• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 11 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ଜାମିନରେ ଆସି ଖୋଲାମେଲାରେ ବୁଲୁଛି ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ

ଅଭିଯୁକ୍ତ ସର୍ବସାଧାରଣରେ ବୁଲିବା ଅର୍ଥ ତାଙ୍କ ସମର୍ଥକ ସାହସ ପାଇବେ। ଆଉ ସାକ୍ଷୀ ଦୁର୍ବଳ ହେବାର ଆଶଙ୍କା ରହିଛି। More
  • Satyendu Shekher Mishra
  • 2 years ago

ଶେଷ ହେଲା ଶ୍ରୀଜିଉଙ୍କ ଅଧରପଣା ନୀତି

ଆଜିର ଅଧରପଣା ନୀତି ସମାପ୍ତ ପରେ ଆସନ୍ତାକାଲି ନବଦିନାତ୍ମକ ଯାତ୍ରା ସାରି ନିଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି । ଅଧରପଣା ନୀତି ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖରେ ଭକ୍ତଙ୍କ ଭିଡ଼ ଲାଗିଛି । More
  • Prangyan Parimita
  • 2 years ago

ବିଜେବି ଛାତ୍ରୀଙ୍କ ପରିବାରକୁ ନ୍ୟାୟ କେବେ? ରୁଚିକାଙ୍କ ମାଆ ଓ ଆନ୍ଦୋଳନକାରୀଙ୍କ ଉପରେ ଦମନଲୀଳା

ରାସ୍ତାରେ ଘୋଷାରି ଘୋଷାରି ଉଠାଇ ନେଲା ପୋଲିସ୍ More
  • Prangyan Parimita
  • 2 years ago

ପିଇଓ, ଜିଆରଏସ୍ ଓ ଜେଇଙ୍କ ମଧୁଚନ୍ଦ୍ରିକା : ମନରେଗା ଯୋଜନାରେ ବଡ଼ ଧରଣର ଦୁର୍ନୀତି

୨୦୨୧-୨୨ରେ ବଡ଼ଗାଁମାଲ ଶାଖା କେନାଲ ମରାମତି ପାଇଁ ବ୍ୟୟ ଅଟକଳ ହୋଇଥିଲା ୯ ଲକ୍ଷ ୯୯ ହଜାର ଟଙ୍କା । ମନରେଗା ୱେବସାଇଟ୍ ତଥ୍ୟ କହୁଛି, ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି ୩ ଲକ୍ଷ ୭୯ ହଜାର ଟଙ୍କା More
  • Prangyan Parimita
  • 2 years ago

ଗଛ ଲଗାଇବା ବାହାନାରେ ଖାଇଗଲେ ଟଙ୍କା, ବନ ବିଭାଗ ଅଧିକାରୀଙ୍କ ବିରୋଧରେ ଅଭିଯୋଗ

୧୦ ହେକ୍ଟର ଜମିରେ ଗଛ ଲାଗିବାର ଥିଲା ଗଛର ଚିହ୍ନ ବର୍ଣ୍ଣ ନାହିଁ, ହେଲେ ୮ ଲକ୍ଷ ଟଙ୍କା ହଡପ୍ ହୋଇଛି More
  • Prangyan Parimita
  • 2 years ago

ଦିନକ ପରେ ବଦଳିଗଲା ନିଷ୍ପତ୍ତି : ‘ଗଣମାଧ୍ୟମକୁ ମନା ନାହିଁ ସ୍କୁଲ ’

ସାମ୍ବାଦିକମାନେ ସ୍କୁଲ ଯାଇପାରିବେ, କିନ୍ତୁ କ୍ଲାସ ଟାଇମ୍‌ରେ ଯାଆନ୍ତୁନି More
  • Satyendu Shekher Mishra
  • 2 years ago

ଧରାକୋଟର ନିଆରା ବାହୁଡ଼ା ଯାତ୍ରା, ଏକାଦଶୀରେ ଟଣାଯାଏ ରଥ

ରାଣୀ ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ କଲେ ଛେରାପହଁରା । ୨ ବର୍ଷ ପରେ ରଥଯାତ୍ରା ଦେଖିବାକୁ ଲୋକଙ୍କ ଭିଡ଼ । More
  • Rajalaxmi Sahoo
  • 2 years ago

ପୁରୀରୁ ଭୁବନେଶ୍ୱର ଆସୁଥିବା ବେଳେ ଓଲଟିଲା ବସ୍‌

ପୁରୀରୁ ଭୁବନେଶ୍ୱର ଆସୁଥିବା ବେଳେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ରେ ୧୦୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି।  More
  • Rajalaxmi Sahoo
  • 2 years ago

ବର୍ଷା ଆସିଲେ ଗାଁ ବୁଡ଼ି ଯିବାର ଭୟ, ଆତଙ୍କିତ ଅବସ୍ଥାରେ ଲୋକେ

ଯାଜପୁର ଜିଲ୍ଲାର ଧର୍ମଶାଳା ଓ ବରୀ ଅଞ୍ଚଳରେ ଥିବା ଦୁର୍ବଳ ନଦୀବନ୍ଧର ମରାମତି ହୋଇ ନଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବର୍ଷା ଦିନ ପୂର୍ବରୁ ନଦୀବନ୍ଧ ମରାମତି ସରିନଥିବାରୁ ପୁଣି ଘାଇ ସୃଷ୍ଟି ହେବାର ଆଶଙ୍କା ରହିଛି। More
  • Otv Khabar Bureau
  • 2 years ago

ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ହାତାର ମୃତ୍ୟୁ

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ନିକଟରେ ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଗୋଟିଏ ଦନ୍ତା ହାତୀର ମୃତ୍ୟୁ ଘଟିଛି। More
  • Rajalaxmi Sahoo
  • 2 years ago

ରୁଚିକାଙ୍କ ମା’ କଲେ ସାଂଘାତିକ ଅଭିଯୋଗ- ଝିଅର ଆତ୍ମହତ୍ୟା ପଛରେ ବଡ଼ବଡ଼ିଆଙ୍କ ହାତ !

ଆଜି ନ୍ୟାୟ ପାଇଁ ରୁଚିକାଙ୍କ ମା’ ଓ କିଛି ଆନ୍ଦୋଳନକାରୀ ପ୍ରତିବାଦ କରୁଥିବା ବେଳେ ବିଜେବି କଲେଜ ସାମ୍ନାରୁ ଆନ୍ଦୋଳନକାରୀଙ୍କୁ ପୋଲିସ୍‌ ଉଠାଇ ନେଇଥିଲା। ରୁଚିକାଙ୍କ ମା’ଙ୍କୁ ଜୋର ଜବରଦସ୍ତ ଉଠାଇବା ସହ ରାସ୍ତାରୁ ଘୋଷାଡ଼ି ଘୋଷାଡ଼ି ନେଇଥିଲା ପୋଲିସ। More
  • Otv Khabar Bureau
  • 2 years ago

ପୁଣି ପଶିଲାଣି ଡର ! ରାଜ୍ୟରେ କ୍ରମାଗତ ଭାବେ ୫ ଶହ ପାର୍ ସଂକ୍ରମଣ

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୫୭୨ କରୋନା ସଂକ୍ରମିତ ଚିହ୍ନଟ । More
  • Rajalaxmi Sahoo
  • 2 years ago

ବାଜିରେ ଲାଗିଛି ଜୀବନ: ଭରା ନଈରେ ବିଦ୍ୟୁତ୍‌ ତାର ଧରି ନଦୀ ପାର୍‌ ହେଲେ ଛାତ୍ରଛାତ୍ରୀ

ଭରା ନଈରେ ବିଦ୍ୟୁତ୍‌ ତାର ସାହାଯ୍ୟରେ ନଦୀ ପାର୍‌ ହେଲେ ଛାତ୍ରଛାତ୍ରୀ। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ନଦୀରେ ପାଣି ଆସି ଯିବାରୁ ପିଲାମାନେ ପାଠ ପାଢିବାକୁ ଯାଇ ନଦୀର ଆରପଟେ ରହି ଯାଇଥିଲେ। More
  • Otv Khabar Bureau
  • 2 years ago

Daily Horoscope 11th July 2022: ଜାଣନ୍ତୁ ଆଜି କେମିତି କଟିବ ଦିନ..

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ  ୧୧ ତାରିଖ  ସୋମବାର । ତିଥି – ୧୨ଶୀ ଦିବା ୧୧/୧୪ ଗତେ ୧୩ ଶୀ, ଚନ୍ଦ୍ର   – ବିଛା ନିଶାନ୍ତ ୦୫/୧୫  ଗତେ ଧନୁ, ଘାତ ଚନ୍ଦ୍ର- ନିଶାନ୍ତ ୦୫/୧୫  ଗତେ ତୁଳା ଓ କୁମ୍ଭ ରାଶିର, ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୧୧/୧୪ ପର୍ଯ୍ୟନ୍ତ  More
  • Rajalaxmi Sahoo
  • 2 years ago

ଘର ଭିତରୁ ମିଳିଲା ଶିକ୍ଷୟିତ୍ରୀଙ୍କ ମୃତଦେହ, ସୁଇସାଇଡ୍ ନୋଟ୍ ଓ ମୋବାଇଲ ଫୋନ୍ ଜବତ

ଏତେ ଖୁସି ମିଜାଜ୍ ଓ ଅନ୍ୟକୁ ବଞ୍ଚିବାକୁ ବାଟ ଦେଖାଉଥିବା ତନୁଜାଙ୍କ ଆତ୍ମହତ୍ୟା ସମସ୍ତଙ୍କ ସ୍ତବ୍ଧ କରି ଦେଇଛି। ରିଲ୍ସ ଶିକ୍ଷୟିତ୍ରୀ ନାମରେ ସେ ବେଶ୍‌ ପରିଚିତ ଥିଲେ। More
  • Otv Khabar Bureau
  • 2 years ago

ଝାରପଡ଼ା ଜେଲ୍‌ରେ ଗ୍ରୀନ୍-ରେ ଚିଟଫଣ୍ଡ ନିର୍ଦ୍ଦେଶକଙ୍କ ମୃତ୍ୟୁ

ଆଖି ବୁଜିଲେ ଗ୍ରୀନ୍-ରେ ଚିଟଫଣ୍ଡ କଂପାନିର ନିର୍ଦ୍ଦେଶକ ମୀର ସହରୁଦ୍ଦିନ ଓରଫ ଗୋରା। ଝାରପଡ଼ା ଜେଲ ବାଥରୁମରେ ଗୋଡ଼ ଖସି ଗୋରାଙ୍କ ଜୀବନ ଯାଇଛି । More
  • Otv Khabar Bureau
  • 2 years ago

ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଅଧରପଣା ନୀତି

ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଠାରେ ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହେବ । More
  • Prangyan Parimita
  • 2 years ago

ଗଣମାଧ୍ୟମକୁ ମନା ସ୍କୁଲ କ୍ୟାଂପସ୍ : ଅନଧିକାର ପ୍ରବେଶ ପାଇଁ FIR ନିର୍ଦ୍ଦେଶରୁ ତେଜିଲା ରାଜନୀତି

ନିଷ୍ପତ୍ତିକୁ ହାସ୍ୟାସ୍ପଦ କହିଲେ ଅପରାଜିତା, ସୁରଙ୍କ ନିନ୍ଦା,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି କଲେ ନାପସନ୍ଦ More
  • Prangyan Parimita
  • 2 years ago

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ କେମିତି ମିଳିବ ଅଧିକରୁ ଅଧିକ ଭୋଟ୍ ? ମିଶନ୍ ଶୂନ୍ୟ ନାକଚ ଭୋଟ୍ ଲକ୍ଷ୍ୟରେ ବିଜେପି

ବିଜେଡି ସମେତ ସମର୍ଥନ କରୁଥିବା ଅନ୍ୟ ଦଳକୁ ବି ଅପିଲ More
  • Prangyan Parimita
  • 2 years ago

ବଡ଼ଦାଣ୍ଡରେ ଲଜ୍ଜା : ବାହୁଡ଼ା ଯାତ୍ରା ଭିଡ଼ ଭିତରେ ମହିଳାଙ୍କୁ ଅସଦଚାରଣ କଲେ ସୁରକ୍ଷାକର୍ମୀ

ଭିଡ଼ର ସୁଯୋଗ ନେଇ ମହିଳାଙ୍କୁ ଅସଦଚାରଣ କଲେ ସୁରକ୍ଷାକର୍ମୀ More
  • Prangyan Parimita
  • 2 years ago

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ: ଭକ୍ତଙ୍କ ଭିଡ଼ରେ ଉଛୁଳୁଛି ବଡ଼ଦାଣ୍ଡ

ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ତିନିଠାକୁର More
  • Prangyan Parimita
  • 2 years ago

ଅଜଣା ରୋଗରେ ଛଟପଟ୍‌ ହେଉଛି ଚଉଦ ବର୍ଷର ଝିଅ : ଅର୍ଥ ଅଭାବରୁ ଚିକିତ୍ସାରେ ପଡ଼ିଛି ବେଡ଼ି

ପାଠ ପଢ଼ିବାକୁ ଇଚ୍ଛା ଥିଲେ ବି ସ୍କୁଲ ଯାଇ ପାରୁନି କୁନି ଝିଅ । ଅଜଣା ରୋଗରେ ପଡ଼ି ଝଟପଟ୍ ହେଉଛି । More