firing
ବ୍ରହ୍ମପୁର: ଅଭାବନୀୟ କାଣ୍ଡ । ଦିନ ଦ୍ୱିପ୍ରହରେ ଫୁଟିଲା ଗୁଳି । ଚାଲିଗଲା ଆଇଆଇସିଙ୍କ ଜୀବନ । ଗୁଳି ଫୁଟି ଗାଙ୍ଗପୁର ଥାନା IICଙ୍କ ଦେବ୍ କୁମାର ଗମାଙ୍ଗଙ୍କ ମୃତ୍ୟୁ ହୋଇଛି । ଆସିକା ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର । ଆଇଆଇସିଙ୍କ ମୃତ୍ୟୁ ନେଇ ଗଞ୍ଜାମ ଏସ୍ପି ସୂଚନା ଦେଇଛନ୍ତି । ତେବେ କେଉଁଠି ଏବଂ କେମିତି ଗୁଳି ବାଜିଲା, ସେନେଇ ସ୍ପଷ୍ଟ ସୂଚନା ଆସିନାହିଁ । କିନ୍ତୁ ଲୋକଙ୍କ ନିକଟରୁ ମିଳିଥିବା ଖବର ଅନୁଯାୟୀ, ଆଇଆଇସିଙ୍କ ସର୍ଭିସ ରିଭଲଭରରୁ ଗୁଳିଫୁଟିଛି । ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)