• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 06 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ଏଥର କଟକ ଦୁର୍ଗା ଭସାଣୀ ବେଳେ ଲାଗିବ GPS

ଏହି ନୂଆ ନିଷ୍ପତ୍ତି ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ବୈଠକ ସରିବା ପରେ ସେ ଏହା କହିଛନ୍ତି । More
  • Satyendu Shekher Mishra
  • 2 years ago

କି ଅଜବ ବ୍ୟବସ୍ଥା; ରାଜ୍ୟରେ ଚାଷୀଙ୍କ ନାଁରେ ବିଦେଶ ଯାଉଛନ୍ତି ସଚିବ !

ରାଜ୍ୟର ୪ ସଫଳ ଚାଷୀଙ୍କ ସହ ଚାଲବାଜି । ନେଦରଲାଣ୍ଡସ୍ ଆନ୍ତର୍ଜାତିକ କୃଷି କାର୍ଯ୍ୟକ୍ରମରୁ ଚାଷୀ ବାଦ୍ । More
  • Satyendu Shekher Mishra
  • 2 years ago

ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଆଳରେ ବିଜେଡିର ପାଓ୍ୱାର ସୋ’, ହଜାର ହଜାର କର୍ମୀଙ୍କୁ ଠୁଳ କଲା ଦଳ

୨୪ ନିର୍ବାଚନ ପ୍ରସ୍ତୁତିର ଭିତ୍ତି ପକାଇଲା କି ବିଜେଡି ? ମିଳିଥିବା ସମ୍ମାନକୁ କିଣା ଆଓ୍ୱାର୍ଡ କହିଲେ ବିରୋଧୀ । More
  • Satyendu Shekher Mishra
  • 2 years ago

ଏପଟେ BJDର ଶକ୍ତିପ୍ରଦର୍ଶନ, ସେପଟେ ଗଣ୍ଡାଗଣ୍ଡା ଆମ୍ବୁଲାନ୍ସରେ ଛଟପଟ ରୋଗୀ

ଅସମ୍ଭାଳ ଭିଡରେ ୭ ଘଣ୍ଟା ଅଣନିଶ୍ୱାସୀ ଜନତା । ରାଜଧାନୀର ପ୍ରମୁଖ ରାସ୍ତାରେ ସାଂଘାତିକ ଟ୍ରାଫିକ ଜାମ୍ । More
  • Manoranjan Behera
  • 2 years ago

ରାଜ୍ୟ ବିଜେପିକୁ ପ୍ରଭାରୀଙ୍କ ଗୁରୁମନ୍ତ୍ର: ନଡ୍ଡାଙ୍କ ପାଇଁ ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟ

ପ୍ରଥମ ଦିନ ରାଜ୍ୟ ପ୍ରଭାରୀ, ରାଜ୍ୟ ସଭାପତି, ସାଧାରଣ ସଂପାଦକମାନଙ୍କ ସହ ଆଲୋଚନା ପରେ ଆଜି କୋର୍ କମିଟି ସଦସ୍ୟ ଓ ରାଜ୍ୟ ପଦାଧିକାରୀମାନଙ୍କ ସହ କରିଥିଲେ ମାନସ ମନ୍ଥନ । ସମସ୍ତ ନେତାଙ୍କଠାରୁ ବିତ୍ସୃତ ଭାବେ ଫିଡ୍‌ବ୍ୟାକ୍ ନେଇଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ସୁନୀଲ ବଂଶଲ । More
  • Manoranjan Behera
  • 2 years ago

ଯାହାର ଦୁଃଖ ଦେଖିଲେ, ଲୁନା ଧରି ସାହାଯ୍ୟ କରିବାକୁ ପହଞ୍ଚିଲେ

ଗଂଜାମରୁ ୩୦୦ କିଲୋମିଟର ଦୂର ନିଜେ ଗାଡି ଚଲାଇ ପହଂଚିଥିଲେ ଅଭାବୀ ପରିବାର ପାଖରେ ଏବଂ ୧୦ ହଜାର ଟଙ୍କା ସହାୟତା କରିଥିଲେ । More
  • Manoranjan Behera
  • 2 years ago

ସହିପାରିଲେନି ଅନାଥଙ୍କ ଦୁଃଖ; ଲୁନାରେ ୩୫୦ କି.ମି ଯାଇ ପହଞ୍ଚିଲେ ଗାଁରେ

ଗଣମାଧ୍ୟମ ଜରିଆରେ ଖବର ଦେଖିବା ପରେ ଗଞ୍ଜାମର ୭୦ବର୍ଷର ବୃଦ୍ଧ ମଧୁସୂଦନ ପାତ୍ର ଅନାଥଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି । More
  • Manoranjan Behera
  • 2 years ago

ସାଇବର ଲୁଟେରାଙ୍କୁ ପାନେ ଦେଲେ, ଫେରି ପାଇଲେ ଟଙ୍କା

ସାଇବର ଲୁଟେରାଙ୍କୁ ଚୂନ ଲଗାଇ ଦେଲେ ଏଇ ଯୁବକ। ଫୋନ୍‌ କରି ୫ ମିନିଟ୍‌ ପାଇଁ ୟୁପିଆଇକୁ କଲେ ଆକ୍ଟିଭ୍‌...ଫେରି ପାଇଲେ ୨୨ ହଜାର ଟଙ୍କା। More
  • Satyendu Shekher Mishra
  • 2 years ago

ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲାରେ ଚର୍ଚ୍ଚିତଙ୍କୁ ଜାମିନ

ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଓ ପାସପୋର୍ଟ ଜମା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ପ୍ରତି ୧୫ ଦିନରେ ତଦନ୍ତ ଅଧିକାରୀଙ୍କୁ ସାକ୍ଷାତ ପାଇଁ ମଧ୍ୟ କଡ଼ା ନିର୍ଦ୍ଦେଶ ରହିଛି । More
  • Prangyan Parimita
  • 2 years ago

ନବୀନଙ୍କ ପାଇଁ ରାଜଧାନୀରେ ପାଇଁ ଟ୍ରାଫିକ୍‌ ଜାମ୍‌ : ନାକେଦମ୍‌ ସାଧାରଣ ଜନତା

ରାଜଧାନୀରେ ବିଜେଡି ସମର୍ଥକଙ୍କ ଭିଡ, ଚାରିଆଡ଼େ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି More
  • Chandan Shishu
  • 2 years ago

ଇନଷ୍ଟାଗ୍ରାମ୍‌ରେ ରିଲ୍ସ ଦେଖି ସ୍ତ୍ରୀ ଜାଣିଦେଲା ସ୍ୱାମୀର କଳା କାରନାମା

ସାତଜନ୍ମ ତ ଦୂରର କଥା କିଛି ମାସ ମଧ୍ୟରେ ସମ୍ପର୍କରେ ଫାଟ ପଡିଗଲା। More
  • Chandan Shishu
  • 2 years ago

'ନବୀନଙ୍କୁ ପୁରସ୍କାର ଦେଲା କିଏ? ରାଜ୍ୟ ସରକାର ଦେଇଛନ୍ତି ନା କେନ୍ଦ୍ର ସରକାର ନା ଜାତିସଂଘ'

ଏୟାରପୋର୍ଟରୁ ନବୀନ ନିବାସ ଯାଏଁ ଛାଇ ଗଲାଣି ନବୀନଙ୍କ ବଡ଼ବଡ଼ ହୋଡିଂ। ପ୍ରସ୍ତୁତ ହୋଇଛି ମଂଚ। ଆୟୋଜନରେ ଯେମିତି କିଛି କମ୍ ରହିନଯାଏ ତାର ତଦାରଖ କରୁଛି ବିଜେଡିର ଏକ ଟିମ୍। More
  • Chandan Shishu
  • 2 years ago

ଆଜି ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ପରେ ନେବ ଲଘୁଚାପର ରୂପ !

ଆସନ୍ତା ୪ରୁ ୫ ଦିନ ଯାଏଁ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। More
  • Manoranjan Behera
  • 2 years ago

ମନେ ପଡ଼ନ୍ତି ସ୍ୱର୍ଗତ ନନ୍ଦ ସାର୍‌ ଓ ଡି. ପ୍ରକାଶ ରାଓ

ସିଏ ଅଫେରା ରାଇଜର ଅତିଥି ହୋଇ ବି ଅମର । ବଖାଣିବା ଦରକାର ନାହିଁ ତାଙ୍କ ପରିଚୟ । ବିଷମ ପରିସ୍ଥିତିରେ ବି କେମିତି ଶିକ୍ଷାଦାନ ଭଳି ମହତ ଲକ୍ଷ୍ୟରୁ ବିଚ୍ୟୁତି ହୋଇନଥିବା ଦୁଇଜଣ ବଣମଲ୍ଲୀଙ୍କୁ । More
  • Chandan Shishu
  • 2 years ago

ନିଦ ନ ହେବାରୁ ଜୀବନ ହାରିଲେ ନର୍ସିଂ ଛାତ୍ରୀ ! ହାତଲେଖା ଚିଠି ମିଳିବା ପରେ ସମସ୍ତେ ସ୍ତବ୍ଧ 

ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟଣା ଏବେ କମିଶନରେଟ ପୋଲିସ ପାଇଁ ଚିନ୍ତା ବଢାଇଛି। More
  • Manoranjan Behera
  • 2 years ago

ଟିଆଇ ପରେଡ୍‌କୁ ଆସିବା ପାଇଁ ପୀଡ଼ିତାଙ୍କୁ ଅଟକାଉଛି କିଏ ?

ରହସ୍ୟଜନକ ହୋଇପଡ଼ିଛି ପାରାଦୀପ ଗଣଦୁଷ୍କର୍ମ ମାମଲା । ଆଗରୁ ୨ ଅଭିଯୁକ୍ତଙ୍କ ଟେଷ୍ଟ ଆଇଡେଣ୍ଟିଫିକେସନ୍ ବା ଟିଆଇ ପରେଡ୍ ସରିଥିବା ବେଳେ ବାକି ୨ ଅଭିଯୁକ୍ତଙ୍କ ଟିଆଇ ପରେଡ୍ ଶନିବାର ହେବାର ଥିଲା । ହେଲେ ଠିକ୍ ସେହି ଦିନ ହିଁ ପୀଡ଼ିତା ନିଖୋଜ । More
  • Chandan Shishu
  • 2 years ago

କୁଆଡୁ ଆସିଲେ ବିଷାକ୍ତ ନାଲି ପିମ୍ପୁଡ଼ି ? କାରଣ ଖୋଜିଲା ଓୟୁଏଟି ଟିମ୍

କାମୁଡିବା କ୍ଷଣି ଲାଲ ପଡିଯାଇ କୁଣ୍ଡେଇ ହୋଇ ଘାଆ ହୋଇଯାଉଛି। More
  • Manoranjan Behera
  • 2 years ago

ଆୱାର୍ଡ ପରେ ସେଲିବ୍ରେସନ୍‌ ପାଇଁ ଏତେ ତରବର କାହିଁକି?

ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଆୱାର୍ଡ, ଜୋସ୍‌ରେ ବିଜେଡି କ୍ୟାମ୍ପ । ଗତକାଲି ଦିଲ୍ଲୀରେ ଗ୍ରାଣ୍ଡ ସେଲିବ୍ରେସନ୍ ପରେ ଆସନ୍ତାକାଲି ଭୁବନେଶ୍ୱରେ ଶକ୍ତି ପ୍ରଦର୍ଶନ କରିବ ଶଙ୍ଖ ।  More