• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 25 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

କିଏ କେଉଁଠି ଗଢ଼ିବ ସହର ସରକାର ? କେଉଁ ମହାନଗରର କିଏ ହେବେ ମେୟର ?

ଭୋଟ୍‌ରେ ଜନତାଙ୍କ ଫୈସଲା ପରେ କାଲି ଖୋଲିବ ଇଭିଏମ୍‌ରେ କଏଦ୍ ପ୍ରାର୍ଥୀଙ୍କ ଭାଗ୍ୟ । ତା ପୂର୍ବରୁ ଗଲା ରାତିଠୁ ସବୁ ଷ୍ଟ୍ରଙ୍ଗରୁମ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା । More
  • Satyendu Shekher Mishra
  • 2 years ago

ମୃତ୍ୟୁ ପୂର୍ବରୁ ହତ୍ୟାର ଆଭାସ ପାଇଥିଲେ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ! କ’ଣ ନେଇଥିଲେ ପଦକ୍ଷେପ ?

ଗୋଟିଏ କି ଦୁଇଟି ନୁହଁ, ଆସନ୍ନ ମୃତ୍ୟୁର ଆଭାସ ପାଇବା ପରେ ମାନସ ଲେଖିଛନ୍ତି ତିିନି ତିିନିଟି ଚିଠି । ଦୟାଲ ଆଶ୍ରମରୁ ମିଳିଥିବା ସବୁ ଚିଠିରେ ରହିଛି ପ୍ରାୟତଃ ସମାନ କଥା । More
  • Satyendu Shekher Mishra
  • 2 years ago

ୟୁନିଫର୍ମ ନୁହେଁ ସାଧା ପୋଷାକରେ ଥିଲେ IIC, ତେବେ ବନ୍ଧୁକ ଆସିଲା କେଉଁଠୁ ? କେମିତି ଫୁଟିଲା ଗୁଳି ?

ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦେବ କୁମାର ଥାନାରେ ଥିଲେ, ହେଲେ କ୍ୱାର୍ଟରକୁ ଯିବା ପରେ ଘଟିଥିଲା ଅକସ୍ମାତ୍ ଅଘଟଣ । ଗୁଳି ଫୁଟିବା ଶବ୍ଦ ଶୁଣି ତତକ୍ଷଣାତ୍ ଥାନାର ଅନ୍ୟ କର୍ମଚାରୀମାନେ ଆଇଆଇସିଙ୍କ କ୍ୱାର୍ଟରକୁ ଦୌଡ଼ିଥିଲେ । More
  • Otv Khabar Bureau
  • 2 years ago

ମତଦାନ ପାଇଁ କାହିଁକି ଆଗ୍ରହ ପ୍ରକାଶ କରୁ ନାହାନ୍ତି ଶିକ୍ଷିତ ଭୋଟର?

ନିକଟରେ ସରିଥିବା ପୌର ନିର୍ବାଚନରେ ରାଜଧାନୀ ଭୁବନେଶ୍ୱରରେ ମାତ୍ର ୫୦ ଓ ବ୍ରହ୍ମପୁରରେ ୪୭ ପ୍ରତିଶତ ଭୋଟିଂକୁ ନେଇ ବିତର୍କ ଆରମ୍ଭ ହୋଇଥିବା ବେଳେ ପରସ୍ପର ଉପରେ ଦୋଷ ଲଦିଛନ୍ତି ଶାସକ ଓ ବିରୋଧୀ । More
  • Satyendu Shekher Mishra
  • 2 years ago

ବିଜେବି କଲେଜସ୍ଥିତ ଷ୍ଟ୍ରଙ୍ଗ୍‌ରୁମ୍‌ ସାମ୍ନାରେ ଲାଠି ଚାର୍ଜ

ଷ୍ଟ୍ରଙ୍ଗରୁମ୍‌ ସାମ୍ନାରେ ଜମିଥିଲା ଭିଡ଼ । ବେକରେ ଏକ ପରିଚୟପତ୍ର ଝୁଲାଇ ସଂପୃକ୍ତ ଯୁବକ ପଶିଥିବା ଅଭିଯୋଗ ହୋଇଛି । More
  • Otv Khabar Bureau
  • 2 years ago

ଦୂତିଙ୍କୁ ମୁହଁତୋଡ ଜବାବ ଦେଲେ ଦିଲ୍ଲୀପ

ଦୂତୀଙ୍କ ଫେସବୁକ୍‌ ପୋଷ୍ଟର କଡ଼ା ଜବାବ ରଖିଲେ ହକି ତାରକା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଦିଲ୍ଲୀପ ତିର୍କୀ । ହକି ଖେଳକୁ ନେଇ ଦୂତୀ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ଘୋର ନିନ୍ଦା କରିଛନ୍ତି ଦିଲ୍ଲୀପ । More
  • Satyendu Shekher Mishra
  • 2 years ago

ପୁଣି ନକ୍ସଲଙ୍କ ହିଂସାକାଣ୍ଡ ! ଯାତ୍ରା ମଝିରୁ ଟେକି ନେଇ ସରପଞ୍ଚକୁ ହତ୍ୟା

ଏହି ଘଟଣାକୁ ନେଇ ଏବେ ପୁରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ହତ୍ୟା କରିବା ପରେ ନକ୍ସଲମାନେ ଏକ ପୋଷ୍ଟର ମଧ୍ୟ ଛାଡ଼ି ଯାଇଛନ୍ତି । ଯେଉଁଥିରେ ସ୍ପଷ୍ଟ ଲେଖାଯାଇଛି ଯେ, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ହତ୍ୟା କରାଯାଇଛି More
  • Satyendu Shekher Mishra
  • 2 years ago

ପୋଲ ତଳୁ ମିଳିଥିବା ଖପୁରୀ ଓ ହାଡ଼ର ହେବ କେମିକାଲ ଟେଷ୍ଟ

କଙ୍କାଳ କେତେ ପୁରୁଣା ? କଙ୍କାଳ ପୁରୁଷ କି ମହିଳାଙ୍କର ? କଙ୍କାଳର ବୟସ କେତେ ? କଙ୍କାଳରେ ଲାଗିଥିବା ମାଟି କେଉଁ ସ୍ଥାନର ? ଏମ୍‌ସରେ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି । More
  • Satyendu Shekher Mishra
  • 2 years ago

BJP ୩୦-୩୫ ପୌର ପରିଷଦରେ କରିବ ବାଜିମାତ୍‌: ବିଷ୍ଣୁ ସେଠି

ଗୋଟିଏ ପଟେ ବିଜେଡି ପକ୍ଷରୁ କ୍ଲିନ୍‌ ସ୍ୱିପ୍‌ ନେଇ କୁହାଯାଉଥିବା ବେଳେ ବିଜେପି କହିଛି ୩୦ ରୁ ୩୫ ପୌର ପରିଷଦ ହାତେଇବ । ଆସନ୍ତାକାଲି ଫଳାଫଳ ଆସିବାକୁ ଥିବା ବେଳେ, ତା’ପୂର୍ବରୁ ଏଭଳି ଦୃଢୋକ୍ତି ଦେଖାଇଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ । More
  • Otv Khabar Bureau
  • 2 years ago

ସେଇ ନିରଞ୍ଜନ ବୁଢ଼ା ନାଟର ଗୋବର୍ଦ୍ଧନ : ଶର୍ମିଷ୍ଠାଙ୍କ ମାଆ

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ଧିରେ ଧିରେ ଫିଟୁଛି ଗୁମର । ଘଟଣାକୁ ନେଇ ଆଜି ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଥିବାବେଳେ ଶର୍ମିଷ୍ଠାଙ୍କ ମାଆ ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । More
  • Satyendu Shekher Mishra
  • 2 years ago

ଗୁଳି ଫୁଟି ଗାଙ୍ଗପୁର ଥାନା IICଙ୍କ ଦେବ୍ କୁମାର ଗମାଙ୍ଗଙ୍କ ମୃତ୍ୟୁ

କେଉଁଠି ଏବଂ କେମିତି ଗୁଳି ବାଜିଲା, ସେନେଇ ସ୍ପଷ୍ଟ ଜଣାପଡ଼ିନି । More
  • Chandan Shishu
  • 2 years ago

କରୋନା କାଳରେ ଲଢ଼ିଥିବା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟପାଳ

ଓଡ଼ିଶା ଏକ ବିଦ୍ୟୁତ ବଳକା ରାଜ୍ୟ ହୋଇପାରିଛି ବୋଲି ରାଜ୍ୟପାଳ କହିଛନ୍ତି। More
  • Chandan Shishu
  • 2 years ago

କ୍ୟାମେରାମ୍ୟାନ ହତ୍ୟା ମାମଲା: ଘଟଣାସ୍ଥଳକୁ ଯିବ କ୍ରାଇମବ୍ରାଞ୍ଚ୍‌ ଟିମ୍

ଶର୍ମିଷ୍ଠା ଲୁଚିଥିବା ସନ୍ଦିଗ୍ଧ ସ୍ଥାନରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତାଙ୍କୁ ଖୋଜିବ ସିବି। More
  • Rajalaxmi Sahoo
  • 2 years ago

ଶିଶୁକନ୍ୟାକୁ ହତ୍ୟା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲା ଯୁବକ

ଶିଶୁକନ୍ୟାକୁ ହତ୍ୟା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲା ଯୁବକ। ସମ୍ପୃକ୍ତ ଯୁବକ ୮ ବର୍ଷର ଶିଶୁକନ୍ୟାର ଗଳାକାଟି ନୃଶଂସ ଭାବେ ହତ୍ୟା କରିଥିଲା। ଏହାପରେ ଶିଶୁକନ୍ୟାର କଟାମୁଣ୍ଡ ଧରି ଯୁବକ ଜଣକ ଗାଁରେ ବୁଲିଥିଲା। More
  • Rajalaxmi Sahoo
  • 2 years ago

ଥାନା ପରିସରରେ ପୋଲିସ ଉପସ୍ଥିତିରେ ବିଜେପି-ବିଜେଡି କର୍ମୀ ପିଟାପିଟି

ଥାନା ପରିସରରେ ପୋଲିସ ଉପସ୍ଥିତିରେ ବିଜେପି-ବିଜେଡି କର୍ମୀ ପିଟାପିଟି। । ଢେଙ୍କାନାଳ ଟାଉନ୍ ଥାନା ପରିସରରେ ହାତାହାତି ହୋଇଛନ୍ତି ଉଭୟ ଦଳର କର୍ମୀ। ପୂର୍ବତନ ବିଜେପି ବିଧାୟକଙ୍କ ପୁତୁରା ଏବଂ ସଦର ବିଜେଡି ବିଧାୟକଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ। More
  • Otv Khabar Bureau
  • 2 years ago

୬ ମାସ ତଳେ ପୋଡ଼ିଥିଲା ଟ୍ରାନ୍ସଫର୍ମର; ଆଜି ଯାଏଁ ହୋଇପାରୁନି ମରାମତି

ଜଳସେଚନ ସୁବିଧା ନଥିବାରୁ ଏକର ଏକର ଜମିରେ ପନିପରିବା ଫସଲ ନଷ୍ଟ ହେବାକୁ ବସିଲାଣି । କଟକ ଜିଲ୍ଲା ନିଆଳି ବ୍ଲକ୍ ଏକବେରୁଆଁ ପଞ୍ଚାୟତର ଜଳସେଚନ ସୁବିଧା ନଥିବାରୁ ଚାଷ ଜମିର ସ୍ଥିତି ଏଭଳି ରହିଛି । More
  • Chandan Shishu
  • 2 years ago

ଆଜିଠୁ ବଜେଟ୍ ଅଧିବେଶନ: ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ପ୍ରସଙ୍ଗର ଲମ୍ବା ତାଲିକା

୨୯ ତାରିଖରେ ଅଫିସିଆଲ ବିଜନେସ ଓ ୩୦ ତାରିଖରେ ୨୦୨୨-୨୩ର ବଜେଟ ଉପସ୍ଥାପନ ହେବ। More
  • Otv Khabar Bureau
  • 2 years ago

EVMରେ ସାଂଘାତିକ ତ୍ରୁଟି ଥିବାରୁ ଆଜି ପୁଣି ହେବ ଭୋଟ !

ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ୮ ନମ୍ବର ଓ୍ୱାର୍ଡର ୧୪ ନମ୍ବର ବୁଥ୍‌ରେ ଆଜି ପୁଣିଥରେ ଭୋଟ୍ ହେବ । ଏହି ବୁଥ୍‌ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ଇଭିଏମ୍‌ରେ ତ୍ରୁଟି ଯୋଗୁଁ ଗତକାଲି ମତଦାନ ବନ୍ଦ ରଖାଯାଇଥିଲା More
  • Satyendu Shekher Mishra
  • 2 years ago

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର, ବଦଳିଲା ଦ୍ୱାଦଶ ପରୀକ୍ଷା ସୂଚୀ

ପୂର୍ବରୁ ପରୀକ୍ଷା ୨୮ ଏପ୍ରିଲରୁ ଆରମ୍ଭ ହୋଇ ମେ’ ୨୪ରେ ଶେଷ ହେବ ବୋଲି କୁହାଯାଇଥିଲା । ଏନେଇ ଗତ ୧୭ ତାରିଖରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ ରିଲିଜ ମଧ୍ୟ ଜାରି କରାଯାଇଥିଲା । More
  • Chandan Shishu
  • 2 years ago

ପୌର ଭୋଟ ବେଳେ ହିଂସା ବେଲଗାମ୍

ବୁଥ୍ ରିଗିଂ ଅଭିଯୋଗକୁ ନେଇ କଣ୍ଟାବାଞ୍ଜି ଏନ୍ଏସିରେ ବିଜେଡି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ More
  • Chandan Shishu
  • 2 years ago

ବୁଥ୍‌ ଭିତରେ ମେୟର ପ୍ରାର୍ଥୀଙ୍କ ଫେସବୁକ୍‌ ଲାଇଭ୍

ପୋଲିସ୍‌ କର୍ମଚାରୀ ଜଣକ ହସି ହସି ଏହାକୁ ଆଡେଇ ଯାଉଥିବା ନଜରକୁ ଆସିଛି। More
  • Satyendu Shekher Mishra
  • 2 years ago

ମାନସ ମର୍ଡର ମିଷ୍ଟ୍ରିର ରହସ୍ୟ ଭେଦିବ କ୍ରାଇମବ୍ରାଞ୍ଚ ? ଚିପ୍‌ରେ ଥିବା ବଡ଼ ନେତା-ଅଫିସରଙ୍କୁ ଧରି ପାରିବ ତ ?

ମେମୋରି ଚିପ୍‌ରେ ଲୁଚି ରହିଥିବା ବାବୁ ଓ ନେତାଙ୍କ ଖୋଲିବ କି ଲିଙ୍କ ? ଶର୍ମିଷ୍ଠାଙ୍କ ଫେରାର ଏବଂ ଅନୁକମ୍ପା ପଛରେ ଆଉ କାହାର ରହିଛି ହାତ ? ମାନସ ହତ୍ୟାକାଣ୍ଡ ମାମଲା ଉପରୁ ପରଦା ହଟାଇବାକୁ ଏଣ୍ଟ୍ରି ମାରିଛି କ୍ରାଇମବ୍ରାଞ୍ଚ । More
  • Satyendu Shekher Mishra
  • 2 years ago

ବିଧାୟକ ପ୍ରଶାନ୍ତଙ୍କ ନାଁରେ ଲାଗିଲା ସଂଗୀନ୍‌ ଦଫା ! ନମ୍ବର ଜାଲିଆତି କରି ଚଳାଉଥିଲେ ଗାଡ଼ି

ଖୋର୍ଦ୍ଧା ପୋଲିସ ଏବେ ଏହି ଜାଲିଆତି ନନେଇ ଆଉ ଏକ ମାମଲା ରୁଜୁ କରିଛି । ସେପଟେ ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଦେଖାଦେଇଛି ଟ୍ୱିଟ୍‌ ୱାର । More