• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 09 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sarbeswar
  • 2 years ago

ସମ୍ପୂର୍ଣ୍ଣ ରାଜକୀୟ ଶୈଳୀରେ ହାତକୁ ଦିହାତ ହେଉଛନ୍ତି ଗଜପତିଙ୍କ କନିଷ୍ଠା ତଥା ଚତୁର୍ଥ କନ୍ୟା ଦେବେଶୀ ଦେବୀ

ଆାଦିତ୍ୟ ହେଉଛନ୍ତି ହରିୟାଣା ଗୁରୁଗ୍ରାମର ରାଜୀବ କେହେରଙ୍କ ସୁପୁତ୍ର। ଗତ ୭ ତାରିଖରୁ ଭୁବନେଶ୍ୱରର ଏକ ପଞ୍ଚତାରକା ହୋଟେଲରେ ଆରମ୍ଭ ହୋଇଛି ଏହି ହାଇପ୍ରୋଫାଇଲ୍ ମ୍ୟାରେଜ୍ ପାଇଁ ବିଭିନ୍ନ ନୀତିକାନ୍ତି। More
  • Otv Khabar Bureau
  • 2 years ago

ସୌମ୍ୟଙ୍କ ପରିବାରକୁ ମିଳୁନି ନ୍ୟାୟ; ପରିବାର ଲୋକେ କହିଲେ ଥାନା ଘେରିବୁ, ଆତ୍ମାହୂତି ଦେବୁ

ମଡେଲ୍ ସୌମ୍ୟରଞ୍ଜନ ମିଶ୍ର ମୃତ୍ୟୁ ପାଇଁ ଦାୟୀ କିଏ? କାହିଁକି ହେଉନି ପୋଲିସ୍ ଆକ୍ସନ? ସୁଇସାଇଡ୍ ନୋଟ୍‌ରେ ଭଲ ଭାବେ ତଦନ୍ତ ପାଇଁ ମୃତ୍ୟ ସୌମ୍ୟରଞ୍ଜନ ଗୁହାରି କରିଥିଲେ । ମୃତ୍ୟୁ ପରେ ଆସିଥିବା ଅନେକ ଭାଇରାଲ୍ ଅଡିଓ ଏବଂ ସୁଇସାଇଡ୍ ନୋଟ୍‌ରେ ଛଳନା ଓ ଆତ୍ମହତ୍ୟା କଥା ଥିଲେବି ଏଯାଏଁ ଆକ୍ସନ ନହେବା ନେଇ ପ୍ରଶ୍ନ ଉଠିଛି । More
  • Pramod Behera
  • 2 years ago

ରାଜ୍ୟସଭାରେ ମୋଦିଙ୍କ ନବୀନଙ୍କୁ ପ୍ରଶଂସା ନେଇ ଘେରିଲା କଂଗ୍ରେସ

ରାଜ୍ୟସଭାରେ ନବୀନଙ୍କୁ କାହିଁକି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି? ଖଣି କ୍ଷେତ୍ରରେ ଓଡିଶାରେ ସଂସ୍କାର ଆସିଥିବାରୁ ପ୍ରଶଂସା କଲେ କି? କ’ଣ ହେଇଛି ପରିବର୍ତ୍ତନ? ଜାଣିବା ପାଇଁ ପଢନ୍ତୁ… More
  • Pramod Behera
  • 2 years ago

ନିର୍ବାଚନ ପ୍ରଚାରରେ ଆସି ନେତା-ମନ୍ତ୍ରୀଙ୍କ ହଟହଟା

ପଞ୍ଚାୟତ ନିର୍ବାଚନ ବେଳେ ପ୍ରଚାରରେ ଯାଇ ଭୋଟରଙ୍କ ପାଖରେ ହଟହଟା ହେଉଛନ୍ତି ଶାସକ ଦଳର ନେତା ଓ ମନ୍ତ୍ରୀ। କେଉଁଠି ପ୍ରଶ୍ନବାଣର ଶିକାର ହେଉଛନ୍ତି ତ ପୁଣି କେଉଁଠି ହଲ୍ଲାପଟା। ଏମିତି ହଇରାଣ ହୋଇ ଫେରୁଥିବା ନେତାମାନେ ବି ଦେଉଥିବା ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। More
  • Otv Khabar Bureau
  • 2 years ago

ବଞ୍ଚିଥିବା ଲୋକଙ୍କୁ କୋଭିଡରେ ମୃତ ଦର୍ଶାଇ ଅନୁକମ୍ପା ସହାୟତା ରାଶି ନେବାକୁ ଫୋନ୍‌ କଲ୍‌, ଜାଣନ୍ତୁ..

ଲୋକ ଜୀବିତ ହେଲେ ସରକାରୀ ଖାତାରେ ମୃତ। ତେଣୁ ଅନୁକମ୍ପା ସହାୟତା ରାଣି ନେବା ପାଇଁ ପରିବାରକୁ ଆସୁଛି ଫୋନ୍ କଲ୍‌। ଏମିତି ଏକ ଚମକାଇ ଦେଲା ପରି କଲ୍‌ ପାଇଛନ୍ତି ଚନ୍ଦ୍ର ଶେଖରପୁର ଅଞ୍ଚଳର ଶାଶ୍ୱତ ଦେବଦତ୍ତ। More
  • Otv Khabar Bureau
  • 2 years ago

ଏମିତି ସ୍ତ୍ରୀ କାହାକୁ ନ ମିଳୁ; ସାମାନ୍ୟ ଝଗଡାରେ କାଟିଦେଲା ସ୍ୱାମୀର ତଣ୍ଟି

ସ୍ୱାମୀ-ସ୍ତ୍ରୀ ଝଗଡାରେ ସ୍ୱାମୀର ତଣ୍ଟି କାଟିଲା ସ୍ତ୍ରୀ । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଆଠଗଡ଼ ପୌରାଞ୍ଚଳର ୪ ନମ୍ବର ୱାର୍ଡରେ । More
  • Rajalaxmi Sahoo
  • 2 years ago

‘ସୋନାଲି ଓ ତା’ ମା’ ସବୁ ଜାଣି ଚୁପ୍‌ ରହିଲେ, ଗୋଟିଏ ଫୋନ୍‌ କଲ୍‌ରେ ମୋ ପୁଅ ବଞ୍ଚିଥାନ୍ତା’

ସୌମ୍ୟଙ୍କ ପରିବାର ଲୋକ ମଧ୍ୟ ପୁଅର ଆତ୍ମହତ୍ୟା ପଛରେ ସୋନାଲିଙ୍କ ହାତ ଥିବା ଅଭିଯୋଗ କରିଛନ୍ତି। ହେଲେ ପୋଲିସ୍‌ ସୋନାଲିଙ୍କ ବିରୋଧରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। More
  • Rajalaxmi Sahoo
  • 2 years ago

ଓଡ଼ିଶା ହାଇକୋର୍ଟର ନାମ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତାବ

ଓଡ଼ିଶା ହାଇକୋର୍ଟର ନାମ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରସ୍ତାବ ରଖିଛନ୍ତି। ‘ଓରିଶା’ ବଦଳରେ ‘ଓଡ଼ିଶା’ ରଖିବାକୁ ରାଜ୍ୟସଭାର ଶୂନ୍ୟକାଳରେ ପ୍ରସନ୍ନ ଆଚାର୍ଯ୍ୟ ପ୍ରସ୍ତାବ ରଖିଛନ୍ତି। More
  • Rajalaxmi Sahoo
  • 2 years ago

‘ସୋନାଲି ଏତେ ବଡ଼ ସେଲିବ୍ରିଟି ନୁହେଁ, ସେ ଥାର୍ଡ କ୍ଲାସ୍‌ ସେଲିବ୍ରିଟି’

ଯୁବ ମଡେଲର୍‌ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁକୁ ୧୧ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ପୋଲିସ୍‌ ପ୍ରେମିକା ସୋନାଲିଙ୍କ ବିରୋଧରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। More
  • Otv Khabar Bureau
  • 2 years ago

ଷ୍ଟାର ହୋଟେଲ୍‌ରେ ରାଜକୀୟ ଅନ୍ଦାଜରେ ହେବ ବିବାହ; ଗଜଲ୍‌ ଧ୍ୱନିରେ କମ୍ପି ଉଠିବ ହୋଟେଲ ପରିସର

ଆଜି ରାତିରେ ବାହାଘର ଥିବାରୁ ଚଳଚଞ୍ଚଳ ହୋଇ ଉଠିଛି ମେ ଫେୟାର ହୋଟେଲ୍ ପରିସର । ଦୁଇ ରାଜ ପରିବାରଙ୍କ ପାଇଁ ହୋଟେଲ ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ରାତିରେ ବରଯାତ୍ରୀ ଯିବାଠୁ ବିବାହ କାର୍ଯ୍ୟକ୍ରମ ଯାଏଁ ସବୁ ରାଜକୀୟ ପରମ୍ପରାରେ ହେବ ବୋଲି ସୂଚନା ମିଳିଛି । More
  • Rajalaxmi Sahoo
  • 2 years ago

‘ନିଧୂର୍ମ ମାଡ଼ ମାରିଲେ, ଭିଡିଓ କରିବା ପାଇଁ ଫୋର୍ସ କଲେ’

୭ ହଜାର ଟଙ୍କା ପାଇଁ କଲେଜ ଛାତ୍ରଙ୍କୁ ଅପହରଣ ଅଭିଯୋଗ। ଅପହରଣ ପରେ ଗୁପ୍ତାଙ୍ଗ ସମେତ ଶରୀରର ବିଭିନ୍ନ ସ୍ଥାନରେ କାଚ ବୋତଲରେ ଆକ୍ରମଣ କରାଯାଇଥିବା ସଂପୃକ୍ତ ଛାତ୍ର ଜଣକ ଅଭିଯୋଗ କରିଛନ୍ତି। More
  • Prangyan Parimita
  • 2 years ago

ଜାମତରା ଗ୍ୟାଙ୍ଗର ଲୁଟପାଟ୍ ଅପରେସନର ଖୁଲାସା ! କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି ହେଲା ଡେମୋ ଭିଡିଓ

ଓଟିପିକୁ କୋଡ୍ ବୋଲି କହି ମାଗୁଥିଲେ ଜାମତରା ଗ୍ୟାଙ୍ଗ ସଦସ୍ୟ । ସେମାନଙ୍କ ନାଁରେ ସାରା ଦେଶରେ ରୁଜୁ ହୋଇଥିଲା ୫୫ଟି ମାମଲା । More
  • Rajalaxmi Sahoo
  • 2 years ago

ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ପୁରୀ ଗଜିପତିଙ୍କ ଝିଅ; ଜାଣନ୍ତୁ, ବର କିଏ ?

ଆଜି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅଙ୍କ ବାହାଘର। ଗଜପତି ମହାରାଜାଙ୍କ ତୃତୀୟ କନ୍ୟା ରାଜକୁମାରୀ ଦେବେଶୀ ଦେବୀଙ୍କ ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ। ଭୁବନେଶ୍ୱର ସ୍ଥିତ ହୋଟେଲ ମେ’ ଫେୟାରରେ ଏହି ହାଇପ୍ରୋଫାଇଲ୍‌ ବିବାହ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। More
  • Prangyan Parimita
  • 2 years ago

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ହାଇକୋର୍ଟରୁ ମିଳିଲା ଅନ୍ତରୀଣ ସୁରକ୍ଷା, ମାର୍ଚ୍ଚ ୪ରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ

ତଦନ୍ତ ସମୟରେ ସାକ୍ଷୀଙ୍କୁ ଯେପରି ପ୍ରଭାବିତ ନକରିବେ ସେ ଦିଗରେ ବି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । More
  • Prangyan Parimita
  • 2 years ago

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ହଙ୍ଗାମା, ଆତ୍ମାହୁତି ଦେବା ବେଳେ କାବୁ କଲା ପୋଲିସ

ଆତ୍ମାହୁତି ଦେବା ବେଳେ ମହିଳାଙ୍କୁ କାବୁ କଲା ପୋଲିସ। More
  • Rajalaxmi Sahoo
  • 2 years ago

ବିଜେଡିର ୨ ମନ୍ତ୍ରୀଙ୍କୁ ଘେରିଗଲେ, ପ୍ରଶ୍ନବାଣରେ କଲେ ଘାଇଲା

ପଞ୍ଚାୟତ ନିର୍ବାଚନ ପ୍ରଚାରରେ ଯାଇ କୋଣାର୍କ ଅଞ୍ଚଳରେ ହଟହଟା ହୋଇଛନ୍ତି ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଲୋକଙ୍କ ଦ୍ୱାରା ହଟହଟା ହୋଇଛନ୍ତି। More
  • Rajalaxmi Sahoo
  • 2 years ago

ଟାୱାର ଉପରେ ଚଢ଼ିଗଲେ ଯୁବକ, କହିଲେ-‘ମୋତେ ଉଦ୍ଧାର କଲେ ତଳକୁ ଡେଇଁ ପଡ଼ିବି’

ମୋବାଇଲ୍‌ ଟାୱାର ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଧମକ। କଟକ ଜିଲ୍ଲା ବାଙ୍କୀ ଡମପଡ଼ା ମଦନମୋହନ ଛକରେ ଥିବା ମୋବାଇଲ ଟାୱାରରେ ଯୁବକ ଜଣକ ଚଢ଼ି ଯାଇଥିବା ଦେଖିବାକୁ ମିଳିଛି। More
  • Pallipuspa Samal
  • 2 years ago

ଆଜି ୩୩୮ଟି କେନ୍ଦ୍ରରେ OSSTET ପରୀକ୍ଷା

ଆଜି OSSTET ପରୀକ୍ଷା । ୩୩୮ଟି କେନ୍ଦ୍ରରେ OSSTET ପରୀକ୍ଷା । କୋଭିଡ୍ ଗାଇଡ୍ଲାଇନରେ ୨ଟି ସିଟିଂରେ ହେବ ପରୀକ୍ଷା । ପ୍ରଥମ ସିଟିଂ ୯ରୁ ୧୧ଟା ୩୦, ୨ୟ ସିଟିଂ ୧ରୁ ୩ଟା ୩୦ ୭୨ ହଜାରରୁ ଅଧିକ ପରୀକ୍ଷାର୍ଥୀ କରିଛନ୍ତି ପଞ୍ଜୀକରଣ । More
  • Pallipuspa Samal
  • 2 years ago

ଆଜି ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏନେଇ ୪ ଘଣ୍ଟା ଜଗା ଦର୍ଶନ ବନ୍ଦ ରହିବ । ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ । More
  • Prangyan Parimita
  • 2 years ago

ରାଜ୍ୟରେ ଆଜି ଓ କାଲି ପୁଣି ବର୍ଷା ସମ୍ଭାବନା ! ପଶ୍ଚିମା ବାୟୁ ପ୍ରଭାବରେ ବର୍ଷା ନେଇ ପୂର୍ବାନୁମାନ

ଆସନ୍ତାକାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରର ସ୍ଥାନେ ସ୍ଥାନେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । More
  • Pallipuspa Samal
  • 2 years ago

ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚାଲିଛି ନିଆରା ପ୍ରଚାର

ପଞ୍ଚାୟତ ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚାଲିଛି ନିଆରା ପ୍ରଚାର । ଥାଳିରେ ପାନ, ଗୁଆ, ହଳଦୀ ରଖି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ । ଭଲ ପ୍ରାର୍ଥୀ ଚୟନ ପାଇଁ ଶିକ୍ଷା ଦେଉଛନ୍ତି ସରପଞ୍ଚ ଆଶାୟୀ । More
  • Prangyan Parimita
  • 2 years ago

ମାଛକୁଟା ସରପଞ୍ଚ ପ୍ରାର୍ଥୀ ମନୋଜ ସେଠୀ ନିଖୋଜ, ଗତ ସଂଧ୍ୟାରୁ ଫେରିନଥିବା ନେଇ ପରିବାର ଲୋକଙ୍କ ଅଭିଯୋଗ

ଅନୁଗୁଳ ଜିଲ୍ଲାର ଜଣେ ସରପଞ୍ଚ ପ୍ରାର୍ଥୀ ନିଖୋଜ ହୋଇଯାଇଛନ୍ତି । More
  • Pallipuspa Samal
  • 2 years ago

Daily Horoscope 9 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃଆରୀ ୯ ତାରିଖ, ବୁଧବାର, ମକର, ୨୭ ଦିନ, ମାଘ ମାସ, ଶୁକ୍ଳପକ୍ଷ,ଅଷ୍ଟମୀ ତିଥି,କୃତ୍ତିକା ନକ୍ଷତ୍ର,ବୃଷ,ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ । More
  • Chandan Shishu
  • 2 years ago

ଖଣ୍ଡଗିରିରେ ଡାକ୍ତର ବାବା, ଷ୍ଟାଣ୍ଡିଂ ବାବା, ପାଇଲଟ୍ ବାବା, ରୁଦ୍ରାକ୍ଷ ବାବା

ଖଣ୍ଡଗିରି ମେଳାକୁ କାଶୀ, ଉଜ୍ଜୟିନୀ, ଗୁଜରାଟରୁ ବହୁ ନାଗା ବାବା ଆସିଛନ୍ତି।  More
  • Chandan Shishu
  • 2 years ago

ମାର୍ଚ୍ଚରେ ଏଣ୍ଡେମିକ୍‌ ଷ୍ଟେଜ୍‌କୁ ଯିବ ମହାମାରୀ !

ତୃତୀୟ ଲହର କମୁଥିବା ବେଳେ ସଂକ୍ରମଣ ଶେଷ ପର୍ଯ୍ୟାୟରେ ଥିବା ମତ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ More
  • Chandan Shishu
  • 2 years ago

ମେୟର ପଦ ପାଇଁ ଲଢୁଥିବା ପ୍ରାର୍ଥୀଙ୍କ ଖର୍ଚ୍ଚ ୧୨ ଲକ୍ଷ ଟଙ୍କା

କେଉଁ ପଦ ଲଢିଲେ, କେତେ ଖର୍ଚ୍ଚ କରିପାରିବେ କହିଲେ ରାଜ୍ୟ ନିର୍ବାଚନ କମିଶନ More
  • Chandan Shishu
  • 2 years ago

କୋଟିଆରେ ପଞ୍ଚାୟତ ନିର୍ବାଚନ ସରଗରମ: ପ୍ରାର୍ଥୀ ତାଲିକା ସଂଗ୍ରହ କରୁଛି ଆନ୍ଧ୍ର

କୋଟିଆରେ କୋରାପୁଟ ଜିଲ୍ଲାପ୍ରଶାସନ ଭୋଟ୍‌ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମନମାନୀ ଜାରି ରଖିଛି ଆନ୍ଧ୍ର। More
  • Pramod Behera
  • 2 years ago

ମାଳ ମାଳ ପ୍ରାର୍ଥୀ, ଲୋକେ ଭୋଟ୍ ଦେବେ କାହାକୁ

ପଦ ଏକ, ପ୍ରାର୍ଥୀ ଅନେକ। କ୍ୟାଣ୍ଡିଡେଟ୍ ମାଳମାଳ, ଭୋଟର ପଡିଛନ୍ତି ଦ୍ୱନ୍ଦ୍ୱରେ। କାହାକୁ ବାଛିବେ ସେନେଇ ଚିନ୍ତା କରି ପାରୁ ନାହାନ୍ତି। More