• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

0000000000
ରୋଗୀଙ୍କ ଉପରେ ଫଳପ୍ରଦ ହେଉଛି Remdesivir !

ନୂଆଦିଲ୍ଲୀ:କରୋନା ଭାଇରସ ଯୁଦ୍ଧରେ ଆଣ୍ଟି ଭାଇରାଲ ଡ୍ରଗ୍‌ ରେମ୍‌ଡେସିଭର (Remdesivir) ବେଶ ଫଳପ୍ରଦ ହେଉଛି। ଆମେରିକାରେ ଜୋରସୋରରେ ଏହାର କ୍ଲିନିକାଲ ଟ୍ରାଏଲ ହେବା ପରେ ଏହାର ଫଳାଫଳ ସାମ୍ନାକୁ ଆସିଛି ଯାହା ଗବେଷକଙ୍କୁ ଆଶ୍ୱସ୍ତି ଦେଇଛି। ଯେଉଁ କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ୍‌ ଥେରାପିର ଆବଶ୍ୟକତା ରହିଛି,  ସେମାନଙ୍କ ପାଖରେ ଔଷଧ ବେଶ ଭଲ କାମ ଦେଉଛି। ସେମାନେ ତୁରନ୍ତ ରୋଗମୁକ୍ତ ହେଉଛନ୍ତି। ଏହି ଟ୍ରାଏଲକୁ ଆମେରିକା‌ର ନାଶନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ ଏଲର୍ଜି ଆଣ୍ଡ ଇନ୍‌ଫେକ୍ସନ ଡିଜିଜେଜ୍‌ […]

  • Tuesday, 13 July 2021
china-1
ସୀମାନ୍ତରେ ସେନା ଠୁଳ କଲେ ଭାରତ-ଚୀନ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତ-ଚୀନ ସୀମାକୁ ନେଇ ବିବାଦ ବଢିବାରେ ଲାଗିଛି। ଲଦାଖ ନିକଟ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନାକୁ ଚୀନ ସୈନ୍ୟ ଅଟକ ରଖିଥିଲେ । ଏମିତି କି ଆଇଟିବିପି ଯବାନଙ୍କ ହାତରୁ ବନ୍ଧୁକ ଛଡାଇ ନେଇଥିଲା ଚୀନ ସେନା। ଏହାର ଦୃଢ ଜବାବ ଦେଇଥିଲା ଭାରତୀୟ ସେନା। ଦୁଇ ସେନା ମଧ୍ୟରେ ଧସ୍ତା ଧସ୍ତି ହେବା ପରେ ଭାରତୀୟ ସୈନ୍ୟଙ୍କୁ ଛାଡିବା ସହ ବନ୍ଧୁକ ମଧ୍ୟ ଫେରାଇ ଦେଇଥିଲେ ଚୀନ ସୈନ୍॥  […]

  • Tuesday, 13 July 2021
eid
ଆଜି ପାଳନ ହେବନି ‘ଇଦ୍‌’

କଟକ:ରବିବାର ପାଳନ ହେବନି ଇଦ୍।  ଶନିବାର ଜହ୍ନ ଦୃଶ୍ୟ ହୋଇ ନ ଥିଲା। ରବିବାର ମଧ୍ୟ ଜହ୍ନ ଦେଖା ଯିବ ନାହିଁ। ତେଣୁ ରବିବାର ଇଦ୍ ପାଳନ ନ ହୋଇ ସୋମବାର ହେବ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀ ଜାମା ମସଜିଦ୍‌ ସାହି ଇମାମ୍ ସୟଦ୍ ଅହମ୍ମଦ୍ ବୁଖାରୀ। ସେହିଭଳି କଟକ ସ୍ଥିତ ଚାନ୍ଦ କମିଟି ତଥା ଅଞ୍ଜୁମାନ୍ ଇସଲାମିଆ ଆଲହେ ସୁନତ ଓ ଜମାତ ମଧ୍ୟ ସମାନ୍ ଘୋଷଣା କରିଛି। ଆଜି ନୁହେଁ ବରଂ ଆସନ୍ତାକାଲି […]

  • Tuesday, 13 July 2021
vlcsnap-error235
କରୋନା ମୃତକଙ୍କୁ ଏମିତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଲା ‘ଦି ନ୍ୟୁୟର୍କ ଟାଇମ୍ସ’

ୱାଶିଂଟନ: କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ସମ୍ମାନ ଜଣାଇଛି ଆମେରିକାର ଲୋକପ୍ରିୟ ଖବର କାଗଜ ‘ଦି ନ୍ୟୁୟର୍କ ଟାଇମ୍ସ’ । ଆଜି ପ୍ରକାଶ ପାଇଥିବା ସଂସ୍କରଣର ପ୍ରଥମ ପୃଷ୍ଠାରେ କୋରନା ମୃତ ବ୍ୟକ୍ତିଙ୍କ ନାଁ ଉଲ୍ଲେଖ କରିଛି ଦ ନ୍ୟୁୟର୍କ ଟାଇମ୍ସ। ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଆଡ଼କୁ ଗତି କରୁଥିବା ବେଳେ ଏଭଳି ଢଙ୍ଗରେ ଆଜି ସମ୍ମାନ ଦିଆଯାଇଛି। ଖବରକାଗଜର ରାଷ୍ଟ୍ରୀୟ ସମ୍ପାଦକ ମାର୍କ ଲେସି କହିଛନ୍ତି, ମୁଁ ଏମିତି […]

  • Tuesday, 13 July 2021
coronavius
ଦେଶରେ କରୋନା ନେଲା ୩,୮୬୭ ଜୀବନ

ନୂଆଦିଲ୍ଲୀ:ଦେଶରେ ସଙ୍ଗୀନ ହେବାରେ ଲାଗିଛି କରୋନା ସଂକ୍ରମଣ ସ୍ଥିତି। ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟାମଧ୍ୟ ବଢିବାରେ ଲାଗିଛି। ବର୍ତ୍ତମାନ ଦେଶରେ ମୃତ୍ୟୁ ସଂଖ୍ୟା ୩ ହଜାର ୮୬୭ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୭୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧୪୭ ଜଣଙ୍କ ମୃତ୍ୟୁ ଘଟିଛି । […]

  • Tuesday, 13 July 2021
cliroquin
ସବୁ କରୋନା ଯୋଦ୍ଧା ଖାଇପାରିବେ ହୋଇଡ୍ରକ୍ସିକ୍ଲୋରୋକ୍ୱିନ୍

ନୂଆଦିଲ୍ଲୀ: ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ପକ୍ଷରୁ ହୋଇଡ୍ରକ୍ସି କ୍ଲୋରୋକ୍ୱିନ୍ ବ୍ୟବହାର ଉପରେ ପରିବର୍ତ୍ତିତ ଗାଇଡଲାଇନ ଜାରି କରାଯାଇଛି। ଅଣ କୋଭିଡ୍ ହସ୍ପିଟାଲରେ କାଯ୍ୟରତ ସ୍ୱାସ୍ଥ୍ୟକର୍ମୀ, କଣ୍ଟେନମେଣ୍ଟ ଜୋନରେ ସର୍ଭେଲାନ୍ସ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ କରୋନା ସଂକ୍ରମଣ କାର୍ଯ୍ୟ ତଦାରଖ କରୁଥିବା ପୋଲିସ ଓ ଅର୍ଦ୍ଧସାମରିକ ବଳ କର୍ମଚାରୀ ଏହାକୁ ପ୍ରତିଷେଧକ ଭାବେ ବ୍ୟବହାର କରିପାରିବେ। ହାଇଡ୍ରକ୍ସି କ୍ଲୋରୋକ୍ୱିନକୁ ବ୍ୟବହାରକୁ ନେଇ ଆଇସିଏମଆର ମଧ୍ୟ ଚେତାବନୀ ଦେଇଛି । ଏହି ମେଡିସିନ୍ ଖାଇବା ପରେ […]

  • Tuesday, 13 July 2021
china
ଲଦାଖ ଉପରେ ଚୀନ ସେନାର ତୀକ୍ଷ୍‌ଣ ନଜର: ଲୁଚି ରହିଛି ଧନର ଭଣ୍ଡାର !  

ପେଇଚିଂ: ଭାରତ ଏବଂ ଚୀନ ସୀମାନ୍ତ ଲଦାଖରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ହଜାର ହଜାର ଚୀନ ସେନା ଗଲବାନ ରିଜନର ୩ଟି ସ୍ଥାନରେ ଭାରତ ସୀମା ଭିତରକୁ ପଶି ଆସିଛନ୍ତି। ପେଙ୍ଗୋଙ୍ଗ ସୋ ଲେକ ନିକଟ ଫିଙ୍ଗର ଏରିଆରେ ଚୀନ ସେନା ବଙ୍କର ତିଆରି କରୁଛନ୍ତି। ତେବେ କାହିଁକି ଏତେ ସଂଖ୍ୟକ ଚୀନ ସେନା ଏଠାରେ ଠୁଳ ହୋଇଛନ୍ତି ? କିଛି ସାମରିକ ଉଦ୍ଦେଶ୍ୟ ରହିଛି କି ? ଏମିତି ଅନେକ ପ୍ରଶ୍ନ […]

  • Tuesday, 13 July 2021
sucide
ସନ୍ଦେହଜନକ ଅବସ୍ଥାରେ କୂଅରୁ ମିଳିଲା ୯ ମୃତଦେହ

ହାଇଦ୍ରାବାଦ: ତେଲେଙ୍ଗାନର ୱାରାଙ୍ଗାଲ ରୁରାଲ ଜିଲ୍ଲାର ଏକ  କୂଅ ମଧ୍ୟରୁ ୯ଜଣଙ୍କର ମୃତଦେହ ପୋଲିସ ଉଦ୍ଧାର କରିଛି । ଏମାନଙ୍କ ମଧ୍ୟରୁ ୬ ଜଣ ଗୋଟିଏ ପରିବାରର। ଅନ୍ୟ ୩ ଜଣଙ୍କ ମଧ୍ୟରୁ ୨ ଜଣ ବିହାରର ଏବଂ ଅନ୍ୟଜଣେ ତ୍ରିପୁରାର ବୋଲି ଜଣାପଡ଼ିଛି। ପୋଲିସ ଗୁରୁବାର ଦିନ ୪ଟି ମୃତଦେହ  ଉଦ୍ଧାର କରିଥିଲା। ଅନ୍ୟ ୫ଟି ଶବ ଶୁକ୍ରବାର ପାଇଥିଲା। ଉଦ୍ଧାରକାରୀ ପୋଲିସ ଟିମ୍‌ଙ୍କ କହିବା ଅନୁଯାୟୀ, ଶବ ଦେହରେ କୌଣସି କ୍ଷତ ଚିହ୍ନ ନାହିଁ। […]

  • Tuesday, 13 July 2021
plane crash
ପାକ୍‌ ବିମାନ ଦୁର୍ଘଟଣା: ମୃତ୍ୟୁକୁ ମାତ୍‌ ଦେଇ ବଞ୍ଚିଗଲେ ଏଇ ଦୁଇଜଣ

ନୂଆଦିଲ୍ଲୀ:ଭଗବାନ ଯାହାକୁ ବଞ୍ଚାଇବାକୁ ଚାହିଁବେ ତାକୁ କିଏ ବା ମାରିପାରିବ ? ବୋଧହୁଏ ତାଙ୍କ ପ୍ରତି ଭଗବାନଙ୍କର ଆର୍ଶୀବାଦ ଥିଲା। ନଚେତ୍‌ ବିମାନର ସବୁ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ଏମାନେ କିପରି ବଞ୍ଚିଲେ ? ଆମେ ପାକିସ୍ତାନର ସେଇ ବିମାନ ଦୁର୍ଘଟଣା ସମ୍ପର୍କରେ କହୁଛୁ ଯେଉଁ ଭୟଙ୍କର ଦୁର୍ଘଟଣାରେ ବିମାନରେ ଥିବା ୧୦୭ ଜଣଙ୍କ ମଧ୍ୟରୁ ୧୦୫ ଜଣଙ୍କର ମୃତ୍ୟୁ ଘଟିଥିଲା। ହେଲେ ଦୁଇ ଜଣ ଏହି ମହାବିପତ୍ତିରୁ ବର୍ତ୍ତି ଯାଇଛନ୍ତି। ପାକିସ୍ତାନ ବିମାନ A320 ଶୁକ୍ରବାର […]

  • Tuesday, 13 July 2021
india corona
ମହାରାଷ୍ଟ୍ର: ୨୪ ଘଣ୍ଟାରେ ୨୯୪୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ସତ୍ତ୍ୱେ ହୁ ହୁ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା।  ୨୪ ଘଣ୍ଟାରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ସଂଖ୍ୟକ ବୃଦ୍ଧି ଘଟିଛି । ଗୋଟିଏ ଦିନରେ ୬୬୫୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ  ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୨୫ ହଜାର ପାର ହୋଇଛି । ସେମାନଙ୍କ ମଧ୍ୟରୁ ୬୯ହଜାର ୫୯୭ଜଣ ଚିକିତ୍ସିତ ହେଉଥିବା ବେଳେ ୫୧ ହଜାର […]

  • Tuesday, 13 July 2021