• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 26 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ନେମାଳ ପୀଠରେ ଅଜବ ଘଟଣା ! ଅଚାନକ ପତ୍ରଶୂନ୍ୟ ହୋଇଗଲା ଅଚ୍ୟୁତାନନ୍ଦଙ୍କ ଗାଦି ସମ୍ମୁଖ ମହାକଳ୍ପବଟ

ବର୍ଷା ଦିନରେ ବିବର୍ଣ୍ଣ ରୂପ ଦେଖି ଶ୍ରଦ୍ଧାଳଙ୍କୁ ମନରେ ଶଙ୍କା । ଉଦ୍ୟାନ ବିଭାଗ କହିଲା ସଁବାଳୁଆ ପ୍ରଭାବରୁ ପତ୍ରଝଡ଼ା । More
  • Satyendu Shekher Mishra
  • 2 years ago

ନଡ୍ଡା ବନାମ ନବୀନ ! ୨୯ରେ ମୁହାଁମୁହିଁ ହେବେ ବିଜେପି-ବିଜେଡି

ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀ ସ୍ଥିର ପରେ ବିଜେଡିର କାଉଣ୍ଟର ଷ୍ଟ୍ରାଟେଜି । ଛାମୁଆ ସଂଗଠନକୁ ନେଇ ବୈଠକ କରିବ ଶଙ୍ଖ ଦଳ । More
  • Satyendu Shekher Mishra
  • 2 years ago

ମାଆ ସମଲେଇଙ୍କ ହୁଣ୍ଡିରେ ଲଭ୍‌ ଲେଟର ! ଭକ୍ତ କହୁଛି ପ୍ରେମିକ ସହ ବିହା କରିଦେ

ମାନସିକ ପୂରଣ ପାଇଁ ମାଆଙ୍କ ନିକଟକୁ ଚିଠି । ସମଲେଇଙ୍କ ହୁଣ୍ଡିରୁ ବାହାରିଲା ଏକାଧିକ ହାତଲେଖା ଚିଠି । More
  • Satyendu Shekher Mishra
  • 2 years ago

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଟେନ୍‌ସନ୍ ! ନୂଆ ନିୟମ ଦେଲା ଆଶ୍ୱସ୍ତି

ଡେଡ୍ ଲାଇନ୍ ପୂର୍ବରୁ ଆବେଦନ କରିଥିଲେ ଫାଇନ୍ ନାହିଁ । ବୁକିଂ ସ୍ଲଟ ମିଳୁନଥିବାରୁ ଟେନ୍ସନ୍‌ରେ ଲୋକେ । More
  • Satyendu Shekher Mishra
  • 2 years ago

ପୋଷ୍ଟମର୍ଟମ ରିପୋର୍ଟ ପରେ ନାନା ପ୍ରଶ୍ନ, କାହିଁକି ଆତ୍ମହତ୍ୟାର ଚରମ ପଦକ୍ଷେପ ନେଲେ ଧର୍ମେନ୍ଦ୍ର ?

ଦୁଇ ମୋବାଇଲରେ ଲୁଚି ରହିଛି କି ସବୁ ଗୁମର ? ମନ୍ତ୍ରୀଙ୍କ ସଂପୃକ୍ତି ନେଇ ସମୀର ଦାସଙ୍କୁ ବିରୋଧୀଙ୍କ ଟାର୍ଗେଟ । More
  • Satyendu Shekher Mishra
  • 2 years ago

VIMSAR ପରେ ବଡ଼ ମେଡିକାଲ SNCUରୁ ନବଜାତ ଶିଶୁକନ୍ୟା ଚୋରି !

ଚୋରି ଯାଇଥିବା ନବଜାତର ମା ଯାଁଳା କନ୍ୟା ପ୍ରସବ କରିଥିଲେ । ଗୋଟିଏ ଝିଅକୁ ଧରି ମା ପ୍ରସୂତି ବିଭାଗ ୱାର୍ଡରେ ଅଛନ୍ତି । More
  • Satyendu Shekher Mishra
  • 2 years ago

ଧର୍ମେନ୍ଦ୍ରଙ୍କ ଘରେ ପହଞ୍ଚିଲା ପୋଲିସ, ପତ୍ନୀ ଓ ରୋଷେୟା ପରିବାରକୁ ପଚରାଉଚରା

ଜବତ ସିସିଟିଭି ଫୁଟେଜ ସହ ଧର୍ମେନ୍ଦ୍ରଙ୍କ ୨ଟି ମୋବାଇଲକୁ ଯାଞ୍ଚ୍ ପାଇଁ ଫୋରେନ୍ସିକ୍ ଲାବକୁ ପଠାଇଛି ପୋଲିସ । More
  • Satyendu Shekher Mishra
  • 2 years ago

ବାରବାଟୀରେ ଆକ୍ସନ୍‌ ମୋଡ୍‌ରେ ଲିଜେଣ୍ଡସ୍‌, ମଇଦାନ ପ୍ରସ୍ତୁତ

୨୭ରେ ଗୁଜୁରାଟ ଜାଏଣ୍ଟକୁ ଭେଟିବ ଭିଲୱାରା କିଙ୍ଗ୍ସ । ୨୯ରେ ଇଣ୍ତିଆ କ୍ୟାପିଟାଲ୍ସ ଓ ମଣିପାଲ ଟାଇଗର୍ସ ମଧ୍ୟରେ ମୁକାବିଲା  । More
  • Rajalaxmi Sahoo
  • 2 years ago

ମା’ ସମଲେଇଙ୍କୁ ଚିଠି- ‘ମୋର ପ୍ୟାର୍‌ ରବୀନ୍ଦ୍ର ସାଙ୍ଗେ ମତେ ବିହା କରେଇ ଦେ...’

ମନସ୍କାମନା ପୁରଣ ପାଇଁ ଭକ୍ତ, ଭଗବାନଙ୍କ ନିକଟରେ ଗୁହାରି କରିଥାଏ।  କିଏ ହାତ ଯୋଡି ଜୁହାର ହୋଇଥାଏ ତ ଆଉ କିଏ ମୁଣ୍ଡିଆ ମାରିଥାଏ। ହେଲେ ଠାକୁରଙ୍କୁ ହୁଣ୍ଡିରେ ଚିଠି ପକାଇ ମା’ଙ୍କ ଶରଣ ପଶିଛନ୍ତି ଭକ୍ତ।  More
  • Rajalaxmi Sahoo
  • 2 years ago

ସାଂଘାତିକ ଅଭିଯୋଗ ଆଣିଲେ ବହୁ ଚର୍ଚ୍ଚିିତ ଗଣଦୁଷ୍କର୍ମ ପୀଡ଼ିତା ଅଞ୍ଜନା ମିଶ୍ର

ବହୁ ଚର୍ଚ୍ଚିିତ ଗଣଦୁଷ୍କର୍ମ ପୀଡ଼ିତା ଅଞ୍ଜନା ମିଶ୍ର ସ୍ଥାନୀୟ ଏକ ଓଟିଟି ପ୍ଲାଟଫର୍ମ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।  More
  • Chandan Shishu
  • 2 years ago

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନେଇ ଆସିଲା ନୂଆ ନିୟମ

ବୁକିଂ କରିଥିଲେ ଆଉ ଦେବାକୁ ପଡ଼ିବନି ଫାଇନ୍‌ More
  • Rajalaxmi Sahoo
  • 2 years ago

କଟକ, ଭୁବନେଶ୍ୱରରେ ମେଟ୍ରୋ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା

ଭୁବନେଶ୍ୱର, କଟକରେ ଜନସାଧାରଣଙ୍କ ଯାତାୟାତକୁ ସରଳ ସୁବିଧା କରିବା ପାଇଁ ମେଟ୍ରୋ ସେବା ଆରମ୍ଭ କରିବା ଆବଶ୍ୟକ ରହିଛି ବୋଲି ସାଂସଦ ଅପରାଜିତା ମତବ୍ୟକ୍ତ କରିଛନ୍ତି।  More
  • Chandan Shishu
  • 2 years ago

ଅସହାୟ ଖତ ମାଉସୀ: ଭଙ୍ଗା ଘରେ ବିତୁଛି ଜୀବନ

ଗାଁର କିଏ କେତେବଳେ ଦୟାକରି କିଛି ଖାଇବାକୁ ଦେଲେ ଖଆନ୍ତି ନହେଲେ ଭୋକରେ ରହିବାକୁ ପଡେ। More
  • Rajalaxmi Sahoo
  • 2 years ago

ଆସିଲା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ୍‌ ରିପୋର୍ଟ

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ୍‌ ରିପୋର୍ଟ ଏବେ ସାମ୍ନାକୁ ଆସିଛି। ଶ୍ୱାସସୁଦ୍ଧ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ କରାଯାଇଛି। More
  • Chandan Shishu
  • 2 years ago

ଡେଥ୍ ଜୋନ୍ ପାଲଟିଥିବା ନାଗାବଳୀ ନଦୀ ଝୁଲାପୋଲ ବନ୍ଦ

୨୦୧୧ ମସିହାରେ ନିର୍ମାଣ ହୋଇଥିଲା ଏହି ଝୁଲାପୋଲ। More
  • Rajalaxmi Sahoo
  • 2 years ago

ରାସ୍ତାରେ ଛକି ଥିଲା ଯମ: ନେଲା ଗୋଟିଏ ପରେ ଗୋଟିଏ ଜୀବନ

ଗୋଟିଏ ଦୁର୍ଘଟଣାରେ ସୌଭାଗ୍ୟବଶତଃ, ୨୩ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଅନ୍ୟ ଏକ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲି ଯାଇଛି।  More
  • Chandan Shishu
  • 2 years ago

ପୁଣି ଆଥଲେଟ୍‌ ଭଉଣୀଙ୍କ କଳି: ଶାଳୀନତାର ସବୁ ସୀମା ଡେଇଁଗଲେ ଦୂତି-ସରସ୍ୱତୀ

ସରସ୍ବତୀ ନିଜ ପୋଲିସ୍ ଅଧିକାରିଣୀ ପଦର ଦୁରୁପଯୋଗ କରି ବାଂଲାଦେଶୀ ଓ ନେପାଳର ନାଗରିକଙ୍କୁ ଆଣି ଏଠିକାର ବାସିନ୍ଦା କରାଇଥିବାର ଗୁରୁତର ଅଭିଯୋଗ କରିଛନ୍ତି ଦୂତି। More
  • Chandan Shishu
  • 2 years ago

ଏଣିକି ମେସିନ୍ କରିବ ଗାଡି ଫିଟନେସ୍ ଯାଞ୍ଚ, ଦ୍ୱନ୍ଦ୍ୱରେ ଗାଡ଼ି ମାଲିକ

ଏଥିପାଇଁ ଚିଠା ନୀତି ପ୍ରସ୍ତୁତ ଲାଗି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ବାଣିଜ୍ୟ ଓ ପରିବହନ ବିଭାଗ।  More
  • Satyendu Shekher Mishra
  • 2 years ago

ନିଜ ନିୟମ ନିଜେ ମାନୁନାହାନ୍ତି ସରକାର ! ଘରୋଇ ପିଡିଏସ୍ ଡିଲର ପ୍ରୀତି ଛାଡ଼ୁନାହାନ୍ତି

ରାଜ୍ୟ ସରକାରଙ୍କ ଘରୋଇ ପିଡିଏସ୍ ଡିଲର ପ୍ରୀତିକୁ ନେଇ ପ୍ରଶ୍ନ । ୭ବର୍ଷ ତଳୁ ଉଚ୍ଛେଦ ନିୟମ ସତ୍ତ୍ୱେ ରାସନ ବାଣ୍ଟୁଛନ୍ତି ୭ ହଜାର ରିଟେଲର । More
  • Satyendu Shekher Mishra
  • 2 years ago

ଋଣ ଚାପ-ପାରିବାରିକ ବିବାଦ ନା ଅନ୍ୟ କିଛି ? ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପଛରେ ରହିଛି ଅନେକ ରହସ୍ୟ..

ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଦାବି କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । More
  • Satyendu Shekher Mishra
  • 2 years ago

କଳିଯୁଗରେ ବି ଏମିତି ମଣିଷ ଥାନ୍ତି ! ଗାଁ ସାରା ଲୋକଙ୍କ ମଉଡ଼ମଣୀ, ପହଞ୍ଚିଲେ ଓଠରେ ଆପେ ଖେଳିଯାଏ ହସ

ନିଜସ୍ୱ ଉଦ୍ୟମରେ କେଉଁଠି କ୍ୟାନସରରେ ପିଡିତ ରୋଗୀ ତ ଆଉ କେଉଁଠି ଦିବ୍ୟାଙ୍ଗଙ୍କୁ ଯୋଗାଉଛନ୍ତି ଭତ୍ତା । More