• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୌର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ବୁଧବାର

ଚନ୍ଦ୍ର – ସିଂହ (ଅହୋରାତ୍ର)

ତିଥି- ୬ଷ୍ଠୀ ରାତ୍ରି ୧୧.୪୨ ଗତେ ୭ମୀ

ଘାତ ଚନ୍ଦ୍ର- କର୍କଟ, ମକର (ଅହୋରାତ୍ର)

ଘାତ ବାର – କର୍କଟ,

ପୁଷ୍କର ଦୋଷ – ରାତ୍ରି ୧୧.୪୨ ଗତେ ୧ପାଦ - ପଶୁସମ୍ପଦ ନାଶ- ଅନ୍ନଦାନ

ଶୁଭ ସମୟ-

ପ୍ରାତଃ ୦୬.୧୬ ରୁ ୦୮.୨୬

ଦିବା ୧୦.୩୬ ରୁ ୧୧.୪୧

ଦିବା ୦୧.୨୯ ରୁ ୦୩.୩୯

ସନ୍ଧ୍ୟା ୦୫.୫୮ ରୁ ୦୬.୫୧

ରାତ୍ରି ୦୮.୩୬ ରୁ ୦୨.୫୯

ଅଧିକ ପଢ଼ନ୍ତୁ: ସୁଖ ସମୃଦ୍ଧିର ବାଧକ ସାଜିଥାଏ ଏହି ସବୁ ଜିନିଷ ,ଜାଣନ୍ତି କି ?

ଅଶୁଭ ସମୟ-

ଋାହୁକାଳ - ଦିବା ୧୧.୪୧ ରୁ ୦୧.୦୨

କାଳବେଳା - ଦିବା ୦୮.୫୮ ରୁ ୧୦.୧୯

ବାରବେଳା – ଦିବା ୧୧.୪୧ ରୁ ୦୧.୦୨

କାଳରାତ୍ରି – ରାତ୍ରି ୦୨.୫୯ ରୁ ୦୪.୩୮