• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

mumbai
ଭୁଶୁଡିଲା ୪ ମହଲା କୋଠା :  ୯ ମୃତ, ୮ ଗୁରୁତର

ମୁମ୍ବାଇ : ମୁମ୍ବାଇରେ ଭୁଶୁଡ଼ିଲା ୪ ମହଲା କୋଠା । ବିଳମ୍ବିତ ରାତ୍ରିରେ ମାଲୱଣୀ ଅଞ୍ଚଳରେ ଏକ ଚାରି ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି । ଏହି ଦୁର୍ଘଟଣାରେ ୯ ଜଣ ପ୍ରାଣ ହରାଇଥିବା ବେଳେ ୮ ଜଣ ଗୁରୁତର…

temple
ଦୁର୍ଦ୍ଦିନରେ ମନ୍ଦିର ସେବାୟତ, ଓଳିଏ ଖାଇଲେ ଓଳିଏ ଉପାସ..

ଭୁବନେଶ୍ୱର: ବିଶ୍ୱକଲ୍ୟାଣ ପାଇଁ ବିଶ୍ୱନିୟନ୍ତାଙ୍କୁ ଗୁହାରୀ କରୁଥିବା ପୂଜକ କୂଳ ଆଜି ଦୁର୍ଦ୍ଦିନରେ । କରୋନାର ପ୍ରଥମ ଲହର ବେଳେ ଭକ୍ତଙ୍କ ପାଇଁ ମନ୍ଦିରରେ ତାଲା ପଡ଼ିବା ପରେ ଉଜୁଡ଼ି ଯାଇଥିଲା ଜୀବିକା । ସେହି ସଙ୍କଟରୁ ମୁକୁଳିବା ଆଗରୁ ପୁଣି…

naveen patnaik
୭ ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ୭ଟି ଜିଲ୍ଲାରେ ୭ଟି ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହିତ ବାଲେଶ୍ୱରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସହାୟତାରେ ଏକ ଅତିରିକ୍ତ ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ର, ଡେଙ୍ଗୁ ଓ ଡାଇରିଆ ୱାର୍ଡର ଭିତ୍ତିପ୍ରସ୍ତର ସ୍ଥାପନ ରଖିଛନ୍ତି ।

Covaxin
ଖୁବ୍‌ ଶୀଘ୍ର କରୋନା ଟିକା କୋଭାକ୍ସିନର ଫେଜ୍-୪ ଟ୍ରାଏଲ୍

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ହେବ କରୋନା ଟିକା କୋଭାକ୍ସିନର ଫେଜ୍-୪ ଟ୍ରାଏଲ୍ । ଟିକା ପ୍ରସ୍ତୁତକାରୀ କମ୍ପାନି ଭାରତ ବାୟୋଟେକ ପକ୍ଷରୁ ଆଜି ଏନେଇ ସୂଚନା ଦିଆଯାଇଛି । କରୋନା ମହାମାରୀ ବିରୋଧରେ କୋଭାକ୍ସିନ୍ କେତେ ଫଳପ୍ରଦ ? ତାହା ଏହି…

Suresh Mohapatra
କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରୀ, ନୂଆପଡ଼ା-କଳାହାଣ୍ଡି ରାସ୍ତା ହେବ ୪ ଲେନ୍ ବିଶିଷ୍ଟ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ୧୧ଟି ପ୍ରସ୍ତାବକୁ ମିଳିଛି ମଂଜୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଅର୍ଥ, ମତ୍ସ୍ୟ ଓ ପ୍ରାଣୀ ସଂପଦ, ସାଧାରଣ ପ୍ରଶାସନ ବିଭାଗ, ଗୃହ ନିର୍ମାଣ ଓ ନଗର…

Child-Corona
ଛୋଟ ଛୁଆଙ୍କ ପାଇଁ ଘାତକ ସାଜିବ କରୋନାର ତୃତୀୟ ଲହର

କରୋନାର ଦ୍ୱିତୀୟ ଲହର ବିପଦ ଟଳିବା ପୂର୍ବରୁ ଘାରିଲାଣି ସମ୍ଭାବ୍ୟ ତୃତୀୟ ଲହରର ଚିନ୍ତା। ସେପ୍ଟେମ୍ବର କିମ୍ବା ଅକ୍ଟୋବୋରରେ ତୃତୀୟ ଲହର ଆସିବା ନେଇ ସ୍ୱାସ୍ଥ୍ୟ ବିଶଷଜ୍ଞ ଆକଳନ କଲେଣି

Sabtri
ସାବିତ୍ରୀ ବ୍ରତ ପାଇଁ ଚୁଲିକୁ ଗଲା ଲକଡାଉନ୍‌ ନିୟମ୍

ଆସନ୍ତାକାଲି ସାବିତ୍ରୀ ବ୍ରତ। ଏହା ପୂର୍ବରୁ କୋଭିଡ୍ କଟକଣାକୁ ଫୁ କରି ଆଜି ବଜାରରେ ଜମିଥିଲା ପ୍ରବଳ ଭିଡ଼। ମାସ୍କ ହେଉ କି ସାମାଜିକ ଦୂରତା, ସବୁ ଚୁଲିକୁ ଗଲା। ଫଳ କିଣିବା ପାଇଁ ଆଇନ ଓ କଟକଣାକୁ ଦଳିଚକଟି ନିଜ ଜୀବନକୁ ବିପଦରେ ପକାଇବାକୁ ଟିକିଏ ବି ପଛାଇଲେନି ଲୋକେ

ips
ରାଜ୍ୟରେ IPS ସ୍ତରରେ ଅଦଳବଦଳ, ଦୀପ୍ତେଶ ପଟ୍ଟନାୟକ ଏବେ ଜେଲ୍ ବିଭାଗ IG

ଭୁବନେଶ୍ୱର: ରାଜ୍ୟର ଆଇପିଏସ୍ ସ୍ତରରେ ଅଦଳବଦଳ । ଏନେଇ ବୁଧବାର ସନ୍ଧ୍ୟାରେ ତାଲିକା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଆଇପିଏସ୍ ଦୀପ୍ତେଶ ପଟ୍ଟନାୟକଙ୍କୁ ଜେଲ୍ ବିଭାଗ ଆଇଜି ଭାବେ ରାଜ୍ୟ ସରକାର ଅବସ୍ଥାପିତ କରିଥିବା ବେଳେ କେନ୍ଦ୍ରାଞ୍ଚଳ ଆଇଜି ଭାବେ…

abhisekh
ECMO ଚିକିତ୍ସା ପାଇଁ ଏୟାରଲିଫ୍ଟିଂ ହେଲେ ଅଭିଷେକ: ସାହାଯ୍ୟ କରିବାକୁ ପରିବାର ଲୋକଙ୍କ ଆକୁଳ ନିବେଦନ

ଅର୍ଥ ଅଭାବରୁ ହଁ ନାଇଁ ଭିତରେ ଶେଷରେ ଭୁବନେଶ୍ୱରରୁ କୋଲକାତାକୁ ECMO ଚିକିତ୍ସା ପାଇଁ ଏୟାରଲିଫ୍ଟିଂ ହୋଇଛନ୍ତି କରୋନାରେ ଗୁରୁତର ହୋଇପଡ଼ିଥିବା ଅଭିଷେକ ମହାପାତ୍ର।

Forest
ଦୁର୍ବଳ ହେଉଛି ଓଡ଼ିଶାର ସୁରକ୍ଷା କବଚ, ବିଶେଷଜ୍ଞଙ୍କ ମତ ଚିଙ୍ଗୁଡ଼ି-କାଠ ମାଫିଆ ଦାୟୀ

ଭୁବନେଶ୍ୱର: କିଛି ଦିନ ତଳେ ଆମେ ସାମ୍ନା କରିଥିବା ବାତ୍ୟା ୟାସ୍ ଓଡ଼ିଶା ଉପକୂଳରେ ବେଶି ଘନୀଭୂତ ହୋଇପାରିନଥିଲା । ସ୍ଥଳଭାଗ ଛୁଇଁବା ପୂର୍ବରୁ ପବନ ବେଗ ଓ ବାତ୍ୟାର କୋପ ପୂର୍ବାନୁମାନ ଠାରୁ ବେଶ ଦୁର୍ବଳ ହୋଇସାରିଥିଲା । ଫଳରେ…

vaccination
ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ସ୍ଥାନରେ ମିଳିବ କରୋନା ଟିକା

ଉଚ୍ଚଶିକ୍ଷା ପାଇଁ ଯେଉଁ ଛାତ୍ରଛାତ୍ରୀମାନେ ବିଦେଶ ଯିବାର ଅଛି, ସେମାନଙ୍କୁ କରୋନା ଟିକା ଦେବାକୁ ସ୍ୱତନ୍ତ୍ର ଅଭିଯାନ କରାଯାଇଛି। ଏହି ବର୍ଗର ବ୍ୟକ୍ତି କଟକ ଗୋପାଳପୁରର କଲ୍ୟାଣ ମଣ୍ଡପ ଓ ଖୋର୍ଦ୍ଧା ପିଏନ୍ କଲେଜରେ ଟିକା ନେଇପାରିବେ ବୋଲି ସୂଚନା ମିଳିଛି।

Surat
ନିଜେ ଚାଲିଗଲେ, ୭ ଜଣଙ୍କ ଜୀବନ ବଞ୍ଚାଇ ଦେଲେ

ନିଜେ ଚାଲିଗଲେ, ହେଲେ ସାତ ଜଣଙ୍କ ଜୀବନ ବଞ୍ଚାଇ ଦେଲେ। ଲକଡାଉନ୍‌ ସମୟରେ ସୁରଟ୍‌ରୁ ଆସିଲା ହୃଦୟବିଦାରକ ଦୃଶ୍ୟ।

Mohan Majhi
ବିଧାୟକ ପାଣ୍ଠିରେ ଅକ୍ସିଜେନ୍ ଓ ଭେଣ୍ଟିଲେଟର ବେଡ୍ ଯୋଗାଇବାକୁ ବିଜେପିର ଦାବି

ବିଧାୟକ ପାଣ୍ଠି ନିୟମରେ ସଂଶୋଧନ ପାଇଁ ବିଜେପି ବିଧାୟକଙ୍କ ଦାବି । ଏନେଇ ମୁଖ୍ୟମନ୍ତ୍ରୀ ଓ ବିଧାନସଭା ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ରାଜ୍ୟର ବିଜେପି ବିଧାୟକ । ଚିଠିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, କୋଭିଡ ମହାମାରୀ ପାଇଁ ମାସ୍କ ବଣ୍ଟନ…

Congress
ଉତ୍ତରପ୍ରଦେଶ କଂଗ୍ରେସକୁ ଶକ୍ତ ଧକ୍କା ପରେ ଏବେ ପଞ୍ଜାବ ପାଳି..

ନୂଆଦିଲ୍ଲୀ: କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ବଡ଼ ଝଟ୍‌କା । ବିଗତ କିଛି ସାଧାରଣ ନିର୍ବାଚନରେ କଂଗ୍ରେସ ସୁଧୁରୁଥିବା ଓ ବିଜେପି ଖସୁଥିବା କଂଗ୍ରେସ ଦାବି କରୁଥିବା ବେଳେ ଏବେ ପୁଣି ଲାଗିଛି ଝଟ୍‌କା । ଗତବର୍ଷ ମାର୍ଚ୍ଚରେ ଜ୍ୟୋତିରାଦିତ୍ୟ ସିନ୍ଧିଆ…

cyber fraud
‘ସେୟାର ବଜାରରେ ଟଙ୍କା ଲଗାନ୍ତୁ ଆମେ ପ୍ରଫିଟ୍‌ ଦେବୁ’ ! ସାଇବର ଲୁଟେରାଙ୍କ ଲୁଟ୍ ଡାଇଲଗ୍

କେନ୍ଦ୍ରାପଡ଼ା/ଭୁବନେଶ୍ୱର: ସାଇବର ସେଲ୍‌କୁ ବଡ଼ ସଫଳତା । ଫେରାଇ ଆଣିଲା ଲକ୍ଷାଧିକ ଟଙ୍କା । ‘ସେୟାର ମାର୍କେଟରେ ଟଙ୍କା ଲଗାଇଲେ, ଆମେ ତୁମକୁ ପ୍ରଚୁର ଲାଭ ଦେବୁ ।’ ଏଭଳି କିଛି ଲୋଭ ଦେଖାଇ ଟଙ୍କା ଲୁଟ କରିବାର ଉପାୟ ବାହାର…

Rain-KO
ଆସୁଛି ବଡ଼ ବର୍ଷା: ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ SRC ଲେଖିଲେ ଚିଠି

ମାଡ଼ି ଆସୁଛି ବଡ଼ ବର୍ଷା। ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ  ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ SRC ଚିଠି ଲେଖିଛନ୍ତି। ହେବାକୁ ଥିବା ବର୍ଷା ନେଇ ସତର୍କ କରିବା ସହ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ SRC ।

farming
ବଳଦ କିଣିବାକୁ ଧନ ନାହିଁ ଚାଷୀ କାନ୍ଧରେ ପଡ଼ିଛି ଜୁଆଳି

ବରଗଡ଼: ଚାଷ କାମ ଯାହାର କେତେ ସୁଖ ତାହାର। ହେଲେ କରୋନାର ପ୍ରତିକୂଳ ପରିସ୍ଥିତିରେ ଚାଷୀ ଆଜି ନୟାନ୍ତ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରୁ। ଜିଲ୍ଲାର ସୋହେଲା ବ୍ଲକ ମାଛିମୋରା ଗାଁରେ ଭୂମୀହିନ ଚାଷୀ ବାଲ୍ମୀକ ପ୍ରଧାନ ସମ୍ପୂର୍ଣ୍ଣ…

Football
ଜାତୀୟ ସ୍ତରୀୟ ଫୁଟବଲ ଖେଳାଳି ଏବେ ପେଟ୍ରୋଲ ପମ୍ପ କର୍ମଚାରୀ

ସୁନ୍ଦରଗଡ଼ ଜିଲ୍ଲା  ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏ ଜିଲ୍ଲାରେ ଖେଳାଳିଙ୍କ ଅଭାବ ନାହିଁ । ହକି, ଫୁଟବଲ ଭଲି ସମସ୍ତ ପ୍ରକାର ପ୍ରତିଭାଶାଳୀ ଖେଳାଳି ଏ ସୁନ୍ଦରଗଡ଼ ଜିଲ୍ଲାରେ ଭରି ରହିଛନ୍ତି

newborn corona
ଏତେ ସହଜରେ ସଂକ୍ରମିତ ହେବେନି ଶିଶୁ, ମାସ୍କ ପିନ୍ଧାଇବା ବି ଜରୁରୀ ନୁହେଁ..

ଭୁବନେଶ୍ୱର: ଗର୍ଭାବସ୍ଥାରେ ମା’ କରୋନା ଆକ୍ରାନ୍ତ ଥିଲେ ଛୁଆ ଆକ୍ରାନ୍ତ ହେବ, ତାହା ଜରୁରୀ ନୁହେଁ । ଛୋଟ ପିଲାଙ୍କୁ ମାସ୍କ ପିନ୍ଧାଇବା ବି ଆବଶ୍ୟକତା ନାହିଁ । ଗର୍ଭାବସ୍ଥାରେ ମା’ଠାରୁ ଛୁଆ ସଂକ୍ରମିତ ହେବ ନାହିଁ । ଛୁଆ ଜନ୍ମ…

balaosre
ବାତ୍ୟା ରିଲିଫ୍‌ ଚାଉଳକୁ ଖାଇଲା କିଏ?

ବାତ୍ୟା ୟାସ୍ ଯିବାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଦିଆଯାଉଥିବା ରିଲିଫ ଚାଉଳ ବଣ୍ଟାରେ ଅନିୟମିତତା ଦେଖାଦେଇଛି।

INDIAN ARMY
ସେନାକୁ ଶକ୍ତିଶାଳୀ କରୁଛି ଭାରତ: ଜାଣନ୍ତୁ କଣ ହୋଇଛି ବ୍ଲୁ ପ୍ରିଣ୍ଟ...

ବଦଳୁଛି ରଣକୌଶଳ। ବଦଳୁଛି ଯୁଦ୍ଧର ପରିଭାଷା। ଭବିଷ୍ୟତର ଲଢେଇ ଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି ପ୍ରତ୍ୟେକ ଦେଶ। ତେବେ ଯାହାର ପଶ୍ଚିମରେ ପାକିସ୍ତାନ ଓ ପୂର୍ବରେ ଚୀନ୍ ଭଳି ଶତ୍ରୁ, ଅର୍ଥାତ୍ ଭାରତ ଲାଗି ଚ୍ୟାଲେଞ୍ଜ ସବୁଠୁ ଅଧିକ। ଏମିତିକି ଭାରତୀୟ ସେନାକୁ ଦିପଟୁଆ ଲଢେଇର ବି ସାମ୍ନା କରିବାକୁ ପଡିପାରେ

C CORONA
ତୃତୀୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହେବା ଆଶଙ୍କାକୁ ନେଇ କ’ଣ କହୁଛନ୍ତି ବିଶେଷଜ୍ଞ ଜାଣନ୍ତୁ..

ଭୁବନେଶ୍ୱର: କରୋନା ସାରା ବିଶ୍ୱକୁ ଡରାଇ ରଖିଛି । କରୋନାରୁ ମୁକ୍ତି ପାଇବା ପାଇଁ ଦିନରାତି ଅହରହ ପରିଶ୍ରମ କରୁଛନ୍ତି ଅନେକ ବୈଜ୍ଞାନିକ ବିଶେଷଜ୍ଞ । ଆଉ ଅନ୍ୟପଟେ କରୋନା ରୋଗୀଙ୍କୁ ଭଲ କରିବା ପାଇଁ ଦିନ ରାତି ଏକ କରିଛନ୍ତି…