ଭୁବନେଶ୍ୱର: ନବମ ଏବଂ ଏକାଦଶ ଶ୍ରେଣୀରେ ଫେଲ୍ ଛାତ୍ରଛାତ୍ରୀଙ୍କୁ ମିଳିବ ସୁଯୋଗ। ସେମାନଙ୍କ ପ୍ରମୋସନ ପାଇଁ ବ୍ୟବସ୍ଥା କରିବାକୁ CBSE ନିର୍ଦ୍ଦେଶ ଦେଇଛି। ଅନଲାଇନ/ଅଫଲାଇନ/ଇନୋଭେଟିଭ ପଦ୍ଧତିରେ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛି CBSE। ପୂର୍ବରୁ ସୁଯୋଗ ଦିଆଯାଇଥିଲେ ବି ପୁଣି ଥରେ ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛି CBSE। ପୁଣି ଥରେ ଟେଷ୍ଟ ପାଇଁ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପାଇଁ ପରାମର୍ଶ ଦେବା ସହ କରୋନା ଯୋଗୁଁ ଏହି ସୁଯୋଗ କେବଳ ଏ ବର୍ଷ ପାଇଁ। ଆଗକୁ […]
ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ, ଲମ୍ବ ଡିଆଁ ମାରି ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଏ ସଂକ୍ରାମକ ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି କି ସଂଗରୋଧ ନିୟମର ଉଲ୍ଲଂଘନ? ଚିନ୍ତାର କାରଣ-ବିନା ରେଜିଷ୍ଟ୍ରେସନ କି ବିନା କ୍ୱାରେଣ୍ଟାଇନରେ ସିଧା ଘରେ ପଶୁଛନ୍ତି। ରାଜ୍ୟରେ ରାକ୍ଷସ ଭଳି ଜିହ୍ୱା ଲହ ଲହ କରି ମାଡ଼ି ଚାଲିଛି କରୋନା। ଯାହାର ଅନ୍ୟତମ କାରଣ ସାଜିଛି କ୍ୱାରେଣ୍ଟିନ ନିୟମର ଖୋଲାଖୋଲି ଉଲ୍ଲଂଘନ। ସଚେତନତା ଅଭାବରୁ ହେଉ […]
ନୂଆଦିଲ୍ଲୀ: ସବୁ ରାସନ୍ କାର୍ଡ ସହିତ ଆଧାର ନମ୍ବରକୁ ଲିଙ୍କ କରିବା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଆସନ୍ତା ସେପଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହି ସମୟ ପର୍ଯ୍ୟନ୍ତ ଆଧାର ନମ୍ବର ଲିଙ୍କ କରି ନ ଥିବା କୈଣସି ହିତାଧିକାରୀଙ୍କୁ ସେମାନଙ୍କ କୋଟାର ଖାଦ୍ୟ ଶସ୍ୟରୁ ବଞ୍ଚିତ କରାଯିବ ନାହିଁ। ଏ ନେଇ ସ୍ପଷ୍ଟ କରିଛି ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ। ଆଧାର ନମ୍ବର ସହ ଲିଙ୍କ କରି […]
ଉପକୂଳ ମୁହାଁ ବାତ୍ୟା ୟାସ୍। ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ଗର୍ଜନ କରି ମାଡ଼ି ଆସୁଛି ବାତ୍ୟା। ତେବେ ଆପଣଙ୍କ ମନରେ ସାଧାରଣ ଭାବରେ ପ୍ରଶ୍ନ ଉଙ୍କି ମାରୁଥିବ ଏହି ବାତ୍ୟାର ସୃଷ୍ଟି ସମୁଦ୍ରରେ କେମିତି ସୃଷ୍ଟି ହୁଏ ଓ ତାହାର ନାମକରଣ କେମିତି ହୁଏ?
ସମ୍ଭାବ୍ୟ ବାତ୍ୟା ୟାସ୍ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ବରିଷ୍ଠ ମନ୍ତ୍ରୀ ଓ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବମାନେ ମଧ୍ୟ ଉପସ୍ଥିତ ଥିଲେ
ଦେଶରେ କମୁଛି ସଂକ୍ରମଣ। ଆଜି ମୋଟ୍ ୩୭୪୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ କରୋନାଜନିତ ମୃତ୍ୟୁସଂଖ୍ୟା ୨ ଲକ୍ଷ ୯୯ ହଜାର ୨୬୬କୁ ବୃଦ୍ଧି ପାଇଛି।