• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

bjp mlas daughter
ବିଜେପି ବିଧାୟକଙ୍କ ଝିଅଙ୍କ ଗୁହାରି- ‘ପାପା ଗୁଣ୍ଡା ପଠାଇବା ବନ୍ଦ କର’

ନୂଆଦିଲ୍ଲୀ: ‘ପାପା ଗୁଣ୍ଡା ପଠାଇବା ବନ୍ଦ କର’। ଏହା କୌଣସି ଫିଲ୍ମର ଡାଏଲଗ୍ ନୁହେଁ ବରଂ ଦଳିତ ଯୁବକଙ୍କୁ ପ୍ରେମ ବିବାହ କରିଥିବା ଜଣେ ବିଧାୟକଙ୍କ ଝିଅ ନିଜ ବାପାଙ୍କୁ ଏଭଳି ଗୁହାରି କରୁଥିବା ଦୃଶ୍ୟ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଯୁବତୀ ଜଣକ ହେଲେ ଉତ୍ତରପ୍ରଦେଶର ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ମିଶ୍ରା। ସୂଚନା ଅନୁସାରେ, ସାକ୍ଷୀ ପରିବାର ଲୋକଙ୍କ ଇଚ୍ଛା ବିରୁଦ୍ଧରେ ଅଭି […]

  • Monday, 12 July 2021
water bottle
ରେଲୱେ ଷ୍ଟେସନ ଓ ଟ୍ରେନ୍‌ରେ ନକଲି ପାଣି ବୋତଲ ବିକ୍ରି ଅଭିଯୋଗ, ୮୦୦ ଗିରଫ

ନୂଆଦିଲ୍ଲୀ: ଟ୍ରେନ୍‌ରେ ବିକ୍ରି ହେଉଥିବା ଅଧିକାଂଶ ପାଣି ବୋତଲରେ ଥିବା ଜଳ ବିଶୁଦ୍ଧ  ନୁହେଁ। ବିଭିନ୍ନ ବ୍ରାଣ୍ଡ୍‌ର ଅରିଜିନାଲ ଷ୍ଟିକର ଲଗାଇ ପାଣି ବୋତଲ ବିକ୍ରି ହେଉଥିବାର ଅଭିଯୋଗ ଆସିବା ପରେ ରେଳ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପାଖାପାଖି ୩୦୦ଟି ସ୍ଥାନରେ ଚଢ଼ାଉ କରାଯାଇ ୮୦୦ ଲୋକଙ୍କୁ ରେଲଓ୍ୱେ ପୁଲିସ୍‌ ଗିରଫ କରିଥିବା ସୂଚନା ମିଳିଛି। ଟ୍ରେନ୍‌ରେ ଏହି ନକଲି ପାଣି ବୋତଲ ବିକ୍ରି ପଛରେ ୪ ପ୍ୟାଣ୍ଟ୍ରୀ କାର୍‌ର ମ୍ୟାନେଜରଙ୍କ ହାତ […]

  • Monday, 12 July 2021
robot
ରୋବଟ୍‌ କରୁଛି କ୍ୟାନ୍ସର ଚିକିତ୍ସା

ବିଶାଖାପାଟଣା: ଏଣିକି କ୍ୟାନସର ଭଳି ମାରାତ୍ମକ ରୋଗର ଚିକିତ୍ସା ରୋବଟ୍‌ ମାଧ୍ୟମରେ ହୋଇପାରୁଛି। ପୂର୍ବରୁ କ୍ୟାନସର ରୋଗୀଙ୍କ କ୍ଷେତ୍ରରେ ଅପରେସନ ପାଇଁ ୭ରୁ ୮ ଘଣ୍ଟା ସମୟ ଲାଗୁଥିଲା। ହେଲେ ଏବେ ରୋବଟ୍‌ ମାଧ୍ୟମରେ ମାତ୍ର ୧ ଘଣ୍ଟାରେ ଅପରେସନ୍‌ ହୋଇପାରୁଛି। ଫଳରେ ରୋଗୀଙ୍କୁ ଅଧିକ ଦିନ ମେଡିକାଲ୍‌ରେ ରହିବାକୁ ପଡ଼ିବନି। ବିଶାଖାପାଟଣାର ମହାତ୍ମାଗାନ୍ଧୀ କ୍ୟାନ୍ସର ହସ୍ପିଟାଲ୍‌ ଓ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ଏହି ନୂତନ ଅପେରସନ ପଦ୍ଧତିର ଶୁଭାରମ୍ଭ ହୋଇଛି। ସାରା ଦେଶର କ୍ୟାନ୍ସର ବିଶେଷଜ୍ଞଙ୍କୁ […]

  • Monday, 12 July 2021
karanataka
ସୂତା ଖିଅରେ ଝୁଲୁଛି କର୍ଣ୍ଣାଟକ ମେଣ୍ଟ ସରକାରର ଭାଗ୍ୟ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜେଡିଏସ୍‌-କଂଗ୍ରେସର ମେଣ୍ଟର ୧୩ଜଣ ବିଧାୟକ ଇସ୍ତଫା ଦେବା ପରେ ଏବେ ସୂତା ଖିଅରେ ଝୁଲୁଛି ମେଣ୍ଟ ସରକାରର ଭାଗ୍ୟ। ଗତକାଲି ରାତିରେ ବିଦେଶରୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଫେରିବା ପରେ ବେଙ୍ଗାଲୁରୁରେ ଜେଡିଏସ୍‌ ଓ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଆଜି ସେ ବିଦ୍ରୋହୀ ବିଧାୟକ ରାମଲିଙ୍ଗା ରେଡ୍ଡୀଙ୍କ ସହ ଏକ ଅଜଣା ସ୍ଥାନରେ ଆଲୋଚନା କରିଥିବା ଜଣାପଡ଼ିଛି। ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର ମଧ୍ୟ ଆଜି ସକାଳେ ସମସ୍ତ ମନ୍ତ୍ରୀଙ୍କ ସହ ବର୍ତ୍ତମାନର ରାଜନୈତିକ ସ୍ଥିତି […]

  • Monday, 12 July 2021
police
ସାରା ଦେଶରେ ଖାଲି ପଡ଼ିଛି ୫ ଲକ୍ଷରୁ ଅଧିକ ପୁଲିସ ପଦବୀ

ନୂଆଦିଲ୍ଲୀ: ଦେଶରେ ଖାଲି ପଡ଼ିଛି ୫ ଲକ୍ଷରୁ ଅଧିକ ପୁଲିସ ପଦବୀ। ମାଓ ପ୍ରବଣ ଅଞ୍ଚଳ ଭାବେ ପରିଗଣିତ ହୋଇଥିବା ମହାରାଷ୍ଟ୍ର, ଓଡ଼ିଶା ଓ ଛତିଶଗଡ଼ରେ ମଧ୍ୟ ବହୁସଂଖ୍ୟାରେ ପୁଲିସ ପଦବୀ ଖାଲି ପଡ଼ିଥିବା ଜଣାପଡ଼ିଛି। କେବଳ ନାଗାଲ୍ୟାଣ୍ଡରେ ଆବଶ୍ୟକତାଠୁ ଅଧିକ ପୁଲିସ ଅଧିକାରୀ ଓ କର୍ମଚାରୀ ନିୟୋଜିତ ଥିବା ଜଣାପଡ଼ିଛି। ୧ ଜାନୁଆରୀ ୨୦୧୯ ତାରିଖ ଯାଏ ଗୃହ ମନ୍ତ୍ରଣାଳୟର ଏକ ରିପୋର୍ଟରୁ ଏହି ସୂଚନା ମିଳିଛି। ଓଡ଼ିଶାରେ ୧୦ ହଜାର ୩୨୨ ପୁଲିସ ପଦବୀ […]

  • Monday, 12 July 2021