ୱାଶିଂଟନ:ଆମେରିକାରେ କୃଷ୍ଣକାୟଙ୍କ ମୃତ୍ୟୁକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଜର୍ଜ ଫ୍ଲାୟଡଙ୍କ ମୃତ୍ୟୁକୁ ନେଇ ଦେଶରେ ବିରୋଧାଭାସ ଦେଖିବାକୁ ମିଳିଥିଲା । ଲୋକେ ହାତରେ ବୋର୍ଡ, କାଗଜ ଏବଂ ପ୍ଲାକାର୍ଡ ଧରି ଆନ୍ଦୋଳନ କରୁଥିଲେ। ଆନ୍ଦୋଳନ ପରେ ଯିଏ ଯାହାର ଘରକୁ ଚାଲି ଯାଇଥିଲେ। ହେଲେ ରାସ୍ତାରେ ପଡ଼ି ରହିଥିଲା ଅଳିଆ ଆବର୍ଜନା । Antonio Gywn Jr ଛୋଟ ପିଲାଟିଏ । ସ୍କୁଲରେ ପଢେ। ସେ ଦେଖିଲା, Bailey Avenue ଅଞ୍ଚଳ ଆବର୍ଜନାମୟ ହୋଇ ପଡ଼ି […]
ଲକ୍ଷ୍ନୌ-କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଛି । ସଂକ୍ରମଣକୁ ରୋକିବା ପାଇଁ , ସଟ୍ଡାଉନ୍ କରାଯାଉଛି । ତେବେ କରୋନା ପ୍ରତିକାର ପାଇଁ ଯୋଗୀ ଆଦିତ୍ୟନାଥଙ୍କ କାମକୁ ସବୁଆଡେେ ଭୂୟସୀ ପ୍ରଶଂସା କରାଯାଉଛି । ଏପରିକି ଶତ୍ରୁ ଦେଶ ପାକିସ୍ତାନରେ ମଧ୍ୟ ଯୋଗୀ ଅଦିତ୍ୟନାଥଙ୍କ ବେଶ ତାରିଫ କରାଯାଉଛି । ଖାଲି ପ୍ରଶଂସା ନୁହେଁଳ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କଠାରୁ ମଧ୍ୟ ଆଦିତ୍ୟନାଥ ଭଲ ବୋଲି କୁହାଯାଉଛି । ପାକିସ୍ତାନର ପ୍ରମୁଖ ଖବରକାଗଜ ‘ଦ ଡ୍ନ’ର ସମ୍ପାଦକ […]
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ଅଫଲାଇନ୍ ଖାତା ଦେଖା । ରାଜ୍ୟର ମୋଟ୍ ୬୬ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ଖାତା ଦେଖା। କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟ ଉପରେ ଖାତା ଦେଖା ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଓ ଦୁଇଟି ସିଫ୍ଟରେ ଖାତା ଦେଖା ହେବ ବୋଲି ଜଣାପଡ଼ିଛି । ସକାଳ ସାଢ଼େ ୭ଟାରୁ ମଧ୍ୟାହ୍ନ ସାଢ଼େ ୧୨ ଟାରେ ପ୍ରଥମ ସିଫ୍ଟ ଓ ଦିନ ସାଢେ ଗୋଟାଏରୁ ସଂଧ୍ୟା ୬ଟା ୩୦ […]
ନୂଆଦିଲ୍ଲୀ:ଆଜି ଅପରାହ୍ଣ ସାଢେ ୩ଟାରେ ଓଡ଼ିଶାବାସୀଙ୍କୁ ଭର୍ଚୁଆଲ ରାଲି ମାଧ୍ୟମରେ ଗୃହ ମନ୍ତ୍ରୀ ଅମିତ ଶାହ ସମ୍ବୋଧିତ କରିବେ। ୩୭ ହଜାର ବୁଥ୍ ସ୍ତରୀୟ କର୍ମୀଙ୍କୁ ସମ୍ବୋଧନ କରି ଆତ୍ମନିର୍ଭର ଭାରତ, ଗରିବ କଲ୍ୟାଣ ଯୋଜନା, ଆତ୍ମନିର୍ଭର ପାଇଁ ସଂକଳ୍ପ, ସ୍ଥାନୀୟ ସାମଗ୍ରୀର ପ୍ରୋତ୍ସାହନ ଆଦି ପ୍ରସଙ୍ଗରେ କହିବା ସହ କୋଭିଡ୍ ବିରୋଧୀ ଲଢ଼େଇକୁ ଜୋରଦାର କରିବାକୁ ପ୍ରୋତ୍ସାହିତ କରିବେ। ଏପଟେ ଶାହଙ୍କ ଭର୍ଚୁଆଲ ରାଲିକୁ କଂଗ୍ରେସ କଟାକ୍ଷ କରି କହିଛି, ଓଡ଼ିଶା ପାଇଁ କଣ କରିଛି […]
ଆଜି ୨୦୨୦ ମସିହା, ଫେବ୍ରୁଆରୀ ମାସ ୧୨ ତାରିଖ, ବୁଧବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ନୂଆଦିଲ୍ଲୀ:କେରଳର ଗର୍ଭିଣୀ ହାତୀ ମୃତ୍ୟୁ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହି ଘଟଣାର ତଦନ୍ତ ସିବିଆଇ କିମ୍ବା ଏକ ବିଶେଷ ତଦନ୍ତ କମିଟି ଦ୍ୱାରା କରିବା ପାଇଁ ଦାବି କରି ଆଇନଜୀବି ଅବଧ ବିହାରୀ କୌଶିକ ସୁପ୍ରିମକୋର୍ଟରେ ଏକ ପିଟିସିନ ଦାଏର କରିଛନ୍ତି । ଆବେଦନରେ କୁହାଯାଇଛି, ଗର୍ଭିଣୀ ହାତୀକୁ ଯେଉଁପରି ଭାବେ ସପୁରୀରେ ବିସ୍ଫୋରକ ଦେଇ ହତ୍ୟା କରାଗଲା ଏହା ଅତ୍ୟନ୍ତ ଭୟଙ୍କର, ଦୁଃଖଦାୟକ ଏବଂ ଅମାନବୀୟ କାମ । ଏହି ଘଟଣାରେ ସୁପ୍ରିମକୋର୍ଟ […]
ବାଲେଶ୍ୱର: ସହାୟତା କରିବା ପାଇଁ ଅର୍ଥର ଆବଶ୍ୟକତା ନ ଥାଏ । ଆବଶ୍ୟକ ଥାଏ ଉଦାର ହୃଦୟର, ସ୍ନେହସିକ୍ତ ମନର । ତାଙ୍କ ପାଖରେ ଅର୍ଥ ନାହିଁ । ତଥାପି ତାଙ୍କର ସ୍ୱଳ୍ପ ସମ୍ବଳକୁ ନେଇ ବଢାଇଛନ୍ତି ତାଙ୍କ ସହାୟତାର ହାତ । ସେ ହେଉଛନ୍ତି ଜଣେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଜୀବନ କୁମାର ବେହେରା । ସେ ସହାୟତା ନାଁରେ ଟଙ୍କା ବା ସୁନା ଅଜାଡି ଦେଇ ନାହାନ୍ତି ସତ, ହେଲେ ତାଙ୍କର ସାମର୍ଥ୍ୟ ଭିତରେ […]
ଭୁବନେଶ୍ୱର: ପୁଣି ଥରେ ପ୍ରବାସ ଫେରନ୍ତାଙ୍କୁ ସାହାଯ୍ୟର ହାତ ବଢାଇ ଚର୍ଚ୍ଚାକୁ ଆସିଛନ୍ତି ଓଲିଉଡ୍ ଅଭିନେତା ସବ୍ୟସାଚୀ। ଲକ୍ଡାଉନ୍ ବେଳେ ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର ରାଜସ୍ଥାନରେ ଫସି ରହିଥିବା କିଛି ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିଜ ଖର୍ଚ୍ଚରେ ଫେରାଇ ଆଣିଛନ୍ତି। ଏଥିପାଇଁ ସେ ଦୁଇଟି ବସ୍ର ବ୍ୟବସ୍ଥା କରିଥିଲେ। ଏବେ ସୁନ୍ଦରଗଡ଼ ଜିଲ୍ଲାର ଝିଅ ପିଙ୍କି ମିଞ୍ଜଙ୍କୁ ବଢାଇଛନ୍ତି ସହାୟତାର ହାତ । ପିଙ୍କି ମ୍ବାଇରେ ଏକ କମ୍ପାନୀରେ କାମ କରୁଥିଲ। ଟ୍ରେନ୍ ଚାଲିବା ପରେ ଯୁବତୀ […]
ରାଉରକେଲା: ପ୍ରାୟ ଏକ ବର୍ଷ ଧରି ନିଖୋଜ ହୋଇଯାଇଥିଲେ ଝିଅ। ଅନେକ ଆଶା ଆଶଙ୍କା ମଧ୍ୟ ଦେଇ ଗତି କରୁଥିଲେ ପରିବାର ଲୋକେ। ଶେଷରେ ଝିଅକୁ ନ ପାଇ ପରିବାରର ଲୋକେ ଝିଅର ମୃତ୍ୟୁ ହୋଇଥିବା ଭାବି କ୍ରିୟାକ୍ରମ କରିବାକୁ ଲାଗିଥିଲେ। ହେଲେ ଏହାପୂର୍ବରୁ ଝିଅ ଜୀବତ ଥିବା ନେଇ ଆସିଲା ଖବର। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଲାଠିକଟା ବ୍ଲକ ଚାନ୍ଦିପୋଷ ଅଞ୍ଚଳରେ। ବର୍ଷେ ତଳୁ ଚମ୍ପାଝରଣର ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ। […]
ନୂଆଦିଲ୍ଲୀ:ଏମ୍ସ ଡାଇରେକ୍ଟର ରଣଦୀପ ଗୁଲେରିଆ ଅନଲକ୍ ୧.୦କୁ ନେଇ ଚେତାବନୀ ଦେଇଛନ୍ତି। ଲକ୍ଡଉନ ଖୋଲିବା ମାତ୍ରେ ସୋଶାଲ ଡିଷ୍ଟାନ୍ସିଂ ରହୁନି। ଲୋକେ ସଚେତନ ହେଉ ନାହାନ୍ତି। କରୋନା ବି କାୟା ବିସ୍ତାର କରି ଚାଲିଛି। କରୋନାକୁ ନିୟନ୍ତ୍ରଣ କରିବାକୁ ହେଲେ ମୃତ୍ୟୁ ହାର କମାଇବାକୁ ପଡ଼ିବ। ବର୍ତ୍ତମାନର ସମୟ ସବୁଠାରୁ କଠିନ। ହଠାତ୍ ଲୋକ ବାହାରକୁ ଆସିଯିବା ପରେ ସଂକ୍ରମଣର ମାତ୍ରା ବଢିଯାଇଛି। ପ୍ରତିଦିନ ପାଖାପାଖି ୧୦ ହଜାର ଲୋକ ପଜିଟିଭ ବାହାରୁଛନ୍ତି। ଭାରତର ଜନସଂଖ୍ୟା ଦୃଷ୍ଟିରୁ […]
ନୂଆଦିଲ୍ଲୀ:ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି (Enforcement Directorate)ର ୬ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ତେଣୁ ଇଡି ମୁଖ୍ୟାଳୟକୁ ୨ ଦିନ ପାଇଁ ସିଲ କରାଯାଇଛି। ଏହି ୬ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୧୦ ଜଣଙ୍କୁ କ୍ୱାରେଣ୍ଟିନ୍ରେ ରଖାଯାଇଛି। ନିକଟରେ ଜଣେ ଜୁନିଅର ରାଙ୍କ ଅଫିସରଙ୍କର ସ୍ୱାବ ଟେଷ୍ଟ ରିପୋର୍ଟ ପଜିଟିଭ ଆସଥିଲା। ଏହି ଅଫିସର ଜଣକ ଡେପୁଟେସନରେ ଥିଲେ। ୬ ଜଣ କର୍ମଚାରୀ କରୋନା ପଜିଟିଭ ଆସିବା ପରେ ଇଡି କାର୍ଯ୍ୟାଳୟକୁ ସିଲ […]
ଶ୍ରୀନଗର: ଶ୍ରଦ୍ଧାଳୁଙ୍କ ପ୍ରତୀକ୍ଷାର ଅବସାନ ହୋଇଛି। ଶେଷରେ ଅମରନାଥ ଯାତ୍ରା ପାଇଁ ସମୟସୀମା ଘୋଷଣା କରାଯାଇଛି। ଶ୍ରଦ୍ଧାଳୁମାନେ ଏ ବର୍ଷ ଜୁଲାଇ ୨୧ରୁ ଅମରନାଥ ଯାତ୍ରା କରି ପାରିବେ ବୋଲି ଶ୍ରୀ ଅମରନାଥଜୀ ଶ୍ରାଇନ ବୋର୍ଡ (ଏସଏଏସବି) ର ଅଧିକାରୀ ସୂଚନା ଦେଇଛନ୍ତି। ପ୍ରତିବର୍ଷ ଏହି ଯାତ୍ରା ୧୫ ଦିନ ଧରି ଚାଲେ। ହେଲେ ଏଥର କରୋନା କଟକଣାକୁ ନେଇ ଅମରନାଥ ଯାତ୍ରା ପାଇଁ ଅନୁମତି ମିଳିବ କି ନାହିଁ ସେ ନେଇ ସନ୍ଦେହ ପ୍ରକାଶ ପାଇଥିଲା। […]