• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

EbamH7hWoAAYrt5
ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୪ ନକ୍ସଲ ନିହତ

ପାଟନା: ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲା ବହଗା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୪ ନକ୍ସଲ ନିହତ ହୋଇଛନ୍ତି। ସଶସ୍ତ୍ର ସୀମା ବଳ ଓ ସ୍ପେଶାଲ ଟାସ୍କଫୋର୍ସର ମିଳିତ ଏନ୍‌କାଉଣ୍ଟରରେ ୪ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବହୁ ପରିମାଣର ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଲୋକାରିଆ ପୋଲିସ ସୂଚନା ଦେଇଛି। ଆଜି ସକାଳେ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ବେଳେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କ‌ ଉପରକୁ  ଆକ୍ରମଣ କରିଥିଲା। ଏହାର ପାଲଟା ଜବାବ ଦେଇଥିଲେ […]

  • Tuesday, 13 July 2021
vikash dubey
ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନିହତ

କାନପୁର: ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନ୍‌କାଉଣ୍ଟରରେ ନିହତ ହୋଇଥିବା ସୂଚନା ମିଳିଛି। ଗତକାଲି ମଧ୍ୟପ୍ରଦେଶ ଉଜୈନରୁ ବିକାଶକୁ ଗିରଫ କରିଥିଲା ପୁଲିସ୍‌। ବିକାଶ ଉଜୈନର ମହାକାଳ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ପୁଲିସ୍‌‌ ତାଙ୍କୁ ଗିରଫ କରିଥିଲା। ସୂଚନା ଅନୁସାରେ, ଆଜି ସକାଳେ ଏକ ଗାଡ଼ିରେ ବିକାଶକୁ ଉତ୍ତରପ୍ରଦେଶ STF(Special Task Force)‌ ମଧ୍ୟପ୍ରଦେଶରୁ କାନପୁର ଆଣୁଥିବା ବେଳେ କାନପୁର ନିକଟ ବାରା ଅଞ୍ଚଳରେ ଗାଡ଼ିଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏହାପରେ ବିକାଶ […]

sushant singh
ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ଫିଲ୍ଲ ନିର୍ମାତା ଶେଖର ଦେଲେ ଚାଞ୍ଚଲ୍ୟକର ବୟାନ

ମୁମ୍ବାଇ(ସୁରେଶ ଦାଶ): ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଘଟଣାରେ ଫିଲ୍ଲ ନିର୍ମାତା ଶେଖର କପୁର ଇ-ମେଲ ମାଧ୍ୟମରେ ମୁମ୍ବାଇ ପୋଲିସକୁ ତାଙ୍କର ବୟାନ ପଠାଇଛନ୍ତି।ଶେଖର, ମୁମ୍ବାଇରେ ନ ଥିବାରୁ ସେ ତାଙ୍କ ବୟାନକୁ ଇ-ମେଲ ମାଧ୍ୟମରେ ପଠାଇଥିବା ଜଣାପଡ଼ିଛି। ସେ ଏବେ ଉତ୍ତରାଖଣ୍ଡରେ ଅଛନ୍ତି।କରୋନା ଯୋଗୁ ମୁମ୍ବାଇ ଫେରି ନ ପାରିବାରୁ ସେ  ଇ-ମେଲ ମାଧ୍ୟମରେ ତାଙ୍କର ବୟାନ ପଠାଇଛନ୍ତି। ତେବେ ଏହି ବୟାନରେ ଶେଖର ଏମିତି କିଛି କଥା କହିଛନ୍ତି ଯାହା ସମସ୍ତଙ୍କୁ […]

  • Tuesday, 13 July 2021
vaccine-1
ଭାକ୍ସିନ ନେବା ପରେ ବି କରୋନା ଆକ୍ରାନ୍ତ ହେଲେ ସ୍ୱାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ: ଦେଶରେ କରୋନା ଭାକ୍ସିନେସନ କାର୍ଯ୍ୟକ୍ରମ ମିଶନ୍‌ ମୋଡ୍‌ରେ ଚାଲିଛି। ଦେଶରେ ପ୍ରାୟ ଅଢେଇ କୋଟି ଲୋକ ଇତି ମଧ୍ୟରେ କରୋନା ଭାକ୍ସିନ ନେଇ ସାରିଲେଣି। ଭାକ୍ସିନେସନର ଏପରି ତ୍ୱରାନ୍ୱିତ କାର୍ଯ୍ୟକ୍ରମ ଆଶ୍ୱସ୍ତି ଦେଉଥିବାବେଳେ ମହାରାଷ୍ଟ୍ରରୁ ଆସିଥିବା ଏକ ଖବର ଚିନ୍ତା ବଢାଇ ଦେଇଛି। ମହାରାଷ୍ଟ୍ରରେ ୨ ଜଣ ସ୍ୱାସ୍ଥ୍ୟକର୍ମୀ କରୋନା ଭାକ୍ସିନର ୨ଟି ଡୋଜ ନେଇ ସାରିବା ପରେ ବି ପଜିଟିଭ ଚିହ୍ନଟ ହୋଇଛନ୍ତି। ପିଟିଆଇ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ମହାରାଷ୍ଟ୍ରର ଜାଲନାରେ ଏକ […]

  • Tuesday, 13 July 2021
Meteorite
ଆକାଶରୁ ଖସିଲା ପଥର...ପୃଥିବୀଠାରୁ ବି ଅଧିକ ପୁରାତନ

ନୂଆଦିଲ୍ଲୀ: ଆଫ୍ରିକାର ସାହାରା ମରୁଭୂମିରୁ ଏକ ଉଲ୍‌କାପିଣ୍ଡ ଠାବ କରାଯାଇଛି। ଗବେଷଙ୍କ କହିବା ଅନୁଯାୟୀ, ଏହି ଉଲକାପିଣ୍ଡ ପୃଥିବୀ ସୃଷ୍ଟି ହେବାର ପୂର୍ବରୁ ତିଆରି ହୋଇଛି। ଏହି ଉଲ୍‌କାପିଣ୍ଡରୁ ସୌରମଣ୍ଡଳରେ ଗ୍ରହ ନିର୍ମାଣର ପ୍ରକ୍ରିୟା ସମ୍ପର୍କରେ ଜଣାପଡ଼ିବାର ସମ୍ଭାବନା ରହିଛି। ଯେତେବେଳେ ଆମ ସୌରମଣ୍ଡଳରେ ପୃଥିବୀ ପରି ଗ୍ରହର ନିର୍ମାଣ ହେଉଥିଲା,ଉଲ୍‌କାପିଣ୍ଡସବୁ ସେହି ସମୟର ସୃଷ୍ଟି ବୋଲି  ଗବେଷକମାନେ କହନ୍ତି। ହେଲେ  ଆଫ୍ରିକାର ସାହାରା ମରୁଭୂମିରୁ  ଉଲ୍‌କାପିଣ୍ଡର ଯେଉଁ ଟୁକୁଡା ମିଳିଛି ତାହା ପୃଥିବୀଠାରୁ ପୁରାତନ ବୋଲି […]

  • Tuesday, 13 July 2021
antilia
ଅମ୍ବାନୀଙ୍କ ଘର ବାହାରେ ମିଳିଥିବା ବିସ୍ଫୋଟକ ଭର୍ତ୍ତି କାର ମିଳିବା ଘଟଣା: ପୋଲିସ ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଶିଳ୍ପପତି ମୁକେଶ ଅମ୍ବାନୀ ଘର ବାହାରେ ମିଳିଥିବା ବିସ୍ଫୋଟକ ଭର୍ତ୍ତି କାର ମିଳିବା ଏବଂ ଜୈଶ ଉଲ ହିନ୍ଦର ଧମକ ଘଟଣାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗୁରୁବାର ତିହାର ଜେଲରେ ଚଢାଉ କରିଥିଲା। ମିଳିଥିବା ସୂତ୍ର ଅନୁଯାୟୀ, ଚଢାଉ ପରେ ପୋଲିସ ହାତରେ ଅନେକ ତଥ୍ୟ ଲାଗିଛି। ଇଣ୍ଡିଆନ ମୁଜାହିଦିନର ଜଣେ  ଆତଙ୍କୀ ପାଖରୁ ଏକ ମୋବାଲଇ ଫୋନ ସିଜ କରାଯାଇଥିଲା। ଏହା ପରେ ଜେଲର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ହାଇ ସିକ୍ୟୁରିଟି […]

  • Tuesday, 13 July 2021
mamta
ମମତାଙ୍କୁ ଆକ୍ରମଣ ନେଇ ବିଜେପି-ଟିଏମ୍‌ସି ବାକ୍‌ଯୁଦ୍ଧ: ସିବିଆଇ ତଦନ୍ତ ଦାବି କଲା ବିଜେପି

କୋଲକାତା: ଆକ୍ରମଣ ଯୋଗୁଁ ଅସୁସ୍ଥ ଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ନିର୍ବାଚନ ପ୍ରଚାର ବାତିଲ କରିଛନ୍ତି।  ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ରାଲି ଓ ନିର୍ବାଚନୀ କାର୍ଯ୍ୟକ୍ରମକୁ ମମତା ବାତିଲ କରିଛନ୍ତି । ଗତକାଲି ପୂର୍ବ ମେଦିନିପୁର ଜିଲ୍ଲାର ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀ ଅଧିନ ବିରୁଲିଆ ବଜାରରେ ମମତାଙ୍କୁ ଆକ୍ରମଣ କରାଯାଇଥିବା  ଅଭିଯୋଗ ହୋଇଥିଲା ଏଥିରେ ତାଙ୍କ ପାଦରେ ଆଘାତ ଲାଗିଥିବାରୁ ସେ SSKM ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଡାକ୍ତର […]