• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 05 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 1 year ago

ଫେବ୍ରୁଆରି ସୁଦ୍ଧା ଓଡ଼ିଶାର ଆଉ ୫ ସହରକୁ ଜିଓ ଟ୍ରୁ-5G ସେବା

ଜିଓ ପକ୍ଷରୁ ଏହି ସୁବିଧାଗୁଡ଼ିକ ଓଡ଼ିଶାର ଲୋକମାନଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ। More
  • Chandan Shishu
  • 1 year ago

ମୋଦି ଚାଉଳକୁ ଠିକ୍ ଭାବେ ବାଣ୍ଟନ୍ତୁ ନବୀନ ସରକାର: ଧର୍ମେନ୍ଦ୍ର

ମୋଦିଙ୍କ ମାଗଣା ଚାଉଳ  ବଣ୍ଟନ ପରେ ନବୀନଙ୍କ ଚାଉଳ ରାଜନୀତି ଶେଷ ହୋଇଯାଇଛି। More
  • Chandan Shishu
  • 1 year ago

୧୫ ବର୍ଷ ପରେ ମାଆକୁ ଖୋଜୁଛି ଝିଅ

ସେ ଜଣେ ମହାନ ମାଆ, ମୁଁ ଏବେ ତାକୁ ଭେଟିବାକୁ ପାଗଳ। More
  • Prangyan Parimita
  • 1 year ago

ଦିଲ୍ଲୀ ସୁଲତାନପୁରୀ ହିଟ୍ ଆଣ୍ଡ ରନ୍ ମାମଲା : ୫ ଅଭିଯୁକ୍ତଙ୍କ ସହ ଆଉ ଦୁଇ ଜଣଙ୍କ ରହିଛି ସମ୍ପୃକ୍ତି

ସିସିଟିଭି ଫୁଟେଜ ଖୋଲୁଛି ନୂଆ ନୂଆ ରହସ୍ୟ, ପୁରା ତଦନ୍ତରେ ପୋଲିସର ୧୮ଟି ଟିମ୍ ନିୟୋଜିତ More
  • Prangyan Parimita
  • 1 year ago

ବାଜିଲା ମାଟ୍ରିକ୍ ପରୀକ୍ଷା ଘଣ୍ଟି ! ମାର୍ଚ୍ଚ ୧୦ରୁ ୧୭ ଯାଏଁ ସମ୍ମେଟିଭ୍-୨ ପରୀକ୍ଷା

ଶତପ୍ରତିଶତ ସିଲାବସରେ ହେବ ପରୀକ୍ଷା, ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ସମାନ ପ୍ରଶ୍ନପତ୍ର More
  • Prangyan Parimita
  • 1 year ago

ଚିଟଫଣ୍ଡ ମାମଲାରେ ସିବିଆଇକୁ ସୁପ୍ରିମକୋର୍ଟ ଛାଟ

ଟଙ୍କା ଫେରି ପାଇବାକୁ ୧୦-୧୫ବର୍ଷ ଅପେକ୍ଷା କରିପାରିବେନି ଜମାକାରୀ,କେମିତି ଓ କେବେ ସୁଦ୍ଧା ଟଙ୍କା ଫେରାଯିବ ଜଣାଇବାକୁ ନିର୍ଦ୍ଦେଶ More
  • Chandan Shishu
  • 1 year ago

'ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ସାଥୀ ହୋଇଛି ବ୍ରେଲ୍ ଲିପି'

ରାଜଧାନୀ ଭୁବନେଶ୍ୱରରେ ପାଳିତ ହେଲା ବିଶ୍ୱ ବ୍ରେଲ୍ ଦିବସ। More
  • Satyendu Shekher Mishra
  • 1 year ago

ବଡ଼ ଖବର ! ମାର୍ଚ୍ଚ ୧୦ରୁ ମାଟ୍ରିକ୍‌ ପରୀକ୍ଷା

ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଘୋଷଣା କରାଯାଇଛି ।  More
  • Satyendu Shekher Mishra
  • 1 year ago

ରାତିରେ ମହିଳା ପୋଲିସଙ୍କୁ ଖଣ୍ଡା ଧରି ଗୋଡ଼ାଇଥିଲେ ଏବେ ଧରାପଡ଼ିଲେ, ଇନୋଭା କାର ବି ଜବତ

ଯେଉଁଠି ପୋଲିସ ସୁରକ୍ଷିତ ନୁହଁନ୍ତି, ସେଠି ସାଧାରଣ ମହିଳା କିଭଳି ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଥିଲା । More
  • Rajalaxmi Sahoo
  • 1 year ago

ଆନ୍ଧ୍ର କବ୍‌ଜାରେ ଓଡ଼ିଶା ଜମି ! ପାମୋଲିନ୍ ଚାଷ ପାଇଁ ଚାଲିଛି ପ୍ରସ୍ତୁତି

ଓଡ଼ିଶାର ସରକାରୀ ଜମିକୁ କବ୍‌ଜା କରିଛନ୍ତି ଆନ୍ଧ୍ର ଡାକ୍ତର। ବନ୍ଧୁଗାଁ ବ୍ଲକ୍‌ ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ କାପଲଡ଼ାର ଜମିକୁ ନେଇ ସୃଷ୍ଟି ହୋଇଛି ଏଭଳି ବିବାଦ।  More
  • Rajalaxmi Sahoo
  • 1 year ago

ଆଜିଠୁ ଓଡ଼ିଶାରେ 5G ସେବା, ଆଖି ପିଛୁଳାକେ ହେବ ଡାଉନଲୋଡିଂ...

ଆଜିଠୁ ଓଡ଼ିଶାରେ 5G ସେବା ଆରମ୍ଭ ହେବ। ଆଖି ପିଛୁଳାକେ ଡାଉନଲୋଡିଂ, ଆଉ ବିଜୁଳି ବେଗରେ ସର୍ଫିଂ ହେବ।  More
  • Satyendu Shekher Mishra
  • 1 year ago

BJB କଲେଜ ଛାତ୍ରଙ୍କୁ ମାଡ଼ମାରିବା ଘଟଣା, ୪ ଛାତ୍ର ଅଟକ

ପ୍ରେମ ବ୍ୟାପାରକୁ ନେଇ ଏହି ରାଗିଂ ମାରପିଟ ହୋଇଥିବା ଜଣାପଡ଼ିଛି । More
  • Satyendu Shekher Mishra
  • 1 year ago

ପୁଣି ବଢୁଛି କୋଭିଡ୍ ଡର ! ମାର୍ଚ୍ଚରେ ଚତୁର୍ଥ ଲହର ଆସିବା ସମ୍ଭାବନା

ରାଜ୍ୟ ସରକାରଙ୍କ ଆକଳନ ପରେ ବଢ଼ିଲା ଚିନ୍ତା । ଆଗକୁ ହକି ବିଶ୍ୱକପ୍ ଥିବାରୁ ସତର୍କ କରାଇଲେ ବିଶେଷଜ୍ଞ । More
  • Satyendu Shekher Mishra
  • 1 year ago

ଆଉ ଚାଲିବନି ଟଙ୍କିକିଆ ଚାଉଳ ରାଜନୀତି ! କେନ୍ଦ୍ରର ମାଗଣା ଚାଉଳ ଘୋଷଣା ପରେ ଅକଳରେ ରାଜ୍ୟ ସରକାର

ବିଜେଡିକୁ ଘାରିଛି ନିର୍ବାଚନୀ ବର୍ଷରେ ବିଜେପି ଫାଇଦା ନେଇଯିବା ଡର । More
  • Satyendu Shekher Mishra
  • 1 year ago

ରାଜଧାନୀରେ କେତେ ସୁରକ୍ଷିତ ମହିଳା ? SIଙ୍କୁ ଖଣ୍ଡା ଧରି ଗୋଡ଼େଇଲେ, ଏଯାଏଁ ଧରାପଡ଼ି ନାହାନ୍ତି...

ସ୍ମାର୍ଟ ସିଟିରେ ମହିଳା ସୁରକ୍ଷା ଉପରେ ବଡ଼ ପ୍ରଶ୍ନ । ଦୃଷ୍ଟାନ୍ତମୂଳକ ହେବ ଆକ୍ସନ, କହିଲେ ଡିସିପି । More
  • Satyendu Shekher Mishra
  • 1 year ago

୧୨୦ ବର୍ଷ ପରେ କୋଣାର୍କରୁ ବାହାରିବ ବାଲି, ବ୍ଲାକ୍ ପାଗୋଡା ପ୍ରତି ସୃଷ୍ଟି ହେବନି ତ ବିପଦ ?

ଟ୍ରଲି-ଲିଫ୍ଟ ସାହାଯ୍ୟରେ ହେବ ଉତ୍ତୋଳନ । More