• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

priyanka gandhi-1
ରାମପୁର ଗସ୍ତବେଳେ ପ୍ରିୟଙ୍କା ଗାନ୍ଧିଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ରାମପୁର ଯିବା ବାଟରେ ପ୍ରିୟଙ୍କା ଗାନ୍ଧିଙ୍କ କାର ଦୁର୍ଘଟଣା ରାସ୍ତାରେ ଯାଉଥିବା ଏକାଧିକ ଗାଡ଼ି ପରସ୍ପରକୁ ଧକ୍କାଦେଲେ ଅଳ୍ପକେ ବର୍ତ୍ତିଗଲେ ପ୍ରିୟଙ୍କା କାହାରି କୌଣସି କ୍ଷତି ହୋଇନାହିଁ ହାପୁଡ: କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧି ରାମପୁର ଗସ୍ତରେ ଯିବାବେଳେ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୌଭାଗ୍ୟବଶତଃ ପ୍ରିୟଙ୍କା ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରାମପୁର ଗସ୍ତରେ ଯିବାବେଳେ ତାଙ୍କ ସହ ଯାଉଥିବା ଏକାଧିକ ଗାଡି ପରସ୍ପରକୁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା […]

  • Tuesday, 13 July 2021
leopard  and dog inside toilet
ଟଏଲେଟ ଭିତରେ ୭ ଘଣ୍ଟା ରହିଲେ ବାଘ, କୁକୁର...ଆଉ ତା’ ପରେ

ବେଙ୍ଗାଲୁର: ଖାଦ୍ୟ-ଖାଦକ ପାଖାପାଖି। ଗୋଟିଏ ଘରେ । ବାହାରୁ କବାଟ ବନ୍ଦ। ହେଲେ ଆଶ୍ଚର୍ଯ୍ୟ କଥା, ଖାଇବା ତ ଦୂରର କଥା, କେହି କାହାକୁ ଚାହୁଁ ନଥାନ୍ତି କି ଛୁଉଁ ନଥାନ୍ତି। କଥାଟା ହୁଏତ ବିଶ୍ୱାସଯୋଗ୍ୟ ନୁହେଁ, କିନ୍ତୁ ସତ। ଏମିତି ଘଟଣା ଘଟିଛି ବେଙ୍ଗାଲୁରୁରେ। ଟଏଲେଟ ଭିତରେ ଥିଲେ ବାଘ ଆଉ କୁକୁର। ହେଲେ ବାଘ କୁକୁରକୁ ଚାହୁଁ ନ ଥିଲା । ଏପରିକି ବାଘକୁ ଦେଖିଲେ ଲାଗୁଥିଲା ଯେମିତି ତା ମନରେ ଖାଇବାର ଲାଳସା […]

  • Tuesday, 13 July 2021
sputanic v
୯୧.୬ % ସୁରକ୍ଷିତ ଅଟେ ସ୍ପୁଟନିକ ଭି

ନୂଆଦିଲ୍ଲୀ: ଋଷ ନିର୍ମିତ କୋଭିଡ୍ ଟିକା ସ୍ଫୁଟନିକ ଭି ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ଅପେକ୍ଷାରେ ରହିଛି। ଋଷରେ ସ୍ପୁଟନିକ ଭିର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ସରିଛି। ଏହି ଟ୍ରାଏଲରେ ଜଣାପଡ଼ିଛି, ସ୍ପୁଟନିଭ ଭି କରୋନା ବିରୋଧରେ ଲଢିବା ପାଇଁ  ୯୧.୬ ପ୍ରତିଶତ ସୁରକ୍ଷିତ । ଏ ନେଇ ଗବେଷଣାତ୍ମକ ପତ୍ରିକା ଲାନସେଟ୍ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଭାରତରେ ମଧ୍ୟ ଏହାର କ୍ଲିନିକାଲ ଟ୍ରାଏଲ ସଫଳ ହୋଇଛି। ଫେବ୍ରୁଆରୀ  କିମ୍ବା ମାର୍ଚ୍ଚ ସୁଦ୍ଧା ଏହାର […]

  • Tuesday, 13 July 2021
7am-AIR-SHOW
ବେଙ୍ଗାଲୁରୁରେ ଶକ୍ତି ପ୍ରଦର୍ଶନ କଲା ଭାରତ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ୟେଲହାଙ୍କା ଏୟାରଫୋର୍ସ ଷ୍ଟେସନରେ ଆଜି ଶକ୍ତି ପ୍ରଦର୍ଶନ କରିଛି ଭାରତ।  ଉଦଘାଟନୀ ସମାରୋହରେ LCA ତେଜସ୍, ରାଫେଲ୍ ଓ ଲାଇଟ୍ ୟୁଟିଲିଟି ହେଲିକପ୍ଟର୍‌ର ଉଡ଼ାଣ ଦେଖିବାକୁ ମିଳିଛି । ସୁଖୋଇ 30MKI ଦ୍ୱାରା ତ୍ରିଶୂଳ ଆକୃତିରେ ଉଡାଣ କରାଯାଇଥିଲା । ସୂର୍ଯ୍ୟକିରଣରେ ଝଲସୁଥିଲା ହେଲିକପ୍ଟରର ଉଡ଼ାଣ। ଏରୋବାଟିକ ଟିମ୍ ଦ୍ୱାରା ଚିତାକର୍ଷକ ଏୟାର ସୋ ଦେଖିବାକୁ ମିଳିଥିଲା ଆମେରିକାର B-1B ଲାନ୍ସର ଏୟାରକ୍ରାଫ୍ଟ । ଏହି ଏୟାର ସୋର ଅନ୍ୟ ଏକ ଆକର୍ଷଣ ରହିଥିଲା […]

  • Tuesday, 13 July 2021
marrage
ଯୁବତୀଙ୍କ ବିବାହର ସର୍ବନିମ୍ନ ବୟସ ହେବ ୨୧ ବର୍ଷ !

ଯୁବକ, ଯୁବତୀଙ୍କ ବିବାହର ସର୍ବନିମ୍ନ ବୟସ ୨୧ ବର୍ଷ ହେଉ ସୁପ୍ରିମ୍‌କୋର୍ଟରେ ହେବ ଆବେଦନର ଶୁଣାଣି ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟ ଶୁଣାଣି କରିବେ ସୁପ୍ରିମକୋର୍ଟ କେନ୍ଦ୍ରକୁ ଜାରି କଲେ ନୋଟିସ ନୂଆଦିଲ୍ଲୀ: ସବୁ ଧର୍ମର ଯୁବକ ଏବଂ ଯୁବତୀଙ୍କ ବିବାହ ବୟସ ୨୧ ବର୍ଷ କରାଯାଉ। ଏ ନେଇ ପୂର୍ବରୁ  ଦାବି କରାଯାଇଥିଲା। ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ କରାଯାଇଥିଲା। ସୁପ୍ରିମକୋର୍ଟ ଆବେଦନକୁ ଗ୍ରହଣ କରି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ସବୁ […]

  • Tuesday, 13 July 2021
arun sahoo
ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ ପିଜି କ୍ଲାସ୍

ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ ପିଜି ପ୍ରଥମ ବର୍ଷ କ୍ଲାସ୍ ୮ ତାରିଖରୁ ଖୋଲିବ ହଷ୍ଟେଲ୍ ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ ପ୍ରି-ଫାଇନାଲ ଇୟର କ୍ଲାସ ଏପ୍ରିଲ ୧୯ରୁ ଆରମ୍ଭ ହେବ ଯୁକ୍ତ +୩ର ୩ୟ ଓ ୫ମ ସେମିଷ୍ଟର ପରୀକ୍ଷା ଜୁଲାଇ ୨୦ ସୁଦ୍ଧା ପ୍ରକାଶ ପାଇବ ପିଜି ପ୍ରଥମ ସେମିଷ୍ଟର ରେଜଲ୍ଟ ଜୁନ୍ ୭ରୁ ଆରମ୍ଭ ହେବ ପିଜି ପ୍ରଥମ ସେମିଷ୍ଟର ପରୀକ୍ଷା ଭୁବନେଶ୍ୱର: ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ ପିଜି ପ୍ରଥମ ବର୍ଷର […]

  • Tuesday, 13 July 2021
OTV-KHABAR-SANITIZER
ପୋଲିଓ ଡ୍ରପ୍‌ ବଦଳରେ ପିଆଇ ଦେଲେ ସାନିଟାଇଜର

ପୋଲିଓ ବୁନ୍ଦା ବଦଳରେ ସାନିଟାଇଜର ମହାରାଷ୍ଟ୍ରର ୟବତମାଲ୍ ଜିଲ୍ଲାରେ ଅଭାବନୀୟ ଘଟଣା ପୋଲିଓ ଡ୍ରପ୍‌ ବଦଳରେ ୧୨ଜଣ ଶିଶୁଙ୍କୁ ସାନିଟାଇଜର ଦିଆଗଲା ଶିଶୁମାନେ ଅସୁସ୍ଥ ଅନୁଭବ କରିବା ସହ ବାନ୍ତି କରିଥିଲେ ୟବତମାଲ ସରକାରୀ ମେଡିକାଲକୁ ଶିଶୁମାନଙ୍କୁ ସ୍ଥାନାନ୍ତର ଶିଶୁମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମୁମ୍ବାଇ: ମହାରାଷ୍ଟ୍ରରେ ପୋଲିଓ ଟିକାକୁ ନେଇ ଏକ ଦୁଃଖଦାୟକ ଘଟଣା ଘଟିଯାଇଛି। ମହରାଷ୍ଟ୍ରର ୟବତମାଲରେ ପୋଲିଓ ଡ୍ରପ୍‌ ଭାକ୍ସିନେସନ ସମୟରେ ବଡ଼ ଧରଣର ଅନିୟମିତତା ସାମ୍ନାକୁ ଆସିଛି। ୫ ବର୍ଷର […]

  • Tuesday, 13 July 2021
financeb commission
୫ ବର୍ଷ ପାଇଁ କମିଲା ଓଡ଼ିଶାର କେନ୍ଦ୍ରୀୟ ଟିକସ ଅଂଶ

ଭୁବନେଶ୍ୱର: ଓଡିଶାକୁ କେନ୍ଦ୍ରୀୟ ଟିକସ ଅଂଶ ହ୍ରାସ ପାଇବ । ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ ଅନୁସାରେ ଅଂଶଧନ ୪.୬୨୯ ପ୍ରତିଶତରୁ ୪.୫୨୮ ପ୍ରତିଶତକୁ କମିବ । ଯଦ୍ୱାରା ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ୪.୫୨୮ହାରରେ ରାଜ୍ୟକୁ କେନ୍ଦ୍ରୀୟ ଟିକସର ଭାଗ ମିଳିବ। ରାଜ୍ୟର ଆକାର, ଲୋକସଂଖ୍ୟା, ଜଙ୍ଗଲ ଓ ପରିବେଶ ଓ ଟିକସ  କ୍ଷେତ୍ର ଆଦି ବଚାର କରି ଏହା ନିର୍ଦ୍ଧାରଣ କରିଛନ୍ତି। ଚତୁର୍ଦ୍ଦଶ ଅର୍ଥ କମିସନ ଟିକସ ଅର୍ଥରୁ ୪୨ ପ୍ରତିଶତ ରାଜ୍ୟମାନଙ୍କୁ ଦେବାପାଇଁ […]

nirmala
ଲେହରେ ଖୋଲିବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ: ପଢନ୍ତୁ, ବଜେଟକୁ ନେଇ ୨୫ଟି ବଡ଼ ଖବର

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପନ ହୋଇଛି ସାଧାରଣ ବଜେଟ ୨୦୨୧। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେପରଲେସ ବଜେଟ ଉପସ୍ଥାପନ କରିଛନ୍ତି। ଆଜି ବଜେଟ୍‌ରେ ଆୟକର ସ୍ଲାବ୍‌ରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଅନ୍ୟପକ୍ଷେ ପବ୍ଲିକ ସେକ୍ଟର ଅଣ୍ଡରଟେକିଂରେ ନିବେଶ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଏଥସହିତ ପେଟ୍ରୋଲ, ଡିଜେଲ ଉପରେ କୃଷି ସେସ୍‌ ଲାଗୁ କରାଯାଇଛି। ତେବେ ଏହାର ସିଧାସଳଖ ପ୍ରଭାବ ଉପଭୋକ୍ତାଙ୍କ ଉପରେ ପଡ଼ିବ ନାହିଁ। ସ୍ୱାସ୍ଥ୍ୟ ବଜେଟ ୧୩୭ ପ୍ରତିଶତ ବୃଦ୍ଧି ଘଟିଛି। ଏହା […]

snake like creature
ଦୂରରୁ ଲାଗୁଥିଲା ସାପ, ହେଲେ ପରେ ଜଣାପଡ଼ିଲା...

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ଜୀବର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ହଠାତ୍‌ ଦେଖିଲା ପରେ ଲୋକଙ୍କ ଅକଲ୍‌ ଗୁଡୁମ୍‌ ହୋଇଯାଇଛି। ଦୂରରୁ ଏହି ଜୀବଟି ସାପ ଭଳି ଦେଖାଯାଉଥିଲେ ହେଁ ପରେ ଜଣାପଡ଼ିଥିଲା ଯେ ଏହା ସାପ ନୁହେଁ। ପ୍ରଥମେ ଏହି ଜୀବକୁ ଦେଖିଲା ପରେ ଅଧିକାଂଶ ଲୋକ ଏହାକୁ ସାପ ବୋଲି ଭାବି ନେଇଥିଲେ, ହେଲେ ପୂରା ଭିଡିଓ ଦେଖିଲା ପରେ ଜଣାପଡ଼ିଥିଲା ଯେ, ଏହା ସାପ ନୁହେଁ। ଏହା […]

  • Tuesday, 13 July 2021
Capture
ଭୁଶୁଡ଼ି ପଡ଼ିଲା କୋଠାଘର, ଫସି ରହିଛନ୍ତି ୧୦ ଶ୍ରମିକ

ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ଼ ସ୍ଥିତ ମହାଡରେ ୫ ମହଲା ବିଶିଷ୍ଟ ଏକ କୋଠା ଘର ଭୁଶୁଡିବାର ଦୁଃଖ ମନରୁ ଯାଇନି, ପୁଣି ଭିୱଣ୍ଡିରେ ଏକ କୋଠା ଭୁଶୁଡି ଯାଇଛି। ଭଗ୍ନସ୍ତୁପ ତଳେ ୧୦ ଜଣ ଶ୍ରମିକ ରହି ଯାଇଥିବା କୁହାଯାଉଛି। ଶ୍ରମିକଙ୍କୁ ବାହାର କରିବା ପାଇଁ ଉଦ୍ୟମ ଚାଲିଛି। ଅଗ୍ନିଶମ ବିଭାଗର ୩ଟି ଗାଡ଼ି ଉଦ୍ଧାର କାମରେ ଲାଗିଛନ୍ତି। ଏହା ବ୍ୟତୀତ NDRF ଟିମ୍‌ ଏବଂ TDRF ଟିମ୍‌ ଏବଂ ଠାଣେ ପ୍ରାକୃତିକ ବିପର୍ଯ୍ୟୟ ରିଲିଫ ଫୋର୍ସ […]

  • Tuesday, 13 July 2021
blue wheel hospital
କୋଭିଡ୍ ଗାଇଡ୍‌ଲାଇନ୍ସ‌ ଉଲ୍ଲଘଂନ ଅଭିଯୋଗରେ ବ୍ଲୁ ହ୍ୱିଲ୍ ହସ୍ପିଟାଲ୍ ସିଲ୍‌

ଭୁବନେଶ୍ୱର: କୋଭିଡ୍ ଗାଇଡ୍‌ଲାଇନ୍ସ‌ ଉଲ୍ଲଘଂନ ଅଭିଯୋଗରେ ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ବ୍ଲୁ ହ୍ୱିଲ୍ ହସ୍ପିଟାଲ୍‌କୁ ସିଲ୍‌ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ହସ୍ପିଟାଲ୍‌କୁ ସିଲ୍‌ କରାଯାଇଛି। ଏହାସହ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି ହୋଇଛି। ଗତକାଲି ଏହି ହସ୍ପିଟାଲ୍‌ରୁ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ଘଟଣା ପରେ ବିଏମ୍‌ସି ଏଭଳି ପଦକ୍ଷେପ ନେଇଥିବା ସୂଚନା ମିଳିଛି।

  • Tuesday, 13 July 2021