେ ଆଲୋଚନା […]

  • Monday, 26 July 2021
maoist
ପୁଲିସ, ମାଓବାଦୀ ମୁହାଁମୁହିଁ: ଧୂଆଁଧାର ଗୁଳିମାଡ଼ରେ ଛତ୍ରଭଙ୍ଗ ଦେଲେ ଲାଲ୍‌ବାହିନୀ

ବରଗଡ଼: ଏପଟେ କରୋନା ଦାଉ ସେପଟେ ମାଓବାଦୀଙ୍କ ତୁମୁଳକାଣ୍ଡ। ଆଜି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ଗୁଳି ବିନିମୟ ପରେ ଛତ୍ରଭଂଗ ଦେଇଛନ୍ତି ମାଓବାଦୀ। ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ସୁକଲତର୍ମା ଗାଁକୁ ମାଓବାଦୀ ଆସୁଥିବା ନେଇ ପୋଲିସକୁ ଖବର ମିଳିଥିଲା।  ଏହାପରେ ଡିଭିଏଭ୍‌ର ଏକ ଟିମ୍ ମଲାଇଖମନ ସଂରକ୍ଷିତ ଜଙ୍ଗଲରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ପୋଲିସ। ସର୍ଚ୍ଚ ଅପରେସନ ସମୟରେ ୭ ଜଣ ମାଓବାଦୀଙ୍କ ସହ ଡିଭିଏଫ୍ ଟିମ୍ […]

  • Monday, 26 July 2021
migrant
ଅଧା ରାସ୍ତାରେ ଚାଲିଗଲା ଘରବାହୁଡ଼ା ଶ୍ରମିକଙ୍କ ଜୀବନ

ସୁବର୍ଣ୍ଣପୁର: ଅଧା ରାସ୍ତାରେ ଚାଲିଗଲା ଘରବାହୁଡ଼ା ଶ୍ରମିକଙ୍କ ଜୀବନ। ଲକଡାଉନ୍ ପାଇଁ ମୁମ୍ବାଇରେ ଫସି ରହିଥିବା କୋଲକାତାର ଜଣେ ଯୁବକଙ୍କର ଆଜି ସୁବର୍ଣ୍ଣପୁରରେ ମୃତ୍ୟୁ ହୋଇଛି। ମୃତ ଯୁବକ ଶେଖ୍ ଜାମେରୁଲ ଇସଲାମ। ସେ ମୁମ୍ବାଇର ଏକ କମ୍ପାନୀରେ କାମ କରୁଥିଲେ। କୋଲକାତାର ୧୪ ଜଣ ଯୁବକ ଗତ ୨୩ ତାରିଖରୁ ମୁମ୍ବାଇରୁ କୋଲକାତା ଅଭିମୁଖେ ବାହାରିଥିଲେ। ବିଭିନ୍ନ ଗାଡ଼ିକୁ ଲିଫ୍ଟ ମାଗି ରାୟପୁରରେ ପହଞ୍ଚିବା ପରେ ସେଠାରୁ ସୋନପୁର ଆସିଥିଲେ। ତେବେ ସୋନପୁରରୁ ଚାଲି ଚାଲି […]

  • Monday, 26 July 2021
prabsi
ପୁଣି ଚେନ୍ ଟାଣି ଓହ୍ଲାଇଲେ ୪୩୧ ପ୍ରବାସୀ ଶ୍ରମିକ

ଭୁବନେଶ୍ୱର: ପୁଣି ଥରେ ଚେନ୍ ଟାଣି ଓହ୍ଲାଇଲେ ପ୍ରବାସୀ ଶ୍ରମିକ। ଗଞ୍ଜାମ ଖଲିକୋଟ ଷ୍ଟେସନ୍‌ରେ ଓହ୍ଲାଇ ପଡ଼ିଛନ୍ତି ୪୩୧ ଜଣ ଶ୍ରମିକ। ସୁରତରୁ ଶ୍ରମିକ ସ୍ପେଶାଲ୍ ଟ୍ରେନ୍‌ରେ ଶ୍ରମିକଙ୍କୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍‌ରେ ଓହ୍ଲାଇବା ନେଇ ଯୋଜନା ଥିଲା। ତେବେ ଏଥିରେ ଗଞ୍ଜାମ ଜିଲ୍ଲାର ଶ୍ରମିକ ଥିଲେ। ବ୍ରହ୍ମପୁର ଦେଇ ଟ୍ରେନ୍ ଯାଇଥିଲେ ବି ଏମାନଙ୍କୁ ଓହ୍ଲାଇବାକୁ ଅନୁମତି ମିଳିନଥିଲା। ବ୍ରହ୍ମପୁର ଷ୍ଟେସନ୍‌ରେ ଏମାନଙ୍କୁ ଓହ୍ଲାଇବାକୁ ବାରଣ କରାଯାଇଥିବା ଶ୍ରମିକମାନେ କହିଛନ୍ତି। ତେବେ ଖଲିକୋଟ୍ ଷ୍ଟେସନ୍ ଦେଇ […]

  • Monday, 26 July 2021
corona
କରୋନା ଅପ୍‌ଡେଟ୍: ସକାଳେ ୭୬ ଆକ୍ରାନ୍ତ ହୋଇଥିଲେ ଏବେ ୭୯ ସୁସ୍ଥ ହେଲେ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେତିକି ବଢ଼ୁଛନ୍ତି ସେଇ ଅନୁସାରେ ରୋଗୀ ସୁସ୍ଥ ମଧ୍ୟ ହେଉଛନ୍ତି। ଆଜି ସକାଳେ ରାଜ୍ୟରେ ୭୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ୭୯ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। Another 79 #Covid19 patients have recovered and are being discharged. 11 are from Ganjam 5 from Jajpur 17 from Balasore 4 […]

lod
ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ଉନ୍ନୟନ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଆଉ ଦିନକ ପରେ ଆରମ୍ଭ ହେବ ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରର ଉନ୍ନୟନ କାମ। ଉଭୟ ଐତିହ୍ୟ ସ୍ଥଳରେ ଚାଲିଥିବା ଉନ୍ନୟନ କାମ ପୁଣି ଥରେ ଆରମ୍ଭ କରିବାକୁ  ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭିଡିଓ କନଫରେନସିଂ ଜରିଆରେ ଅନୁଷ୍ଠିତ ବୈଠକରେ ଉଭୟ ପ୍ରକଳ୍ପର ଅଗ୍ରଗତୀ ସମ୍ପର୍କରେ ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ପୁରୀରେ ଶ୍ରୀସେତୁ, ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମହୋଦଧି ମାର୍କେଟ କମ୍ପ୍ଲେକ୍ସ […]

  • Monday, 26 July 2021
dsf
କଣ୍ଟେନମେଣ୍ଟ ଜୋନ୍‌କୁ ନେଇ ବିବାଦ: ସେପଟେ ପବ୍ଲିକ ଏପଟେ ପୁଲିସ୍ ମଝିରେ ନିଆଁ, ବର୍ଷିଛି ଟେକା ପଥର

ଭୁବନେଶ୍ୱର: କରୋନାର କରାଳ କାୟା ଭିତରେ କଣ୍ଟେନମେଣ୍ଟ ଜୋନ୍‌କୁ ନେଇ ତେଜୁଛି ବିବାଦ। କେଉଁଠି ବିଦ୍ରୋହ ତ ଆଉ କେଉଁଠି ବିକ୍ଷୋଭ। ମାସେ ଧରି ବଳବତ୍ତର ଥିବା କଣ୍ଟେନମେଣ୍ଟ ଜୋନ୍‌ର ଉଚ୍ଛେଦ ଦାବି କରି ଆଜି ରାଉରକେଲା ମହତାବ ରୋଡ୍‌ରେ ହଙ୍ଗାମା କରିଥିଲେ ସ୍ଥାନୀୟ ବାସିନ୍ଦା। ଏପରିକି ପୋଲିସ ଉପରକୁ ଟେକାପଥର ମାଡ଼ କରିଥିଲେ। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି ସତ, କିନ୍ତୁ ସମାଧାନର ବାଟ ଫିଟିନି। ତେବେ ରାଉରକେଲା ନୁହଁ, ଭୁବନେଶ୍ୱର କଳାରାହାଙ୍ଗ ଅଞ୍ଚଳରେ ବି […]

  • Monday, 26 July 2021
old
ଶାସନ କଳକୁ ନାକେଦମ କରିଛି କ୍ୱାରେଣ୍ଟିନ କେଁ: ସେଣ୍ଟର ପରିଚାଳନା ନେଇ ଟାର୍ଗେଟ୍ କଲେ ବିରୋଧୀ

ଭୁବନେଶ୍ୱର: ଶାସନ କଳକୁ ନାକେଦମ କରିଛି କ୍ୱାରେଣ୍ଟିନ ସେଣ୍ଟର କେଁ। କେଉଁଠି ଖାଇବା ପିଇବା ଅବ୍ୟବସ୍ଥା ଅଭିଯୋଗରେ ପ୍ରବାସୀ ରାସ୍ତାକୁ ଓହ୍ଲାଉଛନ୍ତି ତ ଆଉ କେଉଁଠି ଅସଦାଚରଣ ଓ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ମୁଣ୍ଡବ୍ୟଥା ବଢ଼ାଇଛି। ଏପଟେ ଏଯାଏଁ ୩ ଲକ୍ଷ ପ୍ରବାସୀ ଆସି ସାରିଥିବା ବେଳେ ଟ୍ରେନ୍, ବିମାନ ଚଳାଚଳ ଦୃଷ୍ଟିରୁ ଆଗକୁ ସଂଖ୍ୟା ଆହୁରି ବଢ଼ିବ। ଏହାକୁ ଦେଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ମାସେ ସରକାରଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ। ସେପଟେ ବିରୋଧୀ କ୍ୱାରେଣ୍ଟିନ୍ […]

  • Monday, 26 July 2021
demage
ମାଆର ଅବସ୍ଥା ସଂକଟାପନ୍ନ : ଘରକୁ ଫେରିବା ପାଇଁ ବୈଜୟନ୍ତଙ୍କୁ ଆକୁଳ ନିବେଦନ କଲେ ମନୋଜ

ଭୁବନେଶ୍ୱର: ମୃତ୍ୟୁଶଯ୍ୟାରେ ପଡ଼ିଥିବା ମାଆଙ୍କୁ ଦେଖିବା ଲାଗି ଆକୁଳ ନିବେଦନ କରୁଛି ପୁଅ। ସବୁ ପ୍ରକାର ଚେଷ୍ଟା ପରେ ଏବେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଧାନମଣ୍ଡଳ ଗାଁର ମନୋଜ ସାହୁ। ୯ ମାସ ତଳେ ଚାକିରୀ କରିବାକୁ ଦୁବାଇ ଯାଇଥିଲେ ମନୋଜ। ତାଙ୍କ ରୋଜଗାରରେ କର୍କଟ ରୋଗାକ୍ରାନ୍ତ ମାଆ ହେମଲତାଙ୍କ ଚିକିତ୍ସା ଚାଲୁଥିଲା। ହେଲେ ଲକଡାଉନ ଯୋଗୁ ରୋଜଗାର ବନ୍ଦ […]

  • Monday, 26 July 2021
cm
ଆଗାମୀ ୧୫ ଦିନରୁ ମାସେ ପର୍ଯ୍ୟନ୍ତ ଆମ ପାଇଁ ଚ୍ୟାଲେଂଜ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂରେ ଏହି ଆଲୋଚନା ହୋଇଛି। ଆଗାମୀ ୧୫ ଦିନରୁ ମାସେ ପର୍ଯ୍ୟନ୍ତ ଆମ ପାଇଁ ଚ୍ୟାଲେଂଜ ରହିବ ବୋଲି ସମୀକ୍ଷା ପରେ କହିଛନ୍ତି ମୁଖ୍ୟମନ୍ତ୍ରୀ। ବିମାନ ଓ ରେଳ ଚଳାଚଳ ଯୋଗୁଁ ଅନେକ ପ୍ରବାସୀ ଓଡ଼ିଶା ଫେରିବେ। ଏହା ରାଜ୍ୟ ପାଇଁ ଏକ ଚ୍ୟାଲେଂଜ ହୋଇଥିଲେ ମଧ୍ୟ ଏହାକୁ ମୁକାବିଲା କରିବାରେ ଆମେ ସଫଳ ହେବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ କରୋନା […]

  • Monday, 26 July 2021
auto
୨ ଜଣ ଯାତ୍ରୀଙ୍କୁ ଅନୁମତି ନେଇ ଅସନ୍ତୋଷ ପ୍ରକାଶ କଲା ଅଟୋ ଚାଳକ ମହାସଂଘ

ଭୁବନେଶ୍ୱର: କରୋନା ଭୟ ଭିତରେ ଜୀବନ ଯାତ୍ରାକୁ ସ୍ୱାଭାବିକ କରିବାକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କାଲିଠୁ ରାଜ୍ୟରେ ଫୁଲ ଫେଜ୍‌ରେ ଯାତ୍ରୀ ପରିବହନ ସେବା ଆରମ୍ଭ ହେବ। ଜାରି ହୋଇଥିବା ନୂଆ ଗାଇଡ୍‌ଲାଇନ୍ ଭିତ୍ତିରେ ଘରୋଇ ବସ୍ ସହ ଅଟୋ ଓ ଟ୍ୟାକ୍ସି ସେବାକୁ ଅନୁମତି ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଏସ୍ଆର୍‌ସି। ତେବେ ଘରୋଇ ବସ୍ ମାଲିକ ସଂଘ କହିଛି, ଏଯାଏଁ ରାଜ୍ୟ ସରକାର ତାଙ୍କ ସହ ଆଲୋଚନା କରିନାହାଁନ୍ତି କି ଆସନ୍ତାକାଲି […]

  • Monday, 26 July 2021
bdk
ପ୍ରବାସୀ ସମ୍ପର୍କୀୟଙ୍କ ମାଡ଼ରେ କ୍ୱାରେଣ୍ଟିନ୍ ସେଣ୍ଟର ଦାୟିତ୍ୱରେ ଥିବା ଶିକ୍ଷକ ଗୁରୁତର

ଭଦ୍ରକ: ପ୍ରବାସୀ ଓଡ଼ିଆ ସଂପର୍କୀୟଙ୍କ ମାଡ଼ରେ କ୍ୱାରେଣ୍ଟିନ୍ ସେଣ୍ଟର ଦାୟିତ୍ୱରେ ଥିବା ଶିକ୍ଷକ ଗୁରୁତର। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଜିଙ୍କିରିଆ ପଞ୍ଚାୟତର ତୋଟାପଡ଼ା କ୍ୱାରେଣ୍ଟିନ୍ ସେଣ୍ଟର ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ସେଣ୍ଟରରେ ଥିବା ପ୍ରବାସୀଙ୍କ ଏକ ବାଇକକୁ ତାଙ୍କ ସମ୍ପର୍କୀୟକୁ ନଦେବାରୁ କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଗୁରୁତର ଅବସ୍ଥାରେ ଶିକ୍ଷକ ଲକ୍ଷ୍ମୀଧର ପରିଡ଼ାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ୨ ଦିନ ତଳେ ବାହାର […]

  • Monday, 26 July 2021
cancer patient
କ୍ୟାନସର ରୋଗରେ ଛଟପଟ ହେଉଛନ୍ତି ଲକ୍ଷ୍ମୀଧର : ଭୋକ ଉପାସରେ ଦିନ କାଟୁଛି ପୂରା ପରିବାର

ଦିନ ଥିଲା ବେଶ ହସ ଖୁସିରେ ଚାଲିଥିବା ପରିବାର । ଯାହା ରୋଜଗାର କରୁଥିଲେ ଭଲରେ ୪ପ୍ରାଣୀ କୁଟୁମ୍ବ ଚଳି ଯାଉଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା ।