• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 18 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

୧୩ ଦିନିଆ ବିଦେଶ ଗସ୍ତ ପାଇଁ ଓଡ଼ିଶା ଛାଡ଼ିଲେ ନବୀନ

ଇଟାଲି ଓ ଦୁବାଇ ଗସ୍ତରେ ଯିବେ ନବୀନ। More
  • Prangyan Parimita
  • 2 years ago

ମହିଳା , ମୋହରା ଓ ଡ୍ରଗସ୍ : ରାଜଧାନୀର ନିଶା କାରବାରର ନୂଆ ଟ୍ରେଣ୍ଡ

ଲେଡି ପେଡଲରଙ୍କୁ ମୋହରା କରି ବସ୍ତିରୁ ଅପରେଟ୍ ହେଉଛି ଧଳାଜହର ବ୍ୟବସାୟ । More
  • Chandan Shishu
  • 2 years ago

୫ ଶକ୍ତିଶାଳୀ ରାଷ୍ଟ୍ରରେ ରହିଛି ଅଗ୍ନିପଥ ଯୋଜନା ଭଳି ବ୍ୟବସ୍ଥା

ଆସନ୍ତୁ ନଜର ପକାଇବା ଏଭଳି କିଛି ଦେଶରେ କାର୍ଯ୍ୟ କରୁଥିବା ସେନା ନିଯୁକ୍ତି ବ୍ୟବସ୍ଥା ସମ୍ପର୍କରେ। More
  • Prangyan Parimita
  • 2 years ago

ରାହୁଲକୁ ରେସ୍କ୍ୟୁ ପାଇଁ ହୋଇଥିଲା ଲୋମଟାଙ୍କୁରା ସଂଘର୍ଷ : ଅପରେସନ ବେଳର ସତ ବଖାଣିଲେ ଏନଡିଆରଏଫ୍ କମାଣ୍ଡାଣ୍ଟ

ଅପରେସନର ଶେଷ ୭୨ ଘଣ୍ଟା ଚ୍ୟାଲେଞ୍ଜିଂ, ଖାଉନଥିଲୁ କି ଶୋଉନଥିଲୁ More
  • Chandan Shishu
  • 2 years ago

ସ୍କୁଲ ରାସ୍ତାକୁ ବାଡ଼ ଦେଇ ବନ୍ଦ କରିଦେଲେ ଜମି ମାଲିକ

ଘଟଣାସ୍ଥଳରେ ବିଡିଓ ପହଞ୍ଚି ତଦାରଖ କରିଛନ୍ତି। More
  • Otv Khabar Bureau
  • 2 years ago

ଏମିତି ଏକ ଗାଁ, ଯାହାର ମାଲିକାନା ୨ଟି ବ୍ଲକ ଓ ୩ଟି ପଞ୍ଚାୟତ ଅଧିନରେ

ଏମିତି ଗାଁ ସାରା ରାଜ୍ୟରେ କୋଉଠି ନଥିବ। ଇଏ ଏମିତି ଏକ ଗାଁ ଯାହାର ମାଲିକ ୩ ଗ୍ରାମ ପଞ୍ଚାୟତ ଓ ୨ ବ୍ଲକ୍‌। ସ୍ଥିତି ଏମିତି ହେଲାଣି ଯେ, ସରକାରଙ୍କ କୌଣସି ଯୋଜନା ଏଠିକାର ଲୋକ ପାଉନାହାନ୍ତି...ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ ଦେଲେ ଗାଁ ଲୋକେ... More
  • Prangyan Parimita
  • 2 years ago

ପ୍ରତିନିଧି ଦଳ ସହ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ଭାଟିକାନ୍ ସିଟିରେ ପୋପ୍ ଫ୍ରାନସିସଙ୍କୁ ଭେଟିବେ

ଜୁନ୍ ୨୦ରେ ଇଟାଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ More
  • Otv Khabar Bureau
  • 2 years ago

ଅନୁଗୁଳରେ ବିଭତ୍ସ ହତ୍ୟା; ଟଙ୍କା ପାଇଁ ମାଆକୁ ମାରିଲା ପୁଅ !

ଟଙ୍କା ପାଇଁ ମାଆକୁ ହତ୍ୟା କଲା ପୁଅ । ଅନୁଗୁଳ ତାଳଚେରରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । More
  • Rajalaxmi Sahoo
  • 2 years ago

୪୦ ଡିଗ୍ରୀ ତାପମାତ୍ରାରେ ଫଳୁଛି ସେଓ ଏବଂ ଅଙ୍ଗୁର, ଲକ୍ଷାଧିକ ଟଙ୍କା କମାଇ ମାଲାମାଲ୍‌ ଚାଷୀ

ଡହଡହ ଖରାରେ ଯେଉଁଠି ସିଝି ଯିବ ସେଓ ସେଠି କିନ୍ତୁ ଚାଷ ହେଉଛି। ୪୦ ଡିଗ୍ରୀ ତାପମାତ୍ରାରେ ଫଳୁଛି ସେଓ ଏବଂ ଅଙ୍ଗୁର।  More
  • Rajalaxmi Sahoo
  • 2 years ago

ପାତାଳପୁରରୁ ବାହାରି ଏବେ ହସ୍ପିଟାଲ୍‌ ବେଡ୍‌ରେ ମୃତ୍ୟୁ ବିଜୟୀ ରାହୁଲ

ପାତାଳପୁରରୁ ବାହାରି ଏବେ ମେଡିକାଲ ବେଡ୍‌ରେ ମୃତ୍ୟୁ ବିଜୟୀ ରାହୁଲ ସାହୁ। ନର୍କର ଛାତି ଚିରି ଯିଏ ବଞ୍ଚିକି ଫେରିଛନ୍ତି ସେହି ରାହୁଲଙ୍କୁ କିନ୍ତୁ ଏବେ ଖୋଜୁଛନ୍ତି ଆତ୍ମୀୟ। ମା’, ବାପା, ଜେଜେମା’ ସମସ୍ତେ ଖୋଜୁଛନ୍ତି। More
  • Otv Khabar Bureau
  • 2 years ago

ତିର୍ତ୍ତୋଲ ବିଧାୟକଙ୍କ ନାଁରେ ପ୍ରତାରଣା, ଠକେଇ ଅଭିଯୋଗ ଆଣିଲେ ପ୍ରେମିକା

ବାହା ହେବାକୁ କହି ଆସିଲେନି ବିଜେଡି ବିଧାୟକ ବିଜୟ ଶଙ୍କର ଦାସ। ତେଣୁ ହୋଇପାରିଲା ନାହିଁ କୋର୍ଟ ମ୍ୟାରେଜ। ବିଜୟ ଶଙ୍କର ନ ଆସିବାରୁ ଜଗତସିଂହପୁର ଥାନାରେ ଏତଲା କଲେ ପ୍ରେମିକା ସୋମାଲିକା । More
  • Rajalaxmi Sahoo
  • 2 years ago

ବିଡିଓଙ୍କ ଆଖି ଖୋସା ସମ୍ପତ୍ତି: ୨୪ଟି ପ୍ଲଟ୍‌, ଇଟା ଫ୍ୟାକ୍ଟ୍ରି ଓ କୋଟି କୋଟି ଟଙ୍କାର ଘର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ଘରେ ଭିଜିଲାନ୍ସ ରେଡ୍‌ ପରେ ଅମାପ ସମ୍ପତ୍ତିର ଗୁମର ଖୋଲିଛି। କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ବେଳେ ନଗଦ ଟଙ୍କା ସୁନା ଓ ରୁପା ଠାବ ହୋଇଛି। More
  • Rajalaxmi Sahoo
  • 2 years ago

‘ଶେଷ ୭୨ ଘଣ୍ଟା ଆମେ ଖାଇବା ଛାଡ଼ି ଦେଇଥିଲୁ, ଶୋଉ ନଥିଲୁ’

ରାହୁଲ ସହ ଆମର ଭାବଗତ ସମ୍ପର୍କ ଏତେ ବଢ଼ିଥିଲା ଯେ, ଆମେ ଖାଉନଥିଲୁ। ଶେଷ ୭୨ ଘଣ୍ଟା ପ୍ରାୟ ଆମେ ଖାଦ୍ୟ ଛାଡ଼ି ଦେଇଥିଲୁ। ଆଦୌ ଶୋଉ ନଥିଲୁ। ଏଭଳି କିଛି କହିଛନ୍ତି NDRF କମାଣ୍ଡାଣ୍ଟ। More
  • Otv Khabar Bureau
  • 2 years ago

ପୁଅ ହେବ ତ ଏମିତି; ବାପାଙ୍କ ସ୍ମୃତିରେ ତିଆରି କଲେ ପାର୍କ

ପୁଅ ହେବ ତ ଏମିତି। ଗାଁ ଲୋକଙ୍କ ପାଇଁ ପାର୍କ କରିବାକୁ ସ୍ୱପ୍ନ ଦେଖିଥିଲେ ବାପା। କିନ୍ତୁ ଅକାଳରେ ଜୀବନ ଚାଲିଯିବା ପରେ ବାପାଙ୍କ ସ୍ୱପ୍ନକୁ ପୂରଣ କଲେ ପୁଅ। ନିଜ ହାତରୁ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗାଁରେ ତିଆରି କରିଦେଲେ ସୁନ୍ଦର ପାର୍କ। ଏବେ ପିଲାଠୁ ବୁଢା ସମସ୍ତେ ଏଇ ପାର୍କରେ ବସି ନେଉଛନ୍ତି ମଜା । More
  • Rajalaxmi Sahoo
  • 2 years ago

SCBରେ ଭର୍ତ୍ତି ହେଲା ଯୋଡ଼ାମୁଣ୍ଡ ଶିଶୁ ଜଗା

ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ SCB ମେଡିକାଲ୍‌ରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗାକୁ ଅଣାଯାଇଛି। ଜଗାର ସିଟି ସ୍କାନ ଓ MRI କରାଯାଇଥିବା ବେଳେ ଆଜି ଦିଲ୍ଲୀ ଏମ୍ସର ସ୍ୱତନ୍ତ୍ର ଡାକ୍ତରୀ ଦଳ ଜଗାର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିବେ। More
  • Rajalaxmi Sahoo
  • 2 years ago

ପାଣିରେ ଭାସୁଥିଲା ଅଖା, ଖୋଲିବା ପରେ ମିଳିଲା...

ଯୁବକଙ୍କ ହାତଗୋଡ଼ ରଶିରେ ବନ୍ଧା ହୋଇଥିବା ବେଳେ ବେକକୁ ଧାରୁଆ ଅସ୍ତ୍ରରେ ପ୍ରାୟ ୭୦ ଭାଗ କଟାଯାଇଥିବା ଦେଖିବାକୁ ମିଳିଥିଲା। କେହି ଦୁର୍ବୃତ୍ତ ହତ୍ୟା କରି ମୃତଦେହକୁ ଅଖାରେ ବାନ୍ଧି ଫିଙ୍ଗିଥିବା ଆଶଙ୍କା କରାଯାଉଛି।  More
  • Otv Khabar Bureau
  • 2 years ago

Daily Horoscope 18th June 2022: ଆଜି ଏହି ରାଶିର ବ୍ୟକ୍ତିଙ୍କୁ ଧନପ୍ରାପ୍ତି ହେବ..

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଶନିବାର । ତିଥି – ୫ମୀ ରାତ୍ରି ୧୨/୨୦ ଗତେ ୬ଷ୍ଠୀ । ଚନ୍ଦ୍ର   – ମକର ସନ୍ଧ୍ୟା ୦୬/୪୩  ଗତେ କୁମ୍ଭ । ଘାତ ଚନ୍ଦ୍ର-  ସିଂହ ରାଶିର, ସନ୍ଧ୍ୟା ୦୬/୪୩  ଗତେ ମିଥୁନ ଓ ମୀନ ରାଶିର । ଘାତ ବାର – ବୃଷ, ସିଂହ, କନ୍ୟା  ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷି ହାନି- ଭୂମିଦାନ । More
  • Rajalaxmi Sahoo
  • 2 years ago

ସକାଳୁ ସକାଳୁ ଜଳେଶ୍ୱର ବିଡିଓଙ୍କ ଘରେ ପଶିଲା ଭିଜିଲାନ୍ସ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ୱର ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ ହୋଇଥିବା ସୂଚନା ମିଳିଛି।  More
  • Chandan Shishu
  • 2 years ago

ରଜ ଗଲା, ହେଲେ ବର୍ଷାରେ ପୂରା ଭିଜିପାରିଲାନି ଓଡ଼ିଶା

ବର୍ଷାକୁ ଚାତକ ଭଳି ଚାହିଁ ରହିଛି ଚାଷୀ। More
  • Chandan Shishu
  • 2 years ago

ହରିଶ୍ଚନ୍ଦ୍ର ଯୋଜନା ନାଁରେ ହରିଲୁଟ୍: ଜିଇଁ ଥାଉ ଥାଉ କରାଯାଇଛି ଦାହ ସଂସ୍କାର

ପିଇଓ ଏବଂ ବିଡ଼ିଓ ଏ ସମ୍ପର୍କରେ କେମିତି ଜାଣିପାରିଲେନି ? ନା ଜାଣି ଜାଣି ଅଜଣା ରହୁଛନ୍ତି ? More
  • Satyendu Shekher Mishra
  • 2 years ago

ଶିକ୍ଷା ବ୍ୟବସ୍ଥାର କରୁଣ ଚିତ୍ର ! ଗୋଟିଏ ବ୍ଲାକ୍‌ବୋର୍ଡରେ ୨ଟି କ୍ଲାସ୍‌କୁ ପଢ଼ାଉଛନ୍ତି ୨ ଶିକ୍ଷୟତ୍ରୀ

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ନେଇ ନିରାଶ ଶିକ୍ଷାବିତ୍ । ରୂପାନ୍ତରୀକରଣ କାଯର୍ୟକ୍ରମରେ ଖୁବଶୀଘ୍ର ସୁଧାର ଆସିବ: ଗଣଶିକ୍ଷା ମନ୍ତ୍ରୀ  More
  • Satyendu Shekher Mishra
  • 2 years ago

ଡ୍ରେସ କିଣିବାକୁ ପଇସା ନଦେବାରୁ ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ

ନୟାକୋଟ ଥାନା ଉପରବରଡ଼ା ଗାଁରେ ଘଟିଛି ଏହି ଲୋମହର୍ଷକ ହତ୍ୟାକାଣ୍ଡ । ଘଟଣାର ତଦନ୍ତ କରିବା ସହ ନାବାଳକ ପୁଅକୁ ଥାନାକୁ ଆଣି ପଚରାଉଚରା କରୁଛି ପୋଲିସ । More
  • Chandan Shishu
  • 2 years ago

୧୦ ମାସର ଛୁଆକୁ ଏକ୍ସପାରୀ ଟୀକା ଦେଲେ ଡାକ୍ତର

ଭ୍ୟାକ୍ସିନ କଭର ଉପରୁ ତାରିଖ ଆଉ ଦାମ୍ ଚିରି ଦେଇଥିବା ଅଭିଯୋଗ। More