• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

pubg
'ପବ୍‌ଜୀ' ନିଶା: ବାପା ଆକାଉଣ୍ଟରୁ ୧୬ ଲକ୍ଷ ଟଙ୍କା ଉଡ଼ାଇଦେଲା ପୁଅ

ଦିଲ୍ଲୀ/ଚଣ୍ଡିଗଡ଼: ବର୍ତ୍ତମାନ ପିଢିର ପିଲାମାନଙ୍କ ଉପରେ ଅନଲାଇନ୍ ଗେମର ନିଶା ଖୁବ୍ ଚଢ଼ିବାରେ ଲାଗିଛି। ଏହି ଅନଲାଇନ୍ ଗେମ୍ ମଧ୍ୟରୁ ପବ୍‌ଜୀ (PUBG) ଏବେ ସମସ୍ତଙ୍କ ପ୍ରିୟ ହୋଇଛି। କିନ୍ତୁ ଏହି ଖେଳ ଯେ ଜଣଙ୍କୁ କାଙ୍ଗାଳ କରିଦିଏ, ତା’ର ଜ୍ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପଞ୍ଜାବରେ। ପଞ୍ଜାବର ଜଣେ ପିଲା ଅନଲାଇନ୍ ଗେମ୍ ନିଶାରେ ନିଜ ବାପାଙ୍କ ଆକାଉଣ୍ଟରୁ ୧୬ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଇଛି। ତେବେ ପୁଅର ଏଭଳି କାମ ପରେ ବାପା ତାକୁ […]

  • Thursday, 15 July 2021
india-air-force
ସୀମାରେ ଦମ୍ ଦେଖାଇଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ସୀମାରେ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ଭାରତୀୟ ବାୟୁସେନା ପକ୍ଷରୁ ଜୋରଦାର ପ୍ରସ୍ତୁତି ଦେଖିବାକୁ ମିଳିଛି। ଭାରତ-ଚୀନ୍ ସୀମାରେ ଗତକାଲି ଏକାଧିକ ଲଢ଼ୁଆ ଯୁଦ୍ଧ ବିମାନ ଉଡ଼ାଇ ଏହି ସଙ୍କେତ ଦେଇଛି ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲଦାଖ ଗସ୍ତର ଦୁଇ ଦିନ ପରେ ଭାରତ-ଚୀନ ସୀମାର ଫରୱାର୍ଡ ଏୟାର ବେସରେ ଆଜି ବାସୁସେନାର ଲଢ଼ୁଆ ଯୁଦ୍ଧ ବିମାନ ସୁଖୋଇ-୩୦, ଆପାଚି ଆକ୍ରମଣକାରୀ ହେଲିକପ୍ଟର ଉଡ଼ିବା ସହ ଏୟାର ଅପରେସନ ଜାରି ରଖିଛି। #WATCH Indian […]

  • Thursday, 15 July 2021
corina
୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ରବିବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଭାରତରେ ରେକର୍ଡ ୨୪,୮୫୦ ନୂଆ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ଯାହାକି କୌଣସି ଗୋଟିଏ ଦିନରେ ଭାରତରେ ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୭୩,୧୬୫ରେ ପହଞ୍ଚିଛି। ଭାରତରେ କ୍ରମାଗତ ନବମ ଦିନରେ ୧୮ହଜାରରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହେବାର ନୂଆ ରେକର୍ଡ […]

pak
ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ସର୍ବଦା ଭାରତ ବିରୋଧୀ ମନ୍ତବ୍ୟ ଦେଇ ଆସୁଥିବା ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ୍ କ୍ୟୁରେଶି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର କ୍ୟୁରେଶିଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଯାହା ପରେ ସେ ନିଜକୁ ହୋମ୍ କ୍ୱାରେଣ୍ଟିନରେ ରଖିଛନ୍ତି। ଏ ନେଇ ଖୋଦ୍ କ୍ୟୁରେଶି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। This afternoon I felt a slight fever and immediately quarantined myself at home. I have now tested positive […]

  • Thursday, 15 July 2021
sabarimala
ସବରିମାଳା ମନ୍ଦିରରେ ସ୍ୱାମୀ ଆୟାପ୍ପାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ଥିରୁଅନନ୍ତପୁରମ୍: ପୁଣି ଖୋଲିଛି କେରଳ ସବରିମାଳାର ସ୍ୱାମୀ ଆୟାପ୍ପାଙ୍କ ମନ୍ଦିର। ମନ୍ଦିର ଖୋଲିବା ପରେ ସ୍ଥିତିରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି। ପୂର୍ବ ପରି ଉତ୍ତେଜନା, ବିକ୍ଷୋଭ ଦେଖିବାକୁ ମିଳି ନଥିଲେ ମଧ୍ୟ ଚାପା ଉତ୍ତେଜନା ଦେଖାଦେଇଛି। କାଁ ଭାଁ ଘଟଣାକୁ ବାଦ୍‌ ଦେଲେ ସେପରି କିଛି ଅପ୍ରିତିକର ପରିସ୍ଥିତି ଘଟଣା ଦେଖିବାକୁ ମିଳିନାହିଁ। ରିପୋର୍ଟ ଅନୁସାରେ ଏକ ନ୍ୟୁଜ୍‌ ଚ୍ୟାନେଲର କ୍ୟାମେରା ମ୍ୟାନ୍‌ଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କ୍ୟାମେରା ମ୍ୟାନ ଜଣଙ୍କ ମନ୍ଦିର ନିକଟକୁ […]

  • Thursday, 15 July 2021
tiger1
ସଚିବାଳୟ ଭିତରେ ଚିତାବାଘ

ଗାନ୍ଧିନଗର: ଗୁଜରାଟର ସଚିବାଳୟ ଭିତରେ ଚିତାବାଘ ପଶିଥିବା ଦେଖିବାକୁ ମିଳିଛି। ଏହି ଘଟଣା ଜଣାପଡ଼ିବା ପରେ ଲୋକେ ଭୟଭୀତ ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୨ଟା ସମୟରେ ସଚିବାଳୟ ପରିସରରେ ଚିତାବାଘ ପଶିଥିବା ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଛି। ଫଳରେ ପୂରା ସଚିବାଳୟକୁ ସିଲ୍ କରି ଯାଞ୍ଚ କରାଯାଉଛି। ପ୍ରାୟ ଶହେରୁ ଅଧିକ ବନ ବିଭାଗ କର୍ମଚାରୀ ଏବଂ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଚିତାବାଘର ସନ୍ଧାନ ପାଇଁ ସମସ୍ତେ ଲାଗି ପଡ଼ିଛନ୍ତି। ବାଘଟିକୁ […]

  • Thursday, 15 July 2021