• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Mouuni
ଭାଇରାଲ ହେଉଛି ଏହି ଅଭିନେତ୍ରୀଙ୍କ ଫଟୋ

ନୂଆଦିଲ୍ଲୀ: ବଲିଉଡ୍ ହେଉ ବା ଟିଭି ସୋ, ସବୁଠି ଗ୍ଲେମରର ଚର୍ଚ୍ଚା। ଖାସ୍ ଏଇଥି ପା‍ଇଁ ଅଭିନୟ ଦୁନିଆରେ ଏବେ ସୁନ୍ଦରୀମାଙ୍କ ଭିଡ ଜମିବାରେ ଲାଗିଛି। ସେହିପରି ଟିଭି ଓ ସିନେମା ଅଭିନେତ୍ରୀ ମୌନୀ ରାୟ ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରେ ଅନ୍ୟତମ। ତାଙ୍କ ସୌନ୍ଦର୍ଯ୍ୟ ପାଇଁ ସେ ସବୁବେଳେ ଚର୍ଚ୍ଚାର ପରିସରରେ ଥାଆନ୍ତି। ସେ ଇଣ୍ଡଷ୍ଟ୍ରିକୁ ଆସିବା ଦିନରୁ ନିଜ ଫଟୋକୁ ନେଇ ଖୁସି ବାଣ୍ଟି ଆସୁଛନ୍ତି। ମୌନୀ ନିଜର ଷ୍ଟାଇଲିସ୍ ଓ ଆକ୍ଟ୍ରାଟିଭ ଚେହେରା ଦ୍ୱାରା […]

  • Wednesday, 14 July 2021
migrants
ରେଳ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଅସମ୍ଭାଳ ଭିଡ଼

ମୁମ୍ବାଇ: ଘର ବାହୁଡ଼ା ପାଇଁ ରେଳ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଅସମ୍ଭାଳ ଭିଡ଼। ମୁମ୍ବାଇ ବାନ୍ଦ୍ରା ରେଲେଓ୍ୱ ଷ୍ଟେସନରେ ଆଜି ଏଭଳି ଭିଡ଼ ଦେଖିବାକୁ ମିଳିଥିଲା। ହଜାର ହଜାର ପ୍ରବାସୀ ଶ୍ରମିକ ବିହାର ଯିବା ପାଇଁ ବାନ୍ଦ୍ରା ଷ୍ଟେସନକୁ ଆସି ଭିଡ଼ ଜମାଇଥିଲେ। ତେବେ ପଞ୍ଜୀକରଣ କରିଥିବା ଏକ ହଜାର ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିଥିଲା। ଅନ୍ୟମାନଙ୍କୁ ଷ୍ଟେସନରୁ ବାହାର କରିବା ସହ ଭିଡ଼ ହଟାଇଥିଲା ପୋଲିସ। ଆଜି ବାନ୍ଦ୍ରାରୁ ବିହାରର ପୁର୍ଣ୍ଣିଆ ଷ୍ଟେସନ ଯାଏଁ […]

  • Wednesday, 14 July 2021
modig
ଅମ୍ପନ ମୁକାବିଲା: ଜନସାଧାରଣଙ୍କ ସୁରକ୍ଷା କାମନା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଅମ୍ପନ ସ୍ଥିତି ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାର ମୁକାବିଲା କରିବାକୁ କଣ କଣ ପଦକ୍ଷେପ ନିଆଯାଇଛି, ଆଉ କଣ କରାଯିବା ଦରକାର, ସେ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ବାତ୍ୟା ପୂର୍ବରୁ ପ୍ରାକ ସଜାଗ ଓ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତର ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ”ମୁଁ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ […]

  • Wednesday, 14 July 2021
Indra
ଚାଲିଗଲେ ମହାଭାରତର ଇନ୍ଦ୍ର

ନୂଆଦିଲ୍ଲୀ: ବିଆର ଚୋପଡାଙ୍କ “ମହାଭାରତ”ରେ ଇନ୍ଦ୍ର ଭୂମିକାରେ ଅଭିନୟ କରିଥିବା ଟିଭି କଳାକାର ସତୀଶ କୌଲ ଆଉ ଆମ ଗହଣରେ ନାହାନ୍ତି। ଲୁଧିଆନାରେ ୭୨ ବର୍ଷ ବୟସରେ କରୋନାରେ ତାଙ୍କର ପରଲୋକ ହୋଇଛି। ସତୀଶ ଅନେକଗୁଡ଼ିଏ ଟିଭି ସୋ’ରେ କାମ କରିଥିବା ବେଳେ ତାଙ୍କର ଅନେକ ହିନ୍ଦି ଓ ପଞ୍ଜାବୀ ସିନେମା ମଧ୍ୟ ରହିଛି। ତାଙ୍କ ପରଲୋକରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଶୋକ ବ୍ୟକ୍ତ କରିଛନ୍ତି। ସତୀଶ ପ୍ରାୟ ୩୦୦ ସିନେମାରେ କାମ କରିଥିବା […]

  • Wednesday, 14 July 2021
Mira-Sahid
ପୁଅର ଖେଚେଡାମିରେ ମୀରା ଖପ୍ପା, ଶାହିଦ ଖୁସି

ନୂଆଦିଲ୍ଲୀ: ଶାହିଦ୍ କପୁରଙ୍କ ପତ୍ନୀ ମୀରା କପୁରଙ୍କ ଲୋକପ୍ରିୟତା କୌଣସି ବଲିଉଡ୍ ସେଲିବ୍ରିଟିଙ୍କ ଠାରୁ ବି କମ୍ ନୁହେଁ। ସୋସିଆଲ୍ ମିଡିଆରେ ସବୁବେଳେ ଚଳଚଞ୍ଚଳ ଥିବା ମୀରାଙ୍କର ଫଟୋ ଓ ଭିଡିଓ ବେଶ୍ ଭାଇରାଲ ହୋଇଥାଏ। ସେ କେବଳ ନିଜ ଫଟୋ ଓ ଭିଡିଓ ଯେ କରନ୍ତି ତାହା ନୁହେଁ, ଏହା ଛଡା ନିଜ ପିଲା ଓ ପରିବାର ସହିତ ମଧ୍ୟ ସେ ଫଟୋ ଉଠାଇବାକୁ ପସନ୍ଦ କରନ୍ତି। ନିକଟରେ ମୀରା ତାଙ୍କ ସୋସିଆଲ୍ ମିଡିଆ ପେଜରେ […]

  • Wednesday, 14 July 2021
hc
ମାଟ୍ରିକ୍ ଖାତା ମୂଲ୍ୟାୟନକାରୀଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା କର: ହାଇକୋର୍ଟ

କଟକ: ୧୦ କିମି ଦୂରରୁ ଆସୁଥିବା ଶିକ୍ଷକଙ୍କ ରହିବା, ଖାଇବା ବ୍ୟବସ୍ଥା କର। ମ୍ୟାଟ୍ରିକ୍‌ ଖାତା ମୂଲ୍ୟାୟନ କେନ୍ଦ୍ରରେ ଲକଡାଉନ କଟକଣା ମାନିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ମ୍ୟାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଓଷ୍ଟା ପକ୍ଷରୁ ହୋଇଥିବା ଆବେଦନ ଉପରେ ବିଚାର କରି ହାଇକୋର୍ଟ ମ୍ୟାଟ୍ରିକ୍‌ ଖାତା ମୂଲ୍ୟାୟନ କେନ୍ଦ୍ରରେ ଲକଡାଉନ କଟକଣା ମାନିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଖାତା ଦେଖା ବେଳେ ସାମାଜିକ ଦୂରତ୍ୱ ମାନବାକୁ କୁହାଯାଇଛି। […]

  • Wednesday, 14 July 2021