• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

modi
ଗୁଗଲ୍ ସିଇଓଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଗୁଗଲ୍ ସିଇଓ ସୁନ୍ଦର ପିଚାଇଙ୍କ ସହ ଭିଡିଓ କନଫରେନ୍ସି କରିଛନ୍ତି। ପିଚାଇଙ୍କ ସହ କଥାବାର୍ତ୍ତା ନେଇ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟରରେ ଲେଖିଛନ୍ତି, ‘ଆଜି ସକାଳେ ସୁନ୍ଦର ପିଚାଇଙ୍କ ସହ ଏକ ସଫଳ ଆଲୋଚନା ହୋଇଛି। ଆମେ ଭାରତୀୟ କୃଷକ, ଯୁବବର୍ଗ ଏବଂ ଉଦ୍ୟୋକ୍ତାଙ୍କ ଜୀବନକୁ ବଦଳିବା ପାଇଁ ଆବଶ୍ୟକ ଟେକ୍ନୋଲୋଜିର ଶକ୍ତିର ଉପଯୋଗ ବ୍ୟତୀତ ଅନ୍ୟ କିଛି ବିଷୟ ଉପରେ ଆଲୋଚନା […]

  • Thursday, 15 July 2021
sachin
ସିନ୍ଧିଆଙ୍କ ବାଟରେ ପାଇଲଟ୍!

ନୂଆଦିଲ୍ଲୀ: ରାଜସ୍ଥାନରେ ଚାଲିଛି ହାଇ ପଲିଟିକାଲ ଡ୍ରାମା। ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସଚିନ ପାଇଲଟ ସାକ୍ଷାତ କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଉଭୟଙ୍କ ମଧ୍ୟରେ ୪୦ ମିନିଟ ଧରି ଆଲୋଚନା ହୋଇଥିବା ସୂଚନା ମିଳିଛି। ଏହି ସାକ୍ଷାତକାରର ଅନେକ ଅର୍ଥ ବାହାରିବାରେ ଲାଗିଛି। କୁହାଯାଉଛି ଯେ କ’ଣ ସଚିନ୍ ପାଇଲଟ୍ ସିନ୍ଧିଆଙ୍କ ବାଟରେ ଚାଲିବେ କି ଏବଂ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ୍‌ ହେବେ କି? ତେବେ ଏହା ତ କେବଳ ଚର୍ଚ୍ଚାର […]

  • Thursday, 15 July 2021
Untitled-1
ମୋ ପୁଅକୁ ବେଡ୍ ଦିଅ, ନହେଲେ ଆତ୍ମହତ୍ୟା କରିବି

କୋଲକାତା: ଦିନକୁ ଦିନ କରୋନା ମହାମାରୀ ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ଏତେ ପରିମାଣରେ ବଢ଼ି ବଢ଼ି ଚାଲିଛି ଯେ ଗୋଟେ ଗୋଟେ ରାଜ୍ୟରେ ରୋଗୀଙ୍କ ଚିକିତ୍ସା ପାଇଁ ବେଡ୍ ମଧ୍ୟ ମିଳୁନାହିଁ। ଶେଷରେ ଚିକିତ୍ସା ନପାଇ ରୋଗୀ ମୃତ୍ୟୁବରଣ କରୁଛନ୍ତି। ଏହିପରି ଏକ ଘଟଣା କୋଲକାତାରେ ଦେଖିବାକୁ ମିଳିଛି। କୋଭିଡ୍-୧୯ ରେ ଆକ୍ରାନ୍ତ ହେବାପରେ ଶୁଭ୍ରଜିତ ଚ୍ଚଟୋପାଧ୍ୟାୟ ନାମକ ଜଣେ ୧୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ସେ ମୃତ୍ୟୁ ପୂର୍ବରୁ ଡାଇବେଟିସରେ […]

  • Thursday, 15 July 2021
shindia
'ସଚିନଙ୍କୁ କୋଣଠେସା କରାଯାଇଛି'

ନୂଆଦିଲ୍ଲୀ: ରାଜସ୍ଥାନରେ ରାଜନୀତିକ ସଙ୍କଟ ତେଜିବାରେ ଲାଗିଛି। ବିପଦରେ ରାଜ୍ୟର ଗେହଲଟ୍ ସରକାର। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ନିଜର କିଛି ବିଧାୟକଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଛନ୍ତି। କଂଗ୍ରେସରେ ଚାଲିଥିବା ଏହି ଗୋଷ୍ଠୀକନ୍ଦଳର ଫାଇଦା ଉଠାଇବାରେ ଲାଗି ପଡ଼ିଛି ବିଜେପି। ବିଜେପି ପକ୍ଷରୁ ଏବେ ମଇଦାନକୁ ଓହ୍ଲାଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। କଂଗ୍ରେସ ଛାଡ଼ି ବିଜେପିକୁ ଆସିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ସଚିନ୍ ପାଇଲଟଙ୍କ ସମର୍ଥନରେ ଟ୍ୱିଟ୍ କରିଛନ୍ତି। ସିନ୍ଧିଆ କହିଛନ୍ତି, ମୋତେ ଦୁଃଖ ଲାଗୁଛି ଯେ ମୋର ପୁରୁଣା […]

  • Thursday, 15 July 2021
boy
ମୃତ୍ୟୁ ପରେ ଚର୍ଚ୍ଚାରେ ବାଳକ

ନୂଆଦିଲ୍ଲୀ: ସ୍ୱାର୍ଥପର ଏଇ ଦୁନିଆରେ ମୃତ୍ୟୁ କେତେବେଳେ ଯେ ଆସିଯିବ, ତାହା କାହାକୁ ବି ଜଣାନାହିଁ। ଅଜବ ଏ ଦୁନିଆ। ଏଠି ହୁଏତ କିଏ ଜୀବିତ ଥିବାବେଳେ ଚର୍ଚ୍ଚାର ପରିସରକୁ ଆସିଯାଏ ତ ଆଉ କିଏ ମୃତ୍ୟୁ ପରେ ଚର୍ଚ୍ଚିତ ହୋଇଯାଏ। ଏହିପରି ଏକ ଭିଡ଼ିଓ ଏବେ ଇଣ୍ଟରନେଟରେ ଚର୍ଚ୍ଚାର ପରିସରକୁ ଆସିଛି। ଏହି ଭିଡିଓଟି ଆସାମର ଜଣେ ବାଳକର ହୋଇଥିବା ଜଣାପଡ଼ିଛି। ବାଳକ ଜଣକ ହେଉଛନ୍ତି ୧୭ବର୍ଷୀୟ ଋଷବ ଦତ୍ତ। ଦୁଇବର୍ଷ ତଳେ ସେ ଏକ […]

  • Thursday, 15 July 2021
up
ଏବେ ପ୍ରତି ଶନିବାର ଓ ରବିବାର ଅଫିସ୍, ଦୋକାନ ବନ୍ଦ

ଲକ୍ଷ୍ନୌ: କରୋନାଭାଇରସ୍ ଲଗାତର ବଢ଼ୁଥିବାରୁ ଯୋଗୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଉତ୍ତର ପ୍ରଦେଶ ସରକାର କରୋନା ବିରୋଧରେ ଲଢ଼େଇ ପାଇଁ ସପ୍ତାହାନ୍ତ ଲକଡାଉନ୍ ଫର୍ମୂଲା ଲାଗୁ କରିବାକୁ ଯାଉଛନ୍ତି। ଅର୍ଥାତ୍ ଉତ୍ତର ପ୍ରଦେଶରେ ଏବେ ପ୍ରତି ସପ୍ତାହର ଶନିବାର ଓ ରବିବାର ଲକଡାଉନ୍ ରହିବ। ଲକଡାଉନ୍ ସମୟରେ ସବୁ ବଜାର ଓ ଅଫିସ୍ ବନ୍ଦ ରହିବ। ଅର୍ଥାତ୍ ଏବେ ରାଜ୍ୟରେ ସବୁ ବଜାର ଓ ଅଫିସ୍ ସପ୍ତାହରେ କେବଳ ପାଞ୍ଚଦିନ ହିଁ ଖୋଲା ରହିବ। ରାଜ୍ୟରେ […]

  • Thursday, 15 July 2021
bjp
ବିଚ୍ ବଜାରରେ ବିଜେପି ନେତାଙ୍କୁ ହତ୍ୟା

ଗୟା: ବିହାରର ଗୟା ଅଞ୍ଚଳରେ ସିଭିଲ୍ କୋର୍ଟ ଓକିଲ ଓ ବିଜେପି ନେତା ରଞ୍ଜିତ କୁମାର ସିଂହଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ୱଜିରଗଞ୍ଜ ଥାନା ନିକଟରେ ଏହି ଘଟଣା ଘଟିଛି। ମୃତକ ରଞ୍ଜିତ କୁମାର ବିହାର ବିଧାନ ପରିଷଦ ଅଧ୍ୟକ୍ଷ ଅୱଦେଶ ନାରାୟଣ ସିଂହଙ୍କ ପ୍ରଥମ କାର୍ଯ୍ୟାଳୟରେ ୱଜିରଗଞ୍ଜ ବିଧାନସଭା ପାଇଁ ମନୋନୀତ ପ୍ରାର୍ଥୀ ତଥା ବିଜେପି ୱଜିରଗଞ୍ଜ ମଣ୍ଡଳ ଉପସଚିବ ଥିଲେ। ମିଳିଥିବା ସୂଚନା ଅନୁଯାୟୀ, ସବୁଦିନ ପରି ଶୁକ୍ରବାର ସକାଳେ ରଞ୍ଜିତ ସିଂହ […]

  • Thursday, 15 July 2021
AIIMS
୧୦ ମହଲା ଛାତରୁ ଡେଇଁ ପଡ଼ିଲେ ଏମ୍ସ ଡାକ୍ତର

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଘଟିଲା ଅଘଟଣ। ଅନୁରାଗ କୁମାର ନାମକ ଜଣେ ୨୫ ବର୍ଷୀୟ ଜୁନିୟର ଡାକ୍ତର ହସ୍ପିଟାଲର ୧୦ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବର୍ତ୍ତମାନ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। A 25-year-old junior resident doctor of AIIMS allegedly jumped off the 10th floor of AIIMS hostel today. Patient is admitted to AIIMS (All India Institute […]

  • Thursday, 15 July 2021
icse
ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ୱାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ: କାଉନସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍‌ଜାମିନେସନ୍ (CISCE) ପକ୍ଷରୁ ଦଶମ (ICSE) ଓ ଦ୍ୱାଦଶ (ISC) ପରୀକ୍ଷା ଫଳ ଘୋଷଣା କରାଯାଇଛି। ଶୁକ୍ରବାର ଅପରାହ୍ଣ ୩ଟା ବେଳେ CISCE ନୋଟିଫିକେସନ୍ ଜାରି କରି ରେଜଲ୍ଟର ଘୋଷଣା କରିଛି। ଚଳିତ ଥର ICSEରେ ୯୯.୩୩ ପ୍ରତିଶତ ଛାତ୍ର ଉତ୍ତୀର୍ଣ୍ଣ ହୋଇଥିବା ବେଳେ ISCରେ ୯୬.୮୪ ପ୍ରତିଶତ ପାସ ହାର ହୋଇଛି। ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଛନ୍ତି, ସେମାନେ ନିଜର ରେଜଲ୍ଟ କାଉନସିଲର ଅଫିସିଆଲ୍ ୱେବସାଇଟ୍ […]

  • Thursday, 15 July 2021
modi
'ବିଶ୍ୱରେ ଭାକସିନ୍ ଚାହିଦା ପୂରଣ କରିବାରେ ଭାରତ ସଫଳ ହେବ'

ନୂଆଦିଲ୍ଲୀ: କରୋନାର ମୁକାବିଲା ଲାଗି ଭାକସିନ ପ୍ରସ୍ତୁତ କରିବା ସହ ବିଶ୍ୱରେ ଭାକସିନ ଚାହିଦା ପୂରଣ କରିବାରେ ବି ଭାରତ ସଫଳ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଭାକସିନ ପ୍ରସ୍ତୁତ କ୍ଷେତ୍ରରେ ଭାରତ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ଭାକସିନ ଥରେ ପ୍ରସ୍ତୁତ ହୋଇଗଲେ, ଭାରତ ସାରା ବିଶ୍ୱର ଚାହିଦା ମେଣ୍ଟାଇବା ଲାଗି ପ୍ରସ୍ତୁତ କରିବାରେ ସକ୍ଷମ ହେବ ବୋଲି ଗୁରୁବାର ‘ଇଣ୍ଡିଆ ଗ୍ଲୋବାଲ ସପ୍ତାହ-୨୦୨୦’ ର ଉଦଘାଟନୀ […]

  • Thursday, 15 July 2021
nepal
ନେପାଳରେ ବ୍ୟାନ୍ ହେଲା ଭାରତୀୟ ଘରୋଇ ନ୍ୟୁଜ୍ ଚ୍ୟାନେଲ୍!

କାଠମାଣ୍ଡୁ: ସୀମା ବିବାଦ ପରେ ନେପାଳ କଡ଼ା କାର୍ଯ୍ୟାନୁଷ୍ଠାନ ପୂର୍ବକ ଭାରତୀୟ ଘରୋଇ ନ୍ୟୁଜ୍ ଟିଭି ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଥିବା ଏଏନଆଇ ଟ୍ୱିଟ୍‌ରୁ ଜଣାପଡ଼ିଛି। ଏଏନଆଇ ଟ୍ୱିଟ୍ କରିଛି ଯେ, ନେପାଳର କେବୁଲ୍ ଟିଭି ଅପରେଟରମାନେ ଭାରତୀୟ ନ୍ୟୁଜ୍ ଚ୍ୟାନେଲର ପ୍ରସାରଣ ବନ୍ଦ କରିଦେଇଛନ୍ତି। ତେବେ ନେପାଳ ସରକାର ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ନିର୍ଦ୍ଦେଶାନାମା ଜାରି ହୋଇନାହିଁ। Nepali Cable TV providers tell ANI, signals for Indian news […]

  • Thursday, 15 July 2021
vikas
ଗ୍ୟାଙ୍ଗଷ୍ଟାର୍ ବିକାଶର ପତ୍ନୀ ଓ ପୁଅ ଗିରଫ

ଲକ୍ଷ୍ନୌ: କାନପୁରରେ ୮ଜଣ ପୁଲିସକର୍ମୀଙ୍କୁ ନିର୍ମମ ହତ୍ୟା କରିବା ପରେ ଉଜ୍ଜୈନରେ ଗିରଫ ହୋଇଥିବା ବିକାଶ ଦୁବେର ପତ୍ନୀ ଓ ପୁଅକୁ ମଧ୍ୟ ପୁଲିସ୍ ହେପାଜତକୁ ନେଇଛି। ମିଳିଥିବା ସୂଚନା ଅନୁଯାୟୀ, ପୁଲିସ୍ ବିକାଶର ପତ୍ନୀ ରିଚା ଦୁବେ ଓ ତା’ର ପୁଅକୁ ଲକ୍ଷ୍ନୌର କ୍ରିଷ୍ଣାନଗର ଅଞ୍ଚଳରୁ ଗିରଫ କରିଛି। ଏହାସହ ପୁଲିସ୍ ବିକାଶର ଘରେ କାମ କରୁଥିବା ଚାକରକୁ ମଧ୍ୟ ଉଠାଇ ନେଇଛି। ଗୁରୁବାର ସକାଳେ ପୁଲିସ୍ ବିକାଶ ଦୁବେକୁ ମଧ୍ୟପ୍ରଦେଶର ଉଜ୍ଜୈନସ୍ଥିତ ମହାକାଳ ମନ୍ଦିରରୁ […]

  • Thursday, 15 July 2021
lockdown
ଲକଡାଉନରେ ବଢ଼ିଛନ୍ତି ଶିଶୁ ଶ୍ରମିକ

ବେଙ୍ଗାଲୁରୁ: କରୋନା ଭାଇରସ୍ ଯୋଗୁ ହୋଇଥିବା ଲକଡାଉନରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ। ଲକଡାଉନ୍ ସମୟରେ କର୍ଣ୍ଣାଟକରେ ଏକ ସର୍ଭେ କରାଯାଇଛି, ଯେଉଁଥିରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବଢ଼ିଥିବା ଜଣାପଡ଼ିଛି। ଜୁନ୍ ମାସରେ ସ୍ୱାମୀ ବିବେକାନନ୍ଦ ୟୁଥ୍ ମୁଭମେଣ୍ଟ୍ (ଏସଭିୱାଇଏମ୍) ପକ୍ଷରୁ କରାଯାଇଥିବା ସର୍ଭେରେ ରାଜ୍ୟର ୧୫୭୨ ଛାତ୍ର, ୪୫୨ ଶିକ୍ଷକ ଓ ୭୭୦ ମାତାପିତା ଭାଗ ନେଇଥିଲେ। ସର୍ଭେରୁ ସ୍ପଷ୍ଟ ହୋଇଛି ଯେ ଦିନ ମଜୁରିଆ କାମ କରୁଥିବା ଅଧିକାଂଶ ଛାତ୍ର ହାଇସ୍କୁଲରେ […]

  • Thursday, 15 July 2021
rail
ବିନା ଡିଜେଲ୍ ଓ ଇଲେକ୍ଟ୍ରିରେ ଚାଲିଲା ଟ୍ରେନ୍

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ମହାମାରୀ ବ୍ୟାପିବାରେ ଲାଗିଥିବା ବେଳେ ଅନ୍ୟପଟେ ଭାରତୀୟ ରେଲୱେ ଗୋଟିଏ ପରେ ଗୋଟିଏ ନୂଆ ଉପଲବ୍ଧି କରିଚାଲିଛି। ଏବେ ରେଲୱେ ଟ୍ରେନ୍ ଇଞ୍ଜିନକୁ ଚଲାଇବା କ୍ଷେତ୍ରରେ ଆଉ ପାଦେ ଆଗେଇଛି। ଭାରତୀୟ ରେଲୱେ ଏବେ ବ୍ୟାଟେରୀ ଚାଳିତ ଟ୍ରେନ୍ ଇଞ୍ଜିନ୍ ପ୍ରସ୍ତୁତ କରିଛି ଏବଂ ଏହାର ସଫଳ ପରୀକ୍ଷଣ ମଧ୍ୟ କରିସାରିଛି। ଅର୍ଥାତ୍ ଆଉ କିଛି ଦିନ ଭିତରେ ଟ୍ରାକରେ ବ୍ୟାଟେରୀ ଚାଳିତ ଟ୍ରେନ୍ ଚାଲୁଥିବାର ଦେଖିବାକୁ ମିଳିପାରେ। ରେଲୱେର କହିବା […]

cabinet
ଗରିବ ଓ ଦିନ ମଜୁରିଆଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: କରୋନା ଯୋଗୁ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। ତେବେ ଏହି ମହାମାରୀରେ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଓ ଦିନ ମଜୁରିଆ। ତେଣୁ ଏହାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ହୋଇଥିବା କ୍ୟାବିନେଟ୍‌ ଓ ସିସିଇଏ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସରକାର ସହରରେ ରହୁଥିବା ଗରିବ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। Cabinet approves development […]

  • Thursday, 15 July 2021
INDCHI
ଘାଟିରେ କମୁଛି ଟେନସନ୍, ପଛକୁ ହଟୁଛି ଚୀନ୍

ନୂଆଦିଲ୍ଲୀ: ଭାରତ ଓ ଚୀନର ସୀମାରେ ଲାଗି ରହିଥିବା ଟେନସନ୍ ଏବେ କମିବାରେ ଲାଗିଛି। ଏଲ୍ଏସି ନିକଟ ଗଲୱାନ୍ ଅଞ୍ଚଳରୁ ଚୀନ୍ ପଛକୁ ହଟିଥିବା ନୂଆ ସାଟେଲାଇଟ୍ ଚିତ୍ରରୁ ସ୍ପଷ୍ଟ ହୋଇଛି। ଜୁନ୍ ୨୮ ତାରିଖରେ ଆସିଥିବା ସାଟେଲାଇଟ୍ ଚିତ୍ରରେ ଚୀନ୍ ସେନାର ଉପସ୍ଥିତି ଦେଖିବାକୁ ମିଳିଥିଲା। ତେବେ ଏବେ ଯେଉଁ ସାଟେଲାଇଟ୍ ଇମେଜ୍ ଆସିଛି ସେଥିରେ ଚୀନ୍ ସେନାର ଉପସ୍ଥିତି ନଜର ଆସୁନାହିଁ। ଫଳରେ ଚୀନ୍ ସେନା ଗଲୱାନ୍ ଭ୍ୟାଲିରୁ ପଛକୁ ହଟିଥିବା ସ୍ପଷ୍ଟ ହୋଇଛି। […]

  • Thursday, 15 July 2021