• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

google
ଭାରତରେ ୭୫ହଜାର କୋଟି ଟଙ୍କା ନିବେଶ କରିବ ଗୁଗଲ୍

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଦେଶରେ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। କିନ୍ତୁ ଏହା ମଧ୍ୟରେ ଗୁଗଲ୍ ବଡ଼ ପଦକ୍ଷେପ ଉଠାଇ ଭାରତରେ ୧୦ ବିଲିୟନ୍ ଡଲାର୍ ଅର୍ଥାତ୍ ୭୫ହଜାର କୋଟି ଟଙ୍କାର ନିବେଶ କରିବା ନେଇ ଘୋଷଣା କରିଛି। ଗୁଗଲର ସିଇଓ ସୁନ୍ଦର ପିଚାଇ ସୋମବାର ‘ଗୁଗଲ୍ ଫର୍ ଇଣ୍ଡିଆ’ ବାର୍ଷିକ କାର୍ଯ୍ୟକ୍ରମରେ ଏହି ବଡ଼ ଘୋଷଣା କରିଛନ୍ତି। Today at #GoogleForIndia we announced a new $10B digitization fund to […]

  • Thursday, 15 July 2021
modi
ଗୁଗଲ୍ ସିଇଓଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଗୁଗଲ୍ ସିଇଓ ସୁନ୍ଦର ପିଚାଇଙ୍କ ସହ ଭିଡିଓ କନଫରେନ୍ସି କରିଛନ୍ତି। ପିଚାଇଙ୍କ ସହ କଥାବାର୍ତ୍ତା ନେଇ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟରରେ ଲେଖିଛନ୍ତି, ‘ଆଜି ସକାଳେ ସୁନ୍ଦର ପିଚାଇଙ୍କ ସହ ଏକ ସଫଳ ଆଲୋଚନା ହୋଇଛି। ଆମେ ଭାରତୀୟ କୃଷକ, ଯୁବବର୍ଗ ଏବଂ ଉଦ୍ୟୋକ୍ତାଙ୍କ ଜୀବନକୁ ବଦଳିବା ପାଇଁ ଆବଶ୍ୟକ ଟେକ୍ନୋଲୋଜିର ଶକ୍ତିର ଉପଯୋଗ ବ୍ୟତୀତ ଅନ୍ୟ କିଛି ବିଷୟ ଉପରେ ଆଲୋଚନା […]

  • Thursday, 15 July 2021
sachin
ସିନ୍ଧିଆଙ୍କ ବାଟରେ ପାଇଲଟ୍!

ନୂଆଦିଲ୍ଲୀ: ରାଜସ୍ଥାନରେ ଚାଲିଛି ହାଇ ପଲିଟିକାଲ ଡ୍ରାମା। ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସଚିନ ପାଇଲଟ ସାକ୍ଷାତ କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଉଭୟଙ୍କ ମଧ୍ୟରେ ୪୦ ମିନିଟ ଧରି ଆଲୋଚନା ହୋଇଥିବା ସୂଚନା ମିଳିଛି। ଏହି ସାକ୍ଷାତକାରର ଅନେକ ଅର୍ଥ ବାହାରିବାରେ ଲାଗିଛି। କୁହାଯାଉଛି ଯେ କ’ଣ ସଚିନ୍ ପାଇଲଟ୍ ସିନ୍ଧିଆଙ୍କ ବାଟରେ ଚାଲିବେ କି ଏବଂ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ୍‌ ହେବେ କି? ତେବେ ଏହା ତ କେବଳ ଚର୍ଚ୍ଚାର […]

  • Thursday, 15 July 2021
Untitled-1
ମୋ ପୁଅକୁ ବେଡ୍ ଦିଅ, ନହେଲେ ଆତ୍ମହତ୍ୟା କରିବି

କୋଲକାତା: ଦିନକୁ ଦିନ କରୋନା ମହାମାରୀ ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ଏତେ ପରିମାଣରେ ବଢ଼ି ବଢ଼ି ଚାଲିଛି ଯେ ଗୋଟେ ଗୋଟେ ରାଜ୍ୟରେ ରୋଗୀଙ୍କ ଚିକିତ୍ସା ପାଇଁ ବେଡ୍ ମଧ୍ୟ ମିଳୁନାହିଁ। ଶେଷରେ ଚିକିତ୍ସା ନପାଇ ରୋଗୀ ମୃତ୍ୟୁବରଣ କରୁଛନ୍ତି। ଏହିପରି ଏକ ଘଟଣା କୋଲକାତାରେ ଦେଖିବାକୁ ମିଳିଛି। କୋଭିଡ୍-୧୯ ରେ ଆକ୍ରାନ୍ତ ହେବାପରେ ଶୁଭ୍ରଜିତ ଚ୍ଚଟୋପାଧ୍ୟାୟ ନାମକ ଜଣେ ୧୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ସେ ମୃତ୍ୟୁ ପୂର୍ବରୁ ଡାଇବେଟିସରେ […]

  • Thursday, 15 July 2021
shindia
'ସଚିନଙ୍କୁ କୋଣଠେସା କରାଯାଇଛି'

ନୂଆଦିଲ୍ଲୀ: ରାଜସ୍ଥାନରେ ରାଜନୀତିକ ସଙ୍କଟ ତେଜିବାରେ ଲାଗିଛି। ବିପଦରେ ରାଜ୍ୟର ଗେହଲଟ୍ ସରକାର। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ନିଜର କିଛି ବିଧାୟକଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଛନ୍ତି। କଂଗ୍ରେସରେ ଚାଲିଥିବା ଏହି ଗୋଷ୍ଠୀକନ୍ଦଳର ଫାଇଦା ଉଠାଇବାରେ ଲାଗି ପଡ଼ିଛି ବିଜେପି। ବିଜେପି ପକ୍ଷରୁ ଏବେ ମଇଦାନକୁ ଓହ୍ଲାଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। କଂଗ୍ରେସ ଛାଡ଼ି ବିଜେପିକୁ ଆସିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ସଚିନ୍ ପାଇଲଟଙ୍କ ସମର୍ଥନରେ ଟ୍ୱିଟ୍ କରିଛନ୍ତି। ସିନ୍ଧିଆ କହିଛନ୍ତି, ମୋତେ ଦୁଃଖ ଲାଗୁଛି ଯେ ମୋର ପୁରୁଣା […]

  • Thursday, 15 July 2021