ନୂଆଦିଲ୍ଲୀ: ବିଶ୍ୱରେ ଦିନକୁ ଦିନ ନୂଆ ରେକର୍ଡ ପାର୍ କରୁଛି ମହାମାରୀ କରୋନା । ବର୍ତ୍ତମାନ ସୁଦ୍ଧା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮ ହଜାର ପାର କରିଛି । ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୭୧ ଲକ୍ଷ ୯୩ ହଜାର ଟପିଛି । ସାରା ବିଶ୍ୱରେ ଏଯାଏ ୩୫ ଲକ୍ଷ ୩୫ ହଜାର ୪୯୧ ଜଣ ସୁସ୍ଥ ହୋଇସାରିିଥିବା ବେଳେ ୩୨ ଲକ୍ଷ ୪୯ ହଜାର ୮୬୯ ଟି ଆକ୍ଟିଭ କେସ୍ ରହିଛି । […]
‘ବନ୍ଦେ ଉତ୍କଳ ଜନନୀ ….’ ଖାଲି ଏକ ସଂଗୀତର ଝଙ୍କାର ନୁହେଁ, ଏକ ଜାତିର ସ୍ୱାଭିମାନର ମହ୍ଲାର। କୋଟି କୋଟି ଓଡ଼ିଆଙ୍କ ଅସ୍ତିତ୍ୱର ଇସ୍ତାହାର । ମାଟିରୁ ଆକାଶ ଆଉ ପାଣିରୁ ପବନ.. ସମସ୍ତଙ୍କୁ ଏକତାର ଡ଼ୋରରେ ବାନ୍ଧି ରଖିବାର ଏକ ପବିତ୍ର ମନ୍ତ୍ରଧ୍ୱନି । ଏହାର ପ୍ରତିଟି ଶବ୍ଦରେ ଗୁନ୍ଥି ହୋଇ ରହିଛି ୪ କୋଟି ଓଡ଼ିଆଙ୍କ ଭାବପ୍ରବଣତା.. । ପ୍ରତିଟି ଶବ୍ଦରେ ରହିଛି ଦେଶଭକ୍ତିର ଅଫୁରନ୍ତ ଉଚ୍ଛ୍ୱାସ ମେ’ ୩୦ ତାରିଖରେ କରୋନା ଯୋଦ୍ଧାଙ୍କ […]
ନୂଆଦିଲ୍ଲୀ:କରୋନା ସ୍ଥିତି ସୁଧୁରି ନ ଥିଲେ ହେଁ ଦୀର୍ଘଦିନ ଧରି ଲକ୍ଡାଉନ ପରେ ଦେଶରେ ସ୍ୱାଭାବିକ ଅବସ୍ଥା ଧୀରେ ଧୀରେ ଫେରୁଛି। ଅଜିଠୁ ଧର୍ମାନୁଷ୍ଠାନ ଖୋଲିଥିବାବେଳେ ସର୍ତ୍ତମୂଳକ ଭାବେ କିଛି ରେଷ୍ଟୁରାଣ୍ଟ ଓ ହୋଟେଲ ଖୋଲିଛି। ତେବେ ସ୍କୁଲ, କଲେଜ କେବେ ଖୋଲିବ ସେ ନେଇ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ କିଛିଟା ସୂଚନା ମିଳିଛି। ଏହି ସୂଚନା ଅନୁଯାୟୀ, ଅଗଷ୍ଟ ୧୫ ପୂର୍ବରୁ ଦେଶରେ କୌଣସି ପ୍ରକାରର ଶିକ୍ଷାନୁଷ୍ଠାନ […]
ବାରିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳର ଜଡ଼ିଦା ଗାଁରେ ଜଣେ ମାନସିକ ଅନଗ୍ରସର ଯୁବକଙ୍କ ଉପରକୁ ଏସିଡ଼ ମାଡ ହୋଇଛି। ତାଙ୍କର ଅବସ୍ଥା ଗୁରୁତର ଅଛି। ତାଙ୍କୁ ଉଦଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏପରି ଅମାନବୀୟ ଘଟଣାକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି। ଉଦଳା ଅଞ୍ଚଳର ଶିବପ୍ରସାଦ ପାଇ ଜଣେ ମାନସିକ ଅନଗ୍ରସର ବ୍ୟକ୍ତି। ଦୁଇଦିନ ତଳେ ରାତିରେ ଶିବପ୍ରସାଦ ଘର ପାଖରେ ପଡ଼ିଥିବା ହ୍ୟୁମ ପାଇପରେ ଶୋଇଥିଲେ । ସେଠାରେ ତାଙ୍କୁ କେହି […]
ଆଜି ୨୦୨୦ ମସିହା, ଫେବ୍ରୁଆରୀ ମାସ ୧୩ ତାରିଖ, ଗୁରୁବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ଭୁବନେଶ୍ୱର: ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୩ ପଜିଟିଭଙ୍କ ମଧ୍ୟରୁ ଭୁବନେଶ୍ୱରର ଜଣେ ଅଛନ୍ତି। ଆକ୍ରାନ୍ତ ଜଣକ ଡମଣା ଅଞ୍ଚଳର ଜଣେ ୨୫ ବର୍ଷୀୟ ଯୁବକ । ଏ ନେଇବିଏମ୍ସି ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି। ସେ ମୁମ୍ବାଇରୁ ଫେରିଥିଲେ। ମୁମ୍ବାଇରୁ ଫେରିବା ପରେ ହୋମ୍ କ୍ୱାରେଣ୍ଟିନରେ ଥିଲେ। ପଜିଟିଭ୍ ବାହାରିବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ତାଙ୍କ ଆଖପାଖ ଘରକୁ ସାନିଟାଇଜ୍ କରାଯାଉଛି। ଗତକାଲି ଭୁବନେଶ୍ୱରରେ ଗୋଟିଏ ପରିବାରରୁ ଦୁଇ କରୋନା […]
ଭୁବନେଶ୍ୱର: ଉତ୍ତର ଓ ପଶ୍ଚିମ ଭାରତରେ ଧ୍ୱଂସଲୀଳା ରଚିଥିବା ପାକିସ୍ତାନୀ ପଙ୍ଗପାଳ ଦଳ ଓଡ଼ିଶା ଆସିବେ କି ନାହିଁ ତାହା ଆଉ ୪, ୫ ଦିନ ପରେ ଜଣାପଡ଼ିବ । ତେବେ ସେମାନଙ୍କ ଗତିବିଧି ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି । ଏହାସହ ଆଜି ସକାଳେ କେନ୍ଦ୍ରୀୟ ସମନ୍ୱିତ କୀଟ ପରିଚାଳନା କେନ୍ଦ୍ର-CIPMs ସହ ଏନେଇ ଆଲୋଚନା ହୋଇଛି ବୋଲି ରାଜ୍ୟ କୃଷି ନିର୍ଦ୍ଦେଶକ ଏମ୍. ମୁଥୁକୁମାର କହିଛନ୍ତି । ସୂଚନା ଅନୁଯାୟୀ ପଙ୍ଗପାଳ ଏବେ […]
ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥି ଔଷଧ। ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥି ଔଷଧ ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଆସନ୍ତାକାଲିଠାରୁ ନୀଳାଦ୍ରି ଭକ୍ତ ନିବାସରେ ଆୟୋଜିତ ଏକ ଶିବିର ଔଷଧ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି। କରୋନା ସ୍ଥିତି ରାଜ୍ୟରେ ବୃଦ୍ଧି ପାଉଥିବାବେଳେ ରଥଯାତ୍ରା ହେବ କି ନାହିଁ ସ୍ଥିର ହୋଇନାହିଁ। ଏପରି ପରିସ୍ଥିତିରେ ସ୍ନାନଯାତ୍ରା ପରେ ଅଣସରରେ ଅଛନ୍ତି ଶ୍ରୀଜିଉ। ଏହି ଅବସରରେ ସେବାୟତଙ୍କ ରୋଗ ପ୍ରତିରୋଧକ […]
ଭୁବନେଶ୍ୱର: କିଛି ଦିନ ତଳେ ଖୋର୍ଦ୍ଧା ଜେଲରେ ବ୍ରାଉନସୁଗର କାରବାର ହେଉଥିବା ନେଇ ଭିଡିଓ ଭାଇରାଲ ଘଟଣାରେ ମତ ରଖିଛନ୍ତି ଏସ୍ପି । ଏହି ଭାଇରାଲ ଭିଜୁଆଲଟି ଖୋର୍ଦ୍ଧା ଜେଲ୍ର ହୋଇଥିବା ସ୍ପଷ୍ଟ କରିଛନ୍ତି ଏସ୍ପି । ସେ କହିଛନ୍ତି ଖୋର୍ଦ୍ଧା ସବ୍ ଜେଲରେ ବ୍ରାଉନସୁଗର କାରବାର ଚାଲିଥିବା ନେଇ ଗତ ୬ ତାରିଖରେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହି ଘଟଣା ପରେ ଖୋର୍ଦ୍ଧା ଜେଲ୍ରେ ଜୋରଦାର ଚଢାଉ ହୋଇଥିଲା। ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଚଢ଼ାଉ […]
ଭୁବନେଶ୍ୱର: କିଛି ଦିନ ତଳେ ଖୋର୍ଦ୍ଧା ଜେଲରେ ବ୍ରାଉନସୁଗାର କାରବାର ହେଉଥିବା ନେଇ ଭିଡିଓ ଭାଇରାଲ ହେବା ପରେ ଏବେ ଭୁବନେଶ୍ୱର ଝାରପଡା ଜେଲରେ ନିଶା କାରବାର ଚାଲିଥିବ ଭିଡିଓ ସାମ୍ନାକୁ ଅସିଛି । ରାଜଧାନୀର କେନ୍ଦ୍ରରେ ଥିବା ଏଇ ଜେଲ ଭିତରେ ଗଞ୍ଜେଇ, ସିଗାରେଟ ଓ ଟଙ୍କା ଦିଆନିଆ ଚାଲିଥିବା ଭିଡିଓ ଭାଇରାଲ ପରେ ଏନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜେଲର କଡା ସୁରକ୍ଷା ବଳୟ ମଧ୍ୟରେ କିଭଳି ଏହି କାରବାର କରାଯାଇଛି […]