• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

pm modi
ଆବଶ୍ୟକ ପଡ଼ିଲେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଉ-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ଦେଶରେ ବଢୁଥିବା କରୋନା ସ୍ଥିତିକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।  ଏକ ଭିଡିଓ କନଫରେନସିଂ ଜରିଆରେ କିପରି ସ୍ଥିତିର ମୁକାବିଲା କରିବ ସେ ନେଇ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକଙ୍କୁ ଭୟଭୀତ ନକରି ସେମାନଙ୍କୁ ସଚେତନ କରିବା ଦରକାର।  ଯେଉଁଠି ଜରୁରୀ, ସେଠାରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଉ। ଯଦି କଣ୍ଟେନମେଣ୍ଟ ଓ ସର୍ଭେଲାନ୍ସର ଆବଶ୍ୟକ ଅଛି, ତାହା ମଧ୍ୟ କରାଯାଉ। କରୋନା ଗ୍ରାଫକୁ ଦେଖି […]

  • Tuesday, 13 July 2021
black scorpio
ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡି ଘଟଣାରେ NIA ହାତରେ ଲାଗିଲା ଚାଞ୍ଚଲ୍ୟକର ତଥ୍ୟ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ମାମଲାରେ ତଦନ୍ତକୁ ଜୋରଦାର କରିଛି ଏନ୍ଆଇଏ। ତଦନ୍ତରେ ଏନଆଇଏ ହାତରେ ଲାଗିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ।  ଗିରଫ ପୋଲିସ ଅଧିକାରୀ ସଚିନ ବଜେଙ୍କ କାର୍ଯ୍ୟାଳୟରେ ଛାନ୍‌ଭିନ୍ କରିବା ସହ ଏକ କଳା ରଙ୍ଗର କାର୍ ଜବତ କରିଛି।  କାର୍ ଭିତରୁ ୫ ଲକ୍ଷ ଟଙ୍କା ସହ ଟଙ୍କା ଗଣିବା ମେସିନ୍, ବିସ୍ଫୋରକ ଭର୍ତ୍ତି କାରର ନମ୍ବର ପ୍ଲେଟ୍ ଏବଂ ଏକ ଚେକ୍‌ ଟି […]

  • Tuesday, 13 July 2021
spa
ସ୍ପା ଭିତରେ ଗୁଳିମାଡ଼, ୪ ମହିଳାଙ୍କ ସମେତ ୮ ମୃତ

ଭୁବନେଶ୍ୱର: ଆମେରିକାରେ ଆଖିବୁଜା ଗୁଳିମାଡ଼ । ଆମେରିକା ଆଟଲାଣ୍ଟାର ଜର୍ଜିଆ ଅଞ୍ଚଳରେ ଗୁଳିମାଡ଼ ହୋଇଛି । ଏଥିରେ ୮ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି । ୩ଟି ସ୍ପା ଭିତରେ ପଶି ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ ୪ ମହିଳାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗୁଳିମାଡ଼ର କାରଣ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଚଳାଇଛି। ମାମଲାରେ ଜଣେ ବୃଦ୍ଧଙ୍କୁ ଅଟକ ରଖି ପଚରା ଉଚରା […]

  • Tuesday, 13 July 2021
comet
୨୩ ବର୍ଷ ପରେ କାଲି ମହାକାଶରେ ଦେଖିବାକୁ ମିଳିବ ଏହି ବିରଳ ଦୃଶ୍ୟ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତାକାଲି ଦୃଶ୍ୟମାନ ହେବ ଶତାବ୍ଦୀର ପ୍ରଥମ ଧୂମକେତୁ। ଏହା ଖାଲି ଆଖିରେ ଦୃଶ୍ୟମାନ ହେବ। କାଲି ସନ୍ଧ୍ୟା ସମୟରେ ପ୍ରାୟ ଅଧ ଘଣ୍ଟା ଧରି ଉତ୍ତର-ପଶ୍ଚିମ ଦିଗ୍‌ବଳୟର ୨୦ ଡିଗ୍ରୀ ଉପରେ ଦେଖାଯିବ। ୩୦ ତାରିଖ ପର୍ଯ୍ୟନ୍ତ ସବୁ ଦିନ ଧୀରେ ଧୀରେ ଏହା ଉପର ‌ଆଡକୁ ଗତି କରି ମାସ ଶେଷରେ ଦିଗ୍‌ବଳୟର ପ୍ରାୟ ୪୦ ଡିଗ୍ରୀ ଉପରେ ପହଞ୍ଚିବ। ଦୀର୍ଘ ୨୩ ବର୍ଷ ପରେ ଏମିତି ଖାଲି ଆଖିରେ ଧୂମକେତୁ ଦେଖିବାର ସୁଯୋଗ […]

  • Tuesday, 13 July 2021
bus
ଯାତ୍ରୀବାହୀ ଗାଡ଼ିରେ ଅଶାଳୀନ ଗୀତ ବଜାଇଲେ ରଦ୍ଦ ହେବ ପରମିଟ୍

ପାଟନା: ଯାତ୍ରୀବାହୀ ଗାଡ଼ିରେ ଆଉ ଏଣିକି ଅଶାଳୀନ ଗୀତ ବଜାଇ ପାରିବନି। ଯଦି ବଜାଇବ ତେବେ ପରମିଟ୍‌ ବନ୍ଦ କରି ଦିଆଯିବ। ଏପରି ନିୟମ ଜାରି କରିଛନ୍ତି ବିହାର ସରକାର। ବିହାରରେ ଅଟୋ, ବସ୍‌ ଆଦି ପବ୍ଲିକ ଟ୍ରାନ୍ସପୋର୍ଟ ତଥା ଅନ୍ୟ ଯାନବାହନରେ  ଅଶାଳୀନ ଗୀତ ବାଜୁଥିବାରୁ ସାଧାରଣ ଯାତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ବିଶେଷ କରି ମହିଳା ଯାତ୍ରୀଙ୍କୁ ଅନେକ ସମୟରେ ଲଜ୍ଜିତ ହେବାକୁ ପଡୁଛି। ଏହାକୁ ରୋକିବା ପାଇଁ ପରିବହନ ବିଭାଗ ଏପରି […]

  • Tuesday, 13 July 2021
twit
ଏହି ଶବ୍ଦ ଲେଖିଦେଲେ ୧୨ ଘଣ୍ଟା ବ୍ଲକ୍‌ ହୋଇଯିବ ଟୁଇଟର ଆକାଉଣ୍ଟ !

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟରରେ ଏମିତି ଗୋଟିଏ ଶବ୍ଦ ଲେଖିଲାବେଳକୁ ଟୁଇଟର ଆକାଉଣ୍ଟ ବ୍ଲକ ହୋଇଯାଉଛି। କୌଣସି କାରଣରୁ ଯଦି ଆପଣ ସେହି ୭ ଅକ୍ଷର ବିଶିଷ୍ଟ ଶବ୍ଦ ଲେଖି ଦେଉଛନ୍ତି, ଟୁଇଟର ପକ୍ଷରୁ ୧୨ ଘଣ୍ଟା ପାଇଁ ଆପଣଙ୍କ ଆକାଉଣ୍ଟକୁ ବ୍ଲକ କରି ଦିଆଯାଉଛି। ତେବେ କ’ଣ ଏହି ୭ ଅକ୍ଷର ବିଶିଷ୍ଟ ଶବ୍ଦ । ଯାହାକୁ ନେଇ ସୋସିଆଲ ମିଡିଆରେ ବହୁଛି ଝଡ। ଏମିତି କି ଶବ୍ଦଟିଏ ଯାହା ପାଇଁ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟୁଇଟର୍ […]

  • Tuesday, 13 July 2021
jee-8
ଆଜିଠୁ ଜେଇଇ ମେନ୍-୨, ରାଜ୍ୟର ୩୦ ହଜାର ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା

ନୂଆଦିଲ୍ଲୀ: ଆଜିଠୁ ଜେଇଇ ମେନ୍-ଟୁ । ଇଂଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ଆରମ୍ଭ ହେଉଛି ଜେଇଇ ମେନ୍। ଦେଶର ୩୩୧ଟି ସହରରେ ପରୀକ୍ଷା କରାଯାଉଛି। ଏହା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ଦୁଇଟି ସିଟିଂରେ ହେବ ପରୀକ୍ଷା। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ଣ ୩ଟାରୁ ସଂଧ୍ୟା ୬ଟା ମଧ୍ୟରେ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ। ଓଡ଼ିଶାର ୧୭ଟି ସହରରେ ପରୀକ୍ଷା କରାଯାଉଛି।  ଭୁବନେଶ୍ୱର, କଟକ, ବାଲେଶ୍ୱର, […]

  • Tuesday, 13 July 2021
mumbai police officer
ଆଣ୍ଟେଲିଆ ସାମ୍ନାରୁ ବିସ୍ଫୋରକ ଗାଡ଼ି ମିଳିବା ଘଟଣା: ସସ୍‌ପେଣ୍ଡ ହେଲେ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟାଲିଆ ନିକଟରୁ ବିସ୍ଫୋରକ ବୋଝେଇ ସ୍କର୍ପିଓ ଜବତ ହେବା ଘଟଣାରେ ମୁମ୍ବାଇ ପୋଲିସ ଅଫିସର ତଥା ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ସଚିନ ୱାଜେଙ୍କ ସଂପୃକ୍ତି ଥିବା ଅଭିଯୋଗ ଆସିଥିଲା। ଏହି ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା-NIA ସଚିନ ୱାଜେଙ୍କୁ ଗିରଫ କରିଥିବାବେଳେ ଆଜି  ତାଙ୍କୁ ସସ୍‌ପେଣ୍ଡ କରାଯାଇଛି। ମୁମ୍ବାଇ ପୋଲିସର ମୁଖପାତ୍ର ଡିସିପି ଚୈତନ୍ୟ ଦେଇଥିବା ସୂଚନା ଅନୁଯାୟୀ, ସଚିନ ପ୍ରଥମେ ସନ୍ଦେହ ଘେରକୁ ଆସିଥିଲେ। ପରେ ତାଙ୍କୁ NIA ତାଙ୍କୁ […]

  • Tuesday, 13 July 2021
corona new case
ଦେଶ ପାଇଁ ବିପଦ ବଢୁଛି : ୨୪ ଘଣ୍ଟାରେ ୨୬, ୨୯୧ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପୁଣି କାୟା ମେଲାଉଛି କରୋନା। ଦୈନିକ ଚିହ୍ନଟ ହେଉଥିବା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦୈନିକ  ୨୬ ହଜାର ଟପିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୨୯୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ୧୧୮ ଜଣଙ୍କ ଜୀବନ ନେଇଛି ମହାମାରୀ।  ଦେଶରେ ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୩ ଲକ୍ଷ ୮୫ ହଜାର ଟିପିଛି । ଏବେ ବି ଆକ୍ଟିଭ କେସ୍ […]

  • Tuesday, 13 July 2021
landslide
ଭୂସ୍ଖଳନରେ ଗଲା ୮ ଜୀବନ, ବନ୍ୟା ଆଶଙ୍କା

ଇଟାନଗର: ଅରୁଣାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁ ୮ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ୮ମାସର ଶିଶୁ ଅଛନ୍ତି। ଗତକାଲି ସକାଳେ ପାପୁମପାରେ ଜିଲ୍ଲାର ତିଗୋଡ ଗାଁରେ ମାଟି ଅତଡ଼ା ଖସିବାରୁ ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଜଣେ ୮ମାସର ଶିଶୁ ଅଛନ୍ତି। ରାଜଧାନୀ ଇଟାନଗର ଓ ନାହରଲାଗୁନ୍‌ ମଧ୍ୟରେ ଥିବା ମୋଦିରିଜୋ ଅଞ୍ଚଳରେ ଭୂସ୍ଖଳନ ଯୋଗୁ ୪ଜଣଙ୍କ ଜୀବନ ଯାଇଛି। ଅରୁଣାଚଳ ପ୍ରଦେଶ ସରକାର ପୀଡିତଙ୍କ ପରିବାରକୁ ୪ ଲକ୍ଷ ଟଙ୍କା […]

  • Tuesday, 13 July 2021
lathika subhash gets head tonsured
ଟିକେଟ ନ ମିଳିବାରୁ ଲଣ୍ଡା ହେଲେ ମହିଳା କଂଗ୍ରେସ ମୁଖ୍ୟ

ଥିରୁଅନନ୍ତପୁରମ: ନିର୍ବାଚନ ପାଇଁ ଦଳ ଟିକେଟ ନଦେବାରୁ ଲଣ୍ଡା ହେଲେ କେରଳ ମହିଳା କଂଗ୍ରେସ ମୁଖ୍ୟ । କେରଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଗତକାଲି ୮୬ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା । ପ୍ରାର୍ଥୀଙ୍କ ତାଲିକାରେ ନିଜ ନାଁ ନଥିବାରୁ ଇସ୍ତଫା ଦେବା ସହ ଲଣ୍ଡା ହୋଇଛନ୍ତି କେରଳ ମହିଳା କଂଗ୍ରେସ ମୁଖ୍ୟ ଲତିକା ସୁବାଷ। ଦୀର୍ଘ ବର୍ଷ ଧରି ପାର୍ଟିରେ ରହି ସେବା କରି ଆସୁୁଥିବା ମହିଳାଙ୍କୁ ଦଳ ଅବହେଳା କରୁଥିବା […]

  • Tuesday, 13 July 2021
sonu-sood
୧ ଲକ୍ଷ ବେରୋଜଗାରିଆଙ୍କୁ ଚାକିରି ଦେବେ ସୋନୁ ସୁଦ୍‌

ମୁମ୍ବାଇ: ନିଜ ପାଇଁ ନୁହେଁ, ସବୁବେଳେ ଅନ୍ୟ ପାଇଁ ଚିନ୍ତା କରି ଚର୍ଚ୍ଚାରେ ଥିବା ରିୟଲ ହିରୋ ସୋନୁ ସୁଦ୍‌ ପୁଣି ଏବେ ଚର୍ଚ୍ଚାରେ। କରୋନା ପରି ମହାବିପତ୍ତି ସମୟରେ ଗରିବ, ଅସହାୟ ପରିବାରକୁ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଆସିଛନ୍ତି। କେତେବେଳେ ବିଦେଶରେ ଫସି ରହିଥିବା ଛାତ୍ରଙ୍କୁ ଦେଶକୁ ଫେରାଇ ଆଣିଛନ୍ତି ତ କେତେବେଳେ ଚାଷୀଙ୍କୁ ଟ୍ରାକ୍ଟରୂ ଦେଇଛନ୍ତି। ପୁଣି କେତେବେଳେ ଅନ୍‌ଲାଇନ୍‌ କ୍ଲାସ ପାଇଁ ମୋବାଇଲ ଯୋଗାଇଛନ୍ତି। ହେଲେ ସେ ଏବେ ଯାହା କରିବାକୁ […]

yashwant-sinha
ଟିଏମ୍‌ସିରେ ମିଶିଲେ ଯଶୱନ୍ତ ସିହ୍ନା

କୋଲକାତା: ଭାରତୀୟ ଜନତା ପାର୍ଟିର ପୂର୍ବ ନେତା ତଥା ବାଜପାୟୀ  ସରକାରରେ କେନ୍ଦ୍ର ମନ୍ତ୍ରୀ ଥିବା ଯଶୱନ୍ତ ସିହ୍ନା ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ପଶ୍ଚମ ବଙ୍ଗ ବିଧାନ ସଭା ନିର୍ବାଚନ ପୂର୍ବରୁ ସେ ଆଜି ଟିଏମ୍‌ସିର ହାତ ଧରିଛନ୍ତି। ସିହ୍ନାଙ୍କର ଏହି ମିଶ୍ରଣ ପର୍ବରେ ଡେରେକ୍ ଓ ବ୍ରାୟନ, ସୁଦୀପ ବନ୍ଦୋପାଧ୍ୟାୟ, ସୁବ଼୍ରତ ମଖାର୍ଜୀ ପ୍ରମୁଖ ଉବସ୍ଥିତ ଥିଲେ।  ଦଳରେ ସାମିଲ ହେବା ପରେ ଟିଏମସି ପକ୍ଷରୁ ଏକ ପ୍ରେସ କନଫରେନ୍ସରେ ଏ ସମ୍ପର୍କରେ ସୂଚନା […]

  • Tuesday, 13 July 2021
modi
ମୋଦିଙ୍କୁ ଦେଖି ଜୋ ବାଇଡେନ କହିଲେ ‘ଆପଣଙ୍କୁ ଦେଖି ବହୁତ ଭଲ ଲାଗିଲା’

ୱାଶିଂଟନ: ୪ ଦେଶର କ୍ୱାଡ ଗ୍ରୁପ୍‌ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ହୃହଦରେ ସ୍ୱାଗତ କରିଛନ୍ତି। ବାଇଡେନ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ମୋଦିଙ୍କୁ ଭେଟିଛନ୍ତି। କ୍ୱାଡ ଗ୍ରୁପ୍‌ର ଡିଜିଟାଲ ଫର୍ମରେ ଆୟୋଜିତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କାଟ ମାରିସନ୍‌, ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଯୋଗ ଦେଇଥିଲେ। ଏହି […]

  • Tuesday, 13 July 2021