• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

china-1111
ଚୀନର ଯୁଦ୍ଧ ପ୍ରସ୍ତୁତି; ପ୍ରଶିକ୍ଷଣ ବଢାଇବା ପାଇଁ ସେନାକୁ ନିର୍ଦ୍ଦେଶ

ବେଜିଂ: କରୋନା ଯୁଦ୍ଧ ପାଇଁ ସାରା ବିଶ୍ୱ ଆଜି ଲଢୁଥିବାବେଳେ ଚୀନ କିନ୍ତୁ ସୀମାନ୍ତରେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ।  ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ରାଷ୍ଟ୍ରପତି ଶୀ ଜିନ୍‌ପିଙ୍ଗ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଦୃଢତାର ସହ ଦେଶକୁ ରକ୍ଷା କରିବା ପାଇଁ ସେ ସେନାକୁ ଆହ୍ୱାନ ଦେଇଛନ୍ତି। ମଙ୍ଗଳବାର ଚୀନ ସଂସଦ ଅଧିବେଶନରେ ପିପୁଲ୍ସ ଲିବରେଶନ ଆର୍ମି ଏବଂ ପିପୁଲ୍ସ ଆର୍ମଡ ପୋଲିସ ଫୋର୍ସର […]

  • Tuesday, 13 July 2021
lockown worker
ପ୍ରବାସୀ ଶ୍ରମିକଙ୍କ ସୁବିଧା ପାଇଁ କି ପଦକ୍ଷେପ ନେଇଛ ଜଣାଅ-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ଦେଖି ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏହି ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ କି କି ପଦକ୍ଷେପ ଗ୍ରହଣ କରିଛନ୍ତି ତାର ସବିଶେଷ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ। ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚକୋର୍ଟରେ ଗୁରୁବାର ଏନେଇ ପରବର୍ତ୍ତୀ ଶୁଣାଣି ରହିଛି। ରାସ୍ତାରେ ଆସୁଥିବା ପ୍ରବାସ ଫେରନ୍ତା ଶ୍ରମିକଙ୍କ ପାଇଁ ମାଗଣାରେ ଖାଦ୍ୟ ଓ ପରିବହନ ବ୍ୟବସ୍ଥା କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ […]

  • Tuesday, 13 July 2021
cloroquine
କରୋନା ପାଇଁ ଆଗକୁ ଅଧିକ ସତର୍କ ରହିବାକୁ ପଡ଼ିବ-WHO

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁଁ ଅଧିକ ଜୀବନହାନି ଆଶଙ୍କା ରହିଛି । ଏପରି  ଆଶଙ୍କା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  WHO। ବର୍ତ୍ତମାନ ହାତଗଣତି କିଛି ଦେଶ କରୋନା କବଳରୁ ମୁକୁଳିବାକୁ ଚେଷ୍ଟା କରୁଛନ୍ତି। ଅନେକ ବିତ୍ତଶାଳୀ ରାଷ୍ଟ୍ର ଏବେ ବି ସଂକ୍ରମଣ ସହ ଲଢ଼େଇ କରୁଛନ୍ତି । ଏହି ସବୁ ଦେଶରେ ଦିନକୁୁ ଦିନ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଚିନ୍ତା ବଢୁଛି । କରୋନା ପ୍ରଭାବିତ ଦେଶ ବର୍ତ୍ତମାନଠାରୁ ଦ୍ୱିତୀୟ ପର୍ଯ୍ୟାୟ […]

  • Tuesday, 13 July 2021
modi-pak
ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ ଇଦ୍‌ ମୁବାରକ ଜଣାଇଲେନି ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅବୁଧାବିର ବଲି ଅହଦ (କ୍ରାଉନପ୍ରିନ୍ସ) ଶେଖ ମହମ୍ମଦ ବିନ୍‌ ଜାୟଦ ଅଲ ନାହୟାନ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶଖେ ହସିନାଙ୍କୁ ଇଦ୍‌ ମୁବାରକ ଜଣାଇଥିଲେ । ଏଥିସହିତ କରୋନା ଭାଇରସ୍‌ ମହାମାରୀର ସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ମୋଦି ତାଙ୍କର ଟ୍ୱିଟରରେ ଲେଖିଛନ୍ତି ମୋହମ୍ମଦ ବିନ ଜାୟଦ ଏବଂ ସଂଯୁକ୍ତ ଆରବ ଏମିରେଟ୍ (ୟୁଏଇ)ର ଲୋକଙ୍କୁ ଇଦର ମୁବାରକ । ଏଥିସହିତ ପ୍ରଧାନମନ୍ତ୍ରୀ ୟୁଏଇରେ ଥିବା ଭାରତୀୟ […]

  • Tuesday, 13 July 2021