ଚଣ୍ଡିଗଡ଼: ପଞ୍ଜାବ ଏବଂ ହରିଆଣା ହାଇକୋର୍ଟ ସୋମବାର ଏକ ଘରୋଇ ମାମଲାର ରାୟ ଶୁଣାଇ ସ୍ପଷ୍ଟ କରିଛନ୍ତି, ସ୍ୱାମୀ ସ୍ତ୍ରୀର ଫୋନ୍ କଲ ବିନା ଅନୁମତିରେ ରେକର୍ଡି କରିପାରିବ ନାହିଁ। ହାଇକୋର୍ଟରେ ପାରବାରିକ ବିବାଦର ଶୁଣାଣି ବେଳେ ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କ ଫୋନ ରେକର୍ଡିଂ ଶୁଣାଇଥିଲେ। ଏହି କ୍ରମରେ କୋର୍ଟ କହିଛନ୍ତି, ଫୋନ୍ କଲ୍ ରେକର୍ଡ ବାବଦରେ ତାଙ୍କ ସ୍ତ୍ରୀ ଅବଗତ ନଥିଲେ। ଏଥିସହ ବିନା ଅନୁମତିରେ କାହାର କଲ୍ ରେକର୍ଡ କରିବା ଅପରାଧ ବୋଲି […]
ନୂଆଦିଲ୍ଲୀ:ଲଦାଖରେ ଚୀନ-ଭାରତ ଉତ୍ତେଜନା ଦିନକୁ ଦିନ ବଢିବାରେ ଲାଗିଛି । ଭାରତୀୟ ସେନାର କିଛି ଯବାନ କରୋନା ସଂକ୍ରମିତ ହେବା ପରେ ନିୟନ୍ତ୍ରଣ ରେଖା ପାଖରେ ମାର୍ଚ୍ଚରେ ଆରମ୍ଭ ହେବାକୁ ଥିବା ଅଭ୍ୟାସକୁ କିଛି ସମୟ ପାଇ ଘୁଞ୍ଚାଇ ଦେଇଥିଲା ଭାରତ। ଏହାର ଫାଇଦା ନେଇ ଚୀନ ସେନା ଭାରତୀୟ ସେନାର ପାଟ୍ରୋଲିଂ କରୁଥିବା ଇଲାକାକୁ ମାଡି ଆସି ସେଠାରେ ନିଜ ସ୍ଥିତି ସୁଦୃଢ କରି ନେଇଛି। ଏହା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଆହୁରି […]
ନୂଆଦିଲ୍ଲୀ: କରୋନା ବିପତ୍ତି ଭିତରେ ବି ଦେଶରେ ବଢ଼ି ଚାଲିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା । ବିଶେଷ କରି ଅଣ-ବିଜେପି ଶାସିତ ରାଜ୍ୟ ମାନଙ୍କରେ ଏହି ଗ୍ରାଫ୍ ସବୁଠୁ ଉଚ୍ଚରେ । ତାଲିକାର ଶୀର୍ଷରେ ରହିଛି ଓଡ଼ିଶା । ବର୍ତ୍ତମାନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟ କଳାପରେ କେତେ ସନ୍ତୁଷ୍ଟ ଅଛନ୍ତି ଭାରତୀୟ ? ଜାଣିବାକୁ IANS-C VOTER ସଂସ୍ଥା ପକ୍ଷରୁ ନିକଟରେ ଦେଶବ୍ୟାପୀ ଏକ ସର୍ବେକ୍ଷଣ ହୋଇଥିଲା। ଏହି ସର୍ବେକ୍ଷଣରେ ପ୍ରାୟ ୬୫.୬୯ ପ୍ରତିଶତ […]
ନୂଆଦିଲ୍ଲୀ: ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସାଇକ୍ଲୋନିକ୍ ଷ୍ଟର୍ମ ବା ବାତ୍ୟାର ରୂପ ନେଇପାରେ ନିସର୍ଗ । ଏହାର ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହି ସମୟରେ ୯୦ରୁ ୧୧୫ କିମି ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହି ସମୟରେ ପବନର ବେଗ ୧୨୫ କିମି ବି ଛୁଇଁପାରେ ବୋଲି ପୂର୍ବାନୁମାନ କରୁଛି ପାଣିପାଗ ବିଭାଗ। […]
ୱାଶିଂଟନ:ପୋଲିସ ହେପାଜତରେ ଥିବା ଜଣେ କୃଷ୍ଣକାୟଙ୍କ ମୃତ୍ୟୁକୁ ନେଇ ଆମେରିକାରେ ଥମୁନି ଉତ୍ତେଜନା । ହ୍ୱାଇଟ୍ ହାଉସ୍ ବାହାରେ ପୁଣି ବିକ୍ଷୋଭକାରୀ ଜୋରଦାର ବିକ୍ଷୋଭ କରିଛନ୍ତି। ଅନେକ ସହରରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ଦଙ୍ଗା ସାଙ୍ଗକୁ ଲୁଟପାଟ ଚାଲିଥିବା ଖବର ମଧ୍ୟ ମିଳିଛି। ଦଙ୍ଗା ରାଜଧାନୀ ୱାଶିଂଟନ ଡିସି ଏବଂ ହ୍ୱାଇଟ୍ହାଉସ ପର୍ଯ୍ୟନ୍ତ ପହଞ୍ଚି ଗଲାଣି। ହ୍ୱାଇଟ୍ ହାଉସ୍ ବାହାରେ ପୁଣି ବିକ୍ଷୋଭକାରୀ ଜୋରଦାର ବିକ୍ଷୋଭ କରିଛନ୍ତି । ପରିସ୍ଥିତିକୁ ଦେଖିବା ପରେ ଓ୍ୱାଶିଂଟନ୍ ଡିସିରେ […]