ଇସଲାମାବାଦ: ସମ୍ମାନ ବଞ୍ଚିଗଲା । ଆସ୍ଥା ଭୋଟରେ ବିଜୟୀ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ। ପାକିସ୍ତାନ ସଂସଦରେ ବହୁମତ ପ୍ରମାଣିତ କଲେ ଇମ୍ରାନ୍ ଖାନ୍। ଅବିଶ୍ୱାସ ପ୍ରସ୍ତାବ ଉପରେ ଆଜି ପାକିସ୍ତାନ ସଂସଦରେ ହୋଇଥିବା ଭୋଟିଂରେ ସେ ବିଜୟୀ ହୋଇଛନ୍ତି । ଭୋଟିଂରେ ଇମ୍ରାନ ଖାନଙ୍କ ସପକ୍ଷରେ ମୋଟ ୧୭୮ଟି ଭୋଟ ପଡିଛି। ଆସ୍ଥା ଭୋଟରେ ବିଜୟୀ ହେବା ପାଇଁ ୧୭୧ ସାଂସଦଙ୍କ ସମର୍ଥନ ଦରକାର ଥିବା ବେଳେ ଇମ୍ରାନଙ୍କ ସପକ୍ଷରେ ମୋଟ ୧୭୮ ସଦସ୍ୟ ଭୋଟ ପଡ଼ିଛି। […]
ବାଡ଼ମେର: ଅନଲାଇନରେ ଚାଲିଥିଲା ତନ୍ତ୍ରମନ୍ତ୍ର ଧନ୍ଦା। ସରଳ ଲୋକଙ୍କୁ ଭୂଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲା ନକଲି ବାବା। ଫେସବୁକ ପରି ସୋସଆଲ ମିଡ଼ିଆରେ ତନ୍ତ୍ରମନ୍ତ୍ର କରୁଥିବା ଘଟଣା ଶୁଣିଛନ୍ତି କି ? ଅନଲାଇନରେ ଏପରି ଧନ୍ଦା କରି ଲୋକଙ୍କୁ ଡରାଇ ଧମକାଇ ତଥା ମୃତ୍ୟୁର ଭୟ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛଥିବା ପରି ଘଟଣା ରାଜସ୍ଥାନର ବାଡ଼ମେର ଜିଲ୍ଲାର ଦେଖିବାକୁ ମିଳିଛି। ଏଠାରେ ଜଣେ ତାନ୍ତ୍ରିକକୁ ଏପରି ଅଭିଯୋଗରେ ଗିରଫ କରିଛି […]
ଚଣ୍ଡୀଗଡ଼: ବିଗ୍ ବସ୍ ୧୪ରେ ପ୍ରତିଯୋଗୀ ରହିଥିବା ସୋନାଲି ଫୋଗାଟ୍ଙ୍କ ଘରୁ ଚୋରି ହୋଇଥିବା ସୂଚନା ମିଳିଛି। ହରିୟାଣାର ହିସାର ସ୍ଥିତ ସୋନାଲିଙ୍କ ଘରୁ ସୁନା, ନଗଦ ୧୦ ଲକ୍ଷ ଟଙ୍କା,ଲାଇସେନ୍ସ ପ୍ରାପ୍ତ ରିଭଲଭର୍ ଓ ଅନ୍ୟାନ୍ୟ ମୂଳ୍ୟବାନ ଜିନିଷ ଚୋରି ହୋଇଛି। ଫେବୃଆରୀ ୯ରେ ସେ ଚଣ୍ଡୀଗଡ଼ରେ ଥିବାବେଳେ ଘରୁ ଚୋରି ହୋଇଥିବା ନେଇ ସୋନାଲି ପୋଲିସ୍ରେ ଅଭିଯୋଗ କରିଛନ୍ତି। ପୋଲିସ୍ ସୂଚନା ଅନୁସାରେ, ଫେବୃଆରୀ ୧୫ରେ ଘରକୁ ଫେରିବା ପରେ ଘରର ଲକ୍ ଭଙ୍ଗା […]
କୋଲକାତା: ପଶ୍ଚିମବଙ୍ଗରେ କ୍ଷମତାଧାରୀ ଟିଏମସିକୁ ଜୋରଦାର ଝଟକା। ଜଣେ ପରେ ଜଣେ ବିଧାୟକ ଓ ବରିଷ୍ଠ ନେତା ଗେରୁଆ ରଙ୍ଗରେ ରଙ୍ଗେଇ ହେଉଛନ୍ତି। ଆଜି ପୁଣି ଦଳ ଛାଡ଼ିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିନେଶ ତ୍ରିବେଦୀ । ନୂଆଦିଲ୍ଲୀରେ ଦଳ ସଭାପତି ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଦିନେଶ ତ୍ରିବେଦୀ ହାତ ଧରିଛନ୍ତି । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡ଼ି […]
ନୂଆଦିଲ୍ଲୀ: ହୁ ହୁ ହୋଇ ବଢୁଛି ପେଟ୍ରୋଲ ଓ ଡିଜେଲ ଦର। ଲଗାତର ୯ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ଲିଟର ପିଛା ୧୦୦ଟଙ୍କା ପାର୍ ହୋଇଛି। ଶ୍ରୀଗଙ୍ଗାନଗରରେ ଲିଟର ପିଛା ପେଟ୍ରୋଲ ଦର ୧୦୦ ଟଙ୍କା ୧୩ ପଇସା ହୋଇଥିବା ବେଳେ ୯୨ ଟଙ୍କା ୧୩ ପଇସା ରହିଛି। ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ଆଜି ୮୯ ଟଙ୍କା ୫୪ ପଇସା ହୋଇଥିବା ବେଳେ […]
ସୋପୁର: ମା’ ତୁ ଏତେ ନିର୍ଦ୍ଦୟୀ କିପରି ହେଲୁ ? ଭୋକରେ ପେଟ କ’ଣ ହୋଇଯାଉଛି, ମୋତେ କ୍ଷୀର ଟୋପେ ପିଇବାକୁ ଦେ । ଏତେ କଷ୍ଟ ଯଦି ଦେବାର ଥିଲା ଜନ୍ମ କରିବା ଆଗରୁ ତଣ୍ଟି ଚିପି ମାରିଦେଲୁନି କାହିଁକି ? ମୁଁ ବି ବଡ଼ ହେଲେ ତୋର ସାହାରା ହେବି ମା’, ତୋ ନାଁ ରଖିବି। ମୋ କଅଁଳିଆ ଶୁଖିଲା ମୁହଁଟା ଦେଖି କ’ଣ ତୁ କିଛି ବୁଝି ପାରୁନୁ, ମୋ କଷ୍ଟ ଦେଖି […]
ନୂଆଦିଲ୍ଲୀ : ଖାଇବା ଗଣ୍ଡାକ ପାଇଁ କିଏ ଡହକ ବିକଳ ହେଉଥିବା ବେଳେ ଖାଦ୍ୟ ନଷ୍ଟ କରୁଛନ୍ତି ଭାରତୀୟ। ପ୍ରତିବର୍ଷ ମୁଣ୍ଡପିଛା ଭାରତରେ ୫୦ କେଜି ଲେଖାଏଁ ଖାଦ୍ୟ ନଷ୍ଟ କରାଯାଉଛି। ୟୁନାଇଟେଡ୍ ନେସନସ ଏନଭାଇରନମେଣ୍ଟ୍ ପ୍ରୋଗ୍ରାମ୍’(ୟୁଏନ୍ଇପି) ଦ୍ୱାରା ପ୍ରକାଶିତ ‘ଫୁଡ୍ ୱେଷ୍ଟ ଇଣ୍ଡେକ୍ସ ରିପୋର୍ଟ ୨୦୨୧ରୁ ଏପରି ସାଂଘାତିକ ସୂଚନା ମିଳିଛି। ରିପୋର୍ଟ ଅନୁସାରେ ଘର, ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ଖାଦ୍ୟ ମିଳୁଥିବା ସ୍ଥାନରେ ଏହି ଖାଦ୍ୟ ନଷ୍ଟ ହୋଇଛି। ସାରା ବିଶ୍ୱରେ […]
ଧାନବାଦ: ଅବହେଳିତ ଅବସ୍ଥାରେ ମହିଳା ତୀରନ୍ଦାଜ। ପରିବାରର ପେଟକୁ ଦାନା ଦେବା ପାଇଁ କରୁଛନ୍ତି ସଂଘର୍ଷ । ଜାତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ ସାମିଲ ହୋଇ ରାଜ୍ୟ ତଥା ଜିଲ୍ଲା ପାଇଁ ସୁନାମ ଆଣିଥିବା ଝାଡ଼ଖଣ୍ଡର ୨୩ ବର୍ଷୀୟ ମମତା ଟୁଡ଼ୁ ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ତାଲାବନ୍ଦର ପ୍ରଭାବରେ ଲକ୍ଷ ଲକ୍ଷ ଲୋକ ବେକାର ହୋଇଯାଇଛନ୍ତି। କିଏ ରୋଜଗାର ହରାଇଛି ତ ଭୋକ ଓପାସରେ ଦିନ କାଟୁଛି। ଅନେକ ଲୋକଙ୍କ ପାଇଁ ଦୁଇ ଓଳି ଦୁଇ […]
ସିନ୍ଧ: ପାକିସ୍ତାନରେ ଆଉ ଏକ ତାଜମହଲ। ବେଗମଙ୍କ ସ୍ମୃତିରେ ପାକିସ୍ତାନର ଜଣେ ବ୍ୟକ୍ତି ନିର୍ମାଣ କରିଛନ୍ତି ଆଗ୍ରାରେ ଥିବା ତାଜମହଲ ସଦୃଶ ପ୍ରତିକୃତି। ପ୍ରେମର ପ୍ରତୀକ ତାଜମହଲ ମାଧ୍ୟମରେ ତାଙ୍କର ସ୍ମୃତିକୁ ହୃଦୟରେ ସାଉଁଟି ରଖିଛନ୍ତି ସିନ୍ଧ୍ ପ୍ରଦେଶର ଅବଦ୍ଦୁଲ ରସିଦ୍ ପାଲି। ଏକଦା ଭାରତ ବୁଲିବାକୁ ଆସି ତାଜମହଲ ପ୍ରେମରେ ପଡିଯାଇଥିଲେ । ପରେ ବେଗମ ପରଲୋକ ପରେ ତାଙ୍କ ସ୍ମୃତିରେ ଏହି ପ୍ରତିକୃତି ନିର୍ମାଣ କରିଛନ୍ତି। ତାଜମହଲ ନିର୍ମାଣ ହେବାର ୪ଶହ ବର୍ଷ ପରେ […]
ଅଫିସ୍ ସମୟରେ ଜିନ୍ସ କିମ୍ବା ଟି-ସାର୍ଟ ପିନ୍ଧି ଆସ ନାହିଁ ନିଷ୍ଠାର ସହ କାମ କରିବାକୁ ହେଲେ ଫର୍ମାଲ ପୋଷାକ ପିନ୍ଧି ଆସ ସମ୍ପୂର୍ଣ୍ଣ ସମାଧାନ ଦିବସରେ ସମ୍ଭଲ ଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ ସମ୍ଭଲ: ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ। ଅଫିସକୁ ଜିନ୍ସ, ଟି-ସାର୍ଟ ପିନ୍ଧି ଆସିବା ଉପରେ ପ୍ରତିବନ୍ଧକ ଲଗାଇଲେ ଜିଲ୍ଲାପାଳ। ସମସ୍ତ ସରକାରୀ କର୍ମଚାରୀ ଅଫିସକୁ କେବଳ ଫର୍ମାଲ ପୋଷାକରେ ଆସିବେ ବୋଲି କଡ଼ା ନିର୍ଦ୍ଦେଶ ଦିଆଯାଇଛି। ତେବେ ନିର୍ଦ୍ଦେଶକୁ ଅବମାନନା କଲେ […]
ମିରଟ : ବିବାହର ଏକ ବର୍ଷ ପରେ ହ୍ୟାଣ୍ଡସମ୍ ସ୍ୱାମୀର ମୁଖା ଖୋଲିଗଲା। ଚନ୍ଦା ସ୍ୱାମୀଙ୍କ ସହ ରିହପାରିବେନି କହି ଛାଡ଼ପତ୍ର ମାଗିଲେ ମହିଳା। ଉତ୍ତର ପ୍ରଦେଶର ମିରଟରେ ଜଣେ ବ୍ୟକ୍ତି ଏକ ବର୍ଷ ପୂର୍ବେ ବିବାହ କରିଥିବା ସହ ସ୍ତ୍ରୀ ଠାରୁ ନିଜର ଚନ୍ଦାପଣ କଥା ଲୁଚାଇଥିଲେ। ହେଲ ଚୋର ଘର ସବୁଦିନ ଅନ୍ଧାର ନଥାଏ ପରି ଏବେ ସ୍ତ୍ରୀ ସାମ୍ନାକୁ ଆସିଯାଇଛି ସ୍ୱାମୀର ଚନ୍ଦାପଣ କଥା। ଏଇ ଗୋଟିଏ ମିଛ ଏବେ ଚନ୍ଦା ସ୍ୱାମୀକୁ […]