• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

gang-rape
ହୃଦୟବିଦାରକ : ଗୋଟିଏ ରାତିରେ ୩ଟି ସ୍ଥାନରେ ୩ ଥର ନାବାଳିକା ସହ ଗଣଦୁଷ୍କର୍ମ

ମୁମ୍ବାଇ : ନାବାଳିକା ସହ ଗଣଦୁଷ୍କର୍ମ । ମୁମ୍ବାଇରେ ପୁଣି ଜଣେ ନାବାଳିକ ଗଣଦୁଷ୍କର୍ମର ଶିକାର ହୋଇଛି । ୧୬ ବର୍ଷୀୟ ନାବଳିକା ସହ ଗୋଟିଏ ରାତିରେ ଭିନ୍ନ ଭିନ୍ନ ଜାଗାରେ ଗଣଦୁଷ୍କର୍ମ କରାଯାଇଛି । ପୀଡିତାଙ୍କ ଅଭିଯୋଗ କ୍ରମେ ୭…

news varient
ଭାରତରେ ଆଉ ଏକ ଭୟଙ୍କର ଭାରିଏଣ୍ଟ୍ ଚିହ୍ନଟ !

ନୂଆଦିଲ୍ଲୀ : ଡେଲଟା ପରେ ଭାରତରେ ଆଉ ଏକ ଭୟଙ୍କର ଭାରିଏଣ୍ଟ୍ ଚିହ୍ନଟ । କରୋନା ଭାଇରସ୍ କ୍ରମାଗତ ଭାବରେ ରୂପ ବଦଳାଇ ଅଧିକ ବିପଜ୍ଜନକ ହୋଇଯାଉଛି । ପ୍ରତିଦିନ ନୂଆ ନୂଆ ଭାରିଏଣ୍ଟ ଚିହ୍ନଟ ହେଉଛି । ଭାରତରେ ବର୍ତ୍ତମାନ…

tara bahinipati
ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତିଙ୍କୁ କରୋନା, ହସ୍ପିଟାଲ୍‌ରେ ଭର୍ତ୍ତି

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ବାହିନୀପତି ଅସୁସ୍ଥ ଥିବା ସୂଚନା ମିଳିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାରା ବାହିନୀପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ତାଙ୍କ ପତ୍ନୀ ତଥା କୋରାପୁଟ…

odisha
ଗଜପତିରେ ଜୋର ଜବରଦସ୍ତି ପୋଖରୀ ଖୋଳୁଛି ଆନ୍ଧ୍ର

ପୁଣି ଓଡ଼ିଶାରେ ଆନ୍ଧ୍ର ସରକାରଙ୍କ ଦାଦାଗିରି କୋରାପୁଟ ପରେ ଏବେ ଗଜପତି ଜିଲ୍ଲାରେ ଅନଧିକାର ପ୍ରବେଶ କରିଛି ଆନ୍ଧ୍ର ମନରେଗା ଯୋଜନାରେ ଚାଲିଛି ପୋଖରୀ ଖୋଳା  ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ୱେ ଚାଲିଛି ପୋଖରୀ ଖୋଳା  ପାରଳାଖେମୁଣ୍ଡି: ପୁଣି ଓଡ଼ିଶାରେ ଆନ୍ଧ୍ର…

PDS
ହିତାଧିକାରୀଙ୍କ ଦାନା ଖାଇ ଦେଉଛନ୍ତି ଡ଼ିଲର

କରୋନା ଦାଉ ଏବଂ ଲକଡାଉନ୍‌ ଯୋଗୁଁ ଗରିବ ଖଟିଖିଆଙ୍କ ପରିବାର ପ୍ରତିପୋଷଣରେ ସମସ୍ୟା ହେଉଥିବା ବେଳେ ମାଗଣା ରାସନ ସାମଗ୍ରୀରେ ବାଟମାରଣା ଚିନ୍ତାକୁ ଦ୍ୱିଗୁଣିତ କରିଛି। ଝାଟି ମାଟି, ଚାଳ ଏବଂ ଜରି ଛପର ଘରେ ଚଳୁଥିବା ଟାଙ୍ଗିର ଏହି ଗରିବ ପରିବାର ଗୁଡିକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି

lodha-tribals
କରୋନାକୁ ନେଇ କେତେ ସଚେତନ ଲୋଧା ସମ୍ପ୍ରଦାୟର ଆଦିବାସୀ?

ମୟୁରଭଞ୍ଜ: ଲୋଧା ସଂପ୍ରଦାୟର ଆଦିମ ଜନଜାତିଙ୍କ କଥା ଶୁଣିଲେ ଏବେବି ଅନେକ ଡରନ୍ତି। କାରଣ ସେମାନେ ହାତରେ ରହିଥାଏ ମାରଣସ୍ତ୍ର। ହେଲେ ସମୟ ଅନୁଯାୟୀ, ଏମାନଙ୍କ ଜୀବନ ଶୈଳୀ ବଦଳିଛି। କିଛି ଲୋଧା ଜନଜାତି ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଉପାନ୍ତ…

C CORONA
ଦେଶରେ କମୁଛି ସଂକ୍ରମଣ: ୨୪ ଘଂଟାରେ ୧ ଲକ୍ଷ ୧୪ ହଜାର ୪୬୦ ସଂକ୍ରମିତ ଚିହ୍ନଟ

ଲଗାତାର ଦେଶରେ କମୁଛି ସଂକ୍ରମଣ।  ଗତ ୨୪ ଘଂଟାରେ ଦେଶରେ ୧ଲକ୍ଷ ୧୪ ହଜାର ୪୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୨ ହଜାର ୬୭୭ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଦୈନିକ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୮୮ ଲକ୍ଷ ୯ ହଜାର ୩୩୯ ରହିଛି

cowin
CoWIN ପୋର୍ଟାଲରେ ପଞ୍ଜୀକରଣ ସମୟରେ ଦେବାକୁ ପଡ଼ିବନି Captcha

କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଦେଶରେ ଟିକାକରଣ ଅଭିଯାନ ଚାଲିଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରୋନା ଟିକା ନେଉଛନ୍ତି । ଟିକାକରଣ ସ୍ଲଟ୍ ବୁକିଂ କରିବା ପାଇଁ CoWIN ପୋର୍ଟାଲରେ ରେଜିଷ୍ଟର କରୁଛନ୍ତି ଲୋକେ ।  ତେବେ…

vaccination
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ୨୨ ଜିଲ୍ଲାକୁ ସଂପ୍ରସାରିତ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣକୁ ଅଧିକରୁ ଅଧିକ ଜିଲ୍ଲାକୁ ସଂପ୍ରସାରିତ କରାଯାଇଛି। ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକାକରଣ ମେ ମାସରେ ଆରମ୍ଭ ହୋଇଥିଲେ ବି ଏହା ମାତ୍ର ୫ଟି ପୌରାଞ୍ଚଳ ଓ ୬ଟି ଜିଲ୍ଲାରେ ଚାଲିଥିଲା। ଏବେ ଏହାକୁ ବାକି ରହିଥିବା ଆଉ ୨୨ଟି ଜିଲ୍ଲା ମୁଖ୍ୟାଳୟ ପୌରାଞ୍ଚଳ ଓ ଏନ୍ଏସିକୁ ସଂପ୍ରସାରିତ କରାଯାଇଛି

rain
୮ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳରୁ ଅଗ୍ରସର ହୋଇ ଉପକୂଳ କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ରର କେତେକ ଅଞ୍ଚଳ ଅତିକ୍ରମ କରିଛି। ଏହାସହ ତେଲଙ୍ଗାନା, ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳ ମୌସୁମୀ ବାୟୁ ଛୁଇଁଥିବା ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହାର…

subhendu
ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ

କୋଲକାତା : ଚୋରି ଅଭିଯୋଗରେ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ । ପଶ୍ଚିମବଙ୍ଗର କାନ୍ଥିରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ କେସ ଦାଏର କରାଯାଇଛି । ଦୁଇ ଭାଇ ମ୍ୟୁନିସିପାଲିଟିରୁ ରିଲିଫ୍ ସାମଗ୍ରୀ ଚୋରି…

corona
୨୪ ଘଣ୍ଟାରେ ୭୦୦୨ ଆକ୍ରାନ୍ତ ଚିହ୍ନଟ, ୪୨ ରୋଗୀ ମୃତ

ରାଜ୍ୟରେ ଗତ ୨୪ ଘଂଟାରେ ୭୦୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ ସେଂଟରରୁ ୩୯୨୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୩୦୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭାବରେ ଷ୍ଟେଟ୍‌ ପୁଲର ସଂଖ୍ୟା ୨୦୭ ରହିଛି

cyclone
ବାତ୍ୟା କ୍ଷୟକ୍ଷତିର ଆକଳନ ପାଇଁ ଆଜି ଆସୁଛି କେନ୍ଦ୍ରୀୟ ଟିମ୍‌

ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସିବେ କେନ୍ଦ୍ରୀୟ ଟିମ୍। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜଣେ ଯୁଗ୍ମ ସଚିବଙ୍କ ଅଧ୍ୟକ୍ଷତାରେ ଆସିବ ଏହି ୭ ଜଣିଆ ଟିମ

ramesh
ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ସ୍ତ୍ରୀର ଆକୁଳ ନିବେଦନ, ମାସେ ହେଲାଣି ମରଣ ସହ ଯୁଝୁଛନ୍ତି

ବ୍ରହ୍ମପୁର: ମାସେ ହେଲାଣି ମରଣ ସହ ଯୁଝୁଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଲଣ୍ଡେଇ ସାହି ଅଞ୍ଚଳର ରମେଶ ସାହୁ। କୋଲକାତାରେ ଏକ ଘରୋଇ ହସ୍ପିଟାଲ୍‌ରେ ଏବେ ତାଙ୍କର ଚିକିତ୍ସା ଚାଲିଛି। ଗତ ମାସରେ ତାଙ୍କ ବାପା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ…

VIMSAR-copy-720x430
ବ୍ଲାକ ଫଙ୍ଗସ ରୋଗୀଙ୍କ ଚିକିତ୍ସାରେ ବାଧକ ସାଜିଛି ଔଷଧ

ବୁର୍ଲା ଭୀମସାର ହସପିଟାଲରେ ବ୍ଲାକ ଫଙ୍ଗସ ରୋଗୀଙ୍କ ଚିକିତ୍ସାରେ ବାଧକ ସାଜିଛି ଔଷଧ। ଓଡ଼ିଶାରେ ଏହା ଉପଲବ୍ଧ ହେଉ ନଥିବାରୁ ରୋଗୀ ସେବାରେ ସମସ୍ୟା ଉପୁଜିଛି।

kolkata
କୋଲକାତାରେ ବିଜେପି କାର୍ଯ୍ୟାଳୟ ନିକଟରୁ ୫୧ ଦେଶୀ ବୋମା ଉଦ୍ଧାର

କୋଲକାତା : କୋଲକାତାର ହୋଷ୍ଟିଙ୍ଗ କ୍ରସିଂ ଅଞ୍ଚଳରେ ଥିବା ବିଜେପି କାର୍ଯ୍ୟାଳୟ ନିକଟରେ ୫୧ ଟି ଦେଶୀ ବୋମା ଉଦ୍ଧାର କରାଯାଇଛି । ସମସ୍ତ  ବୋମାକୁ ଏକ ଅଖା ଭିତରେ ବନ୍ଦ କରି କାର୍ଯ୍ୟାଳୟ ନିକଟରେ ରଖାଯାଇଥିଲା । ସେପଟେ ବୋମାକୁ…

Pakistan
ପ୍ରେମିକାଙ୍କୁ ଦେଖା କରିବାକୁ ଯାଇ ୪ ବର୍ଷ ଜେଲରେ ରହିଲେ ପ୍ରେମିକ

ସଫ୍ଟୱେୟାର ଇଞ୍ଜିନିୟର ରୂପେ କାର୍ଯ୍ୟକରୁଥିବା ସମୟରେ ପ୍ରଥମେ ଫେସବୁକରେ ପ୍ରେମ ହେଲା ଏବଂ ପରେ ନିଜ ପ୍ରେମିକାକୁ ମିଶିବା ପାଇଁ ପ୍ରେମିକ ଜଣକ ପାକିସ୍ତାନରେ ପହଞ୍ଚିଗଲେ

murder
ବିଜେପି ନେତାଙ୍କୁ ବାଡ଼େଇ ବାଡ଼େଇ ମାରିଦେଲେ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ନୂଆସାହିରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ବିଜେପିର ବାଲେଶ୍ୱର ଜିଲ୍ଲା ଯୁବ ମୋର୍ଚ୍ଚା ପ୍ରଭାରୀ ରଞ୍ଜିତ ପ୍ରଧାନଙ୍କୁ ବାଡ଼େଇ ବାଡ଼େଇ ମାରିଦେଇଛନ୍ତି ଦୁର୍ବୃତ୍ତ

police
ପୋଲିସକୁ ଚକମା ଦେବାକୁ ୬୦ କିଲୋ ଓଜନ ବଢ଼ାଇଲେ, ତଥାପି ଧରିନେଲେ ମାମୁଁ

ସୁରତ : ଆଇନର ହାତ ଲମ୍ବା । ଏ ଉକ୍ତିଟି ଆଜି ଅକ୍ଷରେ ଅକ୍ଷରେ ସତ ହୋଇଛି । ପୋଲିସର ଆଖିରେ ଧୂଳି ଦେବାକୁ ୫୫ କିଲୋରୁ ୧୧୫ କିଲୋ ଓଜନ ବଢ଼ାଇଥିଲା ଅପରାଧୀ । ତଥାପି ପୋଲିସ ଠାରୁ ରକ୍ଷା…

corona
ଭ୍ୟାକ୍ସିନେସନ୍ ସେଣ୍ଟରରେ ନେତ୍ରୀଙ୍କ ଜନ୍ମଦିନ ପାଳନ : ସମାଲୋଚନା ପରେ କ୍ଷମା ମାଗିଲେ ମାଧୁରୀ

ଭୋପାଳ : କରୋନା ଭ୍ୟାକ୍ସିନେସନ ସେଣ୍ଟରରେ ବିଜେପି ନେତ୍ରୀଙ୍କ ଜନ୍ମଦିନ ପାଳନ । ସାରା ଦେଶରୁ କରୋନା କହର ସମ୍ପୂର୍ଣ୍ଣ ରୂପେ ଶେଷ ହୋଇନଥିବା ବେଳେ ଜନତାଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ସର୍ବସାଧାରଣରେ ନିନ୍ଦା କରାଯାଇଛି । ମହାମାରୀକୁ ହରାଇବା ପାଇଁ ସାରା…

aparajita
ଓଡିଶାର ୩୩ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ କାହିଁକି: ଅପରାଜିତା

ଭୁବନେଶ୍ୱର: ନିତି ଆୟୋଗର ଧାରଣକ୍ଷମ ବିକାଶ ଲକ୍ଷ୍ୟ-SDG ରାଙ୍କିଂକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି। ଦାରିଦ୍ର୍ୟ ଦୂରୀକରଣଠୁ ନେଇ କ୍ଷୁଧାମୁକ୍ତ, ଉନ୍ନତ ଶିକ୍ଷା, ଲିଙ୍ଗ ଭିତ୍ତିକ ସମାନତା ଓ ଆର୍ଥିକ ବିକାଶ ଭଳି କ୍ଷେତ୍ରରେ ଓଡିଶାର ରାଙ୍କ୍ ବହୁ ତଳେ ରହିଥବା କହି…

amrit
ଅମ୍ରିତଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲା ବିଜେପି

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ବ୍ରହ୍ମପୁରର ଅମ୍ରିତ ପ୍ରଧାନଙ୍କୁ ସହାୟତା। ଗଂଜାମ ଜିଲ୍ଲା ବିଜେପି ପକ୍ଷରୁ ଅମ୍ରିତଙ୍କ ଚିକିତ୍ସା ଲାଗି ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଗଂଜାମ ଜିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନାଙ୍କ ସହ ଏକ ଟିମ…

cbse exam
ଯୁକ୍ତ ଦୁଇ ମୂଲ୍ୟାୟନ ପାଇଁ ଏକ୍ସପର୍ଟ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଯୁକ୍ତ ଦୁଇ ମୂଲ୍ୟାୟନ ପଦ୍ଧତି ଲାଗି ଗଠନ ହେଲା ଏକ୍ସପର୍ଟ କମିଟି। କମିଟିରେ ୧୪ଜଣ ଏକ୍ସପର୍ଟଙ୍କୁ ରଖାଯାଇଛି। କେଉଁ ପଦ୍ଧତିରେ ମୂଲ୍ୟାୟନ ହେଲେ ଛାତ୍ରଛାତ୍ରୀଙ୍କୁ ସୁଫଳ ମିଳିବ ସେ ନେଇ ତର୍ଜମା କରି ଆସନ୍ତା ୧୦ ଦିନ ଭିତରେ ଏକ୍ସପର୍ଟ…

DELHI-AIIMS
୨ ଡୋଜ୍‌ ଟିକା ନେଇ କରୋନାରେ ଆକ୍ରାନ୍ତ ହୋଇ ଦେଶରେ କାହାର ମୃତ୍ୟୁ ହୋଇନାହିଁ: ଏମ୍ସ

କୋଭିଡ୍ ଟିକାର ଦୁଇଟି ଯାକ ଡୋଜ୍ ନେଇ ବି ପରବର୍ତ୍ତୀ ସମୟରେ କରୋନାରେ ସଂକ୍ରମିତ ହୋଇଥିବା କୌଣସି ରୋଗୀଙ୍କର ଦେଶରେ ମୃତ୍ୟୁ ହୋଇନାହିଁ