ଲକ୍ଷ୍ନୌ:ସାମାନ୍ୟ ସମ୍ପତ୍ତିର ଲୋଭ ମଣିଷକୁ କେତେ ବର୍ବର କରିଦିଏ ! ସମ୍ପତ୍ତି ଲୋଭ ପାଖରେ ହାର ମାନିଯାଏ ବାପା-ମା’ଙ୍କ ନିଃସର୍ତ୍ତ ଭଲପାଇବା, ଭାଇର ନିରୋଳା ଶ୍ରଦ୍ଧା..ସବୁକିଛି । ଲକଡାଉନ ସମୟରେ ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଏମିତି ଏକ ହୃଦୟଥରା ଘଟଣା ଘଟିଛି । ସମ୍ପତ୍ତି ବିବାଦକୁ ନେଇ ବନ୍ଥରା ଇଲାକାର ଜଣେ ଯୁବକ ନିଜ ପରିବାରର ୬ ଜଣ ସଦସ୍ୟଙ୍କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଛନ୍ତିି । ସମସ୍ତଙ୍କୁ ହତ୍ୟା କରିବା ପରେ ନିକଟସ୍ଥ ଥାନାରେ ଆତ୍ମସମର୍ପଣ […]
ନୂଆଦିଲ୍ଲୀ: ଦେଶ ବ୍ୟାପୀ ଲକଡାଉନ ବେଳେ ଗରିବଙ୍କ ସହାୟତା ଲାଗି ୬୫ ହଜାର କୋଟି ଟଙ୍କାର ଆବଶ୍ୟକତା ରହିଛି। ଏଭଳି କହିଛନ୍ତି ପୂର୍ବତନ ଆରବିଆଇ ଗଭର୍ଣ୍ଣର ତଥା ଅର୍ଥନୀତିଜ୍ଞ ରଘୁରାମ ରାଜନ। ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା ବେଳେ ଏମିତି କିଛି କହିଛନ୍ତି ରାଜନ। ଲକଡାଉନ୍ ପରେ ଦେଶରେ ଆର୍ଥିକ ଗତିବିଧିକୁ ନେଇ ରାଜନ କହିଛନ୍ତି, କରୋନା ଭାଇରସର ମୁକାବିଲା କରିବା ସହ ଲୋକଙ୍କ ଜୀବିକାର ସୁରକ୍ଷା କରିବାକୁ ହେବ […]
ଜଳବାୟୁ ପରିବର୍ତ୍ତନ ଯୋଗୁଁ ୨୦୩୦ ମଧ୍ୟଭାଗରେ ବାରମ୍ବାର ବନ୍ୟା ପରିସ୍ଥିତି ସୃଷ୍ଟି ହେବ । ଆମେରିକାର ଉପକୂଳରେ ସମୁଦ୍ର ଜୁଆର, ସାଧାରଣ ଉଚ୍ଚତାଠାରୁ ତିନିରୁ ଚାରି ଫୁଟ ଉଚ୍ଚକୁ ବୃଦ୍ଧି ପାଇବ ବୋଲି ନାସା ଅଧ୍ୟୟନ ଅନୁସାରେ । ଏବଂ ଏହି ଧାରା ଏକ ଦଶନ୍ଧି ପର୍ଯ୍ୟନ୍ତ ଜାରି ରହିବ । ସେହିପରି ବର୍ଷସାରା ବନ୍ୟା ପରିସ୍ଥିତି ନିୟମିତ ରହିବ ନାହିଁ, କିଛି ମାସ ଅନ୍ତରାଳରେ ଆସିବ ବନ୍ୟା, ଫଳରେ ବିପଦ ବଢ଼ିଯିବ ।