• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 23 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ଭିଏତନାମରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡ଼ିଆ ପୁଅ

ସାଇଗନ ଠାରେ ଭାରତର ରାଷ୍ଟ୍ରୀୟ ଗୀତ ଗାଇ ତାଙ୍କର ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। More
  • Chandan Shishu
  • 2 years ago

ଭୋଟରଙ୍କ ଚରମ ନିଷ୍ପତ୍ତି: ବିକାଶ ନାହିଁ ତ ଭୋଟ୍ ନାହିଁ

ପଞ୍ଚାୟତ ନିର୍ବାଚନର ମଉକାବେଳେ ସରକାର ଓ ସରକାରୀ ଅବ୍ୟବସ୍ଥାର ତଣ୍ଟି ଧରିବାକୁ ଅଣ୍ଟା ଭିଡ଼ିଛନ୍ତି ଲୋକେ। ଶୁଣାଇଛନ୍ତି ଚରମ ନିଷ୍ପତ୍ତି। More
  • Chandan Shishu
  • 2 years ago

ପଞ୍ଚାୟତ ପରେ ପରେ ହେବ ପୌର ଭୋଟ !

ପ୍ରାୟ ସାଢେ ୩ ବର୍ଷ ବିଳମ୍ବରେ ପୌର ନିର୍ବାଚନ ହେବାକୁ ଯାଉଛି। ଏଥର କାଉନସିଲ୍‌ର ଓ କର୍ପୋରେଟର ପଦ ସହ ପୌରାଧ୍ୟକ୍ଷ ଓ ମେୟର ପାଇଁ ସିଧାସଳଖ ଭୋଟ ନିଆଯିବ। More
  • Chandan Shishu
  • 2 years ago

ଥାନା ଆଗରେ ବନ୍ଧୁକ ଦେଖାଇଲା ପୋଲିସ

ଖନ୍ତାପଡ଼ା ଥାନା ଭିତରେ କିଛି ଲୋକେ ହରିଆଣା ପୋଲିସକୁ ଘେରି ଯାଇଥିବା ବେଳେ ହରିଆଣା ପୋଲିସ ଲୋକଙ୍କୁ ବନ୍ଧୁକ ଦେଖାଇଥିଲା।  More
  • Otv Khabar Bureau
  • 2 years ago

କଟକର ଘରୋଇ ଲ୍ୟାବ୍‌ରେ ଲିଙ୍ଗ ନିରୂପଣ ମାମଲା ; ରାଞ୍ଚି ଯାଏଁ ଲମ୍ବିଛି ଲିଙ୍କ୍

କଟକରେ ଲିଙ୍ଗ ନିରୂପଣ ମାମଲାରେ ବାହାରିଛି ରାଜ୍ୟ ବାହାର ଲିଙ୍କ୍ । ଏହି ମାମଲାରେ ଆଜି ମଙ୍ଗଳାବାଗ ଥାନା ପୋଲିସ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । More
  • Prangyan Parimita
  • 2 years ago

ପ୍ରାର୍ଥୀ ପତ୍ର ନାକଚ ହେବା ପରେ ଗର୍ଭବତୀ ସମିତି ସଭ୍ୟା ପ୍ରାର୍ଥୀଙ୍କ ଧାରଣା

ନାଗଚ ହୋଇଗଲା ସମିତି ସଭ୍ୟା ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ର । ଏବେ ସେ ଧାରଣାରେ ବସିଛନ୍ତି । More
  • Prangyan Parimita
  • 2 years ago

ଟେଷ୍ଟିଂ କମିନାହିଁ, ଦୈନିକ ୭୦ ହଜାର ଉପରେ ରହିଛି ଟେଷ୍ଟିଂ

ଦେଶ ଅପେକ୍ଷା ରାଜ୍ୟର ସ୍ଥିତ ଭଲ ରହିଛି । ପଜିଟିଭିଟି ହାର ଅପେକ୍ଷାଗୁରୁତର ରୋଗୀଙ୍କ ସଂଖ୍ୟା କମ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । More
  • Otv Khabar Bureau
  • 2 years ago

କମାଲ୍ କଲେ ଯୁକ୍ତ ୩ ଛାତ୍ର , ୟୁଟ୍ୟୁବ ଦେଖି ନିଜ ହାତରେ ତିଆରି କଲେ ସ୍ପୋର୍ଟସ୍ କାର୍

କମ୍‌ ବୟସରେ କମାଲ୍‌ କଲେ ଯୁକ୍ତ ୩ ବାଣିଜ୍ୟ ଛାତ୍ର । କଟକ ପ୍ରତାପ ନଗରୀ ଅଞ୍ଚଳର ଯୁକ୍ତ ତିନି ବାଣିଜ୍ୟ ଛାତ୍ର ସୁଶାନ୍ତ ରାଉତ ନିଜ ହାତରେ ତିଆରି କରିଛନ୍ତି ଏକ ସ୍ପୋର୍ଟସ୍ କାର । ଯାହାକୁ ନେଇ ଏବେ ସେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି । More
  • Otv Khabar Bureau
  • 2 years ago

ଥମୁନି ହାତୀଙ୍କ ଉତ୍‌ପାତ:ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଥମୁନି ହାତୀଙ୍କ ଉପଦ୍ରବ । ଢେଙ୍କାନାଳ କପିଳାସ ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗାଁରେ ହାତୀ ଆକ୍ରମଣରେ ଜଣ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଗୋପାଳପୁର ଗାଁର ଫକୀର ନାୟକ ବୋଲି ସୂଚନା ମିଳିଛି । More
  • Prangyan Parimita
  • 2 years ago

ପ୍ରାର୍ଥୀପତ୍ର ନାକଚ ଭୟ ! ସରପଞ୍ଚ ପଦବୀ ପାଇଁ ନାମାଙ୍କନ ଦାଖଲ କଲେ ଉଭୟ ସ୍ୱାମୀ ଓ ସ୍ତ୍ରୀ

ରାଜନୀତିରେ ସବୁ ସମ୍ଭବ । ନିର୍ବାଚନ ଜିତିବା ପାଇଁ ବିଭିନ୍ନ ପଇଁତରା ଆପଣାଉଛନ୍ତି ପ୍ରତିଦ୍ୱନ୍ଦୀ । More
  • Prangyan Parimita
  • 2 years ago

ପାର୍କର ଭ୍ରମ ସୃଷ୍ଟି କରୁଛି ସ୍କୁଲ ! ଦିବ୍ୟାଙ୍ଗ ପ୍ରଧାନ ଶିକ୍ଷକଙ୍କ ବୁଦ୍ଧି ବଳରେ ଶିକ୍ଷାନୁଷ୍ଠାନ ପାଲଟିଗଲା ମନୋରମ ଉଦ୍ୟାନ

ଦିବ୍ୟାଙ୍ଗ ପ୍ରଧାନ ଶିକ୍ଷକ କରୋନା କାଳରେ ସମୟର ସଦୁପୋଯୋଗ କରି ବିଦ୍ୟାଳୟର ପରିବେଶକୁ ଅତି ସୁନ୍ଦର କରି ଗଢି ତୋଳିବା ସହିତ ଅଚଂଳ ପାଇଁ ଉଦାହରଣ ପାଳଟିଯାଇଛନ୍ତି । ଏହି ସୈାର୍ନ୍ଦଯ୍ୟଭରା ପରିବେଶକୁ ଦେଖି ଏଇ ରାସ୍ତାଦେଇ ଯାଉଥିବା ପଥିକ ମଧ୍ୟ ଘଡିଏ ଅଟକି ଯାଉଛି ଏବଂ ବାଧ୍ୟ ହେଉଛି ଫୁଳଗଛ ଓ ଏବଂ ବିଦ୍ୟାଳୟ ସହିତ ଗୋଟିଏ ଫଟୋ ଉଠାଇବା ପାଇଁ More
  • Prangyan Parimita
  • 2 years ago

୨ବିଶେଷଜ୍ଞ ଡାକ୍ତରଙ୍କୁ କରୋନା, ପ୍ରସୂତୀ ବିଭାଗରେ ଅଚଳାବସ୍ଥା

ବ୍ୟାପକ ଭିତ୍ତିଭୂମି ଥାଇ ଚାରିଆଡ଼ ଏବେ ଖାଁ ଖାଁ । ମାତ୍ର ୭ଦିନ ପୂର୍ବରୁ ଏଠି ପ୍ରସୂତୀ ମହିଳା ଙ୍କ ଚିକିତ୍ସା ଠିକ୍ ଠାକ୍ ଚାଲିଥିଲା । ହେଲେ ପ୍ରଥମେ ଜଣେ ବିଭାଗୀୟ ବିଶେଷଜ୍ଞ ଡାକ୍ତର ଓ ପରେ ଜଣେ ମହିଳା ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବାରୁ ଅଚଳ ହୋଇପଡିଛି ସ୍ତ୍ରୀ ଓ ପ୍ରସୂତୀ ବିଭାଗ । More
  • Otv Khabar Bureau
  • 2 years ago

କଟକଣା ଅବଧି ବଢାଇଲେ କେନ୍ଦ୍ର ନିର୍ବାଚନ କମିଶନର

କଟକଣା ଜାନୁଆରୀ ୨୨ ଅର୍ଥାତ୍ ପର୍ଯ୍ୟନ୍ତ ରହିଥିବା ବେଳେ କାଲିଠୁ ପୁଣି ଆଉ ସପ୍ତାହେ ବଢ଼ାଯାଇଛି । ବିଧାନସଭା ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟ ସମେତ ବର୍ତ୍ତମାନ ସମୟରେ ଚାଲୁଥିବା ଅନ୍ୟ ସମସ୍ତ ପ୍ରକାର ନିର୍ବାଚନ ପ୍ରକ୍ରିୟା ପାଇଁ ଏହା ପ୍ରଜୁଯ୍ୟ ହେବ ବୋଲି କୁହାଯାଇଛି । ନିର୍ବାଚନ ପ୍ରଚାର ପାଇଁ ସମସ୍ତ ପ୍ରକାର ରାଲି ଓ ରୋଡ୍ ଶୋ ଉପରେ କଟକଣାକୁ ପୁଣି ସପ୍ତାହେ ବଢ଼ାଇଛନ୍ତି ଇସିଆଇ । More
  • Otv Khabar Bureau
  • 2 years ago

କ୍ରମାଗତ ୩ ଦିନ ହେଲା କମିଛି ସଂକ୍ରମଣ; ଆଜି ଦିନକରେ ୮ ହଜାର ୫୨୦ ନୂଆ ଚିହ୍ନଟ

ରାଜ୍ୟରେ କମୁଛି ସଂକ୍ରମଣ । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୨,୨୬୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୩୨, କଟକରୁ ୭୮୯, ଷ୍ଟେଟ୍‌ପୁଲ୍‌ରୁ ୪୬୬ ଜଣ ମୋଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୪ ହଜାର ୬୬୦କୁ ବୃଦ୍ଧି ପାଇଛି । More
  • Prangyan Parimita
  • 2 years ago

ପଞ୍ଚାୟତ ନିର୍ବାଚନରେ ରୋଚକ ଲଢ଼େଇ ! ମଇଦାନରେ ମୁହାଁମୁହିଁ ହେବେ ୩ ଭାଇ

ନାୟକଗୁଡ଼ା ପଞ୍ଚାୟତରେ ତିନି ଭାଇଙ୍କ ମଧ୍ୟରେ ଲଢ଼େଇ I ଗୋଟିଏ ବାପର ୨ ପୁଅ ଓ ଦାଦା ପୁଅଙ୍କ ମଧ୍ୟରେ ଲଢ଼େଇ I More
  • Otv Khabar Bureau
  • 2 years ago

Daily Horoscope 23 Jan 2022 : ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୨୩ତାରିଖ, ରବିବାର, ମକର୧୦ ଦିନ, ମାଘମାସ, କୃଷ୍ଣପକ୍ଷ ପଞ୍ଚମୀତିଥି, ଉତ୍ତରାଫାଲଗୁନୀ ନକ୍ଷତ୍ର, କନ୍ୟାରାଶିରେ ଚନ୍ଦ୍ର,ମେଷ ରାଶିର ଘାତବାର,ବୃଷ ରାଶିର ଘାତଚନ୍ଦ୍ର । ତେବେ ଜାଣନ୍ତୁ ମେଷ ରାଶିଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ.. More
  • Otv Khabar Bureau
  • 2 years ago

ସ୍ୱାଧିନତା ସଂଗ୍ରାମରେ ସକ୍ରିୟ ଭୂମିକା ନେଇଥିବା ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜୟନ୍ତୀ

ଆଜି ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜୟନ୍ତୀ । ୨୩ ଜାନୁଆରି ୧୮୦୯ରେ ଜନ୍ମଗ୍ରହଣ କରିଥିବା ବୀର ସୁରେନ୍ଦ୍ର ସାଏ ୨୮ ଫେବ୍ରୁଆରି ୧୮୮୪ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଇଂରେଜଙ୍କ ବିରୋଧରେ ସ୍ୱାଧିନତା ଆନ୍ଦୋଳନରେ ସକ୍ରିୟ ଭୂମିକା ନିଭାଇଥିଲେ ସୁରେନ୍ଦ୍ର ସାଏ । More
  • Otv Khabar Bureau
  • 2 years ago

ଓଡିଶା ମାଟିର ବୀରପୁତ୍ର ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକୀରେ ସଜେଇ ହୋଇଛି କଟକସ୍ଥିତ ବାସଭବନ

ନେତାଜୀ ସୁବାଷଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଲାଗି ସଜେଇ ହୋଇଛି କଟକ ଓଡିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରାହଳୟ । ଲଳିତ ଏକାଡେମୀ ପକ୍ଷରୁ ବଛା ବଛା ୧୫ ଜଣ ଭାସ୍କର୍ଯ୍ୟ ଶିଳ୍ପୀଙ୍କ ପ୍ରସ୍ତୁତି ସରିଛି । କିଏ ନେତାଜୀଙ୍କ ବିଦେଶ ଗସ୍ତକୁ ଭାସ୍କର୍ଯ୍ୟ କଳା ମାଧ୍ୟମରେ ପ୍ରଦର୍ଶିତ କରିଛି, ତ ଆଉ କିଏ ସ୍ୱାଧୀନତା ସଂଗ୍ରାମକୁ ପ୍ରତିଫଳିତ କରିଛି । More
  • Otv Khabar Bureau
  • 2 years ago

ଇଂରେଜ ଗୋଲାମ ହେବେନି ବୋଲି ଛାଡିଥିଲେ ICS ଚାକିରି, କଟକ ପୁଅ ସୁଭାଷ ବୋଷ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ସେ ଥିଲେ ନେତାଙ୍କର ନେତା । ସେଇଥିପାଇଁ ତାଙ୍କୁ ସମସ୍ତେ ନେତାଜୀ ବୋଲି ଡାକୁଥିଲେ । ଏହି ମହାନ୍ ଦେଶପ୍ରେମୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ 1897 ମସିହା ଜାନୁଆରୀ 23 ତାରିଖରେ କଟକ ସହରର ଓଡିଆ ବଜାରରେ ରେ ଜନ୍ମଗ୍ରହଣ କରିଥିଲେ । More
  • Satyendu Shekher Mishra
  • 2 years ago

ଗୁରୁପ୍ରିୟା ଦୂର କରିପାରିଲାନି ଦୁଃଖ ! ଏବେ BSFର ବୋଟ୍‌ ଆମ୍ବୁଲାନ୍ସ ଉପରେ ବିଛିନ୍ନାଞ୍ଚଳବାସୀଙ୍କ ଆଶା

ସ୍ୱାଭିମାନ ଅଞ୍ଚଳର ଅନେକା ଗାଁ ବାଲିମେଳା ଜଳଭଣ୍ଡାର କୂଳରେ ଅବସ୍ଥିତ । ତେଣୁ ଏହି  ଜଳପଥ ଆମ୍ବୁଲାନ୍ସ ମାଧ୍ୟମରେ ରୋଗୀ ମେଡିକାଲରେ ପହଞ୍ଚିବା ଆହୁରି ସୁଗମ ହୋଇପାରିବ ବୋଲି ଆଶା କରିଛନ୍ତି ଲୋକେ ।  More
  • Satyendu Shekher Mishra
  • 2 years ago

ପ୍ରହସନ ପାଲଟିଛି ଅନଲାଇନ୍ ପାଠପଢା, ବହି-ଖାତାରେ ଡୋରି ବାନ୍ଧିଲେଣି ଛାତ୍ରଛାତ୍ରୀ ! ଚିନ୍ତାରେ ଅଭିଭାବକ

ପିଲାଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛି ମହାମାରୀ କରୋନା । ଖାସ୍ କରି ରାଜ୍ୟର ଉପାନ୍ତ ଅଞ୍ଚଳଗୁଡିକରେ ସ୍ଥିତି ଅତି ଦୟନୀୟ । ଦୁଇ ବର୍ଷ ହେବ ଶ୍ରେଣୀ ଗୃହ ଶିକ୍ଷାଦାନ ବନ୍ଦ ଥିବାରୁ ପିଲାଏ ପାଠ ଭୁଲି ଗଲେଣି । More
  • Satyendu Shekher Mishra
  • 2 years ago

ଯାଞ୍ଚ ହେଉଛି ନାମାଙ୍କନ, ଚିନ୍ତାରେ ରାଜନୈତିକ ଦଳ ! ଗୋଟିଏ ପଦ ପାଇଁ ଏକାଧିକ ପ୍ରାର୍ଥୀ

ପ୍ରାର୍ଥୀ ଓ ସମର୍ଥକ ଉପସ୍ଥିତିରେ ନାମାଙ୍କନପତ୍ର ଯାଞ୍ଚ ହେଉଛି । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨୦ଟି ଜୋନ୍‌ର ୮୨ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ କରାଯାଇଛି । More
  • Otv Khabar Bureau
  • 2 years ago

ରାଜନୀତିର ସାପ ସିଢି ଖେଳରେ ଉଚ୍ଚ ଶିକ୍ଷିତ: ରୋମାଞ୍ଚକ ହେବ ପଞ୍ଚାୟତ ନିର୍ବାଚନ

କାଲି ଯିଏ ଉପରେ ଆଜି ସିଏ ତଳେ, ତ ଆଜି ଯିଏ ତଳେ, କାଲି ଉପରେ । ଚଳିତ ପଞ୍ଚାୟତ ନିର୍ବାଚନରେ ଏ ଉକ୍ତିର ସତ୍ୟତା ଦେଖିବାକୁ ମିଳିଛି । କିଛି ପ୍ରାର୍ଥୀଙ୍କ କ୍ଷେତ୍ରରେ କିଏ ପୂର୍ବତନ ମନ୍ତ୍ରୀ ତ ଆଉ କିଏ ବିଧାୟକ ହୋଇ ବି ଏଥର ପଞ୍ଚାୟତ ନିର୍ବାଚନ ଲଢିବାକୁ ପଛାଇ ନାହାନ୍ତି । ସେହିଭଳି ଏଥର ପଂଚାୟତ ନିର୍ବାଚନରେ ବହୁ ଉଚ୍ଚଶିକ୍ଷିତ ଛାତ୍ରଛାତ୍ରୀ ନିର୍ବାଚନ ମୈଦାନକୁ ଓହ୍ଲାଇଥିବାରୁ ସେମାନଙ୍କୁ ନେଇ ନିଜ ନିଜ ଅଞ୍ଚଳରେ ଖୁବ ଚର୍ଚ୍ଚା । More
  • Otv Khabar Bureau
  • 2 years ago

ଦୁଇଟି ଦୁଃଖଦ ଦୁର୍ଘଟଣାରେ ଚାଲିଗଲା ୧୧ ଜୀବନ

ଦୁଇ ଦୁଇଟି ଦୁର୍ଘଟଣା, ଅତ୍ୟନ୍ତ ମର୍ମନ୍ତୁଦ ଅବେଳରେ ଲିଭି ଯାଇଛି ୧୧ଟି ଜୀବନ ଦୀପ । ବାଲେଶ୍ୱର ସୋରରେ ଏକ ଯାତ୍ରୀବାହୀ ବସ୍‌କୁ ପଛରୁ ଟ୍ରକ ଧକ୍କା ଦେବାରୁ ୬ଜଣଙ୍କ ଜୀବନ ଯାଇଛି । ସେମିତି ସୋନପୁରରେ ଏକ ବରଯାତ୍ରୀ ଗା଼ଡ଼ି ମହାନଦୀ ପୋଲ ଉପରେ ଟ୍ରକ୍ ସହ ପିଟି ହେବାରୁ ୫ ଜୀବନ ଚାଲିଯାଇଛି । More