• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

minor girl sold
ବଡ ଝିଅର ଚିକିତ୍ସା ପାଇଁ ସାନ ଝିଅକୁ ବିକି ଦେଲେ ବାପା-ମା’

ବିଜୟୱାଡା: ଆନ୍ଧ୍ରପ୍ରଦେଶର ନେଲୋରରେ ଜଣେ ଗରିବ ଦମ୍ପତି ନିଜର ୧୨ବର୍ଷର ଝିଅକୁ ବିକ୍ରି କରି ଦେଇଛନ୍ତି। ବଡ଼ ଝିଅର ଚିକିତ୍ସା କରିବା ପାଇଁ ଏହି ଗରିବ ଦମ୍ପତି ନିଜ ଅଲିଅଳି ସାନ ଝିଅକୁ ମାତ୍ର ୧୦ ହଜାର ଟଙ୍କାରେ ଜଣେ ୪୬ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ବିକ୍ରି କରି ଦେଇଛନ୍ତି। ଏହି ବ୍ୟକ୍ତି ଜଣକ ନାବାଳିକାଙ୍କୁ କିଣିବା ପରେ ତାଙ୍କୁ ବିବାହ କରିଛନ୍ତି। ତେବେ ଶିଶୁ କଲ୍ୟାଣ ବିଭାଗର ଅଧିକାରୀମାନେ ଖବର ପାଇ ନାବାଳିକାଙ୍କୁ ଉଦ୍ଧାର କରି […]

  • Tuesday, 13 July 2021
fuel-price
ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଅଦିଲ୍ଲୀ: ତିନି ଦିନ ତୈଳଦର ବୃଦ୍ଧିରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଥିବାବେଳେ ଆଜି ସରକାରୀ ତେଲ କମ୍ପାନୀ ପୁଣି ତୈଳ ଦର ବୃଦ୍ଧି କରିଛନ୍ତି। ଆଜି ଡିଜେଲ ଦର ଲିଟର ପିଛା ୧୫ରୁ ୧୬ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲ ଦର ୨୪ରୁ ୨୫ ପଇସା ବଢିଛି। ଦିଲ୍ଲୀ ଏବଂ ମୁମ୍ବାଇ ସହିତ ଦେଶର ପ୍ରାୟ ସବୁ ରାଜ୍ୟରେ ପେଟ୍ରୋଲ ଦର ସର୍ବାଧିକ ସ୍ତରରେ ପହଞ୍ଚିଛି। ମୂଲ୍ୟବୃଦ୍ଧି ପରେ ରାଜଧାନୀ ଦିଲ୍ଲରେ ଆଜି ପେଟ୍ରୋଲ ଲିଟର ପିଛା ୯୧.୧୭ […]

  • Tuesday, 13 July 2021
lightning
ଆକାଶରୁ ଖସିଲା ମୃତ୍ୟୁ, ଚାଲିଗଲା ୪୬ ଜୀବନ

ପାଟନା/ଲକ୍ଷ୍ନୌ: ଆକାଶରୁ ଖସିଲା ମୃତ୍ୟୁ। ବଜ୍ରପାତ ଯୋଗୁ ଉତ୍ତର ପ୍ରଦେଶ ଓ ବିହାରରେ ୪୬ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏହାସହ କିଛି ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଶନିବାର ଏହି ଦୁଇ ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ତୋଫାନ ଓ ବଜ୍ରପାତ ହୋଇଥିଲା। ବଜ୍ରପାତ ଯୋଗୁ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ୨୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୯ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆହ୍ଲାବାଦରେ ୮ଜଣ, ମୀର୍‌ଜାପୁର୍‌ରେ ୬ଜଣ, କୁଶାମ୍ବିରେ ୨ଜଣ, ଭଦୋହିରେ ୬ଜଣ ଓ […]

petrol rate
ଏଠି ପେଟ୍ରୋଲ ଦର ଲିଟରକୁ ୧. ୪୫ ଟଙ୍କା

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଦର ଯେପରି ବଢୁଛି ଲୋକଙ୍କ ଆଖିରୁ ନିଦ ହଜିଗଲାଣି। ଦେଶର ରାଜସ୍ଥାନର ଶ୍ରୀଗଙ୍ଗାନଗର ପରି ସ୍ଥାନରେ ପେଟ୍ରୋଲ ଲିଟର ପିଛା ଦର ୧୦୦ ଟପିଲାଣି। ପେଟ୍ରୋଲ ଦର କମିବା ନେଇ ସରକାର ଲଗାତାର ଆଲୋଚନା କରୁଛନ୍ତି। ହେଲେ କିଛି ଫଳ ହେଉନି। ଶୁଣି ଆଶ୍ଚର୍ଯ୍ୟ ହେବେ,  ପୃଥିବୀରେ ଏମିତି ଦେଶ ଅଛି, ଯେଉଁଠି ପେଟ୍ରୋଲ ପାଣି ମୂଲ୍ୟଠାରୁ ବି କମ୍‌ରେ ମିଳୁଛି। ଗ୍ଲୋବାଲ ପେଟ୍ରୋଲ ପ୍ରାଇସେଜ୍‌ ଏହା ଉପରେ ଲଗାତର ନଜର ରଖିଛି। […]

  • Tuesday, 13 July 2021
mother-son
‘ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବୁ; ବିଧାନସଭା ଆଗରେ ଅଟକାଇଲେ ଘରେ ମରିବୁ’

ଭୁବନେଶ୍ୱର: ‘ନ୍ୟାୟ ପାଇଁ ବାର ଦୁଆର ବୁଲିଲୁଣି।  ତଥାପି ନ୍ୟାୟ ମିଳୁନି। ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେଲେ ସିନା ଅଟକାଇ ଦେବେ। ଏଥର ଘର ଭିତରେ ଆତ୍ମାହୁତି ଦେବୁ’ ବୋଲି କୋହଭରା କଣ୍ଠରେ କହିଛନ୍ତି ସୁଲୋଚନା ଦାଶ।  ପୁଅ ହତ୍ୟାକାରୀଙ୍କ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ସୁଲୋଚନା ଗତ ବିଧାନସଭା ଅଧିବେଶନ ସମୟରେ ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ଏ ସଂକ୍ରାନ୍ତରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ମଧ୍ୟ ଅଭିଯୋଗ […]

  • Tuesday, 13 July 2021
gold plate  biriyani
ଏଠାରେ ମିଳେ ଗୋଲ୍‌ଡ ପ୍ଲେଟେଡ୍‌ ବିରିୟାନୀ; ଦାମ୍‌ କେତେ ଜାଣନ୍ତି ?

ନୂଆଦିଲ୍ଲୀ: ଅନ୍ୟ ସ୍ୱାଦିଷ୍ଟ ବ୍ୟଞ୍ଜନ ମଧ୍ୟରୁ ବିରିୟାନୀ ଗୋଟିଏ। ପ୍ରାୟ ସମସ୍ତଙ୍କର ପସନ୍ଦ ଏହି ଖାଦ୍ୟ । କେଉଁଠି କେଉଁ ପ୍ରକାର ବିରିୟାନୀ ମିଳୁଛି, କାହାର ସ୍ୱାଦ କେମିତି, କାହାର ଦାମ କେତେ  ସେ ସବୁର ତାଲିକା ବିରିୟାନୀ ପ୍ରିୟ ଲୋକଙ୍କ ପାଖରେ ନିଶ୍ଚୟ ଥିବ । ଆମେ ଆଜି ଏକ ନୂଆ ପ୍ରକାର ବିରିୟାନୀର ସୂଚନା ଦେବାକୁ ଯାଉଛୁ । ଏହାର ଦାମ ଯେମିତି,, ସ୍ୱାଦ ମଧ୍ୟ ସେମିତି । ଆଉ ପରଷିବାର ଷ୍ଟାଇଲ ମଧ୍ୟ […]

  • Tuesday, 13 July 2021