• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 27 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସମ୍ବଲପୁରୀ ମାସ୍କ ପିନ୍ଧିଲେ ସେଲିବ୍ରିଟି

ବୁଣାକାର କେହି ବି ଭାବିପାରିନଥିଲେ ସେମାନଙ୍କ ହାତବୁଣା କୃତି କାନ୍ସକୁ ଯିବ। More
  • Chandan Shishu
  • 2 years ago

କୋଭିଡ୍‌ ମୃତ୍ୟୁକୁ ନେଇ ମିଛ କହିଥିଲେ କି ରାଜ୍ୟ ସରକାର?

MCCD ରିପୋର୍ଟ ପରେ କୋଭିଡ୍ ମୃତ୍ୟୁ ତଥ୍ୟକୁ ନେଇ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ।  More
  • Satyendu Shekher Mishra
  • 2 years ago

ଅନୁଭବ-ବର୍ଷାଙ୍କୁ ହାଇକୋର୍ଟଙ୍କ କଡ଼ା ତାଗିଦ୍‌, ଅକ୍ଷେପ କରି ଭିଡିଓ ପୋଷ୍ଟ କରିପାରିବେନି ଅନୁଭବ !

ସୋସିଆଲ ମିଡିଆରେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ତିନି ତିନିଟି ଭିଡିଓ ପୋଷ୍ଟ ପରେ ହାଇକୋର୍ଟରେ ଆବେଦନ କରିଥିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । More
  • Chandan Shishu
  • 2 years ago

ମ୍ୟାରେଜ୍ ବେଳକୁ ପ୍ରେମିକା ହୋଇଗଲା ପୁଅ

ଉଭୟ ପ୍ରେମୀ ଚଣ୍ଡିଖୋଲ ନିକଟରେ ଭେଟ ହୋଇ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ, କିନ୍ତୁ ଘଟଣା ବେଳକୁ... More
  • Chandan Shishu
  • 2 years ago

ଫସି ଯାଇଛନ୍ତି ରାଜ୍ୟ ସରକାର: ଅପରାଜିତା

ପ୍ରକଳ୍ପର ଷ୍ଟ୍ରକଚରାଲ ଇଂଜିନିୟର, ହେରିଟେଜ କଞ୍ଜର୍ଭେସନ ଆର୍କିଟେକ୍ଟ କିଏ? More
  • Satyendu Shekher Mishra
  • 2 years ago

K-Pop ଗ୍ରୁପ୍‌ରେ ସାମିଲ ହେଲେ ଓଡ଼ିଆ ଝିଅ ଶ୍ରୀୟା ଲେଙ୍କା, ଦେଶରେ ପ୍ରଥମ

ଏହି ସୁଯୋଗ ପାଇବାରେ ଓଡ଼ିଆ ଝିଅ ଶ୍ରୀୟା ହେଉଛନ୍ତି ଦେଶରେ ପ୍ରଥମ । ତାଙ୍କ ସହ ବ୍ରାଜିଲର ଝିଅ ଗାବ୍ରିଏଲା ଡାଲସିନ୍ ମଧ୍ୟ ଅଛନ୍ତି । More
  • Rajalaxmi Sahoo
  • 2 years ago

ଦଣ୍ଡମୁକ୍ତ ଅଞ୍ଚଳରେ ସ୍କୁଲ୍‌ ଛାତ୍ରୀଙ୍କୁ ଦଣ୍ଡ, ନିର୍ଧୂମ ମାଡ଼ ମାରିଲେ ନକଲି ଶିକ୍ଷୟିତ୍ରୀ

ଦଣ୍ଡ ମୁକ୍ତ ଅଞ୍ଚଳରେ ଜଣେ ସ୍କୁଲ୍‌ ଛାତ୍ରୀଙ୍କୁ ଦଣ୍ଡ ଦିଆଯାଇଥିବାର ଅଭିଯୋଗ ହୋଇଛି। ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦଣ୍ଡ ଦେବାକୁ ଯାଇ ଜଣେ ଶିକ୍ଷୟିତ୍ରୀ ନିର୍ଧୂମ ମାଡ଼ ମାରିଥିବା ଅଭିଯୋଗ ହୋଇଛି। More
  • Rajalaxmi Sahoo
  • 2 years ago

ବର୍ଷା-ଅନୁଭବଙ୍କୁୂ ହାଇକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ - ସୋସିଆଲ ମିଡିଆରେ କେହି କାହା ବିରୋଧରେ ଦେଇପାରିବେନି ମନ୍ତବ୍ୟ

ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟ ତାଗିଦ୍‌ କରିଛନ୍ତି। ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ଉଭୟଙ୍କୁ ତାଗିଦ କରାଯାଇଛି।  More
  • Otv Khabar Bureau
  • 2 years ago

କଟକ ଜଗତପୁରରେ ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି ଠାବ

କଟକରେ ପୁଣି ନକଲି ଫ୍ୟାକ୍ଟ୍ରି ଠାବ ହୋଇଛି । ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରିରେ ନାମୀଦାମୀ କମ୍ପାନୀର ଲୋଗୋକୁ ଜାଲ୍ କରି ଚାଲିଥିଲା ପ୍ୟାକିଂ କରାଯାଉଥିବା ସୂଚନା । More
  • Rajalaxmi Sahoo
  • 2 years ago

୪ର୍ଥ ଭିଡିଓ ଛାଡ଼ିଲେ ଅନୁଭବ: ବର୍ଷାଙ୍କ ବିଷୟରେ କହିଲେନି, ଶୁଭେଚ୍ଛୁଙ୍କ ସହାନୁଭୂତି ସାଉଣ୍ଟିବାକୁ ଚେଷ୍ଟା !

ଅନୁଭବ ତାଙ୍କ ଚତୁର୍ଥ ଭିଡିଓ ଛାଡ଼ିବା ପରେ ଗୋଟିଏ କଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତା’ ହେଉଛି ପୂର୍ବ ଭିଡିଓ ଭଳି ଏଥିରେ ସେ ବର୍ଷାଙ୍କ ବିଷୟରେ ପଦଟିଏ ବି କହି ନାହାନ୍ତି। More
  • Rajalaxmi Sahoo
  • 2 years ago

ଉଦ୍ୟାନ କୃଷିର ବିକାଶ ନାଁରେ ପିଜୁଳି ବଗିଚା, ରାଜ୍ୟ ସରକାରାଙ୍କୁ ୧ କୋଟି ଟଙ୍କା ଫାଇନ୍‌

ଉଦ୍ୟାନ କୃଷିର ବିକାଶ ନାଁରେ ଯାଜପୁର ଜିଲ୍ଲାରେ ୫୫୦ ଏକର ଜମିରେ ପିଜୁଳି ବଗିଚା କରିବା ମାମଲାରେ ରାଜ୍ୟ ସରକାରଙ୍କୁ NGTଙ୍କ ଛାଟ। ଏହାକୁ ବେଆଇନ୍ ଦର୍ଶାଇ ରାଜ୍ୟ ସରକାରଙ୍କ ଉପରେ କୋଟିଏ ଟଙ୍କାର ଜରିମାନା ଲଗାଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍‌। More
  • Rajalaxmi Sahoo
  • 2 years ago

ସାଇବର ଥାନାରେ ପରେ ଏବେ ହାଇକୋର୍ଟ ଗଲେ ବର୍ଷା

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୋସିଆଲ ମିଡିଆରେ ତାଙ୍କ ନାଁରେ ଅପପ୍ରଚାର ବନ୍ଦ ନିର୍ଦ୍ଦେଶ ପାଇଁ  ହାଇକୋର୍ଟରେ ବର୍ଷା ପିଟିସନ୍ ଦାଖଲ କରିଛନ୍ତି।  More
  • Otv Khabar Bureau
  • 2 years ago

ଦାଦନ ଖଟିବା ହେଲା କାଳ; ଟଙ୍କା ବଦଳରେ ଘରକୁ ଫେରିଲା ମୃତଦେହ

ଦାଦନ ଖଟିବାକୁ ଯାଇ ଚାଲି ଗଲା ନବମ ଶ୍ରେଣୀ ଛାତ୍ରର ଜୀବନ । More
  • Otv Khabar Bureau
  • 2 years ago

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ; RTI ରୁ ମିଳିଛି ଆଉ ଏକ ସାଂଘାତିକ ତଥ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ସାମ୍ନାକୁ ଆସିଲା ଆଉ ଏକ ସାଂଘାତିକ ତଥ୍ୟ... More
  • Otv Khabar Bureau
  • 2 years ago

ପେଟ୍ରୋଲିୟମ ଡିଲର୍ସ ଆସୋସିଏସନର ଧର୍ମଘଟ; ସନ୍ଧ୍ୟା ୬ରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ପେଟ୍ରୋଲ ପମ୍ପ

ଆସନ୍ତା ଦୁଇ ଦିନ ପାଇଁ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ପେଟ୍ରୋଲ ପମ୍ପ... More
  • Rajalaxmi Sahoo
  • 2 years ago

ପୁଣି ଭିଡିଓ ଛାଡ଼ିଲେ ଅନୁଭବ, କହିଲେ- ‘ରାତିରେ ନିଦ ହେଉନି’

ଅନୁଭବ ମହାନ୍ତିଙ୍କ ନାଁରେ ଥିବା ଏକ ୟୁଟ୍ୟୁବ୍‌ ଚ୍ୟାନେଲରେ ଆଜି ସକାଳୁ ଏହି ଭିଡିଓଟି ଅପଲୋଡ୍‌ କରାଯାଇଛି। ଏଥର ନା ସେ ପତ୍ନୀ ବର୍ଷାଙ୍କୁ ଟାର୍ଗେଟ୍‌ କରିଛନ୍ତି ନା ବର୍ଷାଙ୍କ ଉଦ୍ଦେଶ୍ୟରେ କିଛି କହିଛନ୍ତି। ବରଂ ସେ ନିଜ ପରିବାର ବିଷୟରେ ଓ ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଦେଇଛନ୍ତି।  More
  • Otv Khabar Bureau
  • 2 years ago

ମଝି ଚିଲିକାରେ ଫସିଲା ଡଙ୍ଗା; ଅଟକି ରହିଛନ୍ତି ୪୦ ଯାତ୍ରୀ

ମଝି ଚିଲିକାରେ ଫସିଲା ଡଙ୍ଗା । ଅଟକି ଥିବା ଡଙ୍ଗାରେ ରହିଛନ୍ତି ୪୦ ଯାତ୍ରୀ । ଜହ୍ନିକୁଦାରୁ ସାତପଡ଼ା ଯିବା ବେଳେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିବାରୁ ଏହିପରି ଅଘଟଣ ହୋଇଥିବା ସୂଚନା ମିଳିଛି । More
  • Rajalaxmi Sahoo
  • 2 years ago

ଲୋକଙ୍କୁ ଆତଙ୍କିତ କରି ରଖିଥିବା ଦୁର୍ଦ୍ଦାନ୍ତ ନକ୍ସଲ ସନ୍ଦୀପ ଯାଦବର ମୃତ୍ୟୁ, ଧୋକା ଦେଇ ବିଷ ଦିଆଯାଇଥିବା ସୂଚନା

୬ଟି ରାଜ୍ୟର ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍‌ ଥିବା ଦୁର୍ଦ୍ଦାନ୍ତ ନକ୍ସଲ ସନ୍ଦୀପ ଯାଦବର ମୃତ୍ୟୁ ଘଟିଛି। ବିହାର ଗୟା ଜିଲ୍ଲାର ଏହି ନକ୍ସଲ କମାଣ୍ଡରକୁ ୬ ରାଜ୍ୟର ପୋଲିସ୍‌ ଖୋଜୁଥିଲା। More
  • Otv Khabar Bureau
  • 2 years ago

ଆହୁରି କଲବଲ କରିବ ତାତି; ବଢ଼ିବ ଦିନ ତାପମାତ୍ରା

ରାଜ୍ୟରେ ଆଗାମୀ ଦିନରେ ଆହୁରି ବଢ଼ିବ ତାତି... More
  • Satyendu Shekher Mishra
  • 2 years ago

ହାସ୍ୟାଭିନେତା ଜୋଜୋଙ୍କୁ ହତ୍ୟା ଧମକ

ସୋସିଆଲ୍ ମିଡିଆରେ ଭିଡ଼ିଓ ପୋଷ୍ଟ କରି ଅଭିଯୋଗ ଆଣିଛନ୍ତି ଜୋଜୋ । More
  • Satyendu Shekher Mishra
  • 2 years ago

ଏସିଆ କପ୍‌ରେ ଦମ୍ ଦେଖାଇଲେ ଓଡିଆ ଷ୍ଟାର, ସୁପର-୪ରେ ଭାରତର ଏଣ୍ଟ୍ରି

ସୁପର ୪ରେ ପ୍ରବେଶ କରିବା ପାଇଁ ଭାରତକୁ ଯେମିତି ହେଲେ ବି ଏହି ମ୍ୟାଚକୁ ୧୫ ଗୋଲ ବ୍ୟବଧାନରେ ଜିତିବାର ଥିଲା । ଭାରତର ଏହି ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ ଅନ୍ୟତମ ଓଡିଆ ଖେଳାଳି ଦୀପସାନ ର୍ତିକୀ । More
  • Prangyan Parimita
  • 2 years ago

ସୁପ୍ରିମକୋର୍ଟଙ୍କ ରହିତାଦେଶକୁ ରାଜ୍ୟର ଫୁ: ନିଯୁକ୍ତି ପ୍ରକ୍ରିୟା ଜାରି ଥିବାରୁ OPSC ଓ ଉଚ୍ଚ ଶିକ୍ଷା ବିଭାଗକୁ UGCର ଚିଠି

ୟୁନିଭରସିଟି ଆମେଣ୍ଡମେଣ୍ଟ ଆକ୍ଟ ୨୦୨୦କୁ ପ୍ରଥମରୁ ହିଁ ବିଭିନ୍ନ ଫୋରମରୁ ବିରୋଧ କରାଯାଇଆସୁଛି More
  • Pramod Behera
  • 2 years ago

୯୩ ବୟସରେ ବି କାଳିଆ ପାଇଁ ତିଆରି କରୁଛନ୍ତି ଅଙ୍ଗବସ୍ତ୍ର

୯୩ ବର୍ଷରେ ଥର ଥର ହେଉଛି ହାତ। ଆଖିକୁ ଭଲରେ ଦିଶୁନି କି କାନକୁ ଶୁଭୁନି। ତଥାପି ମରିଯାଇନି କାଳିଆ ପ୍ରତି ଥିବା ସମର୍ପଣ ଭାବ। ଏ ବୟସରେ ବି ସେ କେମିତି ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର କାମରେ ଲାଗି ପଡିଛନ୍ତି ଆସନ୍ତୁ ଦେଖିବା। More
  • Satyendu Shekher Mishra
  • 2 years ago

କିଏ ହେବେ ବ୍ରଜରାଜନଗରର ବାଜିଗର ? କିଏ ସାଜିବେ ଭାଗ୍ୟ ବିଧାତା ? ଆକଳନ କରିବା ମୁସ୍କିଲ୍

ଗଳିକୁ ଗଳି ଯାଇ ପ୍ରଚାର କରୁଛନ୍ତି ତ ଆଉ କିଏ ସଭା ସମିତି କରି ମତଦାତାଙ୍କୁ ଆକର୍ଷିତ କରୁଛନ୍ତି । ସବୁଥର ଭଳି ଏଥର ବି ବହୁ ଆଶା ଦେଖାଉଛନ୍ତି, ଅନେକ ପ୍ରତିଶ୍ରୁତି ଦେଉଛନ୍ତି । More