କଟକ: କଟକ ଜିଲ୍ଲାରେ ଆଜି ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣ ଅଛନ୍ତି କଟକ ମହାନଗର ନିଗମ ଅଞ୍ଚଳର। କଟକ ସହରରୁ ଚିହ୍ନଟ ସମସ୍ତ ୭ଟି ଯାକ କେସ୍ ଲୋକାଲ ସଂକ୍ରମଣ ବୋଲି ସୂଚନା ମିଳିଛି । ୭ଜଣଙ୍କ ମଧ୍ୟରୁ ୬ଜଣ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ କାଠଗଡା ସାହିର ଜଣେ ୩୩ ବର୍ଷ ବୟସ୍କା ମହିଳା, […]
ଭୁବନେଶ୍ୱର:କୋଭିଡ ନିୟମ ନ ମାନିବାରୁ ତଣ୍ଡ ଗଣିଛନ୍ତି ଭୁବନେଶ୍ୱରର ୩ ଶୋ ରୁମ୍। ଅଶୋକ ନଗରରେ ଅବସ୍ଥିତ ଏହି ପ୍ରମୁଖ ୩ଟି ଶୋ ରୁମକୁ ଜରିମାନା କରିଛନ୍ତି ବିଏମ୍ସି ଏବଂ ବିଡିଏ। ଦିନକୁ ଦିନ ଭୁବନେଶ୍ୱରରେ ଲୋକାଲ କେସ୍ ବଢୁଥିବାରୁ ଚିନ୍ତାରେ ପଡ଼ିଛନ୍ତି ସରକାର। ଏପରି ପରିସ୍ଥିତିରେ ସାମାଜିକ ଦୂରତ୍ୱ ଏବଂ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଇଛନ୍ତି BMC/BDA। ଏ ନେଇ ଆଜି BMC/BDAର ମିଳିତ ସ୍କ୍ୱାଡ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା। ଚଢାଉ ବେଳେ […]
ଚେନ୍ନାଇ : ତାମିଲନାଡ଼ୁର କୁଡ୍ଡାଲୋର ଜିଲ୍ଲାରେ ଆଜି ଏକ ଥର୍ମାଲ ପାୱାର ପ୍ଲାଣ୍ଟରେ ବଡଧରଣର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ପ୍ରାୟ ୬ ଜଣଙ୍କର ମୃତ୍ୟୁ ଘଟିଛି। ୧୩ ଜଣ ଆହତ ହୋଇଛନ୍ତି। ରାଜଧାନୀ ଚେନ୍ନାଇଠାରୁ ପ୍ରାୟ ୧୮୦ କିମି ଦୂରରେ କୁଡ୍ଡାଲୋରରେ ରହିଛି ଏନଏଲସି ଇଣ୍ଡିଆ ଲିମିଟେଡ୍ର ଏହି ପାୱାର ପ୍ଲାଣ୍ଟ। ହଠାତ୍ ଆଜି ଏହି କାରଖାନାରେ ବିସ୍ଫୋରଣ ହୋଇଥିଲା। ପ୍ଲାଣ୍ଟର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ବଏଲର ଚାଲୁ ନ ଥିଲା। ଘଟଣାର ଯାଞ୍ଚ ଚାଲିଛି। […]
ନୂଆଦିଲ୍ଲୀ: ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ତିକ୍ତତାକୁ ଦୃଷ୍ଟିରେ ରଖି ପାକିସ୍ତାନ ଗିଲ୍ଗିଟ-ବାଲ୍ଟିସ୍ତାନର LoC ନିକଟରେ ଦୁଇ ଡିଭିଜନ ସେନା ବିଭାଗ ମୁତୟନ କରିଛି। LoC ନିକଟରେ ପାକିସ୍ତାନୀ ସେନାର ପ୍ରାୟ ୨୦, ୦୦୦ ଟ୍ରୁପ୍ ସୈନ୍ୟ ମୁତୟନ ହୋଇଛନ୍ତି। ଭାରତ ଉପରେ ଚାପ ପ୍ରୟୋଗ କରିବା ପାଇଁ ପାକିସ୍ତାନ ଏପରି କରୁଥିବା କୁହାଯାଉଛି। ଏପରିକି ଏହା ପଛରେ ଚୀନ୍ର ନିର୍ଦ୍ଦେଶ କାର୍ଯ୍ୟ କରୁଛି ବୋଲି ଆଶଙ୍କା କରାଯାଉଛି। ଇକ୍ନମିକ ଟାଇମ୍ସ ସୂତ୍ରରୁ ପ୍ରକାଶ […]
ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ପରେ ତାଙ୍କ ପ୍ରଶଂସକମାନେ ସିବିଆଇ ତଦନ୍ତ ଦାବି କରୁଛନ୍ତି। ପୋଲିସ ଏହି ମାମଲାକୁ ଆତ୍ମହତ୍ୟା ବୋଲି କହି ଏହାକୁ ପ୍ରମାଣିତ କରିବାକୁ ନିରନ୍ତର ଚେଷ୍ଟା କରୁଛି। ତେବେ ୩୪ ବର୍ଷ ବୟସରେ ସୁଶାନ୍ତ କାହିଁକି ଏହି ପଦକ୍ଷେପ ଗ୍ରହଣ କଲେ, ଏହି ରହସ୍ୟର ସମାଧାନ ପାଇଁ ବାନ୍ଦ୍ରା ପୋଲିସ ତାଙ୍କ ନିକଟତର ଲୋକଙ୍କୁ ପଚରାଉଚରା କରୁଛି । ଏହି ମାମଲାରେ ପୋଲିସ ମଙ୍ଗଳବାର (ଜୁନ୍ ୩୦) […]
ଆଜି ୨୦୨୦ ମସିହା, ମାର୍ଚ୍ଚ ମାସ ୬ ତାରିଖ, ଶୁକ୍ରବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…