Advertisment

ଶିଶୁକନ୍ୟାକୁ ହତ୍ୟା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲା ଯୁବକ

ଶିଶୁକନ୍ୟାକୁ ହତ୍ୟା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲା ଯୁବକ। ସମ୍ପୃକ୍ତ ଯୁବକ ୮ ବର୍ଷର ଶିଶୁକନ୍ୟାର ଗଳାକାଟି ନୃଶଂସ ଭାବେ ହତ୍ୟା କରିଥିଲା। ଏହାପରେ ଶିଶୁକନ୍ୟାର କଟାମୁଣ୍ଡ ଧରି ଯୁବକ ଜଣକ ଗାଁରେ ବୁଲିଥିଲା।

author-image
Rajalaxmi Sahoo
Youth Allegedly Beheads 8 Year Old Girl

Youth Allegedly Beheads 8 Year Old Girl

ଶିଶୁକନ୍ୟାକୁ ହତ୍ୟା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲା ଯୁବକ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଜମନକିରା ଥାନା ଅନ୍ତର୍ଗତ କସଡ଼ା ଗାଁରେ ଯୁବକଙ୍କ ଏଭଳି ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। 

Advertisment

ସୂଚନା ଅନୁସାରେ, ସମ୍ପୃକ୍ତ ଯୁବକ ୮ ବର୍ଷର ଶିଶୁକନ୍ୟାର ଗଳାକାଟି ନୃଶଂସ ଭାବେ ହତ୍ୟା କରିଥିଲା। ଏହାପରେ ଶିଶୁକନ୍ୟାର କଟାମୁଣ୍ଡ ଧରି ଯୁବକ ଜଣକ ଗାଁରେ ବୁଲିଥିଲା। ଯୁବକଙ୍କ ଏଭଳି ଉନ୍ମତ୍ତ କାଣ୍ଡ ଦେଖି ଗ୍ରାମବାସୀ ତାଙ୍କୁ କାବୁ କରିଥିଲେ। ଏହାପରେ ପୋଲିସ ଜିମା ଦେଇଥିଲେ।

କେଉଁ କାରଣ ପାଇଁ ଯୁବକ ଜଣକ ଶିଶୁକନ୍ୟାକୁ ହତ୍ୟା କଲେ ? ସେନେଇ ସ୍ପଷ୍ଟ ଭାବେ କିଛି ଜଣାପଡ଼ି ନାହିଁ। ମୃତଦେହ ଜବତ କରି ପୋଲିସ୍‌ ତଦନ୍ତ ଆରମ୍ଭ କରିଛି।

Advertisment
Murder
Advertisment
Advertisment