ମସ୍କୋ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ଙ୍କ ପରେ ଋଷ୍ ପ୍ରଧାନମନ୍ତ୍ରୀ ମିଖାଇଲ ମିସୁସ୍ତିନ୍ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ତାଙ୍କର ନମୂନା ପୀରୀକ୍ଷା ପରେ ଏହା ଜଣାପଡ଼ିଛି। କରୋନାରେ ଆକ୍ରାନ୍ତ ହେବା ନେଇ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅବଗତ କରାଇଥିଲେ। ଭିଡିଓ କନଫରେନ୍ସିଂ ଚାଲିଥିବାବେଳେ ପୁଟିନଙ୍କୁ ଜଣାଇଲେ ମିଖାଇଲ୍। ନିଜେ ହୋମ୍ ଆଇସୋଲେସନରେ ରହିଥିବା କହିଲେ ରୁଷିଆ ପ୍ରଧାନମନ୍ତ୍ରୀ। ମିଖାଇଲ ଆଇସୋଲେସନରେ ରହିବା ପରେ ପ୍ରଥମ ଡେପୁଟି ପିଏମ୍ ଏଣ୍ଡ୍ରି ବେଲୁସୋବ୍ ସାମୟିକ ଭାବେ ତାଙ୍କ […]
ଇସଲାମବାଦ: କରୋନା କବ୍ଜାରେ ସାରା ବିଶ୍ୱ। ସବୁ ପ୍ରକାର ସତର୍କତା ସତ୍ତ୍ୱେ ଏହି ରୋଗକୁ ନିୟନ୍ତ୍ରଣ କରି ହେଉନି। ବଡ ବଡ ନେତା ମଧ୍ୟ ଏଥିରୁ ବାଦ୍ ପଡ଼ୁନାହାନ୍ତି। ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରୋନା ଟେଷ୍ଟ କରାଇଥିଲେ । ଅବଶ୍ୟ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ଏବେ ଇମ୍ରାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପୁଣି ଦ୍ୱନ୍ଦ୍ୱ ଦେଖାଦେଇଛି । ପାକିସ୍ତାନର ନାଶନାଲ ଆସେମ୍ଲିର ସ୍ପିକର ଅସଦ କ୍ୱାସିର କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ନମୂନା ପରୀକ୍ଷା […]
ଲକ୍ଷ୍ନୌ:ସାମାନ୍ୟ ସମ୍ପତ୍ତିର ଲୋଭ ମଣିଷକୁ କେତେ ବର୍ବର କରିଦିଏ ! ସମ୍ପତ୍ତି ଲୋଭ ପାଖରେ ହାର ମାନିଯାଏ ବାପା-ମା’ଙ୍କ ନିଃସର୍ତ୍ତ ଭଲପାଇବା, ଭାଇର ନିରୋଳା ଶ୍ରଦ୍ଧା..ସବୁକିଛି । ଲକଡାଉନ ସମୟରେ ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଏମିତି ଏକ ହୃଦୟଥରା ଘଟଣା ଘଟିଛି । ସମ୍ପତ୍ତି ବିବାଦକୁ ନେଇ ବନ୍ଥରା ଇଲାକାର ଜଣେ ଯୁବକ ନିଜ ପରିବାରର ୬ ଜଣ ସଦସ୍ୟଙ୍କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଛନ୍ତିି । ସମସ୍ତଙ୍କୁ ହତ୍ୟା କରିବା ପରେ ନିକଟସ୍ଥ ଥାନାରେ ଆତ୍ମସମର୍ପଣ […]
ନୂଆଦିଲ୍ଲୀ: ଦେଶ ବ୍ୟାପୀ ଲକଡାଉନ ବେଳେ ଗରିବଙ୍କ ସହାୟତା ଲାଗି ୬୫ ହଜାର କୋଟି ଟଙ୍କାର ଆବଶ୍ୟକତା ରହିଛି। ଏଭଳି କହିଛନ୍ତି ପୂର୍ବତନ ଆରବିଆଇ ଗଭର୍ଣ୍ଣର ତଥା ଅର୍ଥନୀତିଜ୍ଞ ରଘୁରାମ ରାଜନ। ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା ବେଳେ ଏମିତି କିଛି କହିଛନ୍ତି ରାଜନ। ଲକଡାଉନ୍ ପରେ ଦେଶରେ ଆର୍ଥିକ ଗତିବିଧିକୁ ନେଇ ରାଜନ କହିଛନ୍ତି, କରୋନା ଭାଇରସର ମୁକାବିଲା କରିବା ସହ ଲୋକଙ୍କ ଜୀବିକାର ସୁରକ୍ଷା କରିବାକୁ ହେବ […]
ବାଲେଶ୍ୱର: କରୋନା ସଂକ୍ରମଣ ଭୟରେ ଲୋକେ ଘରୁ ବାହାରୁ ନାହାନ୍ତି। କାହାକୁ ଛୁଇଁଦେଲେ, କିଏ ଛିଙ୍କି ଦେଲେ ଚାଲି ଆସିବ କରୋନା ଭାଇରସ-ଏମିତି ଭୟ ସମସ୍ତଙ୍କ ମନରେ ରହିଛି। ହେଲେ ସ୍ୱାସ୍ଥ୍ୟ ବିଭାଗର ସେଇ କର୍ମଚାରୀମାନଙ୍କୁ ଧନ୍ୟବାଦ ଯେଉଁମାନେ ନିଜ ଜୀବନକୁ ବିପନ୍ନ କରି କରୋନା ରୋଗୀଙ୍କ ସେବା କରୁଛନ୍ତି। ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କ ପରେ ଯଦି କିଏ ଜୀବନକୁ ସଙ୍କଟରେ ପକାଇ କରୋନା ଯୁଦ୍ଧ ଲଢୁଥାଏ ତେବେ ସେ ହେଉଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର। ବାଲେଶ୍ୱରରେ କରୋନା […]
ଜଳବାୟୁ ପରିବର୍ତ୍ତନ ଯୋଗୁଁ ୨୦୩୦ ମଧ୍ୟଭାଗରେ ବାରମ୍ବାର ବନ୍ୟା ପରିସ୍ଥିତି ସୃଷ୍ଟି ହେବ । ଆମେରିକାର ଉପକୂଳରେ ସମୁଦ୍ର ଜୁଆର, ସାଧାରଣ ଉଚ୍ଚତାଠାରୁ ତିନିରୁ ଚାରି ଫୁଟ ଉଚ୍ଚକୁ ବୃଦ୍ଧି ପାଇବ ବୋଲି ନାସା ଅଧ୍ୟୟନ ଅନୁସାରେ । ଏବଂ ଏହି ଧାରା ଏକ ଦଶନ୍ଧି ପର୍ଯ୍ୟନ୍ତ ଜାରି ରହିବ । ସେହିପରି ବର୍ଷସାରା ବନ୍ୟା ପରିସ୍ଥିତି ନିୟମିତ ରହିବ ନାହିଁ, କିଛି ମାସ ଅନ୍ତରାଳରେ ଆସିବ ବନ୍ୟା, ଫଳରେ ବିପଦ ବଢ଼ିଯିବ ।
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ହେଁ ମୃତ୍ୟୁ ସଂଖ୍ୟା କମୁନି। ବିଶେଷ କରି ଖୋର୍ଦ୍ଧା ଜିଲ୍ଲା ଚିନ୍ତାର କାରଣ ହୋଇଛି। ଏଠାରେ ମୃତ୍ୟୁ ସଂଖ୍ୟା ଅଧିକ ଥିବାବେଳେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି।
କୁମ୍ଭାରପଡା ସାହିର ମିଶ୍ର ଲେନ ଦେଇ ବଡଶଙ୍ଖରୁ ବାନାମ୍ବର ଛକ, ପୁରୁଣା ନବକଳେବର ରୋଡ ଦେଇ ବାନାମ୍ବର ଛକ ଠାରୁ ମାଟିଆପଡା ଛକ, ମାଟିଆପଡା ଛକ ଠାରୁ ଆଶୁତୋଷ ମଠ ଛକ, ଆଶୁତୋଷ ମଠ ଛକ ଠାରୁ ନୀଳକଣ୍ଠ ମନ୍ଦିର ଛକ, ନୀଳକଣ୍ଠ ମନ୍ଦିର ଛକ ଠାରୁ ବଡଶଙ୍ଖ ପର୍ଯ୍ୟନ୍ତ ଏହି କଟକଣା ଆସନ୍ତାକାଲି ସକାଳ ୬ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।
କରୋନାର ତୃତୀୟ ଲହରୀର ଭୟ ଭିତରେ ଦେଶର ଅନେକ ସ୍ଥାନରେ ଖୋଲିଛି ପର୍ଯ୍ୟଟନ ସ୍ଥଳୀ । ଧାର୍ମିକ ଯାତ୍ରାକୁ ଅନୁମତି ତଥା ପର୍ଯ୍ୟଟନ ସ୍ଥଳୀ ଖୋଲିବା ପରେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ଚିନ୍ତା ବ୍ୟକ୍ତି କରିଛି ।
ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବଡ଼ ଝଟକା । ନେପାଳର ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ନେବେ ଶେର୍ ବାହାଦୁର ଦେଓବା । ଏଥିପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କ ଗୋଟି ପହଣ୍ଡି ଆରମ୍ଭ ହେବ ପରେ ୩ ଠାକୁର ପହଣ୍ଡି କରି ଆଡ଼ପ ମଣ୍ଡପକୁ ଯିବେ । ଆଡ଼ପ ମଣ୍ଡପରୁ ଆଜିଠୁ ଦର୍ଶନ ଦେବେ ଭଗବାନ ।
ଆଜି ୨୦୨୦ ମସିହା, ଜାନୁଆରୀ ମାସ ୨୬ ତାରିଖ, ରବିବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…