• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 02 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 1 year ago

ଏଣିକି ସ୍କ୍ରାପିଂରୁ ବର୍ତ୍ତିଯିବ ଭିଣ୍ଟେଜ ଗାଡ଼ି, ସରକାର ଆଣିଲେ ନୂଆ ନିୟମ

ନୂତନ ନିୟମ ଅନୁଯାୟୀ ନୂଆ ସାର୍ଟିଫିକେଟ୍ ପାଇଁ ୨୦ ହଜାର ଟଙ୍କା ଖର୍ଚ୍ଚ ହେବ । More
  • Satyendu Shekher Mishra
  • 1 year ago

ଆଇସିୟୁରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ

ମେଡିକାଲରେ ଷଡଙ୍ଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି ଜଣେ ପ୍ରଫେସରଙ୍କ ସମେତ ସିଡିଏମଓ ଏବଂ ଏଡିଏମଓ । More
  • Satyendu Shekher Mishra
  • 1 year ago

ଚାଲିଗଲେ ଜୟପୁର ମୋତି ମହଲର ଶେଷ ରାଣୀ ରମା କୁମାରୀ

ରାଜକୀୟ ପରମ୍ପରାରେ ହେଲା ଶେଷ ରାଣୀଙ୍କ ଶେଷକୃତ୍ୟ । More
  • Satyendu Shekher Mishra
  • 1 year ago

ଦଳ ଉପରେ ଅସନ୍ତୁଷ୍ଟ କି ଭର୍ତ୍ତୃହରି; କେଉଁ ୪ ପ୍ରସଙ୍ଗରେ ଖୋଲିବେ ମୁହଁ ?

ବିଜେଡି ପ୍ରତିଷ୍ଠା ଦିବସରେ ଭର୍ତ୍ତୁହରିଙ୍କ ଅନୁପସ୍ଥିତିକୁ ନେଇ କଳ୍ପନାଜଳ୍ପନା । More
  • Satyendu Shekher Mishra
  • 1 year ago

ବିଜେପି ଫୋକସ୍‌ରେ MP ସିଟ୍, ସର୍ଭେ କହୁଛି ଜିତିଥିବା ୪ ଆସନ୍‌ରେ ଦଳ ଦୁର୍ବଳ

୨୪ ନିର୍ବାଚନରେ ୧୬ ଲୋକସଭା ସିଟ୍ ଜିତିବାକୁ ବିଜେପିର ଲକ୍ଷ୍ୟ । More
  • Satyendu Shekher Mishra
  • 1 year ago

ବିନା କାରଣରେ ସ୍କୁଲ ଆସୁନଥିଲେ ଶିକ୍ଷକ, ଚାକିରିରୁ ବାହାର କଲେ ସରକାର

ମାଲକାନଗିରିରେ ଡ୍ୟୁଟି ଖିଲାପି ଶିକ୍ଷକଙ୍କୁ ଗଣଶିକ୍ଷା ବିଭାଗର ସମୁଚିତ ଶିକ୍ଷା । ବିନା କାରଣରେ ସ୍କୁଲ ଆସୁନଥିବା ୧୦ ଶିକ୍ଷକଙ୍କୁ ଚାକିରିରୁ ବିଦା କଲେ ଡିଇଓ । More
  • Satyendu Shekher Mishra
  • 1 year ago

ନିଯୁକ୍ତିର ନାଁ ଗନ୍ଧ ନାହିଁ, ଓଡ଼ିଶାରେ କିନ୍ତୁ ଧାଏଁ ଧାଏଁ ଖସୁଛି ବେକାରୀ ହାର

CMIE ସର୍ଭେ ରିପୋର୍ଟରେ ଆସିଛି ଗୋଲାପି ତଥ୍ୟ । ବିରୋଧୀ କହିଲେ ପ୍ରାୟୋଜିତ ରିପୋର୍ଟ, ଜବାବ ରଖିଲା ବିଜେଡି । More
  • Satyendu Shekher Mishra
  • 1 year ago

ରହସ୍ୟ ଘେରରେ ଡାକ୍ତର ଶୁଭଶ୍ରୀଙ୍କ ମୃତ୍ୟୁ; ଏକ୍ସ ବୟଫ୍ରେଣ୍ଡର ଫୋନ୍ ସ୍ୱିଚ୍‌ ଅଫ୍‌

ଜିରୋ ନାଇଟ୍‌କୁ ଜବରଦସ୍ତ ସେଲିବ୍ରେସନ କରିଥିଲେ ଶୁଭଶ୍ରୀ । More
  • Satyendu Shekher Mishra
  • 1 year ago

ପ୍ରେମିକା ଘର ସମ୍ମୁଖରେ ପ୍ରେମିକର ଶବ, ହତ୍ୟା ନା ଆତ୍ମହତ୍ୟା..?

ନୂଆବର୍ଷରେ ପ୍ରେମିକ ଗାନ୍ଧି ନିଜ ପ୍ରେମିକାକୁ ଭେଟିବାକୁ ଆସିଥିଲେ । କିନ୍ତୁ ସଂନ୍ଧ୍ୟାରେ ପ୍ରେମିକାର ଘର ସମ୍ମୁଖରେ ଗାନ୍ଧିର ଶବ ପଡିଥିବା ଦେଖାଯାଇଥିଲା ।  More
  • Chandan Shishu
  • 1 year ago

ରାଜ୍ୟରେ କେତେ ହ୍ରାସ ପାଇଛି ବେକାରୀ ? ସର୍ଭେ ରିପୋର୍ଟକୁ କଟାକ୍ଷ କଲେ ବିରୋଧୀ

CMIEର କୌଣସି ବିଶ୍ୱସନୀୟତା ନ ଥିବା କହିଛନ୍ତି କଂଗ୍ରେସ ବିଧାୟକ ସାଲୁଜା।   More
  • Chandan Shishu
  • 1 year ago

Today Gold Price 1st Jan 2023: ଆପଣଙ୍କ ସହରରେ କେତେ ଅଛି ସୁନାର ରେଟ୍‌ ଜାଣନ୍ତୁ

ଗତକାଲି ତୁଳନାରେ ଆଜି ରୁପା ଦରରେ ମଧ୍ୟ ପରିବର୍ତ୍ତନ ହୋଇଛି ।  More
  • Chandan Shishu
  • 1 year ago

ଚାଲିଗଲେ ମୋତି ମହଲର ଶେଷ ରାଣୀ ରମା କୁମାରୀ ଦେବୀ

ରାଣୀ ରମାକୁମାରୀ ଦେବୀ ତତ୍କାଳୀନ ଆନ୍ଧ୍ରପ୍ରଦେଶ ମଡଗୁଲର ବିଧାୟିକା ବି ଥିଲେ। More
  • Prangyan Parimita
  • 1 year ago

ପେସାରେ ବ୍ୟବସାୟୀ, ହେଲେ ନିଶା ନୂଆ ପୁଣୁଣା କଏନ୍‌ ସଂଗ୍ରହ

ବାଲାଜିଙ୍କ ନିଆରା କଏନ୍ କଲେକସନ୍ More
  • Chandan Shishu
  • 1 year ago

ନବବଧୂକୁ କରେଣ୍ଟ ଲଗାଇ ହତ୍ୟା ପରେ ଫ୍ୟାନ୍‌ରେ ଝୁଲାଇଦେଲେ !

ଶବକୁ ଉଦ୍ଧାର କରି ମାମଲାର ତଦନ୍ତ କରୁଛି ପୋଲିସ।  More
  • Chandan Shishu
  • 1 year ago

ମାର୍ଚ୍ଚ ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା: ଚିନ୍ତା ବଢାଇଛି ଚୀନ୍‌ର କୋଭିଡ୍ ସଂକ୍ରମଣ

ଏଥର ପୁରା ସିଲାବସ୍ ସାଙ୍ଗକୁ ଅଫଲାଇନ୍‌ରେ ପରୀକ୍ଷା ହେବାକୁ ଯାଉଥିବାରୁ ଛାତ୍ରଛାତ୍ରୀ ଉତ୍ସାହିତ। More
  • Chandan Shishu
  • 1 year ago

୨୪ ନିର୍ବାଚନ ପୂର୍ବରୁ ସରକାର ଆଣିପାରନ୍ତି ଲୋଭନୀୟ ସ୍କିମ୍

୧୪ ମାସିଆ ବ୍ଳୁ-ପ୍ରିଣ୍ଟ ଲାଗି ସବୁ ବିଭାଗକୁ ନିର୍ଦ୍ଦେଶ ପରେ ତେଜିଛି ରାଜନୀତି More
  • Prangyan Parimita
  • 1 year ago

୨୪ ନିର୍ବାଚନ ପାଇଁ ୨୩ରେ ଆହ୍ୱାନ : ସବୁ ଦଳ ଲାଗି ନିଜକୁ ସଜାଡ଼ିବାର ଶେଷ ବର୍ଷ

ବିଜେଡିକୁ ଚ୍ୟାଲେଞ୍ଜ ଅନ୍ତର୍ଦ୍ୱନ୍ଦ୍ୱ ଓ ସରକାର ବିରୋଧୀ ହାଓ୍ୱା, ତୃଣମୂଳ ସ୍ତରରେ ସଂଗଠନ ମଜଭୁତ ବିଜେପି ପାଇଁ ଆହ୍ୱାନ, କଂଗ୍ରେସକୁ ଭୋଟ୍ ରଖିବା ଚିନ୍ତା More
  • Prangyan Parimita
  • 1 year ago

ସାଇବର ଅପରାଧୀଙ୍କ ପଞ୍ଝାକୁ ଚାଲିଯାଉଛି କି ଓଡ଼ିଶା? ଗତ ୩ ବର୍ଷରେ ୫ ହଜାରରୁ ଅଧିକ ଅପରାଧ

ବିଭିନ୍ନ ଉପାୟରେ ଲୋକଙ୍କଠୁ ଲୁଟିଲେଣି ଶହେ କୋଟି, ବଢ଼ି ଚାଲିଥିବା ସାଇବର ଠକେଇକୁ ନେଇ ଚିନ୍ତାରେ ପୋଲିସ୍ More
  • Prangyan Parimita
  • 1 year ago

ବାପା ଦେଲେନି ନୂଆବର୍ଷ ଖର୍ଚ୍ଚ ! ଗଳା କାଟି ହତ୍ୟା କଲା କୁଳାଙ୍କାର ପୁଅ

ନିଶାଶକ୍ତ ହୋଇ ନିଜ ବାପାକୁ ହତ୍ୟା କଲେ ପୁଅ । More