Advertisment

BREAKING : ମଝି ଚିଲିକାରେ ଫସିଲା ଡଙ୍ଗା; ଅଟକି ରହିଛନ୍ତି ୪୦ ଯାତ୍ରୀ

ମଝି ଚିଲିକାରେ ଫସିଲା ଡଙ୍ଗା । ଅଟକି ଥିବା ଡଙ୍ଗାରେ ରହିଛନ୍ତି ୪୦ ଯାତ୍ରୀ । ଜହ୍ନିକୁଦାରୁ ସାତପଡ଼ା ଯିବା ବେଳେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିବାରୁ ଏହିପରି ଅଘଟଣ ହୋଇଥିବା ସୂଚନା ମିଳିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Boat with around 40 passengers on board gets stranded midway in Chilika. Details awaited.

Boat with around 40 passengers on board gets stranded midway in Chilika. Details awaited.

ମଝି ଚିଲିକାରେ ଫସିଲା ଡଙ୍ଗା । ଅଟକି ଥିବା ଡଙ୍ଗାରେ ରହିଛନ୍ତି ୪୦ ଯାତ୍ରୀ । ଜହ୍ନିକୁଦାରୁ ସାତପଡ଼ା ଯିବା ବେଳେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିବାରୁ ଏହିପରି ଅଘଟଣ ହୋଇଥିବା ସୂଚନା ମିଳିଛି ।

Advertisment

ପ୍ରାୟ ଦେଢ଼ କିମି ଯିବା ପରେ ଅଧାରେ ଡଙ୍ଗା ଅଟକିଥିବାର ଜଣାପଡିଛି । ତେବେ ବର୍ତ୍ତମାନ ଯାନ୍ତ୍ରିକ ତ୍ରୁଟି ସୁଧାରିବା ପାଇଁ ଉଦ୍ୟମ ଚାଲିଛି ।

Chilika Lake
Advertisment
Advertisment