ଭୁବନେଶ୍ୱର: ଜଳ ହିଁ ଜୀବନ। ବିନା ଜଳରେ ଏ ଜୀବଜଗତର ସ୍ଥିତି ଅସମ୍ଭବ। ସୁସ୍ଥ ରହିବା ପାଇଁ ଜଣେ ବ୍ୟକ୍ତି ପ୍ରତ୍ୟେକ ଦିନ ଅତିକମ୍ରେ ୨ ଲିଟର ପାଣି ପିଇବା ଆବଶ୍ୟକ। ଜଳ ଶରୀରର ତାପାମତ୍ରାକୁ ନିୟନ୍ତ୍ରଣ କରେ, ପୂରା ଶରୀରକୁ ଅମ୍ଳଜାନ ଯୋଗାଏ, ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ ଓ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ। ତେବେ ପ୍ରତ୍ୟେକ ଦିନ ପାଣି ପିଇବା ଯେତେ ଗୁରୁତ୍ୱପୂର୍ଣ୍ଣ, ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ […]
ଜୟପୁର: ବିଗତ ଦିନର ହିଟ୍ ଆଲ୍ବମ୍ ଓ ସିନେ ଅଭିନେତ୍ରୀଙ୍କୁ ଆଜି ମାତାଜୀ ଭାବେ ଦେଖିବାକୁ ମିଳିଛି। ଓଡ଼ିଆ ଆଲ୍ବମ୍ ଜଗତରେ ଗୋଟିଏ ପରେ ଗୋଟିଏ ହିଟ୍ ଗୀତରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶ୍ୱେତା ମଲ୍ଲିକ ଆଜି ମାତା ମାହେଶ୍ୱରୀ ନାଁରେ ପରିଚିତ। ଆଜି ତାଙ୍କୁ ଜୟପୁରର ଏକ ଯଜ୍ଞ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିଥିଲା। ସଦରଥାନା ଅନ୍ତର୍ଗତ ସଉରାଗୁଡ଼ା ସ୍ଥିତ ଶିରିଡି ସାଇ ମନ୍ଦିର ନିକଟରେ ଚାଲିଥିବା ବିଶ୍ୱଶାନ୍ତି […]
ପୁରୀ:ବୋଝ ପାଲଟି ଯାଇଛି ମାତୃତ୍ୱ। ଚାରି ପୁଅ ଥାଇ ମଧ୍ୟ ମା’କୁ ରହିବାକୁ ଘର ଟିଏ ମିଳୁନି। ଟଏଲେଟେରେ କଟୁଛି ଜୀବନ। ଏମିତି ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ସାଉଲିଆ ଗାଁରେ। ଧନୀ ମଲ୍ଲିକ । ବୟସ ୮୨ ବର୍ଷ। ସ୍ୱାମୀଙ୍କ ମୃତ୍ୟୁ ପରେ ୪ ପୁଅଙ୍କୁ ମଣିଷ କରିବାର ଦାୟିତ୍ୱ ନିଜ ମୁଣ୍ଡକୁ ନେଇଥିଲେ। ନିଜେ ଖଟି ପିଲାଙ୍କ ମୁହଁରେ ଆହାର ଦେଇଥିଲେ। ଏବେ ପିଲାମାନେ ବଡ଼ ହୋଇ ଯାଇଛନ୍ତି ଆଉ ନିଜେ […]
ଯାଜପୁର:ଯାଜପୁରରେ ଅଭିନବ ଉପାୟରେ ଲୁଟ୍। କାର ଭଡ଼ାକରି ଯାଉଥିବାବେଳେ ରାସ୍ତାରେ ମହିଳାଙ୍କୁ ଛାଡ଼ି ତାଙ୍କ ଭ୍ୟାନିଟ୍ ବ୍ୟାଗ ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲୁଟ୍ କରି ନେଇଛନ୍ତି ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ଯାଜପୁରର ୧୬ ନମ୍ବର ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ। ଲୁଟ୍ର ଶିକାର ହୋଇଛନ୍ତି ନିରୁପମା ବିଶ୍ୱାଳ ନାମ୍ନୀ ଜଣେ ମହିଳା। ବାପାଙ୍କ ମୃତ୍ୟୁ ଖବର ପାଇ ସେ ଅନୁଗୁଳରୁ ବସ୍ ଯୋଗେ ମଙ୍ଗୁଳି ଛକକୁ ଆସିଥିଲେ। ପରେ ଏକ କାର ବୁକ୍ କରି ନିଜ ଘର ବାଲେଶ୍ୱର […]
ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ‘ଉତ୍କଳ ଓପନ୍ ଟେନିସ୍’ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ଏଥିରେ ଅଂଶୁ କୁମାର ଭୂୟାଁଙ୍କୁ ଡବଲ୍ ଟାଇଟଲ୍ ମିଳିଛି। ପୁରୁଷ ସିଙ୍ଗଲ୍ସ ଏବଂ ଡବଲ୍ସ ଇଭେଣ୍ଟରେ ସେ ଚାମ୍ପିଅନ୍ ହୋଇଛନ୍ତି। ସେହିଭଳି ୧୪ବର୍ଷରୁ କମ୍ ବାଳିକା ସିଙ୍ଗଲ୍ସ ଇଭେଣ୍ଟରେ ସୋହିନୀ ମହାନ୍ତି ଏବଂ ବାଳକ ବର୍ଗରେ ଷ୍ଟିଭନ ଅଙ୍କିତ ଏକ୍କା ଚାମ୍ପିଅନ ହୋଇଛନ୍ତି। ୪୦ବର୍ଷରୁ ଅଧିକ ବୟସ ବର୍ଗର ଡବଲ୍ସ ଇଭେଣ୍ଟରେ ଶାଶ୍ୱତ ଜେନା ଓ ହିମାଦ୍ରୀ ଯୋଡ଼ି ଟାଇଟଲ୍ ଜିଣିଛନ୍ତି। ୫୦ବର୍ଷରୁ […]
ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ। ଏହି ଅବସରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି। ଭାରତରେ ଥିବା ଇସ୍ରାଏଲ ଦୂତବାସ ପକ୍ଷରୁ ଏହି ଟୁଇଟ୍ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନଙ୍କର କିଛି ଫଟୋକୁ ଯୋଡି ଭିଡିଓ ପୋଷ୍ଟ କରାଯାଇଛି। ଯେଉଁଥିରେ ଉଲ୍ଲେଖ ରହିଛି ଆଗକୁ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱ ଜାରି ରହୁ ଏବଂ ଦୁଇ ଦେଶକୁ ଶିଖରେ ପହଞ୍ଚାଉ। ଏଥିସହ ବଲିଉଡ […]
ଶ୍ରୀନଗର: ଜମ୍ମୁ କଶ୍ମୀରରେ ସପ୍ତାହକ ମଧ୍ୟରେ ୩୮ ହଜାରରୁ ଅଧିକ ଯବାନ ନିୟୋଜିତ ହେଲେଣି। କାହିଁକି ଏତେ ସୈନ୍ୟ ସେଠାକୁ ଯାଉଛନ୍ତି, କାହିଁକି ଅମରନାଥ ଯାତ୍ରୀଙ୍କୁ ଫେରାଇ ନିଆଯାଉଛି ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। ସାରା ଦେଶର ନଜର ଏବେ ଅଟକିଛି ଜମ୍ମୁ କଶ୍ମୀର ଉପରେ । ବିଭିନ୍ନ ଗୁଜବ ବି ଶୁଣିବାକୁ ମିଳୁଛି। ଏ ନେଇ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ବାରମ୍ୱାର ସ୍ପଷ୍ଟୀକରଣ ରଖୁଛନ୍ତି। ରାଜ୍ୟପାଳ କହିଛନ୍ତି, ସେ ଦିଲ୍ଲୀର ସମସ୍ତଙ୍କ କଥା ହୋଇଛନ୍ତି। […]
ଦୁବାଇ: ଗୋଟିଏ ରାତିରେ କୋଟିପତି ହେବାର ସ୍ୱପ୍ନ କାହାର ନ ଥାଏ ? ବୋଧହୁଏ ସମସ୍ତଙ୍କର। କିନ୍ତୁ କେତେଜଣଙ୍କର ଏପରି ସ୍ୱପ୍ନ ପୂରଣ ହୋଇଥାଏ ? ଯାହାର ହେଉ ନ ହେଉ, ହାଇଦ୍ରାବାଦ୍ର ବିଳାସ ରିକ୍କାଲାଙ୍କର ଏପରି ସ୍ୱପ୍ନ କିନ୍ତୁ ପୂରଣ ହୋଇ ପାରିଛି। ଚାକିରି ଖଣ୍ଡିଏ ପାଇଁ ଘୂରି ବୁଲୁଥିଲେ, ଆଉ ଏବେ ୨୭, ୮୬, ୬୭,୬୦୦ ଟଙ୍କାର ମାଲିକ। କଥାଟା ବିଶ୍ୱାସ ନ ହେଲେ ବି ସତ। ବିଳାସ ଜଣେ କୃଷକ। ଚାକିରି ନ […]
ଫ୍ଲୋରିଡା: ଆଉ କିଛି ଘଣ୍ଟା ପରେ ଆମେରିକାର ଫ୍ଲୋରିଡାଠାରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଆରମ୍ଭ ହେବ। ଭାରତୀୟ ସମୟ ସନ୍ଧ୍ୟା ୮ଟାରେ ଏହି ମ୍ୟାଚ୍ ଖେଳାଯିବ। ବିଶ୍ୱକପ୍ ସ୍ୱପ୍ନ ଅଧାରୁ ଧୂଳିସାତ ହେବା ପରେ ପ୍ରଥମଥର ଭାରତୀୟ ଟିମ୍ ପଡ଼ିଆକୁ ଓହ୍ଲାଇବ। ତେଣୁ ଏହି ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଏହି ମ୍ୟାଚ୍ରେ ଭାରତର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଡେପୁଟି ରୋହିତ ଶର୍ମା ପରସ୍ପରର ରେକର୍ଡ […]
ନୂଆଦିଲ୍ଲୀ: ରବିବାର ବିଶ୍ୱ ବନ୍ଧୁତ୍ୱ ଦିବସ। ଅବଶ୍ୟ ବନ୍ଧୁତ୍ୱକୁ ଜାହିର କରିବା ପାଇଁ କୌଣସି ଦିବସର ଆବଶ୍ୟକତା ନାହିଁ। ତଥାପି ବନ୍ଧୁତ୍ୱ ନାଁରେ ନାମିତ ଏହି ଦିନଟିରେ ପୁରୁଣା ସ୍ମୃତିକୁ ରୋମନ୍ଥନ କରିବାକୁ ଭଲ ଲାଗିଥାଏ। ଆଉ ସେଥିପାଇଁ ହିଁ ଆଜି ସୋଶାଲ ମିଡିଆରେ ଘୁରି ବୁଲୁଛି ଅନେକ ବନ୍ଧୁଙ୍କ ସ୍ମୃତି। ଏହି କ୍ରମରେ ଆଜି କ୍ରିକେଟ ତାରକା ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର ତାଙ୍କ ପିଲାଦିନର ସ୍ମୃତି ଶେୟାର କରିଛନ୍ତି। ସଚ୍ଚିନ ତେନ୍ଦୁଲକର-ବିନୋଦ କାମ୍ବଲିଙ୍କ ଯୁଗଳବନ୍ଦୀକୁ […]
ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ମାମଲାରେ ଜେଲରେ ଥିବା ବିଜେପିରୁ ବହିଷ୍କୃତ ବିଧାୟକ କୁଲଦୀପ ସିଂହ ସେନ୍ଗାରଙ୍କ ବନ୍ଧୁକ ଲାଇସେନ୍ସ ରଦ୍ଦ ହୋଇଛି। ତାଙ୍କ ପାଖରେ ଏକ ବନ୍ଧୁକ, ରାଇଫଲ ଏବଂ ରିଭଲଭର ରଖିବା ପାଇଁ ତିନୋଟି ପୃଥକ ପୃଥକ ଲାଇସେନ୍ସ ଥିଲା। ଜିଲ୍ଲା ପ୍ରଶାସନ ଏ ସମସ୍ତ ଲାଇସେନ୍ସ ରଦ୍ଦ କରିଛି। ଗତବର୍ଷ ବିଧାୟକ ସେନ୍ଗାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ଏହାପରେ ସେ ଗିରଫ ହୋଇଥିଲେ। ଏବେ ଏହି ଦୁଷ୍କର୍ମ ମାମଲାର ତଦନ୍ତ ସିବିଆଇ କରୁଛି। […]
ଲକ୍ଷ୍ନୌ: ତିନ୍ ତଲାକ୍ ବିଲ୍ ରାଜ୍ୟ ସଭାରେ ଅନୁମୋଦନ ପାଇଲା ପରେ ଏହାର ପ୍ରଭାବ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। କିଛି ଲୋକ ତ ଏହାକୁ ବିରୋଧ କରି ସୁପ୍ରିମ୍କୋର୍ଟ ପର୍ଯ୍ୟନ୍ତ ଯିବାକୁ ଚାହୁଁଛନ୍ତି। କିନ୍ତୁ କିଛି ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ଯେଉଁଥିପାଇଁ ଅନେକଙ୍କ ଉଜୁଡା ଘର ସଜାଡି ହେଉଥିବା ଦେଖିବାକୁ ମିଳୁଛି । ଯେଉଁମାନେ ତିନି ତଲାକ କହି ପତ୍ନୀଙ୍କୁ ଛାଡ଼ି ଦେଇଥିଲେ, ସେମାନେ ଏବେ ସସମ୍ମାନେ ନିଜ ପତ୍ନୀଙ୍କୁ ଫେରାଇ ଆଣୁଛନ୍ତି। […]