• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

pass
ଜରୁରୀ କାମରେ ଯାଉଥିଲେ ପାସ୍‌ ରଖନ୍ତୁ

ଭୁବନେଶ୍ୱର: କରୋନା ପ୍ରତି ସତର୍କ ରୁହନ୍ତୁ, କରୋନାଠାରୁ ଦୂରେଇ ରୁହନ୍ତୁ-ଏଇ ଉଦ୍ଦେଶ୍ୟରେ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଆଜି ବି ୨ୟ ଦିନରେ ଲକ୍‌ଡାଉନ ଜାରି ରହିଛି।  ଲୋକଙ୍କୁ ଘରୁ ନ ବାହାରିବାକୁ କୁହାଯାଇଛି।  ଅତି ଜରୁରୀ ପରିସ୍ଥିତିରେ ବାହାରକୁ ଯିବାର ଥିଲେ ପାସ୍ ଯୋଗାଇ ଦେବେ ବୋଲି କହିଛି କମିଶନରେଟ୍ ପୋଲିସ । ଗତକାଲିଠାରୁ ମାର୍ଚ୍ଚ ୨୯ ତାରିଖ ୯ଟା ଯାଏଁ ଲକ୍ ଡାଉନ ଲାଗୁ ହୋଇଛି । ତେଣୁ ନିହାତି ଜରୁରୀ ନ ହେଲେ […]

subrat
ଦିନ ୧୧ଟାରୁ ଗଡ଼ିବନି ଆନ୍ତଃରାଜ୍ୟ ବସ୍

ଭୁବନେଶ୍ୱର: କରୋନା ସତର୍କତା ସୂରୁପ ଆଜି ଦିନ ୧୧ଟାଠାରୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ରହିବ । ରାଜ୍ୟ ଭିତରକୁ ଗଡିବନି କୌଣସି ବାହାର ରାଜ୍ୟର ବସ୍ । ସେହିପରି ରାଜ୍ୟ ଭିତରୁ ବାହାର ରାଜ୍ୟକୁ ବି ଯିବନି ବସ୍ । ଏପଟେ ରାଜ୍ୟରେ ଲକ ଡାଉନ ବେଳେ ମାଲବାହୀ ଯାନ ଉପରେ ଲାଗିବନି କୌଣସି କଟକଣା । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ କୌଣସି ବାଧା ନଉପୁଜିବା ପାଇଁ ମାଲବାହୀ ଯାନବାହନ ଉପରେ କୌଣସି କଟକଣା ଲାଗିବ […]

22144
ଆଜି ବି ୫ ସହର ଲକ୍‌ ଡାଉନ

ଭୁବନେଶ୍ୱର: କରୋନା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ଲକ୍‌ଡାଉନର ଆଜି ହେଉଛି ଦ୍ୱିତୀୟ ଦିନ। ଆସନ୍ତା ୨୯ ତାରିଖ ଯାଏ ରାଜ୍ୟର ୫ ଜିଲ୍ଲା ଓ ୯ ସହରରେ ପ୍ରାୟ ସଂପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରିଛନ୍ତି ସରକାର । ଖୋର୍ଦ୍ଧା, ଗଂଜାମ, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ ଜିଲ୍ଲା ବ୍ୟାପି ଲକ୍ ଡାଉନ ରହିଛି। ସେହିପରି ସମ୍ବଲପୁର, ଝାରସୁଗୁଡ଼ା, ବ୍ରଜରାଜନଗର, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ ସହର ସମେତ ଯାଜପୁର ରୋଡ୍ ଏବଂ ଯାଜପୁର ଟାଉନ୍ […]

nurse
କରୋନା ବ୍ୟାପିବା ପାଇଁ ନର୍ସଙ୍କୁ ଦାୟୀ କଲେ, ପିଟିଲେ

ଲଣ୍ଡନ: ଗୋଟିଏ ପଟେ ସାରା ବିଶ୍‌: କରୋନା ଭାଇରସ ସହ ଲଢୁଛି । କରୋନା ଭାୟରେ ଲୋକେ ଘରୁ ବାହାରୁ ନାହାନ୍ତି । ହେଲେ ଡାକ୍ତର ଏବଂ ମେଡିକାଲ ଟିମ୍‌ ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ ଚଳାଇଛନ୍ତି । କିନ୍ତୁ ଏମାନଙ୍କ କାର୍ଯ୍ୟଦକ୍ଷତା, ସେବା ପ୍ରତି ବି ଲୋକେ ଆଙ୍ଗୁଳି ଦେଖାଉଛନ୍ତି । ଉଙଠଓଊ ୧୯ ପୀଡିତ ରୋଗୀଙ୍କ ଚିକିତ୍ସା କରୁଥିବା ବ୍ରିଟେନର ନର୍ସଙ୍କୁ ସେଠିକାର ଲୋକେ ସମ୍ମାନ ଦେବା […]

robot
ନ ଧୋଇଲେ ବି ସାନିଟାଇଜ ରହିପାରିବ ହାତ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ସାରା ବିଶ୍ୱ ତତ୍ପର। କରୋନା ଚିକିତ୍ସା ପାଇଁ କୌଣସି ଔଷଧ ବା ଭ୍ୟାକ୍ସିନ ବାହାରି ନ ଥିବାବେଳେ ଏକମାତ୍ର ଭରସା ହେଉଛି ସାନିଟାଇଜର ଓ ମାସ୍କ। ଏପରି ଅବସ୍ଥାରେ କରୋନା ମୁକାବିଲା ପାଇଁ ଜଣେ ୭ ଗ୍ରେଡ୍‌ ଭାରତୀୟ ଛାତ୍ରଙ୍କ ଉଦ୍ୟମ କିଛି କମ୍‌ ନୁହେଁ। ସେ ଏମିତି ଏକ ସାନିଟାଇଜର ରୋବର୍ଟ ତିଆରି କରି ପାରିଛନ୍ତି ଯାହା ୩୦ ସେମି ଦୂରରୁ ହାତକୁ ଚିହ୍ନି ସାନିଟାଇଜ କରିପାରୁଛି। ୟୁଏଇରେ ପଢୁଥିବା […]

death
ଭାରତରେ କରୋନା ନେଲା ଆଉ ଏକ ମୁଣ୍ଡ: ମୃତ୍ୟୁ ସଂଖ୍ୟା ୬

ମୁମ୍ବାଇ: ଭାରତରେ ପୁଣି ଏକ ମୁଣ୍ଡ ନେଲା କରୋନା ଭାଇରସ୍‌। ଆଜି ମୁମ୍ବାଇର ଏକ ଡାକ୍ତରଖାନାରେ ଜଣେ ୬୫ ବର୍ଷ ବୟସ୍କ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ସେ ଡାଇବେଟିସ୍‌ ଏବଂ ବ୍ଲଡପ୍ରେସର ଆକ୍ରାନ୍ତ ଥିଲେ।  ଏହି ମାମଲାକୁ ମିଶାଇଲେ ଦେଶରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୬ ରେ ପହଞ୍ଚିଛି। ସୂଚନା ଅନୁସାରେ, ଉକ୍ତ ବ୍ୟକ୍ତିଙ୍କୁ ୧୬ ମାର୍ଚ୍ଚରେ ମୁମ୍ବାଇର କସ୍ତୁରବା ଗାନ୍ଧି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପରୀକ୍ଷା ପରେ କରୋନା ପଜିଟିଭ ଥିବା ଜଣା […]

corona
କରୋନା ଔଷଧ ବାହାର କଲେ ଫ୍ରାନ୍ସ ଗବେଷକ !

ପ୍ୟାରିସ୍: ବିଶ୍ୱର ୧୮୮ ଦେଶରେ ବର୍ତ୍ତମାନ କରୋନା ଭାଇରସ୍‌ ମହାମାରୀ ରୂପ ନେଇ ସାରିଛି। ଏହି କିଲର ଭାଇରସ୍‌ ବିଶ୍ୱରେ ୧୩ ହଜାର ଲୋକ ଜୀବନ ହରାଇଲେଣି। ବୈଜ୍ଞାନିକ ଏବଂ ଗବେଷକମାନେ ଏଇ ମହାମାରୀର ଚିକିତ୍ସା ପାଇଁ ଔଷଧ ଏ ପର୍ଯ୍ୟନ୍ତ ବାହାର କରି ପାରି ନାହାନ୍ତି। ଯଦିଓ ଆମେରିକା ଭ୍ୟାକ୍ସିନ ବାହାର କରିଛି ବୋଲି ଦାବି କରିଛି ତେବେ ଏହା ୧୮ ମାସ ପରେ ଉପଲବ୍ଧ ହେବ ବୋଲି କହିଛି। ସେହିପରି ଚୀନ୍‌ ଭ୍ୟାକ୍ସିନ ବାହାର […]

isis
ଆଇଏସଆଇଏସ୍‌ ଲିଙ୍କ ଅଭିଯୋଗରେ ପାକ୍‌ ଡାକ୍ତର ଗିରଫ

ନୂଆଦିଲ୍ଲୀ: ଆଇଏସ୍‌ଆଇଏସ୍‌ ଆତଙ୍କୀଙ୍କୁ ସାହାଯ୍ୟ କରିବା ପାଇଁ ଏବଂ ଆମେରିକା ଉପରେ ଆତଙ୍କୀ ଆକ୍ରମଣ କରିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗରେ ଜଣେ ପାକିସ୍ତାନୀ ଡାକ୍ତରଙ୍କୁ ଗିରଫ କରାଯାଇଛି। ଆମେରିକା ମିନେସୋଟା ଜିଲ୍ଲାର ଜଣେ ସୁରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ, ମହମ୍ମଦ ମସୁଦ୍‌ (୨୮ ବର୍ଷ) ନାମକ ଜଣେ ଡାକ୍ତର ଆଇଏସଆଇଏସ୍‌ ଆତଙ୍କୀଙ୍କୁ ସମର୍ଥନ ଜଣାଇ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଏପରି କିଛି ବିବାଦୀୟ ବୟାନ ଦେଇଥିଲେ, ଯେଉଁଥିପାଇଁ ସେ ସନ୍ଦେହ ଘେରକୁ ଆସିଥିଲେ। ଏଥିସହିତ ଆଇଏସଆଇଏସ୍ […]

prabhas
ହୋମ୍‌ କ୍ୱାରେଣ୍ଟାଇନରେ ରହିଲେ ସାଉଥ୍ ଷ୍ଟାର୍ ପ୍ରଭାସ୍‌

ନୂଆଦଲ୍ଲୀ: କରୋନା ଭାଇରସର ପ୍ରକୋପ ଭାରତରେ ଦିନକୁ ଦିନ ବଡ଼ିବାରେ ଲାଗିଛି। ଫିଲ୍ମ ଶୁଟିଂ ମଧ୍ୟ ବାତିଲ କରି ଦିଆଯାଇଛି। ବଲିଉଡ କଳାକାରମାନେ ଏବେ ଘରେ ଭିଡିଓ ତିଆରି କରି ଲୋକଙ୍କୁ କରୋନା ଭାଇରସ୍‌ ସମ୍ପର୍କରେ ସଚେତନ କରୁଛନ୍ତି। ଏପରି ସମୟରେ ବାହୁବଳି ଫେମ୍‌ ଆକ୍ଟର ପ୍ରଭାସଙ୍କୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ପ୍ରଭାସ ତାଙ୍କର ଅପ୍‌ କମିଂ ଫିଲ୍ମ ‘ପ୍ରଭାସ୨୦’ର ଶୁଟିଂ ପାଇଁ ଜର୍ଜିଆ ଯାଇଥିଲେ। ସେଠାରୁ ଫେରିବା ପରେ ସେଲ୍ଫ କ୍ୱାରେଣ୍ଟାଇନରେ […]

Capture-1
ଛୁଟିରେ ସଲମାନଙ୍କ ମସ୍ତି; ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: କରୋନା ଭାଇରସ ମଣିଷ ଆଖିରୁ ନିଦ ହଜାଇ ଦେଇଥିବାବେଳେ ଏହାର ମୁକାବିଲା ପାଇଁ ସରକାର କଠୋର ପଦକ୍ଷେପମାନ ନେଇଛନ୍ତି। ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜନତା କର୍ଫ୍ୟୁ ଡାକରା ଦେଇଛନ୍ତି। ସାରା ଦେଶ ଏହାକୁ ଗ୍ରହଣ କରିଛି। ରବିବାର ସମସ୍ତେ ଘରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ବଲିଉଡ କାଳାକାର ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି। ବଲିଉଡ ଭାଇଜାନ ସଲମାନ ଖାନ୍‌ କିପରି ଛୁଟି କଟାଉଛନ୍ତି ଜାଣନ୍ତି ? ଏବେ […]

Capture
୬ ମାସ ଭିତରେ କରୋନା ଭାଇରସ୍‌ର ଚିକିତ୍ସା ସମ୍ଭବ !

ନୂଆଦିଲ୍ଲୀ:କରୋନା ପାଇଁ କୌଣସି ଔଷଧ ବାହାରି ନାହିଁ। ଚୀନ ଏବଂ ଆମେରିକା କରୋନା ଭ୍ୟାକ୍ସିନ ବାହାର କରିପାରିଛନ୍ତି ବୋଲି ଦାବି କରିଛନ୍ତି। ଚୀନ ଖୁବ୍‌ ଶୀଘ୍ର ଏହି ଭ୍ୟାକ୍ସିନ ପ୍ରସ୍ତୁତ କରିପାରିବ ବୋଲି ଦାବି କରିଥିବାବେଳେ ଆମେରିକା ଏଥିପାଇଁ ୧୮ ମାସ ଲାଗିବ ବୋଲି କହିଛି। ତେବେ ଆଜିଯାଏ କେହି କରୋନା ଚିକିତ୍ସା ପାଇଁ ଔଷଧ ବାହାର କରି ନାହାନ୍ତି। ଭାରତର ଏକ ମେଡିସିନ କମ୍ପାନୀ  ସିପ୍‌ଲା କରୋନା ଚିକିତ୍ସା ପାଇଁ ଖୁବ୍‌ ଶିଘ୍ର ବାହାର କରିବ […]

chhatra-bazar
କାଲି ବନ୍ଦ ରହିବ ଛତ୍ର ବଜାର ଓ ମାଲ୍‌ ଗୋଦାମ

କଟକ: ରବିବାର ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ୱାନକୁ ଓଡ଼ିଶାରେ ମିଳିଛି ବିପୁଳ ସମର୍ଥନ । ରାଜ୍ୟରେ ଘରୋଇ ବସ ଚଳାଚଳ ବନ୍ଦ ରହିଥିବାବେଳେ  କଟକ ଛତ୍ରବଜାର ଓ ମାଲଗୋଦାମ ବନ୍ଦ ରହିବ ବୋଲି କୁହାଯାଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାକୁ ଲାଗିଥିବା ବେଳ ଏହାକୁ ଦୃଷ୍ଟିରେ ରଖି ସରକାର ନେଉଥିବା ପଦକ୍ଷେପକୁ ସମର୍ଥନ ଜଣାଇ ଏପରି ନିଷ୍ପତ୍ତି ନିଆଯାଇଥିବା ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି। କଟକ ଛତ୍ରବଜାର ବ୍ୟବସାୟୀ ସଂଘ ସମ୍ପାଦକ […]

corona-111
ସାମ୍ନାକୁ ଆସିଲା ନୂଆ ତଥ୍ୟ; ଏସବୁ ଲକ୍ଷଣ ବି କରୋନାର କାରଣ ହୋଇପାରେ

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଔଷଧ କିମ୍ବା ଭାକ୍ସିନ ବାହାରି ନାହିଁ। ଏପରି ପରିସ୍ଥିତିରେ  ଦ୍ରୁତ ଗତିରେ ଏହି ଭାଇରସ ତା‘ର କାୟା ବିସ୍ତାର କରି ଚାଲଛି। ତେଣୁ  ଭାଇରସ୍‌ଠାରୁ ଦୂରରେ ରହବା ପାଇଁ ବିଭିନ୍ନ ପ୍ରକାର ସତର୍କତା ଅବଲମ୍ବନ କରଯାଉଛି। କାରଣ ଏକମାତ୍ର ସଚେତନତା ହିଁ କରୋନଠାରୁ ମୁକ୍ତି ଦେଇପାରିବ। କରୋନକୁ ନେଇ ବିଭିନ୍ନ ଗବେଷଣା ଚାଲିଛି। ବିଭିନ୍ନ ସମୟରେ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଏବେ କରୋନାର ନୂଆ […]

kanika
କନିକା କପୁରଙ୍କ ବିରୋଧରେ ରୁଜୁ ହେଲା ମାମଲା

ଲକ୍ଷ୍ନୌ:କରୋନ ଭାଇରସ ଟେଷ୍ଟରେ ପଜେଟିଭ ଆସିବା କଥା ବଲିଉଡ୍‌ ସିଙ୍ଗର କନିକା କାପୁର କହିବା ପରେ ତାଙ୍କ ବିରୋଧରେ FIR ରୁଜୁ ଦିଆଯାଇଛି। କନିକା କପୁରଙ୍କ ନାଁରେ ଲକ୍ଷ୍ନେର ସରୋଜିନୀ ନଗର ଥାନାରେ ମାମଲା ରୁଜୁ ହୋଇଛି । ଲକ୍ଷ୍ନୌର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଅଭିଯୋଗ କ୍ରମେ ଏହି ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ସେହିପରି କନିକା କପୁରଙ୍କ ନାଁରେ ଆଉ ୨ଟି ମାମଲା ରୁଜୁ ହେବ ବୋଲି ଜଣାପଡିଛି । କନିକା କିଛି […]

band
କାଲି ୩୭୦୦ ଟ୍ରେନ, ୧୦୦୦ ବିମାନ ଉଡ଼ାଣ ବାତିଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୧୪ ଘଣ୍ଟିଆ ଜନତା କର୍ଫ୍ୟୁ ଆହ୍ୱାନ ଦେଇଛନ୍ତି। ଏହାକୁ ସଫଳ କରିବା ପାଇଁ ଚାରିଆଡ଼ୁ ସମର୍ଥନ ମିଳୁଛି। ରେଳବାଇ ପକ୍ଷରୁ ରବିବାର ସାରା ଦେଶରେ ୩,୭୦୦ ଟ୍ରେନ ଚଳାଚଳ ବାତିଲ କରି ଦିଆଯାଇଛି। ସେହିପରି ଦେଶର ଦୁଇଟି ବିମାନ କମ୍ପାନୀ ଇଣ୍ଡିଗୋ ଏବଂ ଗୋ ଏୟାର ପାଖାପାଖି ୧ ହଜାର ଉଡାଣ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରବିବାର […]

corona
ଜାଣନ୍ତି, କେତେ ପ୍ରତିଶତ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ?

ନୂଆଦିଲ୍ଲୀ:ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୨୫୧ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସାରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୭୫ ହଜାର ୮୬୪ ଛୁଇଁଲାଣି। ୧୧ ହଜାର ୩୯୮ଙ୍କର କରୋନାରେ ମୃତ୍ୟୁ ଘଟିଲାଣି। ମୃତ୍ୟୁ ସଂଖ୍ୟା ବିଶ୍ୱବାସୀଙ୍କ ନିଦ ହଜାଇ ଦେଇଥିବାବେଳେ ସେମାନଙ୍କ ପାଇଁ ଏକ ଖୁସି ଖବର। ସାରା ବିଶ୍ୱରେ କରୋନା […]

Capture
ପ୍ରଫେସର ଚାକିରି ଛାଡ଼ିଦେଲେ, ମାଛ ବିକିଲେ

ନୂଆଦିଲ୍ଲୀ: କଲେଜର ଜଣେ ପ୍ରଫେସର ଚାକିରି ଛାଡ଼ି ମାଛ ବିକିବ ? ଏମିତି କିଏ କରିପାରେ ? ହେଲେ ଏମିତି କରିଛନ୍ତି ତାମିଲନାଡୁର ଜଣେ ଯୁବକ। ଯୁବକଙ୍କର ଏପରି ନିଷ୍ପତ୍ତି ଶୁଣିଲେମନେ ପଡେ ଶାହରୁଖ ଖାଁଙ୍କର ‘ରଇସ’ ଫିଲ୍ମର ସେଇ ଡାଇଲଗ୍‌- ‘କୋଇ ଧନ୍ଦା ଛୋଟା ନହିଁ ହୋତା, ଧନ୍ଦେ ସେ ବଡା କୋଇ ଧର୍ମ ନହିଁ ହୋତା ।’  ୨୭ ବର୍ଷୀୟ ଏଇ ଯୁବକଙ୍କ ମତରେ ସବୁ କାମର ସ୍ୱତନ୍ତ୍ର ମହତ୍ୱ ରହିଛି। ସବୁକାମକୁ ସମ୍ମାନ […]

mp
ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଲେ କମଳନାଥ

ଭୋପାଲ: ଆସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେବାକୁ ଘୋଷଣା କରିବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ରାଜ୍ୟପାଳ ଲାଲାଜି ଲଣ୍ଡନଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି।  ୧୦ ମିନିଟର ସାମ୍ୱାଦିକ ସମ୍ମିଳନୀରେ ସେ ତାଙ୍କ ସରକାର ଉପଲବ୍ଧି ବାବଦରେ କହିଥିଲେ। ଏଥିସହିତ ବିଜେପି ଉପରେ ବର୍ଷିଥିଲେ। ବିଜେପି ଷଡ଼ଯନ୍ତ୍ର କରି ତାଙ୍କ ସରକାରକୁ ଭାଙ୍ଗିଛି ବୋଲି କମଳନାଥ ଦାବି କରିବା ସହ ୧୫ ମାସରେ ତାଙ୍କ ସରକାର ୪୦୦ଟି ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛି କରିଛନ୍ତି। […]

11
ନ୍ୟାୟ ପାଇଁ ୭ ବର୍ଷ ଧରି ଲଢୁଥିଲେ, ଟଙ୍କାଟିଏ ବି ନେଇ ନ ଥିଲେ

ନୂଆଦିଲ୍ଲୀ: ଆଜିକୁ ଠିକ୍ ୭ବର୍ଷ ୩ମାସ ୩ ଦିନ ତଳର ଘଟଣା। ୨୦୧୨, ଡିସେମ୍ବର ୧୬ ତାରିଖର ସେଇ କାଳ ରାତି । ରାଜଧାନୀ ଦିଲ୍ଲୀରେ ଚଳନ୍ତା ବସ୍‌ରେ ୬ ଜଣ ମିଶି ଜଣେ ଅସହାୟା ଯୁବତୀଙ୍କୁ ଗଣବଳାତ୍କାର କରିଥିଲେ। ନିର୍ଦ୍ଦୟତାର ସବୁ ସୀମା ପାର କରି ଦେଇଥିଲେ ଏହି ନରରାକ୍ଷସ ଗଣ। ଯୁବତୀଙ୍କ ସହ ଥିବା ବନ୍ଧୁଙ୍କୁ ମଧ୍ୟ ଛାଡ଼ି ନ ଥିଲେ ଏମାନେ। ପରେ ଯୁବତୀଙ୍କୁ ଚଳନ୍ତା କାରରୁ ବାହାରକୁ ଫୋପାଡ଼ି ଦେଇଥିଲେ। ୭ବର୍ଷ […]

kamalnath
ଆସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେଲେ କମଳନାଥ

ଭୋପାଳ:  ଆସ୍ଥା ଭୋଟ୍ ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଇସ୍ତଫା ଦେଲେ । ଆଜି ରାଜ୍ୟପାଳ ଲାଲାଜି ଟଣ୍ଡନଙ୍କୁ ଭେଟି  ତାଙ୍କର ଇସ୍ତଫା ପତ୍ର ଦେବେ ବୋଲି କହିଛନ୍ତି କମଲନାଥ। ଏଥି ସହିତ ବିଜେପି ଉପରେ ବଷିଛନ୍ତି। ଏକ ପ୍ରେସ୍‌ମିଟ୍‌ରେ ସେ ଅଭିଯୋଗ କରିଛନ୍ତି, ଷଡ଼ଯନ୍ତ୍ର କରି ତାଙ୍କ ସରକାରକୁ ଭାଙ୍ଗିବା ପାଇ ବିଜେପି ଚେଷ୍ଟା କରିଛି। ସେ ଅଭିଯୋଗ କରିଛନ୍ତି, ବିକାଶ ପଥରେ ମଧ୍ୟପ୍ରଦେଶ ସରକାର ଥିଲା। ହେଲେ ଷଡ଼ଯନ୍ତ୍ର କରି ବିକାଶରେ ରୋକ୍ ଲଗାଇଛି […]

35e2feb38a2d7d.img
୨୦୬ରେ ପହଞ୍ଚିଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ୨୦ ରାଜ୍ୟକୁ ବ୍ୟାପିଲା କରୋନା। ବର୍ତ୍ତମାନ ସୁଦ୍ଧା ୨୦୬ ଜଣ ଆକ୍ରାନ୍ତ ହୋଇଥିବା ଆଇସିଏମଆର ICMR ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏପର୍ଯ୍ୟନ୍ତ ୧୪ହଜାର ୩୭୬ଟି ସାମ୍ପଲ ସଂଗ୍ରହ କରାଯାଇଥିବା ବେଳେ ୧୩ହଜାର ୪୮୬ଟି ପରୀକ୍ଷା କରାଯାଇଛି । ଅନ୍ୟପକ୍ଷରେ କରୋନାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଗତକାଲି ପଞ୍ଜାବରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କର କରୋନାରେ ମୃତ୍ୟୁ ହୋଇଛି । ତେବେ ଦେଶରେ ରୋଗ ସଂକ୍ରମଣ ଏବେ ବି ଦ୍ୱିତୀୟ ଷ୍ଟେଜ୍‌ରେ […]

nirbhaya-mother
ମନେ ପଡେ ଠିକ୍‌ ୭ ବର୍ଷ, ୩ ମାସ, ୩ ଦିନ ତଳର ସେଇ ରାତି....

ନୂଆଦିଲ୍ଲୀ: ଆଜି ସକାଳ ସାଢେ ୫ଟା ବେଳେ ଫାଶିଖୁଣ୍ଟରେ ଝୁଲିଛନ୍ତି ନିର୍ଭୟା ଦୋଷୀ ଅକ୍ଷୟ କୁମାର, ପବନ ଗୁପ୍ତା, ବିନୟ, ଶର୍ମା ଏବଂ ମୁକେଶ କୁମାର । ଏହା ପୂର୍ବରୁ ଅନେକ ଥର ସେମାନଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି  ହୋଇଥିଲେ ହେଁ ସେମାନେ ଏହାକୁ କୌଣସି ନା କୌଣସି ବାହନା ଦେଖାଇ ଟାଳି ଆସୁଥିଲେ। ଶେଷରେ ଆଜି ଫାଶିଖୁଣ୍ଟରେ ଝୁଲିଲେ। ଆଜି ସକାଳୁ ତିହାର ଜେଲ ସମ୍ମୁଖରେ ଖୁବ ଭିଡ ଦେଖିବାକୁ ମିଳିଥିଲା। ଫାଶି ପରେ […]

nirvaya
ଜେଲ୍‌ରେ ଏତେ ଟଙ୍କା କମାଇଥିଲେ ନିର୍ଭୟା ଦୋଷୀ !

ନୂଆଦିଲ୍ଲୀ: ଆଜି ସକାଳ ସାଢେ ୫ଟା ବେଳେ ଫାଶିଖୁଣ୍ଟରେ ଝୁଲିଛନ୍ତି ନିର୍ଭୟା ଦୋଷୀ ଅକ୍ଷୟ କୁମାର, ପବନ ଗୁପ୍ତା, ବିନୟ, ଶର୍ମା ଏବଂ ମୁକେଶ କୁମାର । ଏହା ପୂର୍ବରୁ ଏମାନେ ଦୀର୍ଘ ବର୍ଷ ଧରି ଜେଲରେ ରହି ଆସିଥିଲେ। ଏହି ସମୟରେ ଜେଲରେ କାମ କରି   ୧ ଲକ୍ଷ ୩୭ ହଜାର ଟଙ୍କାର ରୋଜଗାର କରିଛନ୍ତି। ତେବ ପ୍ରଶ୍ନ ଉଠୁଛି,  ଦୋଷୀଙ୍କର ମୃତ୍ୟୁ ପରେ କିଏ ନେବ ଏହି ଟଙ୍କା ? ତିହାର ଜେଲ ପ୍ରଶାସକଙ୍କ […]