ନୂଆଦିଲ୍ଲୀ:କରୋନା ମୁକାବିଲା ପାଇଁ ମାସ୍କ ପିନ୍ଧିବା କରାଯାଇଛି ବାଧ୍ୟତାମୂଳକ। ମାସ୍କ ନ ପିନ୍ଧିଲେ ଫାଇନ। ଏହି ନିୟମରୁ ବାଦ ପଡ଼ି ନାହାନ୍ତି ପୋଲିସ ଅଫିସର । ମାସ୍କ ପିନ୍ଧି ନ ଥିବାରୁ ଦିଲ୍ଲୀର ଜଣେ ଏଏସଆଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ଡିସିପି। ଡିସିପିଙ୍କର ଏପରି କଡା କାର୍ଯ୍ୟାନୁଷ୍ଠାନକୁ ନେଇ ସବୁଆଡେ ଚାଲିଛି ଚର୍ଚ୍ଚା। ଘଟଣା ହେଲା, କରୋନା ଗାଇଡଲାଇନ କିପରି ପାଳନ କରାଯାଉଛି କି ନାହିଁ, ସୋଶାଲ ଡିଷ୍ଟାନ୍ସିଂ ରହୁଛି କି ନାହିଁ ତାହା ଦେଖିବା ପାଇଁ […]
ନୂଆଦିଲ୍ଲୀ: ରୂପେଲି ପରଦାରେ ହିରୋଙ୍କ ଗ୍ଲାମର ପିଲାକୁ କେମିତି ବାଟବଣା କରେ ତାହାର ଏକ ଉଦାହରଣ। ଫିଲ୍ମରେ ହରୋଙ୍କ କାର୍ଯ୍ୟକଳାପକୁ ଦେଖି ଦେଖି ବିଭୋର ହୋଇଯାଇଥିଲା କୋମଳମତି ପିଲାଟି। ପ୍ରତି ହିରୋଙ୍କ ଭିତରେ ସେ ନିଜକୁ ହିଁ ଦେଖୁଥିଲା । ହିରୋଙ୍କ ଗ୍ଲାମର, ଷ୍ଟଣ୍ଟ ଦେଖି ଧିରେ ଧିରେ ପିଲାଟି ମନରେ ହିରୋ ହେବାର ନିଶା ବଢିଗଲା। ହେଲେ କେମିତି ସେ ହେବ ହିରୋ ? ସେ ଏତିକି ଜାଣିଥିଲା, ହିରୋ ହେବାକୁ ହେଲେ ମୁମ୍ବାଇ ଯିବାକୁ […]
ଆଜି ୨୦୨୦ ମସିହା, ଫେବୃଆରୀ ମାସ ୮ ତାରିଖ, ଶନିବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ନୂଆଦଲ୍ଲୀ:ଆଗାମୀ କିଛି ଦିନ ଭିତରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପ୍ରତ୍ୟର୍ପଣ କରିପାରେ ଲଣ୍ଡନ। ଅନ୍ତର୍ଜାତିକ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପ୍ରତ୍ୟର୍ପଣ ସମ୍ପର୍କିତ ସମସ୍ତ ଔପଚାରିକତା ଶେଷ ହୋଇଛି। ଭାରତ ସରକାର ତାଙ୍କୁ ଯେ କୌଣସି ମୁହୂର୍ତ୍ତରେ ଲଣ୍ଡନରୁ ଆଣିପାରନ୍ତି। ସୂଚନାଥାଉ କି, ମେ’୧୪ରେ ମାଲ୍ୟା ଭାରତ ସରକାରଙ୍କ ପ୍ରତ୍ୟର୍ପଣକୁ ଚ୍ୟାଲେଞ୍ଜ କରି ଲଣ୍ଡନର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ହେଲେ କୋର୍ଟ ଖାରଜ କରି ଦେଇଥିଲେ। ସୂଚନାଥାଉ କି, ପୂର୍ବତନ ରାଜ୍ୟସଭା ସାଂସଦ ବିଜୟ ମାଲ୍ୟାଙ୍କର […]