ନୂଆଦିଲ୍ଲୀ : ଯାତ୍ରୀଙ୍କ ହିତ ଦୃଷ୍ଟିରୁ ଭାରତୀୟ ରେଳବାଇର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ୱେଷ୍ଟର୍ଣ୍ଣ ଜୋନର ଟ୍ରନରେ ଯାତ୍ରା କରୁଥିବା ଯାତ୍ରୀମାନେ ରାତିରେ ଚାର୍ଜିଂ ପଏଣ୍ଟର ସୁବିଧା ପାଇବେ ନାହିଁ । ଦିନକୁ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରୁଥିବା ବେଳେ ଭାରତୀୟ ରେଳବାଇର ଏହି ନିଷ୍ପତ୍ତି ଜୋରଦାର ଝଟକା ଦେଇପାରେ । ରାତି ୧୧ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଚାର୍ଜିଂ ପଏଣ୍ଟକୁ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ। ଏଭଳି ପରିସ୍ଥିତିରେ ଯାତ୍ରୀମାନେ ରାତିରେ […]
କୋଟି କୋଟି ବର୍ଷ ପୂର୍ବେ ମଙ୍ଗଳ ଗ୍ରହରେ ହ୍ରଦ ଓ ସମୁଦ୍ର ଥିଲା। ହେଲେ ଏବେ ସେହି ସ୍ଥାନରେ ଆଉ ପାଣି ନାହିଁ। ସତେ ଯେମିତି ଏହା କେଉଁ ଆଡ଼େ ଉଭାନ ହୋଇଯାଇଛି । ଏବେ ଏହା ବିରାଟ ଚଟାଣରେ ପରିଣତ ହୋଇଛି। କେଉଁଆଡ଼େ ଗଲା ପାଣି ? ଏବେବି ଏହା ରହସ୍ୟ ଘେରରେ। ଏହି ରହସ୍ୟ ଜାଣିବା ପାଇଁ ବୈଜ୍ଞାନିକମାନେ ଲଗାତାର ଭାବେ ଉଦ୍ୟମ ଜାରି ରଖିଛନ୍ତି। ବିଶ୍ୱାସ କରାଯାଉଛି, ମହାକାଶରେ ହିଁ ଅଧିକାଂଶ ପାଣି […]