ନୂଆଦିଲ୍ଲୀ : ଚତୁର୍ଥ ଏବଂ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଜୋରଦାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାଟ ଗସ୍ତ ଶେଷ କରି ରାଜସ୍ଥାନର ଚିତୋରଗଡ଼ରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ। ଆସନ୍ତା ଏପ୍ରିଲ ୨୯ରେ ଏହି ଆସନ ଲାଗି ମତଦାନ ହେବ। ଚଳିତ ବିଧାନସଭା ନିର୍ବାଚନରେ ବିଜେପି ଏଠାରେ ହାରିବାର ସମ୍ମୁଖିନ ହୋଇଥିବାରୁ ଲୋକସଭା ନିର୍ବାଚନରେ ଦଳ ଏଠାରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି। ଦଳୀୟ ପ୍ରାର୍ଥୀଙ୍କ ପାଇଁ […]
ନୂଆଦିଲ୍ଲୀ : ବାୟୁସେନାର ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ମିଳିବ ବୀର ଚକ୍ର ସମ୍ମାନ। ଅଭିନନ୍ଦନଙ୍କୁ ସମ୍ମାନିତ କରିବା ଲାଗି ବାୟୁ ସେନା ପକ୍ଷରୁ ସୁପାରିସ କରାଯାଇଛି। ବୀର ଚକ୍ର ହେଉଛି ତୃତୀୟ ବୃହତ୍ତମ ସାମରିକ ସମ୍ମାନ। ଆମେରିକାରେ ନିର୍ମିତ ପାକିସ୍ତାନୀ ଯୁଦ୍ଧ ବିମାନ ଏଫ୍-୧୬କୁ ଖସାଇ ଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ମିରାଜ-୨୦୦୦ର ପାଇଲଟ୍ ଅଭିନନ୍ଦନ ଫେବ୍ରୁଆରି ୨୭ରେ ପାକିସ୍ତାନ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ। ଅନ୍ୟପକ୍ଷରେ ତାଙ୍କର ସୁରକ୍ଷାକୁ ନଜରରେ ରଖି […]
ନୂଆଦିଲ୍ଲୀ : ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ। ସୁପ୍ରିମ୍କୋର୍ଟର ଜଣେ ପୂର୍ବତନ କର୍ମଚାରୀ ଏହି ଅଭିଯୋଗ ଆଣିଛନ୍ତି। ବିଭିନ୍ନ ବିଚାରପତିଙ୍କ ନିକଟରେ ଏ ସଂପର୍କରେ ସେ ଆଫିଡେଫିଟ୍ ଦାଖଲ କରିଛନ୍ତି। ଏହି ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି ଜଷ୍ଟିସ୍ ରଞ୍ଜନ ଗୋଗେଇ। ଏହାକୁ ନେଇ ଆଜି ଏକ ସ୍ୱତନ୍ତ୍ର ବେଞ୍ଚର ଜରୁରୀକାଳୀନ ବୈଠକ ବସିଥିଲା। ଜଷ୍ଟିସ୍ ରଞ୍ଜନ ଗୋଗେଇ କହିଛନ୍ତି, ଦେଶର ବିଚାର ବ୍ୟବସ୍ଥା ପ୍ରତି ବିପଦ […]
ଚେନ୍ନାଇ : କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାମିଲନାଡୁର ୩୮ଟି ଲୋକସଭା ଆସନ ପାଇଁ ମତଦାନ ଚାଲିଛି। ଏଥିସହ ୧୮ଟି ବିଧାନସଭା ପାଇଁ ଉପନିର୍ବାଚନ ହେଉଛି। ଦିନ ୧ଟା ସୁଦ୍ଧା ୩୯.୪୨ ପ୍ରତିଶତ ଭୋଟିଂ ହୋଇଛି। ସେଣ୍ଟ୍ରାଲ ଚେନ୍ନାଇରେ ସବୁଠାରୁ କମ୍ ୨୨.୮ ପ୍ରତିଶତ ମତଦାନ ହୋଇଛି। ତାମିଲନାଡୁରେ ଏଆଇଏଡିଏମ୍କେ, ବିଜେପି, ପିଏମ୍କେ ମଧ୍ୟରେ ମେଣ୍ଟ ହୋଇଥିବା ବେଳେ କଂଗ୍ରେସ ଓ ଡିଏମକେ ମଧ୍ୟରେ ମେଣ୍ଟ ହୋଇଛି। ମତଦାନ ପୂର୍ବରୁ ଭେଲୋର ଲୋକସଭା ଆସନରେ ବିପୁଳ ପରିମାଣର […]
ନୂଆଦିଲ୍ଲୀ : ଭାରତର ପଶ୍ଚିମାଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଭାରତରେ ବିଭିନ୍ନ ସ୍ଥାନରେ କାଳବୈଶାଖୀର ଆଶଙ୍କା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡିଶାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ କୁଆପଥର ବର୍ଷା ହୋଇପାରେ। ପବନର ବେଗ ଘଣ୍ଟାପ୍ରତି ୬୦ କିଲୋମିଟର ବଢ଼ିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଓଡ଼ିଶା ସହ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ଜମ୍ମୁ ଓ କାଶ୍ମୀର, ହରିଆଣା, ପଂଜାବରେ କାଳବୈଶାଖୀର […]
ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଧ୍ରୁବ ସାହୁଙ୍କୁ ନେଇ ବଢୁଛି ବିବାଦ। ଧାନ କିଣା ଦୁର୍ନିତିରେ ତାଙ୍କ ସଂପୃକ୍ତି ଅଭିଯୋଗର ଖୁଲାସା ପରେ ମୁହଁ ଖୋଲିଛନ୍ତି ଧ୍ରୁବ। ସାମ୍ବାଦିକ ସମ୍ମିଳନୀ କରି ଟାର୍ଗେଟ କରିଛନ୍ତି ଅଭିଯୋଗ ଆଣିଥିବା ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ଓ ଏ ସଂପର୍କିତ ଖବର ପ୍ରସାରଣ କରିଥିବା ଓଟିଭିକୁ। ନିଜ ସଫେଇରେ ଧ୍ରୁବ କହିଛନ୍ତି ଧାନକିଣା ଦୁର୍ନୀତିରେ ତାଙ୍କର କୋଣସି ସଂପୃକ୍ତି ନାହିଁ। ପାଲଟା ଅଭିଯୋଗ କରିଛନ୍ତି, ଦୁର୍ନୀତିର ସୁତ୍ରଧର ହେଉଛନ୍ତି […]
ନବରଙ୍ଗପୁର : ନବରଙ୍ଗପୁର ଲକ୍ଷ୍ମୀ ମନ୍ଦିରରୁ ଚୋରୀ। ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଠାକୁର ଘର ତାଲା ଭାଙ୍ଗି ମନ୍ଦିରର ଲକ୍ଷାଧିକ ସମ୍ପତ୍ତି ଲୁଟ କରିଛି। ମନ୍ଦିରରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ତଦନ୍ତ କରୁଛି ପୋଲିସ। କେହି ଜଣେ ଦୁର୍ବୃତ୍ତ ମୁହଁରେ ମୁଖା ପିନ୍ଧି ତାଲା ଭାଙ୍ଗୁଥିବା ଚିତ୍ର ସିସିଟିଭିରେ କଏଦ୍ ହୋଇଛି। ପରବର୍ତ୍ତୀ ସମୟରେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରାଯିବ […]
ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ଓ ଘଡଘଡ଼ି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଏହି ସମୟରେ ଘରୁ ନବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ ଆଜି ରାତି ୭ଟା ଯାଏ ଏବଂ ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ଓ କୋରାପୁଟ […]