ନୂଆଦିଲ୍ଲୀ: ଏନକାଉଣ୍ଟରରେ ୪ ଆତଙ୍କବାଦୀ ମୃତ। ଜାମ୍ମୁ ଓ କାଶ୍ମୀର ସୋପିଆନ ଜିଲ୍ଲା ପିନଜୋରା ଅଞ୍ଚଳରେ ଏନକାଉଣ୍ଟର ହୋଇଛି। ସୁରକ୍ଷା କର୍ମୀଙ୍କ ଗୁଳିରେ ହିଜାବୁଲ୍ ମୁଜାହିଦ୍ଦିନର ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ପୋଲିସ ଓ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ପିନଜୋରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷା କର୍ମୀ। ପରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ […]
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଲେ ଅଭିନେତା ସୋନୁ ସୁଦ୍। ଗତକାଲି ରାତିରେ ମୁମ୍ବାଇ ସ୍ଥିତ ଠାକରେଙ୍କ ମାତୁଶ୍ରୀରେ ଆଲୋଚନା ହୋଇଛି। ସୋନୁ ସୁଦଙ୍କୁ ସମାଲୋଚନା କରିବା ସହ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ବୋଲି ଗତକାଲି ହିଁ କହିଥିଲେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ। ଏହାର କିଛି ଘଣ୍ଟା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ସୋନୁଙ୍କ ଆଲୋଚନାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଅଧିକ ବଢ଼ିଛି। ମୁଖ୍ୟତଃ ସୋନୁଙ୍କ ସହ ଠାକ୍ରେ କଣ କଥାବାର୍ତ୍ତା […]
ବେଙ୍ଗାଲୁରୁ: ଆର ପାରିରେ କନ୍ନଡ ଫିଲ୍ମ ଅଭିନେତା ଚିରଞ୍ଜୀବ ସାରଜା। ୩୯ ବର୍ଷ ବୟସରେ ଚିରଞ୍ଜୀବଙ୍କ ମୃତ୍ୟୁ ଘଟିଛି। ଗତକାଲି ବେଙ୍ଗାଲୁରୁ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହସ୍ପିଟାଲରୁ ତାଙ୍କ ପାର୍ଥୀବ ଶରୀର ବେଙ୍ଗାଲୁରୁ ବାସଭବନକୁ ନେବା ରାସ୍ତାରେ ପ୍ରବଳ ଭିଡ଼ ଜମିଥିଲା। ଚିରଞ୍ଜୀବ ସାରଜାଙ୍କ ବହୁ ସଂଖ୍ୟାରେ ପ୍ରଂଶସକ ତାଙ୍କ ଶେଷ ଝଲକ ପାଇବାକୁ ଅପେକ୍ଷା କରିଥିଲେ। ଡାକ୍ତରଙ୍କ ପ୍ରାଥମିକ ତଦନ୍ତରୁ ଏହା ହୃଦଘାତ ମୃତ୍ୟୁ ବୋଲି ଜଣାପଡ଼ିଛି। […]
ନୂଆଦିଲ୍ଲୀ: ପ୍ରାୟ ଅଢ଼େଇ ମାସ ପରେ ଆଜିଠୁ ଦେଶର ବିଭିନ୍ନ ସ୍ଥାନରେ ସର୍ବସାଧାରଣଙ୍କ ପାଇଁ ଖୋଲିଲା ଧାର୍ମିକସ୍ଥଳ। ସବୁଠି ସାମାଜିକ ଦୂରତା, ମାସ୍କ ପରିଧାନ ସହ ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯାଇଛି। ସେପଟେ ଆଜିଠୁ ମଧ୍ୟ ସପିଙ୍ଗ୍ ମଲ, ହୋଟେଲ ଓ ରେଷ୍ଟୁରାଣ୍ଟ ମଧ୍ୟ ଖୋଲିବ। ତେବେ ଓଡ଼ିଶାରେ କିଛି କ୍ଷେତ୍ରରେ ଜାରି ରହିବ। କଟକଣା କେନ୍ଦ୍ର ଗୃହ ମନ୍ତ୍ରାଳୟର ନୂଆ ଗାଇଡଲାଇନ୍ ଅନଲକ୍ ଓ୍ୱାନ୍ ଅନୁସାରେ କଣ୍ଟେନମେଣ୍ଟ ଅଞ୍ଚଳ ହୋଇନଥିଲେ ଆଜିଠୁ ସର୍ବସାଧାରଣଙ୍କ ଲାଗି ଧାର୍ମିକସ୍ଥଳ, ସପିଙ୍ଗ୍ […]