• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

trump
ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ

ୱାଶିଂଟନ: ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପୁଣି ଥରେ ଆସିଛି ମହାଭିଯୋଗ। କ୍ୟାପିଟାଲ୍ ହିଲ୍‌ରେ ହୋଇଥିବା ହିଂସା ପରେ ଦ୍ୱିତୀୟ ଥର ପାଇଁ ଟ୍ରମ୍ପଙ୍କ ବିରୋଧରେ ପ୍ରସ୍ତାବ ପାରିତ ହୋଇଛି। ସିନେଟ୍‌ରେ ପୁଣି ଥରେ ଟ୍ରମ୍ପଙ୍କୁ ବିତାଡ଼ିତ କରିବାକୁ ପ୍ରସ୍ତାବ ପାରିତ କରାଯାଇଛି। ଟ୍ରମ୍ପଙ୍କ ବିରୋଧରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରାଯିବା ସହ ତାଙ୍କ ମହାଭିଯୋଗ ପ୍ରସ୍ତାବକୁ ଖୋଦ୍ ତାଙ୍କ ଦଳ ତଥା ରିପବ୍ଲିକାନରୁ ୧୦ ଜଣ ସଭ୍ୟ ବି ଏହାକୁ ସମର୍ଥନ ଜଣାଇଛନ୍ତି। ଆମେରିକା ଇତିହାସରେ ପ୍ରଥମ […]

  • Tuesday, 13 July 2021
grass
ଘାସ ଚାଷ ବ୍ୟବସାୟୀଙ୍କୁ କରୁଛି ମାଲାମାଲ୍‌ 

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଘାସ କରିଦେଲା କୋଟିପତି। ଘାସକୁ ଅନାବନା କହି କିଏ କାଟି ଫିଙ୍ଗି ଦେଉଛି। ଅଥଚ ଏହି ବେପାରୀମାନେ ଘାସ ପାଇଁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।  କଥାଟା ଶୁଣିଲେ ଟିକେ ଅଡ଼ୁଆ ଲାଗିପାରେ । କିନ୍ତୁ ଏକଦମ୍‌ ସତକଥା । ପାମାରୋସା ଓ ଲେମନ ନାମକ ଦୁଇ ପ୍ରକାରର ଘାସ କିଛି ବ୍ୟବସାୟୀଙ୍କୁ କରିପାରିଛି ମାଲାମାଲ୍‌  । ପାମାରୋସା ଓ ଲେମନ ଘାସ ସାଧାରଣ ଘାସଠାରୁ ଭିନ୍ନ। ଏହି ବହୁମୂଲ୍ୟ […]

  • Tuesday, 13 July 2021
trump-111
ଟୁଇଟର, ଫେସ୍‌ବୁକ୍‌ ପରେ ୟୁଟ୍ୟୁବ୍‌ରୁ ବାସନ୍ଦ ହେଲେ ଟ୍ରମ୍ପ

ନୂଆଦିଲ୍ଲୀ: ଫେସ୍‌ବୁକ୍‌ ଏବଂ ଟ୍ୱିଟର ପରେସ ଏବେ ୟୁଟ୍ୟୁବ ମଧ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ସପ୍ତାହ ପାଇଁ ବ୍ୟନ କରିଛି। ଆମେରିକାରେ ହିଂସାତ୍ମକ କାର୍ଯ୍ୟକଳାପକୁ ନେଇ ଚିନ୍ତା ପ୍ରକଟ କରିବା ସହ  ଅନଲାଇନ ଓ ଭିଡିଓ ପ୍ଲାଟଫର୍ମ ଏପରି ଘୋଷଣା କରିଛି। ୟୁଟ୍ୟୁବ୍‌ ଏକ ସପ୍ତାହ ପାଇଁ ଏହି କଟକଣା ଲଗାଇଛି। ଏହାର କାରଣ ସମ୍ପର୍କରେ ଉତ୍ତର ରଖି ୟୁଟ୍ୟୁବ କହିଛି, ସେ କରିଥିବା ଯେ କୌଣସି ପୋଷ୍ଟକୁ ନେଇ ହିଂସା ବ୍ୟାପିପାରେ। ଆଗାମୀ ୭ ଦିନ ପାଇଁ […]

  • Tuesday, 13 July 2021
Khabar-Tweeter-Fampus
ଟ୍ୱିଟରରେ ସବୁଠୁ ଅଧିକ ଫଲୋର୍ସ କାହାର ?

ଟ୍ୱିଟରରୁ ଡୋନାଲ୍ଡ ଟ୍ରମ୍ପ ବାସନ୍ଦ ହେବା ପରେ ବିଶ୍ୱର ସକ୍ରିୟ ରାଜନେତାଙ୍କ ମଧ୍ୟରେ ନରେନ୍ଦ୍ର ମୋଦିଙ୍କର ସବୁଠୁ ଅଧିକ ଫଲୋୟର। ଆକାଉଣ୍ଟ ସସପେଣ୍ଡ ପୂର୍ବରୁ ଟ୍ରମ୍ପଙ୍କର ୮୮.୭ ମିଲିୟନ ଫଲୋର୍ସ ଥିଲେ। ଏବେ ଟୁଇଟର ଟ୍ରମ୍ପଙ୍କୁ ବ୍ଲକ କରିବା ପରେ ମୋଦି  ହୋଇଛନ୍ତି ନମ୍ବର ୱାନ । ତେବେ ମୋଦିଙ୍କର ଫଲୋର୍ସ ସଂଖ୍ୟା କେତେ ଜାଣନ୍ତି ? ବିଶ୍ୱର ସକ୍ରିୟ ରାଜନେତାଙ୍କ ମଧ୍ୟରେ ନରେନ୍ଦ୍ର ମୋଦିଙ୍କର ହେଉଛନ୍ତି ଅଧିକ ଫଲୋୟର। ଆଉ ଯାହାର କାରଣ ହେଉଛନ୍ତି ନିଜେ […]

  • Tuesday, 13 July 2021
otv-khabr-tiktok
ସବୁଠୁ ଅଧିକ ରୋଜଗାରିଆ ଆପ୍‌ କିଏ ? ଜାଣନ୍ତି, ତା’ର ବାର୍ଷିକ ଆୟ କେତେ ?

ନୂଆଦିଲ୍ଲୀ: ଟିକଟକ୍‌ ନମ୍ୱର ଓ୍ୱାନ ଆପ୍‌। ଭାରତରେ ବ୍ୟାନ ସତ୍ତ୍ଵେ ସବୁଠାରୁ ଅଧିକ ରୋଜଗାର କରିଥିବା ଆପ ହେଉଛି ଟିକଟକ୍‌। ବ୍ୟବସାୟ କ୍ଷେତ୍ରରେ ସାରା ବିଶ୍ୱରେ ଏହି ଆପ ସଫଳତା ହାସଲ କରିଛି। ୨୦୨୦ରେ ବିଶ୍ୱରେ ସର୍ବାଧିକ ଆୟ କରିଥିବା ଆପ ମଧ୍ୟରେ ସବୁଠାରୁ ଆଗରେ ରହିଛି ଟିକଟକ। କେବଳ ୨୦୨୦ ମସିହାରେ ଟିକଟକ ୫୪୦ ମିଲିୟନ ଡଲାର ରୋଜଗାର କରିଥିବା ଜଣାପଡିଛି। ଆପ ଆନାଲିଟିକସ ଫାର୍ମ ଆପଟୋପିଆର ତଥ୍ୟ ଅନୁଯାୟୀ ଟିକଟକ ପଛକୁ ରହିଛି ଡେଟିଂ […]

  • Tuesday, 13 July 2021
trump
ଟ୍ରମ୍ପଙ୍କ ବିରୋଧରେ ପୁଣି ଆସିଲା ମହାଭିଯୋଗ ପ୍ରସ୍ତାବ

ୱାଶିଂଟନ୍‌: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପୁଣି ଥରେ ଆସିଛି ମହାଭିଯୋଗ ପ୍ରସ୍ତାବ । ଡେମୋକ୍ରାଟଙ୍କ ତରଫରୁ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି। ସମ୍ବିଧାନର ୨୫ ତମ ସଂଶୋଧନ ଲାଗୁ କରି ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ବହିଷ୍କାର କରିବା ପାଇଁ ଉପରାଷ୍ଟ୍ରପତି ପେନ୍ସଙ୍କୁ କହିଛନ୍ତି ଡେମୋକ୍ରାଟ୍ ନେତାମାନ॥ ଏ ସଂପର୍କିତ ଏକ ପ୍ରସ୍ତାବ ଆଗତ କରାଯାଇଛି । ଏଥିରେ କୁହାଯାଇଛି, ଟ୍ରମ୍ପ ରାଷ୍ଟ୍ରପତି ପଦରେ ରହିବାକୁ ଯୋଗ୍ୟ ନୁହନ୍ତି। ତେବେ ଏହି ପ୍ରସ୍ତାବ ଉପରେ ତୁରନ୍ତ […]

  • Tuesday, 13 July 2021