୧୮୭୯ ଜୁନ୍ ୨୧ ତାରିଖ ଶନିବାର ଦିନ ଶ୍ରୀଗୁଣ୍ଡିଚା ପଡ଼ିଥିଲା। ଏବର୍ଷର ଯାତ୍ରା ସ୍ମରଣୀୟ କାହିଁକି ନା ପ୍ରଥମଥର ପାଇଁ ସକାଳ ୧୧ଟ ସୁଦ୍ଧା ପହଣ୍ଡି ସରି ରଥଟଣା ଆରମ୍ଭ ହୋଇଥିଲା। ବଳଭଦ୍ରଙ୍କ ରଥ ସେହିଦିନ ଗୁଣ୍ଡିଚା ଘରେ ପହଞ୍ଚିଗଲା। ବାଟରେ ମାଉସୀମା’ ମନ୍ଦିରରେ ଯେଉଁ ବିରତି ହୁଏ, ସେଥିପାଇଁ ସମୟ ଦିଆଯାଇ ନଥିଲା। ତା’ ପରଦିନ ସକାଳ ଛଅଟାରୁ ସୁଭଦ୍ରାଙ୍କ ରଥ ଟଣା ହେଲା। ସେ ମଧ୍ୟ ବିନା କୌଣସି ବିରତିରେ ୧୦ ଟା ବେଳକୁ […]
ବେଙ୍ଗାଲୁରୁ: ୧୩ ମାସର ସରକାରରୁ ୧୩ ଜଣ ବିଧାୟକଙ୍କ ଇସ୍ତଫା ଦେବା ପରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ବଞ୍ଚାଇବା ପାଇଁ ୨୨ ଜଣ କଂଗ୍ରେସ ମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେମାନେ ଦଳର କର୍ଣ୍ଣାଟକ ମୁଖ୍ୟ ଦିନେଶ ଗୁଣ୍ଡୁ ରାଓଙ୍କୁ ଇସ୍ତଫା ପତ୍ର ଦେଇଥିବା ଚର୍ଚ୍ଚା ହେଉଛି। ସେମାନେ କର୍ଣ୍ଣାଟକ ଉପ ମୁଖ୍ୟମନ୍ତ୍ରୀ ଜି ପରେମଶ୍ୱରଙ୍କୁ ଭେଟିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ କର୍ଣ୍ଣାଟକରେ ଲାଗିରହିଥିବା ରାଜନୀତିକ ସଙ୍କଟ ଏକ ଜଟିଳ ସ୍ତରରେ ପହଞ୍ଚିସାରିଛି। […]
କୋଲକାତା: ପ୍ରିନ୍ସ ଅଫ କୋଲକାତା … ରୟାଲ ବେଙ୍ଗଲ ଟାଇଗରଙ୍କର ଆଜି ଜନ୍ମଦିନ। ଆଜି ସେ ପାଳିଛନ୍ତି ତାଙ୍କର ୪୭ ତମ ଜନ୍ମଦିନ। ହଁ, ଆମେ କହୁଛୁ ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ କ୍ୟାପ୍ଟେନ ସୌରଭ ଗାଙ୍ଗୁଲିଙ୍କ କଥା। ସୌରଭ ଗାଙ୍ଗୁଲିଙ୍କ କ୍ୟାପ୍ଟେନସିପ୍ ତଥା ତାଙ୍କର ବ୍ୟାଟିଂ ଷ୍ଟାଇଲ୍ ଆଜି ବି କ୍ରିକେଟପ୍ରେମୀଙ୍କ ସ୍ମୃତିରେ ରହିଛି। ଭାରତୀୟ କ୍ରିକେଟକୁ ଏନ ନୂଆ ପରିଚୟ ଦେବାରେ ଗାଙ୍ଗୁଲିଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଗାଙ୍ଗୁଲି ୧୯୯୬ରେ ଲର୍ଡସର ଐତିହାସିକ ମୈଦାନରେ ଶାନ୍ଦାର […]
ଫୁଲବାଣୀ:କନ୍ଧମାଳର ବହୁ ଚର୍ଚ୍ଚିତ ଗୁମୁଡୁମାହା ଗୁଳିକାଣ୍ଡକୁ ବିତିଲା ତିନି ବର୍ଷ। ସୁରକ୍ଷାକର୍ମୀଙ୍କ ଅତର୍କିତ ଗୁଳିମାଡ଼ରେ ଜଣେ ୧୩ ମାସର ଶିଶୁ ସମେତ ୫ ଜଣଙ୍କ ପ୍ରାଣହାନୀ ଘଟିଥିଲା । ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସରକାରଙ୍କ ନିଦ ହଜି ଯିବା ସହ ବିରୋଧୀ ଏହାକୁ ନେଇ ଆରମ୍ଭ କରିଥିଲେ ଆନ୍ଦୋଳନ ଓ ବିକ୍ଷୋଭ। ଅଞ୍ଚଳର ବିକାଶ ସହ ମୃତକଙ୍କୁ ନ୍ୟାୟ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର। ଅଞ୍ଚଳକୁ ରାସ୍ତାଘାଟ […]
ଚେନ୍ନାଇ: ଭାରତ ବିଶ୍ୱକପ୍ ଜିତିବ। ଏଇ ସ୍ୱପ୍ନ ସବୁ ଭାରତୀୟ କ୍ରିକେଟ ପ୍ରେମୀଙ୍କ ଆଖିରେ। ସେଥିପାଇଁ ଫ୍ୟାନ୍ସମାନେ ପୂଜାର୍ଚ୍ଚନା ଆରମ୍ଭ କରି ଦେଲେଣି। ଚେନ୍ନାଇର ଜଣେ କ୍ରିକେଟ ପ୍ରେମୀ, ଯିଏକି ଭାରତ ବିଶ୍ୱକପ୍ ଜିତୁ ଏଥିପାଇଁ ସେ ଆରମ୍ଭ କରିଛନ୍ତି ଭିନ୍ନ ପ୍ରକାର ପୂଜା। ସେ ପ୍ରଭୁ ଗଣେଶଙ୍କୁ ଭିନ୍ନ ବେଶରେ ତିଆରି କରିଛନ୍ତି। ଠିକ୍ କ୍ରିକେଟର ଷ୍ଟାଇଲ୍ରେ। ରାମକ୍ରିଷ୍ଣନ ନାମକ ଏଇ ବ୍ୟକ୍ତି ଜଣକ ପ୍ରାୟ ୧୦ରୁ ଅଧିକ ଭିନ୍ନଭିନ୍ନ ଗଣେଶ ତିଆରି କରିଛନ୍ତି। କେଉଁ […]
ବେଙ୍ଗାଲୁର:ସର୍ବଜନୀନ ହୋଇଛି ଚନ୍ଦ୍ରାୟାନ୍-୨ର ଫଟୋ। ଇସ୍ରୋ ପକ୍ଷରୁ ଏହି ଫଟୋ ଜାରି କରାଯାଇଛି । ଆସନ୍ତା ୧୫ ତାରିଖରେ ଚନ୍ଦ୍ରାୟାନ୍ ୨ର ଉତ୍କ୍ଷେପଣ ହେବ। ତା ପୂର୍ବରୁ ଇସ୍ରୋ ଏହି ଫଟୋ ଜାରି କରିଛି। ବୈଜ୍ଞାନିକଙ୍କ ଦ୍ୱାରା ସାଟେଲାଇଟକୁ ଶେଷ ସ୍ପର୍ଶ ଦିଆଯାଉଥିବା ଏହି ଫଟୋରେ ଦେଖିବାକୁ ମିଳିଛି। ଆସନ୍ତା ୧୫ ତାରିଖରେ ଜିଏସ୍ଏଲ୍ଭି ମାର୍କ ୩ ରକେଟ୍ ଦ୍ୱାରା ଏହାକୁ ଉତ୍କ୍ଷେପଣ କରାଯିବ। ଇସ୍ରୋର ଆକଳନ ଅନୁସାରେ ଏହା ସେପ୍ଟେମ୍ବର ୬ ତାରିଖରେ ଚନ୍ଦ୍ରରେ ଅବତରଣ […]
ପୁରୀ: ଶ୍ରୀମନ୍ଦିରର ରତ୍ନବେଦୀ ଛାଡି ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀରେ କରୁଛନ୍ତି ଲୀଳାଖେଳା। ସାଙ୍ଗରେ ଭାଇଭଉଣୀଙ୍କୁ ଧରି ଆସିଲେ। ହେଲେ ମହାଲକ୍ଷ୍ମୀଙ୍କୁ ଆଣିଲେନି। ଅଭିମାନିନୀ ଲକ୍ଷ୍ମୀ କ’ଣ ଆଉ କରନ୍ତେ ? ଦୁଃଖ ଆଉ କ୍ଷୋଭରେ ଲକ୍ଷ୍ମୀ ବିମାନରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଲୁଚି ଲୁଚି ଆସିବେ । ରାଗରେ ନନ୍ଦିଘୋଷ ରଥ ଭାଙ୍ଗି ଦେଇଯିବେ। ଏମିତି ପରମ୍ପରା ରଥଯାତ୍ରାରେ ରହିଛି। ଆଜି ହେରା ପଞ୍ଚମୀ ତିଥିରେ ଲକ୍ଷ୍ମୀ ଆସି ରଥ ଭାଙ୍ଗିବେ। ତା ପୂର୍ବରୁ ଠାକୁରମାନଙ୍କ ଶ୍ରୀମୁଖ ଶୃଙ୍ଗାର ବା […]
ଭୁବନେଶ୍ୱର: ବିଜେପି ପକ୍ଷରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ସଦସ୍ୟତା ଅଭିଯାନ। ଏହି ଅବସରରେ ତ୍ରିପୁରାର ଅଗରତାଲା ଗସ୍ତରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ବୈଜୟନ୍ତ ଗତକାଲି ଅଗରତାଲାର ବନମାଳିପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପିର ନୂଆ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ। କାର୍ଯ୍ୟକ୍ରମରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅଗଷ୍ଟ ୧୧ ତାରିଖ ଯାଏଁ ହେବାକୁ ଥିବା ଏହି ଅଭିଯାନରେ ଦଳ […]
ଆଠଗଡ଼: ଯବାନଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ପତ୍ନୀ । ଏ ନେଇ କାନପୁର ଥାନାରେ ଏତଲା ଦେବା ସତ୍ତ୍ୱେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉନି। ପୁଲିସ କାର୍ଯ୍ୟକଳାପ ପ୍ରତି ଭରସା ନ ପାଇବାରୁ ହତାଶ ପତ୍ନୀ ଏବେ ମାନବାଧିକାର ପରିଷଦର ଏକ ଟିମ୍ ସହ ଆଠଗଡ଼ ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଦେଖା କରି ସେ ନ୍ୟାୟ ଭିକ୍ଷା କରିଛନ୍ତି। କେନ୍ଦୁଝର ଦୈତାରୀରେ OISFର ସୁବେଦାର ଭାବେ କାର୍ଯ୍ୟ କରନ୍ତି ବିଭୂ ପ୍ରସାଦ ନାୟକ। ତାଙ୍କ ପତ୍ନୀ […]
ନୟାଗଡ଼: ଡାକ୍ତରଖାନାରେ କିଡନୀ ରୋଗୀଙ୍କ ଡାଏଲିସିସ୍ ଚାଲିଥିଲା। ହଠାତ୍ ବିଜୁଳି ଚାଲିଗଲା। ବିଜୁଳି ଆସିଲାନି କି ରୋଗୀ ଆଉ ଆଖି ଖୋଲି ଚାହିଁଲେନି। ଅଧା ଡାଏଲିସିସ୍ରେ ତାଙ୍କର ମୃତ୍ୟୁ ଘଟିଲା। ଏମିତି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ। ଦଶପଲ୍ଲା ମହୁଲିଆ ଗାଁର ଗଙ୍ଗାଧାର ସ୍ୱାଇଁ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ଲାଗି ପରିବାର ଲୋକେ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରୀକ୍ଷା ନିରୀକ୍ଷା ପରେ ତାଙ୍କର […]
ଖୋଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୁମାରାଙ୍ଗ ବଡଶଙ୍ଖ ନିକଟରେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଜଣେ ବ୍ୟକ୍ତିଙ୍କଠାରୁ ଏକ ଲକ୍ଷ ୮୯ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟ୍ର ଶିକାର ହୋଇଛନ୍ତି ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀ । କର୍ମଚାରୀଜଣକ ଆଜି ଟଙ୍କା ସଂଗ୍ରହ କରି ଫେରୁଥିବାବେଳେ ବଡଶଙ୍ଖ ନିକଟର ୨ ଦୁର୍ବୃତ୍ତ ବାଇକ୍ରେ ଆସି ତାଙ୍କୁ ଅଟକାଇଥିଲେ। ସେମାନେ କର୍ମଚାରୀଙ୍କୁ ମାଉଜର ଦେଖାଇ ମାରିଦେବାର ଧମକ ଦେଇ ଟଙ୍କା, ସ୍କୁଟି ଓ ମୋବାଇଲ ଫୋନ […]
ବ୍ରହ୍ମପୁର: ବ୍ରହ୍ମପୁରର ଯୁବ ଶିଳ୍ପୀ ସତ୍ୟ ମହାରାଣା। ରଥଯାତ୍ରା ଉପଲକ୍ଷେ ନିର୍ମାଣ କରିଛନ୍ତି ଏକ କ୍ଷୁଦ୍ର ରଥ। ବଡ ଠାକୁରଙ୍କ ଛୋଟ ନନ୍ଦିଘୋଷ। ରଥର ଉଚ୍ଚତା ମାତ୍ର ୨.୫ ଇଞ୍ଚ ଏବଂ ଓସାର ୨ ଇଞ୍ଚ। କାଠରେ ନିର୍ମିତ ଏହି ରଥ ଗିନିସ୍ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇବ ବୋଲି ଆଶା ରଖିଛନ୍ତି ସତ୍ୟ। ପିଲାଟି ଦିନରୁ କିଛି ନୂଆ କରିବାର ଇଚ୍ଛା ଥିଲା ସତ୍ୟଙ୍କ ମନରେ। ତେଣୁ ସବୁବେଳେ ନୂଆ କିଛି ଖୋଜିବାର ପ୍ରୟାସ […]
ମାଲକାନଗିରି: ମାଲକାନଗିରି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର କ୍ୟାଡ଼ର ନେତା ନବୀନଙ୍କୁ ମାଓ ସଂଗଠନରୁ ବହିଷ୍କାର କରାଯାଇଛି। ଏନେଇ ଆନ୍ଧ୍ର ଓଡ଼ିଶା ସ୍ୱତନ୍ତ୍ର ବୋର୍ଡର ଜୋନାଲ କମିଟି ମୁଖ୍ୟ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି। ନବୀନ ମାଓ ଆଦର୍ଶରୁ ବିଚ୍ୟୁତ ହୋଇ ଦଳ ବିରୋଧୀ ଆଚରଣ ସହ ଆଦିବାସୀ ମହିଳାଙ୍କୁ ଅସଦାଚରଣ କରୁଥିବା ସଂଘ ଅଭିଯୋଗ ଆଣିଛି। ମାଓ ନେତା ନବୀନଙ୍କ ଅତ୍ୟଧିକ ଜିଦ୍ଖୋର ମନୋଭାବ ଓ ଅତ୍ୟାଚାର କାର୍ଯ୍ୟକଳାପ ଯୋଗୁଁ ବିଚ୍ଛିନ୍ନାଞ୍ଚଳର ଲୋକେ ମାଓବାଦୀଙ୍କୁ ସମର୍ଥନ […]
ବାରପିଦା: ପିଲାଙ୍କ ଉତ୍ତମ ଶିକ୍ଷା ପାଇଁ ସରକାରଙ୍କ ରହିଛି ଅନେକ ଯୋଜନା । ହେଲେ ଆଜି ବି ଅନେକ ଗାଁ ଅଛି ଯେଉଁଠି ଏହି ଯୋଜନାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ସ୍କୁଲଘର ନଥିବାରୁ କେତେବେଳେ ବାରଣ୍ଡାରେ ତ କେତେବେଳେ ଗଛ ତଳେ ଚାଲିଛି ପିଲାଙ୍କ ପାଠପଢା । ମୟୂରଭଞ୍ଜ ଜଡିଦା ପଞ୍ଚାୟତର ଠାକୁରସାହି ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏଭଳି ଅଭିଯୋଗ । କପ୍ତିପଦା ବ୍ଲକ ଠାକୁର ସାହିରେ ସ୍କୁଲ ଅଛି, ହେଲେ ତାହା ନ ଥିବା […]
ଲିଡ୍ସ: ଭାରତ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ବ୍ୟାଟିଂ ବିର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ଏକାଦା ୫୫ ରନ୍ରେ ୪ ୱିକେଟ୍ ହରାଇଥିଲା। ତେବେ ଦଳର ଦୁଇ ଅଭିଜ୍ଞ ଖେଳାଳି ଆଞ୍ଜେଲୋ ମାଥ୍ୟୁସ ଓ ଲାହିରୁ ଥରୁମାନି ଦଳକୁ ସମ୍ଭାଳିଛନ୍ତି। ଉଭୟ ବେଶ ସକାରାତ୍ମକ ଢଙ୍ଗରେ ଭାରତୀୟ ବୋଲରଙ୍କୁ ମୁକାବିଲା ସହ ଦଳୀୟ ସ୍କୋରକୁ ଆଗକୁ ନେଇଛନ୍ତି। ୩୦ ଓଭର ଶେଷ ସୁଦ୍ଧା ଶ୍ରୀଲଙ୍କା ୪ ୱିକେଟ୍ ହରାଇ ୧୨୭ ରନ୍ କରିଛି। […]
ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍ରେ ଧିମା ବ୍ୟାଟିଂ ପାଇଁ ସମାଲୋଚନାର ଶିକାର ହେଉଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ନାଁ ଧରୁନାହିଁ। ବରଂ ଦିନକୁ ଦିନ ଏହା ବଢ଼ି ଚାଲିଥିବାରୁ ଏ ସମ୍ପର୍କରେ ପ୍ରଥମଥର ପାଇଁ ଧୋନି ମୁହଁ ଖୋଲିଛନ୍ତି। ଆଜି ବିଶ୍ୱକପ୍ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ଖେଳୁଥିବା ଧୋନି ଏକ ଭାବପ୍ରବଣ ମନ୍ତବ୍ୟ ଦେଇଛନ୍ତି। ଏବିପି ନ୍ୟୁଜ୍ର କ୍ରିକେଟ୍ ୱେବସାଇଟ୍ ‘ୱାହ କ୍ରିକେଟ୍.କମ୍’ରେ ଏସମ୍ପର୍କିତ ଖବର ପ୍ରକାଶ ପାଇଛି। ଧୋନି […]
ମୁମ୍ବାଇ: ବଲିଉଡ୍ର ଆଗଧାଡ଼ିର ନାୟକ ରଣବୀର ସିଂହଙ୍କର ଆଜି ହେଉଛି ୩୪ତମ ଜନ୍ମ ଦିନ। ଏହି ଅବସରରେ ସେ ସୋଶାଲ୍ ମିଡିଆରେ ତାଙ୍କର ଅପ୍କମିଂ ଫିଲ୍ମ ‘83’ରେ ନିଜର ଫାଷ୍ଟ୍ ଲୁକ୍ ଶେଆର କରିଛନ୍ତି। ଏହି ଫଟୋରେ ତାଙ୍କୁ କପିଲ ଦେବଙ୍କ ଗେଟ୍ଅପ୍ରେ ଦେଖି ଫ୍ୟାନ୍ମାନେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି। ଏହି ଫଟୋରେ ତାଙ୍କ ଆଖିରେ ବି କପିଲଙ୍କ ଭଳି ହିଁ ଜୋସ୍ ଦେଖିବାକୁ ମିଳିଛି। ଏହି ଫିଲ୍ମରେ ସେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ କପିଲ […]
ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିରେ କାମ ପାଇବାକୁ ନିର୍ଦ୍ଦେଶକଙ୍କ ନିକଟରେ ଯୁବକ,ଯୁବତୀଙ୍କ ଲମ୍ବା ଲାଇନ୍ ଲାଗେ। ଅଭିନେତା ଓ ଅଭିନେତ୍ରୀମାନେ ବି ନିର୍ଦ୍ଦେଶକମାନଙ୍କୁ ଭାରି ଖାତିର କରନ୍ତି। ହେଲେ ଏବେ ଏକ ଫଟୋ ଭାଇରାଲ୍ ହୋଇଛି, ଯେଉଁଥିରେ ଅଭିନେତ୍ରୀ ଡିମ୍ପଲ କପାଡ଼ିଆ ନିର୍ଦ୍ଦେଶକ ହୋମି ଅଦଜାନିଆଙ୍କ କାନ୍ଧରେ ଗୋଡ଼ ରଖିଛନ୍ତି। ଆଉ ଏହି ଫଟୋକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଇରଫାନ ଖାନଙ୍କ ହିଟ୍ ଫିଲ୍ମ ‘ହିନ୍ଦୀ ମିଡିୟମ୍’ର ସିକ୍ୱେଲ ‘ ଅଂଗ୍ରେଜୀ ମିଡିୟମ୍’ର ଶୁଟିଂ ଆରମ୍ଭ […]
ମୁମ୍ବାଇ:ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ‘ଖାନ୍ଦାନୀ ଶଫାଖାନା’ ଖୁବ୍ ଶୀଘ୍ର ବଡ ପରଦାକୁ ଆସୁଛି । ଏହାର ଆଉ ଏକ ଗୀତ ସେହର କୀ ଲଡ଼କୀ…ରିଲିଜ ହୋଇଗଲାଣି। ଏହି ଗୀତ ୧୯୯୬ର ଫିଲ୍ମ ରକ୍ଷକର ସୁପରହିଟ୍ ଗୀତର ରିମେକ୍..। ବଲିଉଡ଼୍ର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ଖାନଦାନୀ ଶଫାଖାନା ବକ୍ସ ଅଫିସ୍ରେ ଧମାକା ରଚିବାକୁ ଯାଉଛି। କିଛି ଦିନ ତଳେ ଏହାର ଟ୍ରେଲର ରିଲିଜ୍ ହୋଇଥିଲା। ଟ୍ରେଲରକୁ ଫ୍ୟାନ୍ସ ବି ଖୁବ୍ ପସନ୍ଦ କରିଥିଲେ। କମେଡିରେ ଭରପୂର […]
ହାଇଦ୍ରାବାଦ୍: ବଲିଉଡ୍ ଅଭିନେତା ହ୍ରିତିକ ରୋଶନଙ୍କ ନାଁରେ ହାଇଦ୍ରାବାଦ୍ ପୁଲିସ୍ ଏକ ଠକେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କଲ୍ଟ.ଫିଟ୍ର ବ୍ରାଣ୍ଡ ଆମ୍ବାସାଡାର ଥିବା ହ୍ରିତିକ ଓ କମ୍ପାନୀର ୩ ଜଣଙ୍କ ବିରୋଧରେ ଜଣେ ଜିମ୍ ବ୍ୟବହାରକାରୀ ଅଭିଯୋଗ କରିଛନ୍ତି। ଆଇ ଶଶିକାନ୍ତ ନାମକ ଏହି ଅଭିଯୋଗକାରୀ କହିଛନ୍ତି ଯେ କମ୍ପାନୀ ଯେତିକି ଲୋକଙ୍କୁ ଟ୍ରେନିଂ ଦେଇ ପାରିବ, ତା’ଠାରୁ ଅଧିକ ଲୋକଙ୍କୁ ପଞ୍ଜୀକରଣ କରୁଛି। ଏପରି କି ପଞ୍ଜୀକରଣ ବେଳେ ସ୍ଲଟ ଦେବାକୁ […]
ପୁରୀ: ଭାଇ ଭଉଣୀଙ୍କୁ ଆଗରେ ପଠାଇ ଦେଇ ପଛରେ ହଟକରି, ନାଟ କରି ଆସୁଛନ୍ତି କାଳିଆ ଠାକୁର। ଭକ୍ତଙ୍କ ଗହଣରେ…ରାଜକୀୟ ଠାଣିରେ। କେତେବେଳେ ହସୁଛନ୍ତି…କେତେବେଳେ ଚାହୁଁଛନ୍ତି..ପୁଣି କ୍ଷଣେ ଅଟକି ଆଗକୁ ଯିବା ପାଇଁ ଭକ୍ତଙ୍କୁ କହୁଛନ୍ତି। ତଳଧ୍ୱଜ, ଦେବଦଳନ ରଥ ପରେ ଆରମ୍ଭ ହୋଇଛି ଜଗନ୍ନାଥଙ୍କ ରଥଟଣା। ନନ୍ଦିଘୋଷରେ ବସି ଆସୁଛନ୍ତି କାଳିଆ ରାଜା। ପଛରେ ରହିଗଲାଣି ସିଂହଦ୍ୱାର। ଦୂରରୁ ଚାହିଁ ରହିଛି ପତିତପାବନ ବାନା। ସତରେ ଶ୍ରୀମନ୍ଦିର ଛାଡି ଚାଲି ଯାଉଛନ୍ତି କାଳିଆ ସାଆନ୍ତ ! […]
ପୁରୀ: ଭକ୍ତଙ୍କ ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପକାଇ ଆରମ୍ଭ ହୋଇଛି ରଥଟଣା। ଆଗେ ଆଗେ ଚାଲିଛି ତାଳଧ୍ୱଜ। ପଛରେ ଦେବଦଳନ। ସିଂହଦ୍ୱାରରେ ନନ୍ଦିଘୋଷରେ ବସି ହସୁଛନ୍ତି କାଳିଆ ଠାକୁର। କହୁଛନ୍ତି.. ୟା ପରେ ଆସିବ ମୋ ପାଳି। ସେବାୟତ, ଭକ୍ତ ବି ପ୍ରସ୍ତୁତ। କେତେବେଳେ ଠାକୁର ଚାହିଁବେ, ରଥକୁ ଆଗେଇ ନେବେ। ସତେ ତ, ସିଏ ନ ଚାହିଁଲେ କିଏ ବା ତାଙ୍କୁ ନେଇ ପାରିବ ! ଉତ୍ସାହ, ଉଦ୍ଦୀପନା ଭିତରେ ବଳଭଦ୍ରଙ୍କୁ ଟାଣି ନେଉଛନ୍ତି ଭକ୍ତ ଗୁଣ୍ଡିଚା […]
ପୁରୀ : ଭକ୍ତଙ୍କ ସବୁ ଅପେକ୍ଷାର ଅନ୍ତ ଘଟିଲା। ରଥରେ ବସି ଶ୍ରୀଗୁଣ୍ଡିଚା ଅଭିମୁଖେ ଯାତ୍ରା ଆରମ୍ଭ କଲେ ଶ୍ରୀଜିଉ। ଅପୂର୍ବ ଉତ୍ସାହ, ଉଦ୍ଦିପନା ଭିତରେ ରଥ ଟାଣି ନେଉଛନ୍ତି ଭକ୍ତ। ବିଶାଳ ଜନସମୁଦ୍ର ଭିତରେ ଗଡ଼ି ଗଡ଼ି ଯାଉଛି ରଥ । ଘଣ୍ଟଘଣ୍ଟା, ହୁଳହଳି, ହରିବୋଲ ଶବ୍ଦରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ। ଅପରାହ୍ଣ ୪ଟାରେ ରଥଟଣା ହେବା ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିବା ବେଳେ ଅପରାହ୍ଣ ୨ଟା ୧୫ରେ ରଥଟଣା ଆରମ୍ଭ ହୋଇଗଲା। ନୀତି ଅନୁଯାୟୀ […]
ଜୟପୁର: ରାଜସ୍ଥାନର ଜୟପୁର ସ୍ଥିତ ବିର୍ଲା ଅଡିଟୋରିୟମରେ ଧର୍ମଗୁରୁ ସ୍ୱାମୀ ଜ୍ଞାନବତ୍ସଲଙ୍କ ଅଭାବନୀୟ କାଣ୍ଡ ସାମ୍ନାକୁ ଆସିଛି। ସେ ଏଠାକୁ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବାକୁ ଆସିଥିଲେ। ଏଥିପାଇଁ ପୂରା ଅଡିଟୋରିୟମରେ ଦର୍ଶକ ଉପସ୍ଥିତ ଥିଲେ। ହେଲେ ମହିଳାମାନେ ଦର୍ଶକ ଗ୍ୟାଲେରିର ପ୍ରଥମ ଧାଡ଼ିରେ ବସିଥିବାରୁ ଏଥିରେ ରାଗି ଯାଇ ସ୍ୱାମୀ ଜ୍ଞାବତ୍ସଲ କାର୍ଯ୍ୟକ୍ରମ ଛାଡ଼ି ଚାଲିଯାଇଥିଲେ। ସର୍ବଭାରତୀୟ ମେଡିକାଲ ଆସୋସିଏସନ୍ ଓ ରାଜସ୍ଥାନ ଇନ୍ ସର୍ଭିସ ଡକ୍ଟର ଆସୋସିଏନ୍ ପକ୍ଷରୁ ରାଜ-ମେଡିକନ୍-୨୦୧୯ ନାମକ ଏକ କାର୍ଯ୍ୟକ୍ରମର […]
ପୁରୀ: ନିର୍ଦ୍ଧାରିତ ସମୟରେ ଶେଷ ହୋଇଯାଇଛି ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ। ତିନି ରଥରେ ରଥାସୀନ ତିନି ଠାକୁର। ଘଣ୍ଟାଘଣ୍ଟ କାହାଳୀ, ହରିବୋଲ ହୁଳହୁଳି ଶବ୍ଦରେ କମ୍ପୁଛି ସିଂହଦ୍ୱାର। ରଥ ଉପରେ ଠାକୁରଙ୍କୁ ଦେଖି ଧନ୍ୟ ହୋଇଛନ୍ତି ଭକ୍ତ। ସିଂହଦ୍ୱାରରେ ଭକ୍ତି-ଭଗବାନ ଏକାଠି। ଅନୁଭବି ଠାକୁର ବି ବୁଝି ପାରିଛନ୍ତି ଭକ୍ତଙ୍କ ଆବେଗ। ସେଥିପାଇଁ ତ ବଡ଼ ଦେଉଳ ରତ୍ନ ସିଂହସନ, ଷାଠିଏ ପଉଟିକୁ ଛାଡ଼ି ଧାଇଁ ଆସିଛି ବଡ଼ଦାଣ୍ଡକୁ। ଭକ୍ତଙ୍କ ମେଳକୁ। ସବୁ ଅପେକ୍ଷାରେ ପୂର୍ଣ୍ଣଛେଦ ପକାଇ […]