• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

corona virus 27-3
ପରିବାରର ୧୨ ସଦସ୍ୟ କରୋନା ଆକ୍ରାନ୍ତ

ମହାରାଷ୍ଟ୍ରରେ ଗୋଟିଏ ପରିବାରର ୧୨ ଜଣ ସଦସ୍ୟ କରୋନା କୋହ୍ଲାପୁର: ମହାରାଷ୍ଟ୍ରରେ ଗୋଟିଏ ପରିବାରର ୧୨ ଜଣ ସଦସ୍ୟ କରୋନା ପଜେଟିଭ ଥିବା ଜଣାଯାଇଛି । ସାଙ୍ଗଲି ଜିଲ୍ଲାର ଇସସ୍ଲାମପୁର ଗାଁରେ ରହୁଥିବା ଏହି ପରିବାରର ୪ ଜଣ ସଦସ୍ୟଙ୍କର ସ୍‌:ାବ ପରୀକ୍ଷା ହୋଇଥିଲା । ମାର୍ଚ୍ଚ ୨୩ରେ ସେମାନଙ୍କର ପଜିଟିଭ ଆସିଥିଲା । ସେମାନଙ୍କୁ ଆଇସୋଲେସନ :ାର୍ଡରେ ଭର୍ତ୍ତି କରାଯାଇଛି । ଏହି ୪ ଜଣ ଦେଶ ବାହାରକୁ ଯାଇଥିଲେ ଏବଂ ସାଉଦି ଆରବ ଦେଇ […]

Spanish-flu-
ଦିନେ ସ୍ପାନିଶ ଫ୍ଲୁଠାରୁ ଜିତିଥିଲା ମଣିଷ, ଆଜି କରୋନାଠୁ ବି ଜିତିବ

କୋଭିଡ-୧୯କୁ ନେଇ ସାରା ବିଶ୍ୱରେ ଖେଳି ଯାଇଛି ଆତଙ୍କ। ସବୁଠି ଲାଗିଛି କର୍ଫ୍ୟୁ। ଲାଗୁଛି ଯେମିତି ଅଟକି ଯାଇଛି ପୃଥିବୀ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ଘରେ ରହିବା ପାଇଁ ସାରା ଦେଶବାସୀଙ୍କୁ ହାତଯୋଡ଼ି ନିବେଦନ କରିଛନ୍ତି। ଦୋକାନ ବଜାର ବନ୍ଦ। ବ୍ୟବସାୟ ବି ଠପ୍‌। ଅର୍ଥନୀତି ଭୂଷୁଡ଼ି ପଡ଼ିବା ଉପରେ। ଏହା ସତ୍ତ୍ୱେ ଲକ୍‌ଡାଉନ ପାଇଁ  ପ୍ରଧାନମନ୍ତ୍ରୀ ଡାକରା ଦେଇଛନ୍ତି। ଏଥିରୁ ସ୍ପଷ୍ଟ ବୁଝି ହେଉଛି କରୋନାର ଭୟବହତା। ତେବେ ସମସ୍ତଙ୍କ ମନରେ […]

died
ଦେଶରେ ଗୋଟିଏ ଦିନରେ ୮୮ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଗୁରୁବାର ମୃତ୍ୟୁସଂଖ୍ୟାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୮୮ ନୂଆ ମାମଲା ସାମ୍ନାକୁ ଆସିଛି। ଏଥିମଧ୍ୟରୁ ଦିଲ୍ଲୀରେ ୪ ଜଣ ଅଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂୂଚନା ଅନୁସାରେ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୯ରେ ପହଞ୍ଚିଲାଣି। ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୩୧ ହଜାରରୁ ଅଧିକ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୨୪ ହଜାର ଟପିଲାଣି । ଅନ୍ୟପକ୍ଷେ […]

medicine-23
ଔଷଧର ହୋମ ଡେଲିଭରି ବ୍ୟବସ୍ଥା କରିବେ ସରକାର

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ସରକାର ୨୧ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଲୋକଙ୍କୁ ଘରୁ ନ ବାହାରିବା ପାଇଁ କୁହାଯାଇଛି । ଲକଡାଉନର ୨ୟ ଦିନରେ ଦେଖିବାକୁ ମିଳୁଛି ଲୋକେ ଘରୁ ବାହାରୁ ନାହାନ୍ତି । ତେବେ ସ୍ବାସ୍ଥ୍ୟ ସେବା ନେଇ ସମ୍ୟସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଲୋକଙ୍କ ପାଖରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରୁଛନ୍ତି । ଔଷଧ ଓ ଜୀବନ ରକ୍ଷାକାରୀ ଔଷଧର ହୋମ […]

silent-7
ଲକଡାଉନ ୨ୟ ଦିନ:ହଜିଯାଇଛି କୋଳାହଳ, ସବୁଆଡେ ଖାଲି ନୀରବତାର ରାଜୁତି

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ସଂକ୍ରମଣକୁ ଦେଖି ପ୍ରଧାନମନ୍ତ୍ରୀ ମଙ୍ଗଳବାର ପୁରା ଦେଶ ୨୧ ଦିନ ପାଇଁ ଲକ୍‌୍‌ଡାଉନ ଘୋଷଣା କରିଛନ୍ତି । ଲକଡାଉନ ମଙ୍ଗଳବାର ରାତି ୧୨ଟାରୁ ଘୋଷଣା କରାଯାଇଛି । ଆଜି ଦ୍ବିତୀୟ ଦିନରେ ଲକ୍‌୍‌ଡାଉନ୍‌୍ । ଏଥିଯୋଗୁ ସହର, ବଜାର, ରାସ୍ତାଘାଟ ସବୁ ଶୁନଶାନ, ଖାଁ..ଖାଁ.. । ଯେମିତି ସାରା ଦୁନିଆ ନୀରବି ଯାଇଛି । ସମୟର ଚକ ଅଟକି ଯାଇଛି । ସମସ୍ତଙ୍କ ଆଶା, ଏମିତି ସୁରକ୍ଷା ଭିତରେ ରହିଲେ ଭାରତ […]

qurantine
ବାଛିନେଲେ ସେଲ୍‌ଫ କ୍ୱାରେଣ୍ଟାଇନ୍‌, ବଞ୍ଚେଇଲେ ପରିବାର, ସମାଜ

ନୂଆଦିଲ୍ଲୀ: ଦ୍ରୁତ ଗତିରେ ବଢୁଥିବା କରୋନା ଆକ୍ରାନ୍ତଙ୍କୁ ଦୃଷ୍ଟିରେ ରଖି ଭାରତ ସରକାର ଘୋଷଣା କରିଛନ୍ତି, ବିଦେଶରୁ ଫେରୁଥିବା ସମସ୍ତ ନାଗରିକ ୧୪ ଦିନ ପର୍ଯ୍ୟନ୍ତ ଆପେ ଆପେ ସେଲ୍ଫ  କ୍ୱାରେଣ୍ଟାଇନ୍‌ରେ  ରହିବେ। ଏହି ଭାଇରସରେ ଭାରତର ପ୍ରାୟ ୬୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ୧୩ ଜଣଙ୍କର ମୃତ୍ୟୁ ଘଟିଲାଣି । ବିଶ୍ୱବ୍ୟାପୀ ଏହି ରୋଗ ଯେପରି ତା’ର କାୟା ବିସ୍ତାର କରି ଚାଲିଛି ସେଥିପାଇଁ ଏହାର ଚେନ୍‌ ଭାଙ୍ଗିବା ନିହାତି ଜରୁରୀ ହୋଇ […]

who
ଲକଡାଉନ: ଭାରତର ଉଦ୍ୟମକୁ WHOର ପ୍ରଶଂସା

ଜେନେଭା: କରୋନା ଜନିତ ମୃତ୍ୟୁ ସଂଖ୍ୟା ଚୀନ, ଇଟାଲି, ଇରାନ, ଆମେରିକାରେ ଉଦବେଗଜନକ ସ୍ଥିତିରେ ଥିବାବେଳେ ଭାରତରେ ସେପରି ସ୍ଥିତ ନାହିଁ । ତଥାପି ସ୍ଥିତି ଗୁରୁତର ହେବା ପୂର୍ବରୁ ଭାରତକୁ ଲକ୍‌ଡାଉନ୍‌ କରି ଦେଇଛନ୍ତି ସରକାର। ଘରୁ ବାହାରିବାକୁ ବାରଣ କରାଯାଇଛି। ସାରା ଦେଶରେ ଏକ ପ୍ରକାର କର୍ଫ୍ୟୁ ଜାରି କରାଯାଇଛି। ଆଶା, ଏହା ଦ୍ୱାରା ସଂକ୍ରମଣକୁ ରୋକାଯାଇ ପାରିବ। ଭାରତ ନୁହେଁ, ଅନେକ ଦେଶରେ ଏପରି ସ୍ଥିତି ଦେଖା ଦେଇଛି। ଲୋକଙ୍କୁ ଘରୁ ବାହାରିବାକୁ […]

corona
ଆମେରିକାରେ କରୋନା ସ୍ଥିତି ଜଟିଳ, ୯୪୪ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ୱାଶିଂଟନ: ମହାମାରୀ କରୋନାର ଶକ୍ତି ପାଖରେ ହାର ମାନିଛି ଶକ୍ତିଶାଳୀ ଆମେରିକା। ଦେଶରେ ଦ୍ରୁତ ଗତିରେ ଏହି ଭାଇରସ ତାର କାୟା ବିସ୍ତାର କରି ଚାଲିଥିବାବେଳେ ଆମେରିକାର ବିଶେଷଜ୍ଞ ଡାକ୍ତରମାନେ ଅସହାୟ ହୋଇପଡ଼ିଛନ୍ତି। କରୋନା ନେଇ ଚାଲିଛି ଗୋଟିଏ ପରେ ଗୋଟିଏ ମୁଣ୍ଡ। ଇତି ମଧ୍ୟରେ ଆମେରିକାରେ କରୋନ ଜନିତ ମୃତ୍ୟୁ ସଂଖ୍ୟା ୯୪୪ରେ ପହଞ୍ଚିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧୬୪ ଜଣଙ୍କର ମୃତ୍ୟୁ ଘଟିବା ପରେ ଏଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା […]

corona
ସଂକ୍ରମଣକୁ ରୋକିବା ପାଇଁ କରୋନା ଆକ୍ରାନ୍ତ ନର୍ସ କଲେ ଆତ୍ମହତ୍ୟା

ରୋମ୍‌: ମହାମାରୀ ରୂପ ନେଇଥିବା କରୋନା ଇଟାଲିରେ ତାଣ୍ଡବ ରଚୁଛି। ଏହି ମହାମାରୀ ଇଟାଲିରେ ବୁଧବାର ସୁଦ୍ଧା ୭ ହଜାର ଲୋକଙ୍କର ଜୀବନ ନେଲାଣି। ଏଠାରେ ସରକାର, ଡାକ୍ତର ଅସହାୟ ହୋଇପଡ଼ିଲେଣି। ଇତି ମଧ୍ୟରେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଜଣେ ନର୍ସଙ୍କ ରିପୋର୍ଟ ପଜେଟିଭ ଆସିବା ପରେ ସେ ଆତ୍ମହତ୍ୟା କରିଛନ୍ତି। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଅନୁଯାୟୀ, ୩୪ ବର୍ଷିୟ ଏହି ନର୍ସ ଜଣକ ଯେତେବେଳେ ଜାଣିଲେ ଯେ ସେ କରୋନା ଆକ୍ରାନ୍ତ […]

corona
କରୋନାଠାରୁ ଦୂରେଇବାକୁ ହେଲେ ଆପଣାନ୍ତୁ ଏହି ତିନୋଟି ଉପାୟ

ନୂଆଦିଲ୍ଲୀ: କରୋନାକୁ ନେଇ ଡରନ୍ତୁ ନାହିଁ। ସଚେତନ ହୁଅନ୍ତୁ। ସାମାନ୍ୟ ସଚେତନ ହେଲେ ଆମେ କରୋନାକୁ ଆମେ ହରାଇ ପାରିବା। କରୋନ ସହ ଜଡିତ ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲଜି ପକ୍ଷରୁ ଜାରି ସଦ୍ୟ ରିପୋର୍ଟ ଅନୁସାରେ ଯଦିଓ କରୋନା ଭାଇରସର ମୁକାବିଲା ପାଇଁ କୌଣସି ଭ୍ୟାକ୍ସିନ କିମ୍ବା ଔଷଧ ପ୍ରସ୍ତୁତ କରାଯାଇ ପାରିନାହିଁ, ତଥାପି ଏହି ତିିନୋଟି ଉପାୟ ଆପଣାଇଲେ ଆମେ ଏହାଠୁ ଜିତି ପାରିବା। ଆସନ୍ତୁ ଜାଣିବା, ଏହି ତିନୋଟି ଉପାୟ କ’ଣ.. ଲକ୍‌ଡାଉନ୍‌ […]

nimmi
ପରଲୋକରେ ବଲିଉଡ ଅଭିନେତ୍ରୀ ନିମ୍ମି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନିମ୍ମିଙ୍କର ବୁଧବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଦୀର୍ଘ ମାସ ଧରି ସେ ହ୍ୱିଲ୍‌ ଚେୟାରରେ ଯିବାଆସିବା କରୁଥିଲେ। ବୁଧବାର ସନ୍ଧ୍ୟାରେ ସାନ୍ତାକ୍ରୁଜ୍‌ର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଆଜି  ନିମ୍ମିଙ୍କର ଅନ୍ତିମ ସଂସ୍କାର କରାଯିବ। ୫୦ରୁ ୬୦ ଦଶକରେ ବଲିଉଡରେ ନିମ୍ମି ତାଙ୍କର ଜଲ୍ୱା ଦେଖାଇଥିଲେ। ଫିଲ୍ମ ବରସାତ୍‌ରେ […]

kejriwal
ଦିଲ୍ଲୀବାସୀଙ୍କୁ ମାଗଣାରେ ଖାଇବାକୁ ଦେବେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ଲକ୍ ଡାଉନ୍ ସମୟରେ କେହି ବି ଭୋକିଲା ରହିବେନ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ବ୍ୟବସ୍ଥା। ଏକ ସମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ‌ଏକଡାଉନ୍‌ ପାଇଁ ଦିଲ୍ଲୀରେ ଏବେ ଦୋକାନ, ବଜାର ଓ ରୋସ୍ତୋରାଁ ବନ୍ଦ ରହିଛି । ତେଣୁ ଏହି ସମୟରେ ଯେଭଳି ସମସ୍ତଙ୍କୁ ଖାଦ୍ୟ ମିଳିବ ସେଥିପାଇଁ ‘ରେନ୍‌ ବସେରା’ ବ୍ୟବସ୍ଥାରେ ମାଗଣାରେ ଖାଇବାକୁ ଦିଆଯାଉଛିା ଏବେ କିଛି ଅଞ୍ଚଳରେ ଏହି ବ୍ୟବସ୍ଥା […]

naveen
କରୋନା ମୁକାବିଲା ପାଇଁ ପିଲାଛୁଆଙ୍କ ନାଁରେ ଶପଥ ନେଲେ ନବୀନ

ଭୁବନେଶ୍ୱର: ସୁଦୂର ଚୀନରୁ ଆସି କିଲର କରୋନା ଭାଇରସ୍‌ ଆମ ଘର ପାଖରେ ପହଞ୍ଚି ଗଲାଣି। ହେଲେ ଏହାକୁ ଘର ଭିତରକୁ ପଶିବାକୁ ଦେବା ନାହିଁ। ସେଥିପାଇଁ ଘରୁ ନ ବାହାରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଟ୍ୱିଟ କରି ନିବେଦନ କରିଛନ୍ତି। ମହାମାରୀ କରୋନାର ଭୟାବହତା ଦେଖିବା ପରେ ଏହାର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟାଭିଡ଼ିଛନ୍ତି। ସାରା ଦେଶକୁ ୩ ସପ୍ତାହ ପାଇଁ ଲକ୍‌ଡାଉନ ଘୋଷଣା କରିଛନ୍ତି ପ୍ରାଧାନମନ୍ତ୍ରୀ ନବୀନ […]

lockdown-1
ଲକ୍‌ଡାଉନ; ନିୟମ ନ ମାନିଲେ ୨ ବର୍ଷ ଜେଲ୍‌

ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ପାଇଁ ମଧ୍ୟରାତ୍ରୀରୁ ଲକ୍‌ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଗାମୀ ୨୧ ଦିନ ଯାଏ ଘରୁ ବାହାରିବା ଉପରେ କଟକଣା ଲାଗୁ କରାଯାଇଛି। ଏପରିକି  ନିୟମ ଭାଙ୍ଗିଥିବା ବ୍ୟକ୍ତି କିମ୍ୱା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ୨୧ ଦିନ ଭିତରେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଧାରା ୫୧ ଆଧାରରେ ଉଭୟ ଜୋରିମାନା ଏବଂ ସଜା ବ୍ୟବସ୍ଥା ରହିଛି। ଏପରିକି ଉଲ୍ଲଘଂନକାରୀଙ୍କୁ ୨୦୦ ଟଙ୍କା […]

ODISHA
ନିୟମ ଉଲ୍ଲଘଂନ କଲେ, ଏମିତି ସଜା ପାଇଲେ

ଫୁଲବାଣୀ: ସାରା ଦେଶ ଲକ୍‌ଡାଉନ୍‌। ଘରୁ ନ ବାହାରିବା ପାଇଁ ଦେଶବାସୀଙ୍କୁ ହାତ ଯୋଡ଼ି ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ଘରେ ରହିବା ପାଇଁ ବିନମ୍ର ନିବେଦନ କରିଛନ୍ତି। କାରଣ କରୋନାରୁ ବର୍ତ୍ତିବା ପାଇଁ ଏହା ହେଉଛି ଏକମାତ୍ର ରାସ୍ତା। ଏହାସତ୍ତ୍ୱେ ଲୋକେ ବାହାରେ ବୁଲିବା ଅଭ୍ୟାସ ଛାଡ଼ି ପାରୁନାହାନ୍ତି। ତେଣୁ  ନିୟମ ଖିଲାପକାରୀଙ୍କ ପାଇଁ ଅଭିନବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି କନ୍ଧମାଳ ଜିଲ୍ଲା ପ୍ରଶାସନ।  ଯେଉଁମାନେ ନିୟମ ଉଲ୍ଲଘଂନ […]

rathakhala
ଏଥର ଗଡ଼ିବ ତ ରୁକୁଣା ରଥ ?

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ୍‌ ହୋଇଛି।  ମନ୍ଦିର ଦର୍ଶନ ଉପରେ କଟକଣା ଜାରି ହୋଇଛି।  ଉତ୍ସବ ଓ ଜନସମାଗମ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି। ସରକାର ତେବେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ ନା କେବଳ ପରମ୍ପରା ବଜାୟ ରଖିବାକୁ ନୀତି ପାଳନ ହେବ ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏସବୁ ପରେ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି ଲିଙ୍ଗରାଜଙ୍କ ରଥଖଳା। ରଥ କାମ ଆଗେଇ ଚାଲିଛି। ଯଦି […]

delhi
ଲକ୍‌ଡାଉନ; ଚଳଚଞ୍ଚଳ ରାସ୍ତା ଆଜି ଖାଁ ଖାଁ...

ନୂଆଦିଲ୍ଲୀ:ଆଜିଠୁ ଆସନ୍ତା ୨୧ ଦିନ ପାଇଁ ସାରା ଦେଶ ସଂପୂର୍ଣ୍ଣ ଲକ୍ ଡାଉନ୍।  ଦିଲ୍ଲୀରୁ ଚେନ୍ନାଇ…କୋଲକାତାରୁ ମୁମ୍ବାଇ…ସବୁ ବନ୍ଦ । ଚଳଚଞ୍ଚଳ ରାସ୍ତା ଖାଁ ଖାଁ। ଲକଡାଉନ ଯୋଗୁ ରାସ୍ତା ଘାଟ ବନ୍ଦ ରଖାଯାଇଛି । ବିମାନ ସେବା, ଟ୍ରେନ ଚଳାଚଳ, ବସ ସେବା ସବୁ ବନ୍ଦ ଛୋଟ ବଡ଼ ବ୍ୟବସାୟସ୍ଥଳୀ ଓ ତାସହ ଦୋକାନ ବଜାର ବି ବନ୍ଦ ରହିଛି। ଲୋକେ ଯେପରି ଘରୁ ବାହାରିବେନି ସେ ନେଇ ଦେଶର ବିଭିନ୍ନ ସହରରେ କଡ଼ାକଡ଼ି ବ୍ୟବସ୍ଥା […]

SupremeCourtofIndia
ଆଜି ସୁପ୍ରିମ୍‌କୋର୍ଟରେ ସବୁ ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ:କରୋନା ଭୟାବହତା କମିବାର ନା ନେଉନି। ଗୋଟିଏ ପରେ ଗୋଟିଏ ଦେଶରେ କାୟା ବିସ୍ତାର କରି ଚାଲିଛି ଏହି ଭାଇରାସ। ଭାରତରେ ମଧ୍ୟ ସଙ୍ଗୀନ ଅବସ୍ଥା।  ୫୩୬କୁ ବଢିଛି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା।  ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର ଓ କେରଳ ସର୍ବାଧିକ ପ୍ରଭାବିତ ହୋଇଛନ୍ତି।  ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୬କୁ ବୃଦ୍ଧି ପାଇଛି । ରାଜ୍ୟରେ ୩ ରୋଗୀଙ୍କ ମୃତ୍ୟୁ ଘଟିଛି । ସେହିପରି କେରଳରେ ସଂକ୍ରମିତଙ୍କ ସଂଖ୍ୟା ୯୫କୁ […]