• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

V K Paul
୧୫ଟି ରାଜ୍ୟରେ ୫ ପ୍ରତିଶତ ତଳେ ପଜିଟିଭିଟି ହାର

ନୂଆଦିଲ୍ଲୀ: ଦେଶରେ କରୋନା ରିକଭରି ରେଟ୍ ୯୪.୩ ପ୍ରତିଶତକୁ ବୃଦ୍ଧି ପାଇଛି। ୧୫ଟି ରାଜ୍ୟରେ ୫ ପ୍ରତିଶତ ତଳେ ପଜିଟିଭିଟି ହାର ରହିଛି। ଏନେଇ ପ୍ରେସମିଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ସମସ୍ତଙ୍କୁ ମାଗଣା ଟିକା ଘୋଷଣା ପରେ…

gold
କାଲି କମିଥିଲା ସୁନା ଦର, ଆଜି ପୁଣି ବଢ଼ିଲା

ନୂଆଦିଲ୍ଲୀ: ସୁନା ଓ ରୂପା ଦରରେ ଗତକାଲି ହ୍ରାସ ଘଟିଥିବା ବେଳେ ଆଜି ଏହି ଦରରେ ବୃଦ୍ଧି ଘଟିଛି। ସର୍ରାଫା ବଜାରରେ ଆଜି ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ପ୍ରତି ୧୦ ଗ୍ରାମକୁ ସୁନା ଦର…

Children
କୋଭିଡ୍ ହସ୍ପିଟାଲରେ ସ୍ୱତନ୍ତ୍ର ଶିଶୁ ବିଭାଗ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ତୃତୀୟ ଲହର ପାଇଁ ଆଗୁଆ ପଦକ୍ଷେପ ରାଜ୍ୟ ସରକାର ନେଇଛନ୍ତି। ଆଗୁଆ ବ୍ୟବସ୍ଥା ପାଇଁ ସବୁ ଜିଲ୍ଲାପାଳ, CDMOମାନଙ୍କୁ ସ୍ୱାସ୍ଥ୍ୟ ACS ଚିଠି କରିଛନ୍ତି। ତୃତୀୟ ଲହରରେ ଛୋଟପିଲା ସଂକ୍ରମିତ ହେବା ସମ୍ଭାବନା ଥିବାରୁ ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ…

puri
ଶୀମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ କୋଭିଡ୍ ଯୋଦ୍ଧା ମାନ୍ୟତା ଦାବି

ପୁରୀ: ଶୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ କୋଭିଡ୍ ଯୋଦ୍ଧା ମାନ୍ୟତା ଦିଆଯାଉ । ଏ ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଚିଠିରେ ସେ ଉଲ୍ଲେଖ କରିଛନ୍ତି, କୋଭିଡ୍…

Mobile
ଟିକା ନେଲେ ମିଳିବ ମୋବାଇଲ୍

ଦେଶରେ ଭୟଙ୍କର ଭାବରେ ସଂକ୍ରମଣ ବଢୁଛି। ତେଣୁ ସଂକ୍ରମଣକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ। ଆଉ ସଂକ୍ରମଣ ରୋକିବାକୁ ସରକାର ଅନେକ ପଦକ୍ଷେପ ମଧ୍ୟ ନେଉଛନ୍ତି। ଆଉ ଏହାରି ମଧ୍ୟରେ ଟିକାକରଣକୁ ବ୍ୟାପକ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି

Dr Chhitaranjan
ବିଦେଶରେ ଥାଇ ମଧ୍ୟ ନିଜ ମାଟି ପାଇଁ ଦେଖାଇଲେ ମମତା

ବଲାଙ୍ଗିର: କରୋନା କାଳରେ ଦେବଦୂତ ସାଜିଲେ ଓଡ଼ିଆ ଡାକ୍ତର । ବିଦେଶରେ କାମ କରୁଥିବା ଓଡ଼ିଆ ଡାକ୍ତର ନିଜ ଜନ୍ମମାଟି ଲାଗି ୧୫ଟି ଅକ୍ସିଜେନ କନସେନ୍ଟ୍ରେଟର ପଠାଇଛନ୍ତି । ବଲାଙ୍ଗିର ଜିଲ୍ଲାର ଓଡ଼ିଆ ଡାକ୍ତର ଚିତ୍ତରଂଜନ ଯୋଶୀ ବର୍ତ୍ତମାନ ଅଷ୍ଟ୍ରେଲିଆରେ କାର୍ଯ୍ୟ…

vaccine
ଦୁଇ ଡୋଜ୍ କରୋନା ଟିକା ନେଇଥିଲେ ଏହିସବୁ ଜିନିଷ ଉପରେ ମିଳିବ ୫% ଡିସ୍‌କାଉଣ୍ଟ୍‌

ବ୍ରହ୍ମପୁର: କରୋନା ଟିକାକରଣ ପାଇଁ ନିଆରା ସଚେତନତା। ଦୁଇ ଡୋଜ୍ କରୋନା ଟିକା ନେଇଥିବା ବ୍ୟକ୍ତି ଗ୍ରୋସରୀ, କପଡ଼ା କିମ୍ବା ହୋଟେଲ୍‌ରୁ ଖାଇବା ଅର୍ଡର କଲେ ସେମାନଙ୍କୁ ୫% ଡିସ୍‌କାଉଣ୍ଟ୍‌ ମିଳିବ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିରେ ଏହି ନିଆରା ସଚେତନତା ଦେଖିବାକୁ…

vaccine
କୋଭିଡ୍ ଟିକାକରଣ ପାଇଁ ଜାରି ହେଲା ନୂଆ ପରିବର୍ତ୍ତିତ ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ: କୋଭିଡ୍ ଟିକାକରଣ ପାଇଁ କେନ୍ଦ୍ର ସରକାର ନୂଆ ପରିବର୍ତ୍ତିତ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଦେଶବାସୀଙ୍କୁ ମାଗଣା ଟିକା ଯୋଗାଇବାକୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଏହି ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଜାଣନ୍ତୁ, କ’ଣ ରହିଛି ଏହି ନୂଆ ପରିବର୍ତ୍ତିତ ଗାଇଡ୍‌ଲାଇନ୍‌ରେ…. ରାଜ୍ୟର…

DGP
ଡ୍ରଗ୍ସ ବେପାରୀଙ୍କ ଉପରେ ପଡ଼ିବ ଚଡ଼କ, ଆହୁରି ସୁଦୃଢ଼ ହେବ STF

ରାଜ୍ୟରେ ଡ୍ରଗ୍ସ କାରବାର ବଢି ଚାଲିଥିବାବେଳେ ଏହାକୁ ରୋକିବାରେ ସଫଳ ହୋଇଛି ଓଡ଼ିଶା ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) । ରାଜ୍ୟରେ ନିଶା କାରବାର ରୋକିବାରେ ଏସଟିଏଫ୍‌ର ପ୍ରମୁଖ ଭୂମିକା ଥିବା କହି ଏହାର ପ୍ରଶଂସା କରିଛନ୍ତି ପୋଲିସ ଡିଜି ଅଭୟ । ଆଜି ଏକ ପ୍ରେସ୍ ମିଟ୍‌ରେ ଡିଜିପି କହିଛନ୍ତି, ଏସ୍‌ଟିଏଫ୍‌କୁ ଆହୁରି ସୁଦୃଢ଼ କରାଯିବ ।

corona tratment
କଲବଲ କରୁଛି କରୋନା: ଏୟାର ଆମ୍ବୁଲାନ୍ସରେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି ଲୋକେ

ରାଜ୍ୟରେ ଇକମୋ ଅଭାବରୁ ବାହାର ରାଜ୍ୟ ଉପରେ ନିର୍ଭର କରୁଛନ୍ତି ଜଣକ ପରେ ଜଣେ କରୋନା ଆକ୍ରାନ୍ତ। ଜୀବନ ରକ୍ଷା ଲାଗି ଏୟାର ଆମ୍ବୁଲାନ୍ସରେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି ଲୋକେ। ତେବେ ବ୍ୟୟବହୁଳ ଚିକିତ୍ସା ପାଇଁ ସାଧାରଣ ପରିବାରଟିଏ ଉପରେ ପଡ଼ୁଛି ଆର୍ଥିକ ବୋଝ।

Bijay panihrahi
ଏୟାରଲିଫ୍ଚ ହୋଇ କୋଲକାତା ଗଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ

ଏୟାରଲିଫ୍ଚ ହୋଇ ଚିକିତ୍ସା ପାଇଁ ଇକ୍ମୋ ସପୋର୍ଟରେ କୋଲକାତା ଗଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ। ଏୟାର ଲିଫ୍ଟ ବେଳର ଏକ୍ସକ୍ଲୁସିଭ୍ ଭିଜୁଆଲ ମଧ୍ୟ ଆମର ହସ୍ତଗତ ହୋଇଛି।

corona testing
ଦେଶରେ ଲକ୍ଷେରୁ ତଳକୁ ଖସିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ଦେଶରେ କରୋନାର ଦ୍ୱିତୀୟ ଲହର ଆତଙ୍କ ମଚାଇବା ପରେ ଆସିଛି ଆଶ୍ୱସ୍ତିମୂଳକ ଖବର। ଗତ ୬୩ ଦିନ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ଲକ୍ଷେରୁ ତଳକୁ ଖସିଲା ଦୈନିକ ସଂକ୍ରମଣ। ଗତ ୬୩ ଦିନ ମଧ୍ୟରେ ପ୍ରଥମ ଥର…

youthe beaten
ଗହମ ଚୋରି କରିବାରୁ ମିଳିଲା ତାଲିବାନି ସଜା : ଯୁବକଙ୍କୁ ଗଛରେ ବାନ୍ଧି ନିର୍ଦ୍ଧୁମ ପିଟିଲେ ଗାଁ ଲୋକ

ରାୟବରେଲି : ଗହମ ଚୋରି ଅଭିଯୋଗରେ ଯୁବକଙ୍କୁ ଗଛରେ ବାନ୍ଧି ନିର୍ଦ୍ଧୁମ ମାଡ଼ । ଉତ୍ତରପ୍ରଦେଶ ରାୟବରେଲିର ଘୁରୋନା ଗାଁରେ ଏପରି ଘଟଣା ଘଟିଛି । ତିନି ବସ୍ତା ଗହମ ଚୋରି କରିବାକୁ ତାଲିବାନି ସଜା ଶୁଣାଇଛନ୍ତି ଗ୍ରାମବାସୀ । ଚୋରି…

dmet chief
ଡେଲ୍ଟା ଭାଇରସର ମୁକାବିଲା କରିବାରେ କୋଭିସିଲ୍ଡ ଓ କୋଭାକ୍ସିନ ସଫଳ

ଭୁବନେଶ୍ୱର: ଡେଲ୍ଟା ଭାଇରସର ମୁକାବିଲା କରିବାରେ କୋଭିସିଲ୍ଡ ଓ କୋଭାକ୍ସିନ ସଫଳ। ଏହି ସୂଚନା ଦେଇଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି। ଟିକା ନେଲା ପରେ ସିଭିୟରିଟି କମିଛି। ତେବେ ଲକଡାଉନ୍ ନେଇ ଡିଏମ୍ଇଟି କହିଛନ୍ତି, ସଂକ୍ରମଣ କମାଇବା ପାଇଁ ଏହାର ଉଦ୍ଦେଶ୍ୟ…

corona death
ରାଜ୍ୟରେ ମୃତ୍ୟୁ ସଂଖ୍ୟାରେ କାହିଁକି ବ୍ରେକ୍ ଲାଗୁନି? ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ବେସ ଲାଇନ ଇନଫେକ୍ସନ କମୁଛି। ଟେଷ୍ଟ ପଜେଟିଭିଟି ରେଟ ବି କମୁଛି। ଆଉ ୭ ରୁ ୮ ଦିନ ଭିତରେ ଆମେ ଗୋଟିଏ ଭଲ ସ୍ଥିତିରେ ପହଞ୍ଚିବାର ସମ୍ଭାବନା ବହୁତ ରହିଛି ଓ ସଂକ୍ରମଣ ହାର ୫ପ୍ରତିଶତ ତଳକୁ…

street vendor
ସହରାଞ୍ଚଳ ଉଠା ଦୋକାନୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କରୋନାରେ କ୍ଷତିଗ୍ରସ୍ତ ଉଠା ଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ଅର୍ଥରାଶି ମଞ୍ଜୁର ହୋଇଛି ଏହାଦ୍ୱାରା ରାଜ୍ୟରେ ଥିବା ୮୭…

sushil kumar
ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ସୁଶୀଲ, ଜେଲ୍‌ରେ ମାଗିଲେ ପ୍ରୋଟିନ ଡାଏଟ୍‌

ନୂଆଦିଲ୍ଲୀ: ପହିଲମାନ ସାଗର ଧନଖର ହତ୍ୟା ମାମଲାରେ ଗିରଫ ହୋଇ ଜେଲ୍‌ରେ ବନ୍ଦୀ ଥିବା ରେସଲର ସୁଶୀଲ କୁମାର ପ୍ରୋଟିନ ଡାଏଟ୍‌ ପାଇଁ କୋର୍ଟରେ ଆବେଦନ କରିଥିବା ସୂଚନା ମିଳିଛି। ସେ କହିଛନ୍ତି, ଜେଲ୍‌ରେ ଦିଆଯାଉଥିବା ଖାଦ୍ୟ ତାଙ୍କ ପାଇଁ ଯଥେଷ୍ଟ…

curfew
ସମ୍ପୂର୍ଣ୍ଣ ରୂପେ ଅନଲକ୍ ହେଲା ଉତ୍ତରପ୍ରଦେଶ : ସମସ୍ତ ଜିଲ୍ଲାରେ କରୋନା କଟକଣା କୋହଳ

ଲକ୍ଷ୍ନୌ : ଉତ୍ତରପ୍ରଦେଶକୁ ସମ୍ପୂର୍ଣ୍ଣ ଅନଲକ୍ ଘୋଷଣା କରାଯାଇଛି । ସଂକ୍ରମଣ ହ୍ରାସ ପାଇଥିବାରୁ ସମସ୍ତ ଜିଲ୍ଲାରୁ କରୋନା କର୍ଫ୍ୟୁ ହଟାଇ ଦିଆଯାଇଛି । ମିରଟ, ଗୋରଖପୁର ଏବଂ ଲକ୍ଷ୍ନୌ ରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୦୦ ରୁ କମ୍ ହେବା…

Untitled-1
ରାଖୀ ସାୱନ୍ତଙ୍କ ନାଗିନ୍ ରୂପ

ମୁମ୍ବାଇ : ବଲିଉଡ୍‌ର ବିବାଦୀୟ ଅଭିନେତ୍ରୀ ରାଖୀ ସାୱନ୍ତଙ୍କୁ ଏମିତିରେର ଏଣ୍ଟରଟେନ୍‌ମେଣ୍ଟ କୁଇନ୍ କୁହାଯାଏ ନାହିଁ, କିନ୍ତୁ ସେ ତାଙ୍କ ପ୍ରଶଂସକମାନଙ୍କୁ ମତୁଆଲା କରିବାର କୌଣସି ବି ସୁଯୋଗ ହାତଛଡା କରନ୍ତି ନାହିଁ। ସୋସିଆଲ୍ ମିଡିଆରେ ସକ୍ରିୟ ଥିବା ରାଖୀଙ୍କ ମନୋରଞ୍ଜନଧର୍ମୀ…

child
ବର୍ଷକରେ ୩୬୨୧ ଶିଶୁଙ୍କୁ ଅନାଥ କରିଦେଲା ମହାମାରୀ

ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ୱବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ଆମେରିକା, ବ୍ରିଟେନ ପରି ଦେଶରେ ଶହଶହ ଲୋକଙ୍କ ଜୀବନ ନେଇଗଲା କରୋନା। ଭାରତରେ ମଧ୍ୟ କରୋନା ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି। ଅନେକ ପରିବାର ଉଜାଡି ଦେଇଛି। ଅନେକ ବାପା-ମା’ଙ୍କ…

Untitled-1
ଜଳ ଯୋଗାଣ ବ୍ୟବସ୍ଥା ଫେଲ୍ : ଗୋଲିଆ ପାଣି ହିଁ ସାହା ଭରସା

ଜଳେଶ୍ୱର/ଚୌଦ୍ୱାର : ତାତିଠୁ ବଳି ଯାଉଛି ଜଳ ଯନ୍ତ୍ରଣା। କେଉଁଠି ନଳକୂଅ ଅଚଳ ତ ଆଉ କେଉଁଠି ଜଳ ଯୋଗାଣ ବ୍ୟବସ୍ଥା ଫେଲ୍। ଫଳରେ ବାଧ୍ୟ ହୋଇ ଦୂଷିତ ପାଣି ବ୍ୟବହାର କରୁଛନ୍ତି ଲୋକେ । ଖରାଦିନେ ପାଣି ଟିକିଏ ପାଇଁ…

RAPE UP
ସ୍ୱାମୀଙ୍କ ପାଇଁ କବାଟ ଖୋଲା ରଖିଥିଲେ ମହିଳା, ଦୁଷ୍କର୍ମ କଲା ପିଶାଚ ପଡ଼ୋଶୀ

ନୋଏଡା : ପଡୋଶୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ମହିଳା । ଗୌତମ ବୁଦ୍ଧନଗର(ନୋଏଡା)ର ଭଙ୍ଗେଲ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟକଲା ଭଳି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ନୋଏଡା ଫେଜ୍‌-୨ର ଅଞ୍ଚଳରେ ଜଣେ ମହିଳା ଘରେ କବାଟ ଦେଇ ଶୋଇଥିବା…

nia
ଦେଶରେ ୨୬/୧୧ ପରି ଆକ୍ରମଣ ଆଶଙ୍କା : ଏନଆଇଏ ନିକଟକୁ ଆସିଲା ଧମକପୂର୍ଣ୍ଣ କଲ୍‌

ନୂଆଦିଲ୍ଲୀ : ଦେଶରେ ଆଉ ଏକ ବଡ଼ ଧରଣର ଆକ୍ରମଣ ଆଶଙ୍କା କରାଯାଉଛି । ରାଷ୍ଟ୍ରୀୟ ଏଜେନ୍ସି ପାଖକୁ ଆସିଲା ଧମକପୂର୍ଣ୍ଣ କଲ୍ । ୨୬/୧୧ ପରି ଷଡଯନ୍ତ୍ର ରଚାଯାଉଛି ବୋଲି କଲ କରିଥିବା ବ୍ୟକ୍ତି କହିଛି । ତେବେ ବର୍ତ୍ତମାନ…