• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

accident 1
ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିକଟ ବରପଦାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୨୦ ନମ୍ବର ଜାତୀୟ ରାଜପଥ ଉପରେ ଚାଉଳ ଗାଡ଼ି ଧକ୍କାରେ ଅଜା ଓ ନାତିଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ରାମଚନ୍ଦ୍ରପୁର ଥାନା ହରିପୁର ଗାଁର କୀର୍ତ୍ତନ ନାଥ ନିଜ ନାତି କେଶବ ପାଗଳଙ୍କ ସହ ବାଇକରେ ବସି କେନ୍ଦୁଝରରୁ ଫେରୁଥିଲେ। ଘରଠାରୁ ୫ କିଲୋମିଟର ଆଗରୁ ବରପଦା ବଜାର ପାଖରେ ସେମାନଙ୍କ ବାଇକ ଗୋଟିଏ ଚାଉଳ ବୋଝେଇ ଟ୍ରକ ସହ […]

11
୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ହାଇଦ୍ରାବାଦ: ଦୀର୍ଘ ୫ମାସ ତଳେ ଗୋଟିଏ ହତ୍ୟାକୁ ଲୁଚାଇବାକୁ ଯାଇ ୯ ଜଣଙ୍କୁ ହତ୍ୟା କରିଥିବା ଅଭିଯୁକ୍ତକୁ ତେଲେଙ୍ଗାନା କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଚଳିତ ବର୍ଷ ମେ’ ମାସରେ ୨୪ ବର୍ଷୀୟ ଅଭିଯୁକ୍ତ ସଞ୍ଜୟ କୁମାର ଯାଦବ ଗୋଟିଏ ହତ୍ୟାକୁ ଲୁଚାଇବାକୁ ଯାଇ ଏହି ହତ୍ୟାକାଣ୍ଡ ସବୁ ଘଟାଇଥିଲା। ଘଟଣା ଅନୁସାରେ, ସଞ୍ଜୟ ତେଲେଙ୍ଗାନାରେ ରହି ଏକ ବ୍ୟାଗ୍‌ ପ୍ରସ୍ତୁତକାରୀ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ସେଠାରେ ସେ ମକସୁଦ୍‌ ନାମକ ଜଣେ ବ୍ୟକ୍ତିଙ୍କ […]

online-loot
୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ଭୁବନେଶ୍ୱର: ପ୍ରଥମେ ମଦର ହୋମ୍ ଡେଲିଭରି ନାଁରେ ଟଙ୍କା ହରଣଚାଲ୍ ପରେ ଏବେ ଅନ୍‌ଲାଇନ୍‌ରେ ଫୁଡ୍ ଅର୍ଡର୍ ନାଁରେ ଦୁର୍ବୃତ୍ତଙ୍କ ଲୁଟ୍। ସମାନ ଷ୍ଟାଇଲ୍, ସମାନ ଫଣ୍ଡା। ରାଜଧାନୀର ତ୍ରିନାଥ ମହାରଣା ଏକ ପ୍ରତିଷ୍ଠିତ ହୋଟେଲ୍ ନାଁରେ ଫେସ୍‌ବୁକ୍‌ରେ ପ୍ରକାଶ ପାଇଥିବା ବିଜ୍ଞାପନର ଲିଙ୍କ ପାଇଥିଲେ ଜଣେ ବନ୍ଧୁଙ୍କ ଠାରୁ। ଯେଉଁଥିରେ ଗୋଟିଏ ଥାଳିରେ ୨ଟି ଥାଳି ଫ୍ରି ଲେଖାଥିଲା। ଏହାଦେଖି ଲିଙ୍କ୍ ଓପନ୍ କରି ନିଜର ସମ୍ପୂର୍ଣ୍ଣ ବିବରଣୀ ଦେଲେ ତ୍ରିନାଥ। ଏହାପରେ ମେମ୍ବରସିପ୍ ବାବଦକୁ […]

coronavirus
ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଭୁବନେଶ୍ୱର: ସମସ୍ତଙ୍କ ସହଯୋଗ ପାଇଁ ପୂଜାରେ ସଂକ୍ରମଣ ବଢ଼ି ନାହିଁ। ହେଲେ ସଜାଗ ନ ରହିଲେ ପୁଣି କାୟା ବିସ୍ତାର କରିପାରେ କରୋନା। ଶୀତ ଦିନରେ ସଂକ୍ରମଣର ସେକେଣ୍ଡ ୱେଭ୍ ଆସିପାରେ। ସୁସ୍ଥ ହୋଇଥିବା ଲୋକ ବି ପୁଣି ସଂକ୍ରମଣର ଶୀକାର ହୋଇପାରନ୍ତି। କାରଣ ଓଡ଼ିଶାରେ କରୋନା ପୁନଃ ସଂକ୍ରମଣର ପ୍ରମାଣ ମିଳିସାରିଛି ବୋଲି ଆଜି ଏଭଳି ଭାବରେ ପ୍ରକାଶ କରିଛନ୍ତି ଆଇଏଲଏସ୍ (ILS) ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା। ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ILSରେ ଟେଷ୍ଟ […]

tsunami
ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଇସ୍ତାନ୍‌ବୁଲ୍: ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ। ଭୁମିକମ୍ପର ତୀବ୍ରତୀ ଏତେ ଭୟାନକ ଥିଲା ଯେ, ବଡ଼ ବଡ଼ କୋଠା ଭୁଶୁଡ଼ି ଯିବା ସହ ସମୁଦ୍ର ପାଣି ମାଡ଼ି ଆସିଥିଲା। ଗ୍ରୀକ୍ ପ୍ଲବିକ୍ ଟେଲିଭିଜନ୍ କହିବାନୁସାରେ ଆଜି ଅପରାହ୍ନରେ ଭୁମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହି ଭୂମିକମ୍ପର ତୀବ୍ରତା ଥିଲା ୭.୦। ଗ୍ରୀକ୍ ସହର ଠାରୁ ୧୪ କିମି ଦୂର କାର୍ଲୋଭାସୀ ଠାରେ ଏହାର କେନ୍ଦ୍ରସ୍ଥଳ ଥିବା ଜଣାପଡ଼ିଛି। https://twitter.com/disclosetv/status/1322152947044831236?s=20 ଏହି ଭୟଙ୍କର ଭୂମିକମ୍ପ ଯୋଗୁ […]

dharmendra
ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ତିର୍ତ୍ତୋଲରେ ପ୍ରଚାରବେଳେ ମାଆ ଶାରଳା ପୀଠରେ ପହଞ୍ଚିଥିବାବେଳେ ଏନେଇ ପଚରାଯିବାରୁ ସେ ମନ୍ଦିର ଖୋଲିବା ସପକ୍ଷରେ ମତ ଦେଇଛନ୍ତି। ଶ୍ରୀମନ୍ଦିର ସହ  ସମଲେଶ୍ୱରୀ, ଶାରଳା ଆଦି ମନ୍ଦିର ଖୋଲିବା ଉଚିତ ବୋଲି ସେ କହିଛନ୍ତି। ଅନ୍ୟ ରାଜ୍ୟରେ ମନ୍ଦିର ଖୋଲିଲାଣି। ସେଠାରେ ରାଜ୍ୟ ସରକାର କଟକଣା ସହ ଶ୍ରଦ୍ଧାଳୁଙ୍କୁ ଭଗବାନଙ୍କ ଦର୍ଶନ ଲାଗି ସୁଯୋଗ ଦେଉଛନ୍ତି। ଏଣୁ ଆମ ରାଜ୍ୟରେ ମଧ୍ୟ ମନ୍ଦିର […]

vote
ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ଭୁବନେଶ୍ୱର: ଉପନିର୍ବାଚନ ପାଇଁ  ଛୁଟି ଘୋଷଣା। ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ବାଲେଶ୍ୱର, ତିର୍ତ୍ତୋଲରେ ଛୁଟି ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ। ସବୁ ସରକାରୀ, ବେସରକାରୀ ଅନୁଷ୍ଠାନ କର୍ମଚାରୀଙ୍କୁ ସବୈତନିକ ଛୁଟି ଦେବା ପାଇଁ କୁହାଯାଇଛି। ନିର୍ବାଚନ ମଣ୍ଡଳୀ ବାହାରେ ଚାକିରି କରୁଥିବା ଲୋକ ବି ଛୁଟି ନେଇପାରିବେ। ସେହିପରି ଭୋଟ ଦେବା ପାଇଁ ବାହାରେ ଚାକିରି କରୁଥିବା ଲୋକ ଛୁଟି ନେଇ ପାରିବେ। ସେପଟେ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଇନ ଶୃଙ୍ଖଳା ସ୍ଥିତିକୁ ପରଖିଛନ୍ତି […]

gyale
ରାଗରେ ବ୍ୟାଟ୍‌ ଫୋପାଡ଼ି ଦେଲେ ଗେଲ୍‌ !

ଆବୁ ଧାବି: ଚଳିତ ଆଇପିଏଲ୍‌ର ୫୦ ତମ ମ୍ୟାଚ୍‌ରେ ଆଜି କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଟସ୍‌ ଜିତି ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେଣୁ କେଏଲ ରାହୁଲଙ୍କ ପଞ୍ଜାବ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଗେଲ୍‌ଙ୍କ ଦମଦାର ୯୯ ରନ୍‌ ବଳରେ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍‌ ହରାଇ ୧୮୪ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ […]

itbp
ରାସ୍ତା ଉପରେ ଆଇଟିବିପି ସେନାଙ୍କୁ ସାଲ୍ୟୁଟ୍‌ ମାରୁଥିବା ପିଲାକୁ ଅଢେଇ ଲକ୍ଷ ଟଙ୍କା ଦେଲେ ବିଜେପି ସାଂସଦ

ଲଦାଖ: ଲଦାଖର ରାସ୍ତା ଉପରେ ଛୋଟ ପିଲାଟିଏ ଠିଆ ହୋଇ ଆଇଟିବିପି ସେନାଙ୍କୁ ସାଲ୍ୟୁଟ୍‌ ମାରୁଥିବାର ଭିଡିଓ କିଛିଦିନ ତଳେ ଭାଇରାଲ ହୋଇଥିଲା। ଏହି ଭିଡିଓ ସେ ସମୟରେ ବେଶ ଭାଇରାଲ ହୋଇଥିଲା। ପିଲାଟି ନିଜ ଇଲାକାରେ ମୁତୟନ ହୋଇଥିବା ଭାରତ-ତିବ୍ଦତ ସୀମା ପୋଲିସ୍‌ ଟିମକୁ ସାଲ୍ୟୁଟ୍‌ ମାରୁଥିବା ଭିଡିଓ ଭାଇରାଲ ହୋଇଥିଲା। ଅକ୍ଟୋବର ୧୧ରେ ଜଣେ ସୁରକ୍ଷାକର୍ମୀ ଏହାକୁ ନିଜ ଅଫିସିଆଲ ଟ୍ୱିଟର ହାଣ୍ଡେଲରେ ପୋଷ୍ଟ କରିଥିଲେ। ବିଜେପି ସାଂସଦ ରାଜୀବ ଚନ୍ଦ୍ରଶେଖର ଶୁକ୍ରବାର ପିଲାଟିର ବାପା-ମା’ଙ୍କୁ […]

france
ଆତଙ୍କୀ ଆକ୍ରମଣରେ ଟଳିବା ପୂର୍ବରୁ ମହିଳାଙ୍କ ଶେଷ କଥା-‘ମୋ ପିଲାଙ୍କୁ କହିଦେବ.....

ନୀସ୍‌‌: ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମେକାନ ଧାର୍ମିକ ଚରମପନ୍ଥୀଙ୍କ ବିରୋଧରେ ଖୁବ୍‌ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ନୀସ ସହରର ଏକ ଚର୍ଚ୍ଚରେ ଏକ ଛୁରୀରେ ଜଣେ ଆତଙ୍କୀ ୩ ଜଣଙ୍କୁ ହତ୍ୟା କରିବା ପରେ ଇମେନୁଏଲ ଏହି ବୟାନ ଦେଇଛନ୍ତିି । ଦେଶରେ ଚଳିତ ମାସରେ ଏହା ୨ୟ ଆକ୍ରମଣ । ରାଷ୍ଟ୍ରପତି ଏହାକୁ  ମୁସଲିମ୍‌ ଆତଙ୍କ ବୋଲି ଅଭିହିତ କରିଛନ୍ତି। ଫ୍ରାନ୍ସ ଏହି ମୂଲ୍ୟ ଉପରେ ହାର ମାନିବେ ନାହିଁ […]

sunami
ଭୂମିକମ୍ପ ଓ ସୁନାମିରେ ୧୭ ମୃତ, ୭୦୦ରୁ ଅଧିକ ଆହତ

ଇସ୍ତାନ୍‌ବୁଲ୍: ଗ୍ରୀସ ଓ ତୁର୍କୀରେ ବଡ଼ ଧରଣର ଭୂମିକମ୍ପ ପରେ ସୁନାମି। ଏଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ତୁର୍କୀର ଏଜିୟନ୍ ଉପକୂଳରେ ହୋଇଛି ଶକ୍ତିଶାଳୀ ଭୂକମ୍ପ। Breaking: Video shows the moment a building collapsed in Izmir, Turkey, due to the earthquake. https://t.co/eKsDUmIdvn — PM Breaking News (@PMBreakingNews) October 30, 2020 ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା […]

police
କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଫୁଲବାଣୀ: ପୁଣି ପୋଲିସ-ମାଓବାଦୀ ମୁହାଁମୁହିଁ। କନ୍ଧମାଳ-ଗଂଜାମ ଜିଲ୍ଲା ସୀମାନ୍ତ ରାଇକିଆ ଥାନା ଅନ୍ତର୍ଗତ ବଜ୍ରକୋଟ ଅଂଚଳରେ ପୋଲିସ୍ ଓ ଲାଲବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଇନ୍ଦା ବିଭାଗକୁ ସୂଚନା ମିଳିବା ପରେ କନ୍ଧମାଳ ଏସଓଜି ଓ ଡିଭିଏଫର ଯବାନ ମିଳିତଭାବେ କମ୍ବିଂ ଅପରେସନ୍ ଚଳାଇଥିଲେ। ଦୀର୍ଘଦିନ ପରେ ସୀମାନ୍ତ ଇଲାକାରେ ମାଓ ଗତିବିଧି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀ ଅଞ୍ଚଳରେ କମ୍ବିଂକୁ ଜୋରଦାର କରିଛନ୍ତି। କମ୍ବିଂ ବେଳେ ମାଓବାଦୀ ଛତ୍ରଭଙ୍ଗ ଦେବା ସହ ବିପୁଳ […]

kajol agrawal wedding pic
ବାହା ହେଲେ କାଜଲ; ଦୁଲ୍‌ହନ୍‌ ବେଶରେ ଫଟୋ ଶେଆର କରି ଲେଖିଲେ, ଝଡ଼ ପୂର୍ବରୁ...

ମୁମ୍ବାଇ: ଅଭିନେତ୍ରୀ କାଜଲ ଅଗ୍ରୱାଲ୍‌ ଶୁକ୍ରବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମୁମ୍ବାଇର ଏକ ହୋଟେଲରେ ବୟଫ୍ରେଣ୍ଡ୍‌ ଗୌତମ କିଚଲୁଙ୍କୁ ସେ ବିବାହ କରିଛନ୍ତି। କରୋନା ଯୋଗୁ ଏହି ବିବାହରେ ବହୁତ କମ୍‌ ଲୋକ ସାମିଲ ହୋଇଥିଲେ। କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା। କାଜଲ ଓ ଗୌତମ ବରମାଳା ପିନ୍ଧିଥିବା ଫଟୋ ଏବେ ସାମ୍ନାକୁ ଆସିଛି। ଫଟୋରେ ଉଭୟ ବେଶ୍‌ ଖୁସିଥିବା ନଜର ଆସିଛି। ରିଲେସନ୍‌ଶିପ୍‌କୁ ନେଇ ଉଭୟ କିଛିଦିନ […]

earthquake
କ୍ଷଣିକ ଭିତରେ ହୋଇଗଲା ଛାରଖାର...ମାଟିରେ ମିଶିଗଲା ସବୁକିଛି

ଇସ୍ତାନବୁଲ୍‌: ଗ୍ରୀସ୍‌ ଓ ତୁର୍କୀରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୨୨ଜଣଙ୍କ ମୃତ୍ୟୁ ଘଟିଛି। ୭ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେଣୁ ମୃତକଙ୍କ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୭.୦ ଥିଲା। ଶୁକ୍ରବାର ଅପରାହ୍ଣରେ ହୋଇଥିବା ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ସତେ ଯେମିତି କ୍ଷଣକ ମଧ୍ୟରେ ସବୁକିଛି ଛାର୍‌ଖାର୍‌ ହୋଇଯାଇଥିଲା। ଆଉ ମାଟିରେ ମିଶି ଯାଇଥିଲା ସବୁକିଛି। ଆଖି ପିଛୁଳାକେ ବଡ଼ […]

govt-employeee
ନଭେମ୍ବରରେ କେମିତି ଚାଲିବ ସରକାରୀ ଅଫିସ, ଆସିଲା ଗାଇଡ୍‌ଲାଇନ୍

ଭୁବନେଶ୍ୱର: ନଭେମ୍ବର ମାସରେ କେମିତି ଚାଲିବ ସରକାରୀ ଅଫିସ, ତାର ଗାଇଡ୍ ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମା ଅନୁସାରେ ନଭେମ୍ବର ମାସରେ କଟକ ଭୁବନେଶ୍ୱରରେ ଥିବା ରାଜ୍ୟ ସରକାରଙ୍କ ସବୁ ଅଫିସ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ। କେଉଁ କର୍ମଚାରୀ କେତେବେଳେ ଆସିବେ, ତାହା ବିଭାଗୀୟ ମୁଖ୍ୟମାନେ ସ୍ଥିର କରିବେ। ତେବେ SRC, ଓସ୍‌ଡମା, ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ ସେବା, ମ୍ୟୁନିସିପାଲଟି ପରି ଜରୁରୀକାଳୀନ ସେବା ପୂର୍ଣ୍ଣ କ୍ଷମତାରେ ଚାଲିବ। […]

modi
'ଭାରତ ଉପରେ ଆଖି ପକାଇଲେ ଉଚିତ୍ ଜବାବ ଦେବୁ'

ନୂଆଦିଲ୍ଲୀ: ୧୪୫ ତମ ଜୟନ୍ତୀରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରୀୟ ଏକତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ ଦେଇ କହିଛନ୍ତି ଯେ ସୀମାକୁ ନେଇ ଭାରତର ଦୃଷ୍ଟିକୋଣ ବଦଳିଛି। ସୀମାରେ ଭାରତ ଶହ ଶହ କିଲୋମିଟର ସଡ଼କ ନିର୍ମାଣ କରୁଛି। ଶତ୍ରୁକୁ ମୁହଁତୋଡ଼ ଜବାବ ଦେବାର ଶକ୍ତି ଆମ ପାଖରେ ଅଛି। ଭାରତର ଭୂମି ଉପରେ ଆଖି ପକାଇଲେ ଉଚିତ୍ ଜବାବ ମିଳିବ ବୋଲି ମୋଦି କହିଛନ୍ତି। ଆତଙ୍କବାଦ ସମଗ୍ର ବିଶ୍ୱ […]

narendra-modi
ପୁଲଓ୍ୱାମା ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି

କେଭାଡିଆ: ରାଷ୍ଟ୍ରୀୟ ଏକତା ଦିବସରେ ପୁଲଓ୍ୱାମା ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁଲଓ୍ୱାମା ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ମୋଦି। ଦେଶ କେବେ ବି ପୁଲଓ୍ୱାମା ଆକ୍ରମଣ ଭୁଲି ପାରିବନି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ କିଛି ବ୍ୟକ୍ତି ପୁଲଓ୍ୱାମା ଆକ୍ରମଣରେ ବି ରାଜନୈତିକ ସ୍ୱାର୍ଥ ଦେଖୁଥିଲେ। ସ୍ୱାର୍ଥରେ ଭରା ରାଜନୀତି ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏସବୁ ଶୁଣିବା ପରେ ବି ସେ ମୁହଁ ଖୋଲିନଥିଲି ବୋଲି ମୋଦି କହିଛନ୍ତି। […]

unlock-6
ନଭେମ୍ବର ପାଇଁ ଅନ୍‌ଲକ୍-୬ ଗାଇଡ ଲାଇନ୍ ଜାରି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ Unlock-6 Guideline‌‌ ଆଜି ଜାରି ହୋଇଛି। ନଭେମ୍ବର ପାଇଁ ଏହି ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଜାଣନ୍ତୁ ଅନ୍‌ଲକ୍-୬ ଗାଇଡ୍‌ଲାଇନ୍‌ରେ କ’ଣ କ’ଣ ସବୁ ରହିଛି: କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ପୂର୍ବଭଳି କଟକଣା ବଳବତ୍ତର ରହିବ। ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର ସ୍ଥିର କରିବେ ଅବରୋଧ ଅଞ୍ଚଳ ନଭେମ୍ବର ୧୫ ଯାଏଁ ବନ୍ଦ ରହିବ ସିନେମା ହଲ୍, ସୁଇମିଂ ପୁଲ୍ ବାହାଘରରେ ସର୍ବାଧତ୍କ ୨୦୦ ଲୋକ ଯୋଗ ଦେଇପାରିବେ ଅନ୍ତିମ ସଂସ୍କାରରେ ସର୍ବାଧତ୍କ […]

Unlock-6 Guideline‌ for Odisha
ଆସିଲା ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍ସ: ଜାଣନ୍ତୁ ଓଡ଼ିଶାରେ କେବେ ଖୋଲିବ ସ୍କୁଲ...

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍‌‌ ଆଜି ଜାରି ହୋଇଛି। ନଭେମ୍ବର ପାଇଁ ଏହି ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ରାଜ୍ୟରେ ନଭେମ୍ବର ୧୬ରୁ ଖୋଲିବ ସ୍କୁଲ୍‌। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ନବମରୁ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ନଭେମ୍ବର ୩୦ ଯାଏ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ SOP ଅନୁସାରେ ସ୍କୁଲ୍‌ ଖୋଲିବାକୁ ଅନୁମତି। ପଢ଼ନ୍ତୁ: ନଭେମ୍ବର ପାଇଁ ଅନ୍‌ଲକ୍-୬ […]

corona
Corona Update In Odisha: ଦିନକରେ ୧,୪୭୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶା ରେ ୧,୪୭୦ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୪୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୮୫୩  ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୬୧୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୦,୧୧୬ରେ ପହଞ୍ଚିଛି। Covid-19 Report For 29th […]

coronavirus
ରାଜ୍ୟରେ କରୋନା ନେଲା ଆଉ ୧୨ ଜୀବନ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୨  କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧, ୩୨୦ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। Regret to inform the demise of twelve covid positive patients while under treatment in hospitals. 1.A 40-year-old female of Keonjhar district who was also suffering from […]