• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 07 October 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ରାସ୍ତା ପାର୍ ହେଉଥିବା ବେଳେ ଦୁର୍ଘଟଣା, ୩ ଜଣଙ୍କ ଜୀବନ ଗଲା

ଦୁର୍ଘଟଣାରେ ବାଇକରେ ଥିବା ଦୁଇ ଜଣ ଏବଂ ପଥଚାରୀଙ୍କ ମୃତ୍ୟୁ ଘଟିଛି। More
  • Chandan Shishu
  • 2 years ago

ଭାଇ-ଭାଇଙ୍କ ପ୍ରେରଣାଦାୟୀ କାହାଣୀ: ପରିବାରରେ ମନୋମାଳିନ୍ୟ ପଛ, ସମ୍ପର୍କ ଆଗ

ଏମିତି ଭାଇଙ୍କ କାହାଣୀ ... ଯାହା ଜାଣିଲେ ଆପଣ ବି ଆପଣଙ୍କ ଘରେ ସେମିତି କାହାଣୀର କାମନା କରିବେ More
  • Chandan Shishu
  • 2 years ago

ଦୀପିକାଙ୍କ ଜିଦ୍, ପ୍ରେମିକ ଦୀନେଶ ଆସିଲେ ହିଁ ବିବାଦ ତୁଟିବ

ଆଜିକୁ ମିଶାଇ ଦୀପିକାଙ୍କ ଧାରଣା ୬୬ ଦିନରେ ପହଞ୍ଚିଛି। ପତ୍ନୀର ମାନ୍ୟତା ସହ ଦେଢ଼ ବର୍ଷର ପୁଅକୁ ବାପାର ପରିଚୟ ଦାବି କରି ଅଗଷ୍ଟ ୧ ତାରିଖରୁ ଚାଲିଛି ପ୍ରେମିକ ଦୀନେଶଙ୍କ ଦୁଆରେ ଅହୋରାତ୍ର ଧାରଣା More
  • Satyendu Shekher Mishra
  • 2 years ago

ବନ୍ଧା ହେଲେ ହାଇପ୍ରୋଫାଇଲ୍ ଲେଡି ବ୍ଲାକ୍‌ମେଲର; ପ୍ରଯୋଜକ-ବିଲଡର-ନେତାଙ୍କୁ କରୁଥିଲେ ବ୍ଲାକମେଲିଂ !

କେଉଁ ପ୍ରଭାବଶାଳୀ ନେତା ହେଉଥିଲେ ବ୍ଲାକ୍ ମେଲିଂର ଶିକାର ? ପୋଲିସ ମୁହଁ ଖୋଲୁ ନଥିବାରୁ ବଢୁଛି ସନ୍ଦେହ । More
  • Satyendu Shekher Mishra
  • 2 years ago

ଧାମନଗର ଉପନିର୍ବାଚନ: ଗୋଷ୍ଠୀ କନ୍ଦଳ ଯୋଗୁଁ ଛିଣ୍ଡିପାରୁନି BJD ଅଙ୍କ, ସ୍ଥିର ହୋଇପାରୁନି ପ୍ରାର୍ଥୀ !

ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ । କିଏ ହେବେ କେଉଁ ଦଳର ଯୋଦ୍ଧା ? More
  • Satyendu Shekher Mishra
  • 2 years ago

ବାହାରିଲା ଓଡ଼ିଶା ସିଭିଲ ସର୍ଭିସ ୨୦୨୦ ରେଜଲ୍ଟ, ଟପ୍ ଟେନ୍‌ରେ ବାଜି ମାରିଲେ ମହିଳା

୨୪ ବର୍ଷିଆ ତେଜସ୍ୱିନୀ ବେହେରା ଓସିଏସ୍ ଟପ୍ପର । ପ୍ରଥମ ତିନିଟି ସ୍ଥାନରେ ତିନି ମହିଳା । More
  • Chandan Shishu
  • 2 years ago

ପୋଲିସକୁ ଦେଖି କାନ୍ଦିଲେ ମଦ ବେପାରୀଙ୍କ ସ୍ତ୍ରୀ

ଦେଶୀ ବିଦେଶୀ ଅନେକ ବ୍ରାଣ୍ଡର ମଦ ଜବତ କରିଛି ପୋଲିସ୍।  More
  • Satyendu Shekher Mishra
  • 2 years ago

OAS Result: ତେଜସ୍ୱିନୀ ଥରକେ ଟପ୍ପର, ଶୁଭଙ୍କରୀ ଦ୍ୱିତୀୟ ଥରରେ ରାଙ୍କ ୨

ଲିଷ୍ଟରେ ନାଁ ରହିବ ବୋଲି ସେ ନିଶ୍ଚିତ ଥିଲେ । ଆର୍ଥାତ୍‌ OAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ବୋଲି ତାଙ୍କର ପ୍ରଗାଢ଼ ବିଶ୍ୱାସ ଥିଲା । More
  • Satyendu Shekher Mishra
  • 2 years ago

OAS ରେଜଲ୍ଟ, ପ୍ରଥମ ତିନି ସ୍ଥାନରେ ଛାତ୍ରୀ

OAS ଉତ୍ତୀର୍ଣ୍ଣ ହେଲେ ମୋଟ ୩୯୨ ପରୀକ୍ଷାର୍ଥୀ । ୩୯୨ ଜଣଙ୍କ ମଧ୍ୟରୁ ୧୪୮ ଜଣ ଛାତ୍ରୀ । More
  • Minati Mishra
  • 2 years ago

ଘନେଇଲା ଦୀପିକା-ଦିନେଶ ମାମଲା: ଥାନାକୁ ଟଣା ହେଲେ ଦିନେଶଙ୍କ ଶାଶୂ,ଶ୍ୱଶୁର

ପୁଣି ଘନେଇ ଦୀପିକା-ଦିନେଶ ମାମଲା। ବ୍ରହ୍ମପୁର ଦେଶୀବେହେରା ସାହିରେ ପ୍ରେମିକଙ୍କ ଘର ଆଗରେ ଦୀପିକାଙ୍କ ଅଭିଯୋଗକୁ ଭତ୍ତି କରି ବଡ ବଜାର ପୋଲିସ ଦିନେଶଙ୍କ ବାପା-ମାଆଙ୍କୁ  ଥାନାକୁ ଡାକିଛି। ଥାନାରେ ତାଙ୍କୁ ପଚରାଉଚରା କରାଯାଇଥିବା ଅନୁମାନ କରାଯାଉଛି।   More
  • Rajalaxmi Sahoo
  • 2 years ago

କାଳ ହେଲା ସେଲ୍‌ଫି ନିଶା: ନଦୀ ମଝିରେ ନେଉଥିଲେ ସେଲ୍‌ଫି, ହଠାତ୍‌ ମାଡ଼ି ଆସିଲା ପାଣି...

ନଦୀ ମଝିରେ ସେଲ୍‌ଫି ନେଉଥିବା ବେଳେ ଡ୍ୟାମ୍‌ରୁ ହଠାତ୍‌ ପାଣି ମାଡ଼ି ଆସିଥିଲା। ଫଳରେ ନଦୀ ମଝିରେ ୧୦ ଜଣ ଫସି ଯାଇଥିଲେ।  More
  • Rajalaxmi Sahoo
  • 2 years ago

ବନ୍ଧା ହେଲେ ମହିଳା ବ୍ଲାକ୍‌ମେଲର୍‌ ! ନେତା, ସିନେ ପ୍ରଯୋଜକଙ୍କୁ କରୁଥିଲେ ବ୍ଲାକ୍‌ମେଲ୍‌

ଜଣେ ମହିଳା ବ୍ଲାକ୍‌ମେଲର୍‌ଙ୍କୁ କମିଶନରେଟ୍ ପୋଲିସ୍‌ ଗିରଫ କରିଥିବା ସୂଚନା ମିଳିଛି। ସମ୍ପୃକ୍ତ ମହିଳା ଜଣକ ନେତା ଓ ସିନେ ପ୍ରଯୋଜକଙ୍କୁ ବ୍ଲାକ୍‌ମେଲ୍‌ କରି ଟଙ୍କା ହଡ଼ପ କରୁଥିବା ସୂଚନା ମିଳିଛି। More
  • Rajalaxmi Sahoo
  • 2 years ago

ଧାମନଗର ଉପନିର୍ବାଚନ ବାହାରିଲା ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ, ନଭେମ୍ବର ୩ରେ ଭୋଟ୍‌ ଗ୍ରହଣ

ଧାମନଗର ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଧାମନଗର ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ଭୋଟ୍‌ ଗ୍ରହଣ ହେବାକୁ ଥିବାବେଳେ ୬ରେ ଭୋଟ୍‌ ଗଣତି ହୋଇ ସେହିଦିନ ଫଳାଫଳ ପ୍ରକାଶ ପାଇବ। More
  • Rajalaxmi Sahoo
  • 2 years ago

ଭୟଭୀତ ଗାଁ ଲୋକେ: ଧସିବାରେ ଲାଗିଛି ମାଟି ଅତଡ଼ା, କେତେବେଳେ ବି ହାନୀ ହୋଇପାରେ ଧନଜୀବନ

ଗତ ୩ ବର୍ଷ ହେଲା ପାହାଡ଼ରେ ଭୁସ୍ଖଳନ ହେଉଛି। କେତେବେଳେ ବି ପ୍ରଭାବିତ ହୋଇପାରେ ଗାଁ। ଆଉ ହାନୀ ହୋଇପାରେ ଧନଜୀବନ। ତେଣୁ ଲୋକଙ୍କୁ ସ୍ଥାନାନ୍ତର କରିବାରେ ଲାଗିଛି ଜିଲ୍ଲା ପ୍ରଶାସନ।  More
  • Rajalaxmi Sahoo
  • 2 years ago

୯ ଯାଏ ବର୍ଷିବ ! ପ୍ରବଳ ବର୍ଷା ସମ୍ଭାବନା ନେଇ ୫ ଜିଲ୍ଲାକୁ ସତର୍କ ସୂଚନା

ବର୍ଷା ଲାଗି ରହିବାରୁ ଦଶହରା ଓ ଭସାଣି ଉତ୍ସବ ଫିକା ପଡ଼ିଥିବା ବେଳେ ଆସନ୍ତା ୯ ତାରିଖ ଯାଏ ବର୍ଷା ଲାଗି ରହିବ। ଅର୍ଥାତ୍‌ ଗଜଲକ୍ଷ୍ନୀ ପୂଜାରେ କିଛି ସ୍ଥାନରେ ବର୍ଷା ହୋଇପାରେ। More
  • Rajalaxmi Sahoo
  • 2 years ago

ସହିପାରିଲେନି ଋଣ ଭାର, ଶେଷରେ ରଶି ଲଗାଇ ଝୁଲି ପଡ଼ିଲେ ଟ୍ରକ୍‌ ମାଲିକ !

ଋଣ ଭାର ସହି ନପାରି ଜଣେ ଟ୍ରକ୍‌ ମାଲିକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଟ୍ରକ୍‌ରୁ କୌଣସି ରୋଜଗାର ହୋଇ ନ ପାରିବାରୁ ସେ ଚାପରେ ଥିଲେ।  More
  • Satyendu Shekher Mishra
  • 2 years ago

ପ୍ରଚାରରେ ପାଣି ଭଳି ସାରୁଛନ୍ତି ଟଙ୍କା ! ୫ ବର୍ଷରେ ୩୭୮ କୋଟିରୁ ଅଧିକ ଟଙ୍କା ସ୍ୱାହା

ବିଜ୍ଞାପନ ଦ୍ୱାରା ମୁଖ୍ୟମନ୍ତ୍ରୀ ନମ୍ବର ୱାନ୍ ହୋଇଥିବା କହିଲେ ବିରୋଧୀ । ଲୋକଙ୍କ ସମସ୍ୟା ନବୁଝି ପ୍ରଚାର ପାଇଁ କୋଟି କୋଟି ଉଡ଼ାଯାଇଛି । More
  • Satyendu Shekher Mishra
  • 2 years ago

ଉପାନ୍ତରୁ ଉପକୂଳ ନିର୍ଧୁମ ଛେଚୁଛି ! ଭୁଶୁଡ଼ିଲା ଘର, ଉପୁଡ଼ିଲା ଗଛ..

ଭୁବନେଶ୍ୱର, କଟକ ସମେତ ଉପକୂଳରେ ଜୀବନଯାତ୍ରା ଅସ୍ତବ୍ୟସ୍ତ । ଆହୁରି ୩ ଦିନ ଯାଏଁ ୧୦ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ । More
  • Satyendu Shekher Mishra
  • 2 years ago

ନବୀନଙ୍କ ଉତ୍ତରାଧିକାରୀ କିଏ ? ସାକ୍ଷାତକାରରେ ବଡ଼ ସଙ୍କେତ ଦେଲେ BJD ସୁପ୍ରିମୋ

ଇଂରାଜୀ ପତ୍ରିକାକୁ ସାକ୍ଷାତକାର ଦେଇ କହିଲେ ମୁଖ୍ୟମନ୍ତ୍ରୀ । ତା’ପରେ ରାଜ୍ୟ ରାଜନୀତିରେ ହଲ୍‌ଚଲ । More
  • Satyendu Shekher Mishra
  • 2 years ago

ଦୀପିକା-ଦିନେଶ ମାମଲା: ପ୍ରେମିକଙ୍କ ପରିବାର ଚିରିଦେଲେ ପାଲ, ଦୁଆର ମୁହଁରେ ଯୁକ୍ତିତର୍କ

ପ୍ରେମିକ ଦିନେଶ ନଆସିବା ଯାଏଁ ସେ ପାଣି ବି ଛୁଇଁବେନି । More
  • Satyendu Shekher Mishra
  • 2 years ago

ମାଆଙ୍କ ସ୍ୱତନ୍ତ୍ର ପୂଜା, ଏଇଠି ସବୁଦିନ ମାଆ ମହିଷାମର୍ଦ୍ଦିନୀ ରୂପରେ ପୂଜା ପାଆନ୍ତି ଦୁର୍ଗା

ଏମିତି ସ୍ୱତନ୍ତ୍ର ପୂଜା ହେଉଛି କଟକ ମାହାଙ୍ଗାର ଜଟାଧାରୀ ପୀଠରେ । More