• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

polic station
ଉପରିସ୍ଥ ଅଫିସରଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା

ସମ୍ବଲପୁର: ଆଞ୍ଚଳିକ କୋଇଲା ଖଣି ଭବିଷ୍ୟତ ନିଧି କାର୍ଯ୍ୟାଳୟ(ସିଏମ୍‌ପିଏଫ୍‌ଓ)ରେ ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଆଞ୍ଚଳିକ କମିଶନର ଉପେନ୍ଦ୍ର ପଣ୍ଡାଙ୍କ ନାଁରେ ଏହି ଅଭିଯୋଗ ଆସିଛି। ଅଫିସରେ କାର୍ଯ୍ୟ କରୁଥିବା ଜଣେ ଅସ୍ଥାୟୀ ମହିଳା କର୍ମଚାରୀ ଉପେନ୍ଦ୍ରଙ୍କ ନାଁରେ ଏହି ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହଁ। ଏପରିକି ଘଟଣା ସମ୍ପର୍କରେ ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ହେଲେ ଫଳ […]

plus three cut off mark
ଓଜେଇଇ ପରୀକ୍ଷାଫଳ ପ୍ରକାଶିତ

ଭୁବନେଶ୍ୱର: ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏଗ୍‌ଜାମିନେସନ ବା ଓଜେଇଇ ପରୀକ୍ଷାଫଳ ପ୍ରକାଶ ପାଇଛି।। ଏଥିରେ MBA, MCA, M.TECH ଆଦି ୧୨ଟି ବିଭାଗରେ ମୋଟ ୪୨, ୨୮୮ ଜଣ ପିଲା ପରୀକ୍ଷା ଦେଇଥିଲେ । ପ୍ରକାଶିତ ପରୀକ୍ଷାଫଳରେ ମୋଟ ୪୨,୨୮୩ ଜଣ ପରୀକ୍ଷାର୍ଥୀଙ୍କୁ ରାଙ୍କ କାର୍ଡ ମିଳିଛି। MBAରେ ଶୁଭ୍ରଜିତ ପଣ୍ଡା ଟପ୍ପର ହୋଇଥିବା ବେଳେ MCA ରେ ବିପ୍ଳବ ସାମନ୍ତରାୟ ଟପ୍ପର ହୋଇଛନ୍ତି। ଶୁଭମ ବି.ଫାର୍ମରେ ଟପ୍ପର ହୋଇଥିବା ବେଳେ ତନୁଶ୍ରୀ ବେହେରା ଇଣ୍ଟିଗ୍ରେଟେଡ୍ ଏମ୍‌ବିଏରେ […]

minorrape
ଲଜ୍ଜା: ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଡେରାବିଶ ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ଗତ ୨୩ ତାରିଖରେ ନାବାଳିକା ଜଣକ ବାହାରେ ବୁଲୁଥିବା ବେଳେ ଟଙ୍କା ଦେବାକୁ କହି ନାବାଳିକା ସହ ତାର ଛୋଟ ଛୋଟ ଭାଇଭଉଣୀଙ୍କୁ ଅଭିଯୁକ୍ତ ଏକ ଘର ମଧ୍ୟକୁ ନେଇଯାଇଥିଲା ସେହି ଘରେ ଅନ୍ୟମାନଙ୍କୁ ବାହାରକୁ ପଠାଇ ଦେଇ ନାବାଳିକା ଜଣକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଡେରାବିଶ ଥାନାରେ ମାମଲା ପରେ ଟାଙ୍ଗୀ ହଳଦିଆ ଅଞ୍ଚଳର ଜଣେ […]

odisha cm
କଂଗ୍ରେସ ସହ ମେଣ୍ଟ ଭିତ୍ତିହୀନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ କିମ୍ବା ବିଜେପି ସହ ମେଣ୍ଟ ହେବ ନାହିଁ ବୋଲି ପୁଣି ଥରେ ସ୍ପଷ୍ଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଉଭୟ ଦଳଠାରୁ ବିଜେଡି ସମଦୂରତ୍ୱ ରଖିବ ଓ କଂଗ୍ରେସ ସହ ମେଣ୍ଟକୁ ନେଇ ହେଉଥିବା ସବୁ ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି। ଏଥିସହିତ ଆସନ୍ତାକାଲି ମୋଦିଙ୍କ ଗସ୍ତ ଦ୍ୱାରା ଓଡ଼ିଶାରେ ବିଜେପି ଅଧିକ ଶକ୍ତିଶାଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଭାବୁ ନାହାନ୍ତି ବୋଲି ସେ କହିଛନ୍ତି।

win
ଆସ୍ଥା ଭୋଟରେ ଜିତିଲେ କୁମାରସ୍ୱାମୀ, ୟେଦ୍ୟୁରପ୍ପାଙ୍କ ତାତ୍ସଲ୍ୟ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ କୁମାରସ୍ୱାମୀ ସରକାର ଆସ୍ଥା ଭୋଟରେ ବିଜୟୀ ହୋଇଛି। କୁମାର ସ୍ୱାମୀଙ୍କୁ ମ୍ୟାଜିକ୍‌ ନମ୍ବର ୧୧୨ ଆବଶ୍ୟକ ଥିବା ବେଳେ କଂଗ୍ରେସ ମେଣ୍ଟକୁ ମିଶାଇ ତାଙ୍କୁ ୧୧୭ ବିଧାୟକ ସମର୍ଥନ କରିଥିଲେ। ଆସ୍ଥା ଭୋଟ ପୂର୍ବରୁ ବିଜେପି କକ୍ଷ ତ୍ୟାଗ କରିଥିଲା। ୟେଦ୍ୟୁରପ୍ପା କକ୍ଷ ତ୍ୟାଗ ପୂର୍ବରୁ ତାତ୍ସଲ୍ୟ କରି କହିଥିଲେ ଯେ “ ତୁମ ପାଖରେ ବହୁମତ ଅଛି , ଦେଖାଯାଉ କେତେଦିନ ସରକାର ତିଷ୍ଠୁଛି। ସୂଚନାକୁ ଥାଉ କି, ମୁଖ୍ୟମନ୍ତ୍ରୀ ପଦରୁ […]

monsoon
ଆଣ୍ଡାମାନରେ ପହଞ୍ଚିଲା ମୌସୁମୀ, ୩ ଦିନ ପରେ ଛୁଇଁପାରେ କେରଳ

ଭୁବନେଶ୍ୱର: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଛୁଇଁଲା ମୋସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଆଣ୍ଡାମାନ ଛୁଇଁଛି। ମୌସୁମୀ ପ୍ରଭାବରେ ଆଣ୍ଡାମାନ ଦ୍ୱୀପରେ ବର୍ଷା ହୋଇଛି। ‘ଦକ୍ଷିଣ ଆଣ୍ଡାମାନ ଓ ନିକୋବରରେ ଆଜି ସକାଳେ ବର୍ଷା ହୋଇଛି। ୨୩ରେ ଆଣ୍ଡାମାନ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ସେ ଦୃଷ୍ଟିରୁ ମୌସୁମୀ ଆସିବାରେ ୩ ଦିନ ବିଳମ୍ବ ହୋଇଛି’ ବୋଲି କହିଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁ। ଆସନ୍ତା ୨୯ରେ କେରଳ […]

damodar rout
ବିଷ୍ଣୁ ଦାସ? ସେ କିଏ ?

ଭୁବନେଶ୍ୱର: ପୁଣି ପଦାରେ ପଡ଼ିଲା ଦାମ-ବିଷ୍ଣୁ କଳି।  ପାରାଦୀପ ସମାରୋହରେ ଜଗତସିଂହପୁର ଜିଲ୍ଲା ବିଜେଡ଼ି ସଭାପତି ବିଷ୍ଣୁ ଦାସଙ୍କ ଅନୁପସ୍ଥିତି ସଂପର୍କିତ ଏକ ପ୍ରଶ୍ନର ଉତ୍ତରରେ ଦାମ କହିଛନ୍ତି, ବିଷ୍ଣୁ ଦାସ କିଏ ମୁଁ ଜାଣିନି… ମୁଁ ତାଙ୍କୁ କେବେ ଦେଖିନି କି କଥା ହୋଇନି। ତା’ସହିତ ବିଷ୍ଣୁଙ୍କ ପାଇଁ ଏଠି ଯିଏ ବଡ଼ ନେତା ସେ ବି ଆଜି ଆସିନାହାନ୍ତି ବୋଲି ଦାମ କଟାକ୍ଷ କରିଛନ୍ତି। ଏନେଇ ବିଷ୍ଣୁଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଜିଲ୍ଲା ବିଜେଡି […]

cm naveen patnaik
ଆମେ କେବଳ ପାଣି ନୁହେଁ, ମହାନଦୀର ଜୀବନ ପାଇଁ ଆନ୍ଦୋଳନ କରୁଛୁ: ମୁଖ୍ୟମନ୍ତ୍ରୀ

ପାରାଦୀପ: ମହାନଦୀ ବିବାଦ ନେଇ ଜନ ସଚେତନତା ସୃଷ୍ଟି ଲାଗି ବିଜେଡିର ମହାନଦୀ ସୁରକ୍ଷା ଅଭିଯାନର ଉଦ୍‌ଯାପନୀ ସମାରୋହରେ ବିଜେପି ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାରାଦୀପରେ ଉଦ୍‌ଯାପନୀ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି-ଏବେ ମହାନଦୀ ରାଜନୈତିକ ନୁହେଁ, ଜନ ଆନ୍ଦୋଳନ ପାଲଟିଛି। ମହାନଦୀ ପ୍ରସଙ୍ଗ ନେଇ କେନ୍ଦ୍ର ସରକାର ଚୁପ୍ ଅଛନ୍ତି। ଏଠାକୁ ଆସି କେନ୍ଦ୍ର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ସେମାନେ ଛତିଶଗଡ଼ କାମ ବନ୍ଦ କରାଇ ପାରିବେ କି ବୋଲି […]

airport
କାହିଁକି ଏୟାରପୋର୍ଟ ଉଡ଼େଇ ଦେବାକୁ କହିଲେ ଯୁବକ, ପଢ଼ନ୍ତୁ ପୂରା ଘଟଣା

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଧମକପୂର୍ଣ୍ଣ ଟେଲିଫୋନ୍‌ କଲ୍‌ କରିଥିବା ଅଭିଯୁକ୍ତ ଜଣକ ଶେଷରେ ପୋଲିସ୍‌ ହାତରେ ଧରାପଡ଼ିଛି। ଆଉ ସନ୍ଦିଗ୍ଧ ଫୋନ୍‌ କଲ୍‌ର ଗୁମର ଫିଟିଛି। ଜାଣନ୍ତୁ ପୂରା ଘଟଣା କ’ଣ… ଗତକାଲି ଏୟାରପୋର୍ଟକୁ ଧମକପୂର୍ଣ୍ଣ ଟେଲିଫୋନ୍ କଲ୍ ମିଳିବା ପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା। ଏହି ଘଟଣାରେ ଏୟାରଫିଲ୍ଡ ପୋଲିସ ନୟାଗଡ଼ର ବସନ୍ତ ପୃଷ୍ଟିକୁ ଗିରଫ କରିଛି। ଖୋଳତାଡ଼ ପରେ ଜଣାପଡ଼ିଥିଲା ଯେ, ବସନ୍ତ ମାନସିକ ଚିନ୍ତାଗ୍ରସ୍ତ ଥିଲେ। […]

fake currency
ସାବଧାନ! ଟ୍ରେନ୍‌ରେ ଆସୁଛି ଜାଲ୍ ନୋଟ୍‌

ଭୁବନେଶ୍ୱର: ସାବଧାନ ! ବିମୁଦ୍ରୀକରଣ ପରେ ବି ଜାଲ୍‌ ନୋଟ୍ ଦଲାଲଙ୍କ କବଳରୁ ମୁକ୍ତି ନାହିଁ । ପୁଣି ମାର୍କେଟ୍‌କୁ ଆସିଛି ପୁଳା ପୁଳା ଜାଲ୍‌ ନାଟ୍ । ଆସିଛି ସେହି ଗୋଲାପି ଗୋଲାପି ଜାଲ୍‌ ନୋଟ୍ ଯାହା କେତେବେଳେ ବି ଆପଣଙ୍କ ପାଖକୁ ଆସିପାରେ। ଗୋଟିଏ ଆସିଗଲେ ପାଞ୍ଚଶହ ନ ହେଲେ ଦୁଇ ହଜାର ଟଙ୍କା ଘାଟା । ଟ୍ରେନ୍‌ରେ ଚାଲାଣ ବେଳେ ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଆଜି ବିପୁଳ ପରିମାଣର ଜାଲ୍‌ ନୋଟ୍‌ ଜବତ […]

pm modi
କାଲି ଓଡ଼ିଶା ଆସୁଛନ୍ତି ମୋଦି, କଟକରେ ଜନ ସମାବେଶ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  କେନ୍ଦ୍ର ସରକାରଙ୍କ ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ କଟକ ସହରକୁ ବାଛିଛନ୍ତି।  ଏହିଠାରୁ ହିଁ ଆସନ୍ତାକାଲି ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବାପରେ ସେଠାରୁ ହେଲିକପ୍ଟର ମାଧ୍ୟମରେ କଟକ ଯିବେ। ଏଥିପାଇଁ ନରାଜ ଓ ବାଲିଯାତ୍ରା ତଳ ପଡିଆରେ ଅସ୍ଥାୟୀ ହେଲିପ୍ୟାଡ଼୍‌ କରାଯାଇଛି। ମୋଦିଙ୍କ ଗସ୍ତକୁ ନେଇ ଏସ୍‌ପିଜିର ଏକ ସ୍ୱତନ୍ତ୍ର […]

ipl 2018
IPL-11 ଫାଇନାଲରେ ଚେନ୍ନାଇକୁ କିଏ ଭେଟିବ? ହାଇଦ୍ରାବାଦ ନା କୋଲକାତା...

ନୂଆଦିଲ୍ଲୀ: IPL-11 ଫାଇନାଲରେ ଚେନ୍ନାଇକୁ କିଏ ଭେଟିବ? ସନ୍‌ରାଇଜର୍ସ ହାଇଦ୍ରାବାଦ ନା କୋଲକାତା ନାଇଟ୍ ରାଇଡର୍ସ। ଏସବୁ ଆଜି ସ୍ପଷ୍ଟ ହୋଇଯିବ। ସନ୍‌ରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଆଜି ଖେଳାଯିବ ଦ୍ୱିତୀୟ କ୍ୱାଲିଫାୟର। ଏନେଇ ଉଭୟ ଟିମ୍‌ ଜୋରଦାର୍‌ ଅଭ୍ୟାସ ଚଳାଇଛନ୍ତି। ପ୍ରଥମ କ୍ୱାଲିଫାୟରରେ ପରାସ୍ତ ହୋଇଥିବା ହାଇଦ୍ରାବାଦ ଟିମ୍‌କୁ ଆଉ ଏକ ସୁଯୋଗ ମିଳିଛି ଫାଇନାଲ ଖେଳିବା ପାଇଁ।  ଲିଗ୍ ପର୍ଯ୍ୟାୟରେ ଏହି ଟିମ୍ ୧୪ଟି ମ୍ୟାଚ୍‌ରୁ ୯ଟିରେ ବିଜୟୀ ହୋଇ […]

ojee
ଆଜି ପ୍ରକାଶ ପାଇବ OJEE ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ରେଜଲ୍ଟ।  ଆଜି ୫ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ତଥା ମହାବିଦ୍ୟାଳୟରେ ବି ଫାର୍ମ, ଏମ୍‌ ଫାର୍ମ, ଏମ୍‌ବିଏ ଓ ଲାଟେରାଲ ଏଣ୍ଟ୍ରିରେ ବି ଟେକ୍, ବି ଫାର୍ମ ଓ ଏମ୍‌ସିଏ ପାଠ୍ୟକ୍ରମରେ ନାମଲେଖା ପାଇଁ ୪୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ଗତ […]

hospital
ଆଜି ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ ବନ୍ଦ

ଭୁବନେଶ୍ୱର: ଆଜି ରାଜ୍ୟବ୍ୟାପୀ ବନ୍ଦ ରହିଛି ଘରୋଇ ହସ୍ପିଟାଲ। ରାଜ୍ୟର ସବୁ ଘରୋଇ ହସ୍ପିଟାଲ, ପାଥୋଲ୍ୟାବ୍ ଓ ଡାଇଗ୍ନୋଷ୍ଟିକ ସେଣ୍ଟର ଆଜି ସକାଳ ୬ ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ଧରି ବନ୍ଦ ରହିବ। କ୍ଲିନିକାଲ ଏଷ୍ଟାବ୍ଲିସ୍‌ମେଣ୍ଟ ଆକ୍ଟକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦରେ ରାଜ୍ୟର ପ୍ରାୟ ୨ ହଜାରରୁ ଅଧିକ କ୍ଲିନିକ, ଲ୍ୟାବ୍ ସାମିଲ ହୋଇଛନ୍ତି। ଘରୋଇ ମେଡିକାଲର ଆଉଟ ଡୋର ବନ୍ଦ ରହିଛି ଏବଂ ନୂଆ […]

girl
ହୋଟେଲ୍‌ ରୁମରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଏକ ହୋଟେଲ୍‌ରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ଏକ ରୁମ୍‌ରେ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାଁ ଶୁଭଙ୍କର ମାଝୀ ଓ ଯୁବତୀଙ୍କ ନାଁ ଟୁମ୍ପାରାଣୀ ପଖିରା। ଉଭୟଙ୍କ ଘର ପଶ୍ଚିମବଙ୍ଗ ହାଓଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଗତ ୨୨ ତାରିଖରୁ ସେମାନେ ହୋଟେଲର ରହି ଆସୁଥିଲେ। କମିଶନରେଟ୍‌ ପୋଲିସ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ମୃତ୍ୟୁର ପ୍ରକୃତ କାରଣ […]

suicide
ରାଜ୍ୟରେ ବଢି ଚାଲିଛି ଦୁଷ୍କର୍ମ ପୀଡିତାଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : କୁନ୍ଦୁଲି, ବାଣପୁର ଆଉ ଏବେ ସମ୍ବଲପୁରର ଶାସନ। କଳଙ୍କର ନୂଆ ନୂଆ ଠିକଣା। ଅସୁରକ୍ଷା, ଲଜ୍ଜା, ବ୍ୟବସ୍ଥା ଉପରେ ଅନାସ୍ଥାରୁ- ହାରିଯାଉଥିବା, ମରିଯାଉଥିବା ସଂଘର୍ଷର ନୂଆ ନୂଆ ନାଁ। କୁନ୍ଦୁଲି ଓ ବାଣପୁର ଝିଅ ଭଳି ନବମ ଶ୍ରେଣୀର ଏ ଝିଅ ବି ଗ୍ରାସି ଚାଲିଥିବା ନୂଆ ବ୍ୟାଧି ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଗତ ୨ ତାରିଖର ଏ ଘଟଣାକୁ ନେଇ ବି ହଇଚଇ ପରେ ପୋଲିସ୍ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଫାଷ୍ଟ […]